Home Middle

ଆଉ ଏକ ଇତିହାସ ରଚିଲେ କମଳା ହାରିସ୍‌

ଓ୍ବାଶିଂଟନ,୧୩ା୭: ଆମେରିକା ଇତିହାସରେ କମଲା ହାରିସ୍‌ ଆଉ ଏକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଉପ-ରାଷ୍ଟ୍ରପତି ଭାବରେ ଟାଇ-ବ୍ରେକ୍‌ ଭୋଟ ଦେବାର ୧୯୧ ବର୍ଷ ପୁରୁଣା ରେକର୍ଡ ସହ ସମାନ ଥିଲେ ଏବଂ ଏକ ଫେଡେରାଲ ଏଜେନ୍ସିର ସଦସ୍ୟ ଭାବରେ ଭାରତୀୟ…

ଭାଇରାଲ ହେଉଛି ଜ୍ୟୋତି-ମନୀଷଙ୍କ ଚାଟ୍‌

ଲକ୍ଷ୍ନୌ,୧୩ା୭: ପିସିଏସ ଅଧିକାରୀ ଜ୍ୟୋତି ମୌର୍ଯ୍ୟ ଏବଂ ହୋମଗାର୍ଡ କମାଣ୍ଡାଣ୍ଟ ମନୀଷ ଦୁବେଙ୍କ ମାମଲାରେ ଏକ ନୂଆ ମୋଡ଼ ଆସିଛି। ବରେଲିରେ ପୋଷ୍ଟ ହୋଇଥିବା ଏସ୍‌ଡିଏମ ଜ୍ୟୋତି ଏବଂ ତାଙ୍କ ସ୍ବାମୀ ଆଲୋକ ମୌର୍ଯ୍ୟଙ୍କ ମଧ୍ୟରେ ଚାଲିଥିବା ବିବାଦରେ ଜିଲା କମାଣ୍ଡାଣ୍ଟ…

‘ବହୁବିବାହ ଉପରେ ଲଗାଯିବ ବ୍ୟାନ, ଶୀଘ୍ର ବିଲ୍‌ ଆଣିବେ ସରକାର’: ହିମନ୍ତ ବିଶ୍ୱଶର୍ମାଙ୍କ ଘୋଷଣା

ଗୁଆହାଟୀ,୧୩।୭: ଦେଶସାରା ୟୁନିଫର୍ମ ସିଭିଲ କୋର୍ଡ (ୟୁସିସି)କୁ ନେଇ ହେଉଥିବା ଚର୍ଚ୍ଚାକୁ ନେଇ ଲକ୍ଷ ଲକ୍ଷ ଲୋକ ସେମାନଙ୍କ ମତାମତ ଦେଉଛନ୍ତି। ସେପଟେ ବର୍ତ୍ତମାନ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ମଧ୍ୟ ୟୁସିସି ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି। ଯେଉଁଥିରେ…

ସେତୁ ଯୋଜନା ବ୍ୟୟ ଅଟକଳ ୫୦ରୁ ୧୦୦ କୋଟି ଟଙ୍କାକୁ ବୃଦ୍ଧିକଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩ା୭(ଅସମାପିକା ସାହୁ): ସେତୁ ଯୋଜନାରେ ସ୍ବାଭିମାନ ଅଞ୍ଚଳରେ ଦ୍ରୁତ ପରିବର୍ତ୍ତନକୁ ଉପଲବ୍ଧି କରି ଚିତ୍ରକୋଣ୍ଡା ବ୍ଲକ୍‌ର ଅବଶିଷ୍ଟ ୯ଟି ପଞ୍ଚାୟତ ଯଥା ଆନ୍ଦ୍ରପାଲ୍ଲୀ, ପଣସପୁଟ, ଜୋଡାମ୍ବୋ, ରାଲିଗଡ଼ା, ପେପରମେଟଲା, ବଡ଼ପଦା, ଗଜଲମାମୁଣ୍ଡି, ଜନ୍ତ୍ରୀ ଓ ଧୁଳିପୁଟ ଏବଂ କୋରୁକୁଣ୍ଡା ବ୍ଲକର ନାକାମାମୁଡ଼ି…

ଚାଇନାରେ ବିବାହ ପାଇଁ ରାଜି ନାହାଁନ୍ତି ଯୁବପିଢି; ଚଳିତବର୍ଷ ୪୦ହଜାର ଯୋଡି ବିବାହ କରିଥିବାବେଳେ ୧ଲକ୍ଷ ୨୭ହଜାର ଦମ୍ପତିଙ୍କ ହୋଇଛି ଛାଡପତ୍ର

ବେଜିଂ,୧୩।୭: ଚାଇନାର ଯୁବପିଢି ବିବାହ ପାଇଁ ରାଜି ନୁହଁନ୍ତି। ତେଣୁ ସେଠାରେ ପଞ୍ଜିକରଣ ହେଉଥିବା ବିବାହ ହାରରେ ରେକର୍ଡ ସଂଖ୍ୟକ ହ୍ରାସ ଘଟିଛି। ନ୍ୟୁୟର୍କ ଟାଇମ୍ସ ରିପୋର୍ଟରେ ଦର୍ଶାଯାଇଛି ଯେ, ଚାଇନାର ଅର୍ଥନୈତିକ ସଙ୍କଟ, ବେରୋଜଗାରୀ, କର୍ପୋରେଟ ଯେକ୍ଷତ୍ରରେ ଛଟେଇ ଯୋଗୁ…

ବାଇଡେନଙ୍କୁ କୋକେନ ଦେଉଛନ୍ତି ଅଜ୍ଞାତ ଲୋକ: ଟ୍ରମ୍ପଙ୍କ ଅଭିଯୋଗ…

ଓ୍ବାଶିଂଟନ,୧୩।୭ : ହ୍ବାଇଟ ହାଉସରେ ନିକଟରେ ମିଳିଥିବା କୋକେନ ସମ୍ପର୍କରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଅଭିଯୋଗ କରିଛନ୍ତି। ସେ କହିଛନ୍ତି କିଛି ଅଜ୍ଞାତ ବ୍ୟକ୍ତି ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କୋକେନ ଦେଉଛନ୍ତି। କେବଳ ଏତିକି…

ତୃତୀୟ ବିଶ୍ୱ ଯୁଦ୍ଧ ମୁହାଁ ପୃଥିବୀ…

ମସ୍କୋ,୧୩।୭ : ନାଟୋ ଶିଖର ସମ୍ମିଳନୀରେ ୟୁକ୍ରେନ ପାଇଁ ଏକ ସୁରକ୍ଷା ପ୍ୟାକେଜ ସ୍ବାକ୍ଷରିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସହଯୋଗୀ ଦିମିତ୍ରୀ ମେଡଭେଡେଭ ଚେତାବନୀ ଦେଇଛନ୍ତି ବିଶ୍ୱ ତୃତୀୟ ବିଶ୍ୱଯୁଦ୍ଧର ନିକଟତର ହେବାକୁ ଯାଉଛି।…

୨୦୩୦ ସୁଦ୍ଧା ମନୁଷ୍ୟଙ୍କୁ ଚନ୍ଦ୍ରକୁ ପଠାଇବ ଚାଇନା…

ବେଜିଂ,୧୩।୭ : ପୃଥିବୀର ସମସ୍ତ ଦେଶ ଏବେ ଚନ୍ଦ୍ରକୁ ଯିବାକୁ ଚାହୁଁଛନ୍ତି। ଆମେରିକା ୫୦ ବର୍ଷ ପୂର୍ବେ ମନୁଷ୍ୟକୁ ଚନ୍ଦ୍ରକୁ ପଠାଇଥିଲା। ଭାରତ ଚନ୍ଦ୍ରାୟଣ-୩ ମିଶନ ମାଧ୍ୟମରେ ନିଜର ରୋଭରକୁ ଚନ୍ଦ୍ରକୁ ପଠାଇବାକୁ ଚାହୁଁଛି। ଏଥି ସହିତ ଚାଇନା ମନୁଷ୍ୟଙ୍କୁ ଚନ୍ଦ୍ରକୁ…

ମୋଦିଙ୍କ ଫ୍ରାନ୍ସ ଗସ୍ତ: ୨୬ ରାଫେଲ, ୩ ସ୍କର୍ପିନ ବୁଡାଜାହାଜ…୯୦ ହଜାର କୋଟିର ଡିଫେନ୍ସ ଡିଲ ହଜାଇବ ଚାଇନା-ପାକିସ୍ତାନର ସ୍ବପ୍ନ

ନୂଆଦିଲ୍ଲୀ,୧୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ତିନି ଦିନିଆ ବିଦେଶ ଗସ୍ତରେ ଯାଇଛନ୍ତି। ତାଙ୍କ ବିଦେଶ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଜୁଲାଇ ୧୩ ଏବଂ ୧୪ରେ ସେ ଫ୍ରାନ୍ସରେ ରହିବେ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୟୁଏଇରେ ପହଞ୍ଚିବେ। ପ୍ରଧାନମନ୍ତ୍ରୀଙ୍କ ଫ୍ରାନ୍ସ ଗସ୍ତ…

ପରିବେଶ ପାଇଁ କ୍ଷତିକାରକ ଡିସପୋଜେବଲ ଇ-ସିଗାରେଟ: ଆମେରିକାରେ ପ୍ରତି ମାସରେ ବିକ୍ରି ହେଉଛି ୧.୧୯କୋଟି ଇ-ସିଗାରେଟ

ସାରା ବିଶ୍ୱରେ ଡିସପୋଜେବଲ ଇ-ସିଗାରେଟ ଏବଂ ଇଲେକ୍ଟ୍ରିକ ଭେପ ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି। ତେବେ ଏହି ଇ-ବର୍ଜ୍ୟବସ୍ତୁ ସାରା ଦେଶରେ ଚିନ୍ତା ବଢାଇଛି। ଏହି ଇ-ସିଗାରେଟକୁ କେବଳ ଥରେ ବ୍ୟବହାର କରିହେବ ତେଣୁ ସବୁଆଡେ ଏହାର ବହୁଳ ବ୍ୟବହାର ଦେଖାଯାଉଛି।…

ଓଡ଼ିଶା ଆସିବେ ରାଷ୍ଟ୍ରପତି

କଟକ,୧୩ା୭: ଚଳିତମାସ ୨୬ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏଥିସହ ରାଷ୍ଟ୍ରପତି ମା’ କଟକ ଚଣ୍ଡୀଙ୍କ ଦର୍ଶନ…

ଛତିଶଗଡ଼ କୋଲ ବ୍ଲକ ଆବଣ୍ଟନ ମାମଲାରେ ସମସ୍ତ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ୧୮ ଜୁଲାଇରେ ଦଣ୍ଡ ବିଧାନ

ରାୟପୁର,୧୩।୭: ଛତିଶଗଡ଼ରେ କୋଇଲା ବ୍ଲକ ଆବଣ୍ଟନରେ ଅନିୟମିତତା ମାମଲାରେ ଦିଲ୍ଲୀର ସ୍ପେଶାଲ କୋର୍ଟ ସମସ୍ତ ଅଭିଯୁ୍‌କ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ରାଜ୍ୟ ସଭା ଏମପି ବିଜୟ ଦର୍ଡା, ତାଙ୍କ ପୁଅ ଦେବେନ୍ଦ୍ର ଦର୍ଡା, ପୂର୍ବତନ କୋଇଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri