ଚନ୍ଦ୍ରାୟନ-୩ ଉତକ୍ଷେପଣ: ଗୁରୁବାର ଅପରାହ୍ନ ୧ଟାରୁ କାଉଣ୍ଟ ଡାଉନ ଆରମ୍ଭ…
ଶ୍ରୀହରିକୋଟା,୧୩।୭ : ଚନ୍ଦ୍ରାୟନ-୩ ମିଶନର ଗୋଟିଏ ଦିନ ପୂର୍ବରୁ ଗୁରୁବାର ଅପରାହ୍ନ ୧ ଟାରୁ କାଉଣ୍ଟଡାଉନ ଆରମ୍ଭ ହେବ। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଆଇଏସଆରଓ) ପକ୍ଷରୁ ଏନେଇ ସୂଚନା ପ୍ରଦାନ କରାଯାଇଛି। ଇସ୍ରୋ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ…
‘ଗ୍ଲୋବାଲ ସାଉଥ-ନର୍ଥ ମଧ୍ୟରେ ସେତୁ ହୋଇଛି ଭାରତ’, ଫ୍ରାନ୍ସିସି ଖବର କାଗଜକୁ ଏମିତି କହିଲେ ମୋଦି
ନୂଆଦିଲ୍ଲୀ/ପ୍ୟାରିସ,୧୩।୭: ଫ୍ରାନ୍ସ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମ୍ୟାକ୍ରନଙ୍କୁ ସାକ୍ଷାତ୍ କରିବେ। ପ୍ରଧାନମନ୍ତ୍ରୀ ତାଙ୍କ ସହ ଡିନର ଫଲିଟିକ୍ସ ବି କରିବାର ଅଛି। ଇତିମଧ୍ୟରେ ମୋଦି ଫ୍ରାନ୍ସର ଏକ ଖବର କାଗଜ ଲେସ ଇକୋସକୁ…
ଆତଙ୍କବାଦୀଙ୍କ ଆକ୍ରମଣରେ ପାକିସ୍ତାନର ୧୨ଯବାନ ଶହୀଦ
ଇସଲାମବାଦ,୧୩।୭: ପାକିସ୍ତାନର ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଛନ୍ତି। ବାଲୁଚିସ୍ତାନର ସୁଇ ଜିଲାରେ ପାକିସ୍ତାନୀ ସୈନିିକଙ୍କ ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଆତଙ୍କବାଦୀ ଆକ୍ରମଣରେ ତିନିଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନ ଗଣମାଧ୍ୟମ ଅନୁଯାୟୀ, ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ…
୫୦ ଔଷଧ କମ୍ପାନୀର ଲାଇସେନ୍ସ ରଦ୍ଦ…
ନୂଆଦିଲ୍ଲୀ,୧୩।୭ : ଔଷଧ ଉତ୍ପାଦନକାରୀ କମ୍ପାନୀଗୁଡିକ ବିରୋଧରେ ଭାରତ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏକ ବୈଠକରେ ଫାର୍ମାସ୍ୟୁଟିକାଲ କମ୍ପାନୀ ବିରୋଧରେ ନିଆଯାଇଥିବା କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଉଚ୍ଚମାନର ଫାର୍ମା…
ଆମେରିକା ଓ୍ବାରେଣ୍ଟରେ ବ୍ରିଟେନ୍ରେ ଗିରଫ ହେଲେ ଭାରତୀୟ; ଆତଙ୍କବାଦୀ ସଂଗଠନ ସହ ଲିଙ୍କ୍ ଅଭିଯୋଗ
ଲଣ୍ଡନ,୧୩।୭: ଆତଙ୍କବାଦୀ ସଂଗଠନ ସହ ଲିଙ୍କ୍ ମାମଲାରେ ଜଣେ ଭାରତୀୟ ନାଗରିକଙ୍କ ଉପରେ ଆମେରିକା ୱାରେଣ୍ଟ ଜାରି କରିଛି। ଆମେରିକାର ଓ୍ବାରେଣ୍ଟ ଜାରି କରିବା ପରେ ବ୍ରିଟେନ ତାଙ୍କୁ ଗିରଫ କରି ଲଣ୍ଡନ କୋର୍ଟରେ ହାଜର କରିଛି। ମାନବିକ ଅଧିକାର ମାମଲା…
ନିର୍ବାଚନୀ ହିଂସା ପାଇଁ ଦାୟୀ ରାମ-ଶ୍ୟାମ-ବାମ: ମମତା…
କୋଲକାତା,୧୩।୭ : ପଞ୍ଚାୟତ ନିର୍ବାଚନ ସମୟରେ ପଶ୍ଚିମବଙ୍ଗରେ ଘଟିଥିବା ଭୟଙ୍କର ହିଂସା ଏବଂ ରକ୍ତପାତ ପାଇଁ ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀ ’ରାମ, ଶ୍ୟାମ ଏବଂ ବାମ’ କୁ ଦାୟୀ କରିଛନ୍ତି। ସେ ’ରାମ, ଶ୍ୟାମ ଏବଂ ବାମପନ୍ଥୀ’ ମାଧ୍ୟମରେ ଭାଜପା,…
ଅଗଷ୍ଟ ୧୪ରେ ଶେଷ ହେବ ଶେହବାଜ ସରକାରଙ୍କ କାର୍ଯ୍ୟକାଳ
ଇସଲାମବାଦ,୧୩।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଅଗଷ୍ଟ ୧୪ରେ ଶେଷ ହେବାକୁ ଯାଉଛି। ଏନେଇ ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ନିର୍ବାଚନ ଆୟୋଗ ଆଗାମୀ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ…
ଫ୍ରାନ୍ସରେ ମୋଦିଙ୍କ ଉପସ୍ଥିତିରେ ଲଞ୍ଚ ହୋଇପାରେ ୟୂପିଆଇ
ନୂଆଦିଲ୍ଲୀ,୧୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଗୁରୁବାର ସକାଳୁ ବାହାରି ଯାଇଛନ୍ତି। ସେଠାରେ ସେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଭେଟିବେ ଓ କିଛି ପ୍ରସଙ୍ଗକୁ ନେଇ ଉଭୟ ନେତାଙ୍କ ମଧ୍ୟରେ ଚର୍ଚ୍ଚା ହେବ। ଫ୍ରାନ୍ସ…
ଦୁନିଆର ସବୁଠାରୁ ପୁରୁଣା ଗ୍ୟାସିୟରକୁ ଆବିଷ୍କାର କଲେ ବୈଜ୍ଞାନିକ
ଜୋହାନ୍ସବର୍ଗ,୧୩।୭:ବୈଜ୍ଞାନିକମାନେ ଦକ୍ଷିଣ ଆଫ୍ରିକାରୁ ଦୁନିଆର ସର୍ବ ପୁରାତନ ଗ୍ଲାସିୟର ଅଂଶକୁ ଆବିଷ୍କାର କରିଛନ୍ତି। ଏହି ଗ୍ଲାସିୟର ୨୯୦କୋଟି ବର୍ଷ ପୁରୁଣା ଏବଂ ଏହାକୁ ସୁନା ଭଣ୍ଡାରର ଚଟାଣ ତଳୁ ଆବିଷ୍କୃତ କରାଯାଇଛି। ଅନୁସନ୍ଧାନରୁ ଜଣାପଡିଛି ଯେ, ଅତୀତରେ ଏହି ମାଳଦ୍ୱୀପରେ ବରଫ…
ମୋଦିଙ୍କ ଫ୍ରାନ୍ସ ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଯିବା ପୂର୍ବରୁ ନିଜେ କହିଲେ
ନୂଆଦିଲ୍ଲୀ,୧୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ୩ ଦିନିଆ ବିଦେଶ ଗସ୍ତରେ ବାହାରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ୨ ଦିନ ଫ୍ରାନ୍ସ ଓ ଗୋଟିଏ ଦିନ ସଂଯୁକ୍ତ ଅରବ ଏମିରେଟ୍ସ ଗସ୍ତ କରିବେ। ଫ୍ୟାନ୍ସ ବାହାରିବା ପୂର୍ବରୁ ମୋଦି ଏକ ବୟାନ…
ଲେଖକ ମିଲେନ କୁନ୍ଦେରାଙ୍କ ୯୪ବର୍ଷରେ ଦେହାନ୍ତ
ପ୍ୟାରିସ,୧୩।୭:କମ୍ୟୁନିଷ୍ଟ ବିରୋଧରେ ଲେଖି ନିଜ ଦେଶଚେକୋସ୍ଲୋଭାକିଆରୁ ବତାଡିତ ହୋଇଥିଲେ ଲେଖକ ମିଲେନ କୁନ୍ଦେରା। ବୁଧବାର ପ୍ୟାରିସରେ ତାଙ୍କର ମୃତ୍ୟୁ ହୋଇଛି। ସର୍ବାଧିକାରୀବାଦୀ ଶାସନରେ ମିଲେନ ନିର୍ବାସିତ ବ୍ୟଙ୍ଗକାର ଭାବରେ ମାନ୍ୟତା ପାଇଲେ। ତାଙ୍କର ଉପନ୍ୟାସ ‘ଦି ଅନବିଏରେଏବୁଲ ଲାଇଟନେସ ଅଫ୍ ବିଙ୍ଗ୍’…
ଚନ୍ଦ୍ରାୟନ-୩ ମିଶନର ସଫଳତା ପାଇଁ ପୂଜାପାଠ କଲେ ବୈଜ୍ଞାନିକ…
ଶ୍ରୀହରିକୋଟା,୧୩।୭ : ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ଇସ୍ରୋ) ଖୁବ ଶୀଘ୍ର ଚନ୍ଦ୍ରାୟଣ -୩ ଲଞ୍ଚ କରିବାକୁ ଯାଉଛି। ଏହାର ସଫଳତା ପାଇଁ ପ୍ରାର୍ଥନା କରିବାକୁ ଇସ୍ରୋ ବୈଜ୍ଞାନିକମାନଙ୍କର ଏକ ଟିମ ତିରୁପତି ଭେଙ୍କଟାଚାଲାପତି ମନ୍ଦିରରେ ଚନ୍ଦ୍ରୟାନ -୩ ର ଏକ…
Archives


