Home Middle

ତାଇଓ୍ବାନକୁ ସାମରିକ ସହାୟତା ଦେବାକୁ ଘୋଷଣା କଲେ ବାଇଡେନ…

ଓ୍ବାଶିଂଟନ,୨୯।୭ : ଚାଇନାର ଆକ୍ରମଣାତ୍ମକ ମନୋଭାବ ଉପରେ ଆମେରିକା ଖୋଲାଖୋଲି ଭାବେ କହିଛି ଚାଇନା ବିରୋଧରେ ଛିଡା ହୋଇଥିବା ଦେଶଗୁଡ଼ିକୁ ପେଣ୍ଟାଗନ ସମର୍ଥନ କରିବ। ଏହି ପର୍ଯ୍ୟାୟରେ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ତାଇୱାନ ପାଇଁ ୩୪୫ ମିଲିୟନ ଆମେରିକୀୟ…

ଗ୍ରୀନ କାର୍ଡ ଧାରକଙ୍କୁ ସୁବିଧା ପ୍ରଦାନ ଲାଗି ପ୍ରସ୍ତୁତି: ବାଇଡେନ ସରକାରଙ୍କୁ ଅପିଲ…

ଓ୍ବାଶିଂଟନ,୨୯।୭ : ଆମେରିକାର ଗ୍ରୀନ କାର୍ଡ ଆବେଦନକାରୀଙ୍କ ବ୍ୟାକଲଗ ହଟାଇବା ପାଇଁ କାର୍ଯ୍ୟନିର୍ବାହୀ ପଦକ୍ଷେପ ନେବାକୁ ଆମେରିକାର କେତେକ ସାଂସଦ ଗୋଷ୍ଠୀ ରାଷ୍ଟ୍ରପତି ଜୋ ବାଇଡେନ ସରକାରଙ୍କୁ ଅପିଳ କରିଛନ୍ତି। ୨୦୨୦ ମସିହାରେ, ଗ୍ରୀନ କାର୍ଡ ପାଇଁ ଆବେଦନ କରିଥିବା ଭାରତୀୟଙ୍କର…

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଐତିହାସିକ ଶ୍ରୀଲଙ୍କା ଗସ୍ତ…

କଲମ୍ବୋ,୨୯।୭ : ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ତାଙ୍କର ଐତିହାସିକ ଗସ୍ତରେ ଶ୍ରୀଲଙ୍କାରେ ପହଞ୍ଚିଥିଲେ। ଏହି ସମୟରେ, ମାକ୍ରୋନ ରାଷ୍ଟ୍ରପତି ରାନିଲ ୱିକ୍ରେମସିଂହଙ୍କ ନେତୃତ୍ୱରେ ଶ୍ରୀଲଙ୍କା ପ୍ରତିନିଧୀଙ୍କ ସହ ଦ୍ୱିପାକ୍ଷିକ ସହଯୋଗ ଏବଂ ଖୋଲା ଏବଂ ଅନ୍ତର୍ଭୂକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ…

ସିଆଟେଲରେ ଗୁଳିକାଣ୍ଡ, ୫ ଆହତ, ୨ ଗୁରୁତର…

ଓ୍ବାଶିଂଟନ,୨୯।୭ : ଆମେରିକାର ସିଆଟେଲରେ ଏକ କାର୍ଯ୍ୟକ୍ରମ ସମୟରେ ଗୁଳିକାଣ୍ଡ ହେବାର ଖବର ମିଳିଛି। ଏହି ଘଟଣାରେ ୫ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଗୁଳିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ପୋଲିସ ଏହି…

ନଡ୍ଡାଙ୍କ କୋର କମିଟିରେ ଏଣ୍ଟ୍ରି କଲେ ଆଣ୍ଟୋନିଙ୍କ ପୁଅ, ଦୁଇ ମୁସଲମାନ ଚେହେରା ବି ସାମିଲ

ନୂଆଦିଲ୍ଲୀ,୨୯।୭: ଭାରତୀୟ ଜନତା ପାର୍ଟି (ଭାଜପା) ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କ ନୂଆ ଦଳ ଘୋଷଣା କରି ଲୋକ ସଭା ନିର୍ବାଚନ ପାଇଁ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ୩୮ସଦସ୍ୟ ବିଶିଷ୍ଟ ରାଷ୍ଟ୍ରୀୟ ପଦାଧିକାରୀଙ୍କ ତାଲିକାରେ ନୂଆ ଏବଂ ପୁରୁଣା ଚେହେରା…

ଦୁଇ ଦଶକରେ ପ୍ରଥମ ଥର, ମହିଳା କଏଦୀଙ୍କୁ ଦିଆଗଲା ଫାଶୀ ଦଣ୍ଡାଦେଶ

ସିଙ୍ଗାପୁର,୨୯।୭: ହିରୋଇନ କାରବାର ଅଭିଯୋଗରେ ଶୁକ୍ରବାର ସିଙ୍ଗାପୁରରେ ଜଣେ ୪୫ବର୍ଷୀୟା ମହିଳାଙ୍କୁ ପାଶୀ ଦଣ୍ଡାଦେଶ ଦିଆଯାଇଥିଲା। ସିଏନଏନ ରିପୋର୍ଟ ଅନୁଯାୟୀ, ପ୍ରାୟ ଦୁଇ ଦଶନ୍ଧି ମଧ୍ୟରେ ଦେଶରେ ପ୍ରଥମ ଥର ପାଇଁ ଜଣେ ମହିଳା କଏଦୀଙ୍କୁ ଫାଶୀ ଦଣ୍ଡ ଦିଆଯାଇଛି। ସିଙ୍ଗାପୁରର…

ମଣିପୁର ଭାଇରାଲ ଭିଡିଓ ମାମଲାରେ ଆକ୍ସନରେ ସିବିଆଇ, ଏଫଆଇଆର ଦାଖଲ କରି ଆରମ୍ଭ କଲା ଯାଞ୍ଚ

ନୂଆଦିଲ୍ଲୀ,୨୯।୭: ମଣିପୁରରେ ହିଂସାର ଛୋଟ ମୋଟ ଘଟଣା ଏବେବି ଦେଖିବାକୁ ମିଳୁଛି। ଗତ ମେ ୨ରୁ କେତେକ ସ୍ଥାନରେ ନିଆଁ ଲଗାଯାଉଛି ଏବଂ କେତେକ ସ୍ଥାନରେ ଗୁଳି ଚାଳନା କରାଯାଉଛି। ଏହି ପ୍ରସଙ୍ଗରେ ସଂସଦରୁ ସଡ଼କ ପର୍ଯ୍ୟନ୍ତ ଚର୍ଚ୍ଚା ଜାରି ରହିଛି…

ଦେଶର ସମସ୍ତ ସିବିଏସଇ ସ୍କୁଲରେ ହେବ ଗୋଟିଏ ପାଠ୍ୟକ୍ରମ, ମୋଦି କହିଲେ ଶିକ୍ଷା ପାଇଁ ହେବା ଦରକାର ସମ୍ବାଦ

ନୂଆଦିଲ୍ଲୀ,୨୯।୭: ରାଷ୍ଟ୍ରୀୟ ଶିକ୍ଷା ନୀତିର ତୃତୀୟ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନୂଆଦିଲ୍ଲୀର ପ୍ରଗତି ମଇଦାନର ଭାରତ ମଣ୍ଡପରେ ଅଖିଳ ଭାରତୀୟ ଶିକ୍ଷା ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଗାମୀ ଦିନରେ ଦେଶର…

ଗ୍ରୀଷ୍ମରେ ବେହାଲ ଆମେରିକାବାସୀ, ଘୋଷଣା ହେଲା ହିଟ ଏମରଜେନ୍ସି

ଓ୍ବାଶିଂଟନ,୨୯।୭: ଆମେରିକାରେ ବଢି ଚାଲିଛି ଗ୍ରୀଷ୍ମ ପ୍ରବାହ। ମିଡଓ୍ବେଷ୍ଟ ଓ ଇଷ୍ଟ କୋଷ୍ଟରେ ବିଶ୍ୱାସ ନ ହେବା ଭଳି ଗରମ ଅନୁଭୁତ ହୋଇଛି। ଏହା ଏକ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଶଙ୍କା କରାଯାଉଛି। ଜାତୀୟ ପାଣିପାଗ ସେବା (ଏନଡବ୍ଲୁଏସ)…

ରାଷ୍ଟ୍ରୀୟ ପଦାଧିକାରୀଙ୍କ ନାମ ଘୋଷଣା କଲା ଭାଜପା, ସଞ୍ଜୟ ବନ୍ଦି, ସୁନିଲ ବଂସଲଙ୍କୁ ଗୁରୁ ଦାୟିତ୍ୱ

ନୂଆଦିଲ୍ଲୀ,୨୯।୭: ଭାରତୀୟ ଜନତା ପାର୍ଟି(ଭାଜପା) ଶନିବାର ରାଷ୍ଟ୍ରୀୟ ପଦାଧିକାରୀଙ୍କ ନାମ ଘୋଷଣା କରିଛି। ସଞ୍ଜୟ ବନ୍ଦି ଓ ସୁନିଲ ବଂସଲଙ୍କୁ ରାଷ୍ଟ୍ରୀୟ ମହାସଚିବ ପଦ ଦିଆଯାଇଛି। ଏହାସହ ଗୋରଖପୁରର ପୂର୍ବତନ ବିଧାୟକ ରାଧା ମୋହନ ଅଗ୍ରଓ୍ବାଲଙ୍କୁ ବି ମହାସଚିବ ଭାବେ ନିଯୁକ୍ତ…

‘ମେଣ୍ଟ ଏମପିଙ୍କୁ ପଶ୍ଚିମବଙ୍ଗ-ରାଜସ୍ଥାନ ବି ଯିବା ଦରକାର’, ଅନୁରାଗ ଠାକୁର କହିଲେ ଗୁଣ୍ଡା ଅପରାଧୀଙ୍କୁ ସୁରକ୍ଷା ଦେଉଛନ୍ତି ମମତା

ନୂଆଦିଲ୍ଲୀ,୨୯।୭: ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ଏମପିଙ୍କ ଦଳ ଶନିବାର ମଣିପୁର ଗସ୍ତ କରିଛନ୍ତି। ଆଉ ଏବେ ଏହାକୁ ନେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର। କୋଲକାତାରେ ଠାକୁର କହିଛନ୍ତି, ବିରୋଧୀ ମେଣ୍ଟର ଏମପିମାନେ ପଶ୍ଚିମବଙ୍ଗ ଓ ରାଜସ୍ଥାନ…

ମଣିପୁର ବାହାରିଲେ ‘ଇଣ୍ଡିଆ’ ଡେଲିଗେଶନ

ନୂଆଦିଲ୍ଲୀ,୨୯।୭: ମଣିପୁରରେ ହୋଇଥିବା ହିଂସାକୁ ଏବେ ୩ ମାସ ପୂରଣ ହେବାକୁ ଯାଉଛି। ଏହି ଘଟଣାକୁ ନେଇ ବିରୋଧୀ ଲଗାତାର ଭାବେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ସରକାରଙ୍କ ଠାରୁ ଏହାର ଜବାବ ମାଗୁଛନ୍ତି। ଏହି କ୍ରମରେ, ‘ଇଣ୍ଡିଆନ ନ୍ୟାସନାଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri