ନିର୍ବାଚନ ଲଢିବେ ଉମା ଭାରତୀ, ଟ୍ବିଟ୍ କରି ଦେଲେ ସୂଚନା
ଭୋପାଳ,୬।୯: ୨୪ଲୋକସଭା ନିର୍ବାଚନ ପୂର୍ବରୁ ୬ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେବେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ଜୋର ଧରିଥିବାବେଳେ ଭାଜପା ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ ଏକ ବଡ଼ ଘୋଷଣା କରିଛନ୍ତି। ସେ…
ହେବ ଦେଶର ନାମ ପରିବର୍ତ୍ତନ: ସାମ୍ବିଧାନିକ ପ୍ରକ୍ରିୟାରେ ୫୦ ପ୍ରତିଶତରୁ ଅଧିକ ରାଜ୍ୟର ସହମତି ଆବଶ୍ୟକ…
ନୂଆଦିଲ୍ଲୀ,୬।୯ : ବର୍ତ୍ତମାନ ଦେଶର ନାମ ଇଣ୍ଡିଆରୁ ଭାରତ ପରିବର୍ତ୍ତନକୁ ନେଇ ଆଲୋଚନା ହେଉଛି । ତେବେ ଦେଶର ନାମ ପରିବର୍ତ୍ତନ କରିବାର ପ୍ରକ୍ରିୟା କ’ଣ? ଏହି ଆଲୋଚନା ମଧ୍ୟରେ ଲୋକସଭାର ପୂର୍ବତନ ମହାସଚିବ, ସାମ୍ବିଧାନିକ ବିଶେଷଜ୍ଞ ତଥା ବରିଷ୍ଠ ଆଡଭୋକେଟ…
ଭାରତକୁ ନେଇ ମହାଭାରତ: ଇଣ୍ଡିଆ ନାମରେ ଜିନ୍ନା କରିଥିଲେ ଆପତ୍ତି
ନୂଆଦିଲ୍ଲୀ,୬।୯: ଜି -୨୦ ସମ୍ମିଳନୀକୁ ରାଜଧାନୀ ନୂଆଦିଲ୍ଲୀରେ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜଧାନୀକୁ ନୂଆ ରୂପରେ ସଜେଇବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏହି ସମ୍ମିଳନୀରେ ୩୦ଟି ଦେଶର ପ୍ରତିନିଧୀ ଅଂଶଗ୍ରହଣ କରିବେ। କିନ୍ତୁ ଏହାର ଠିକ ପୂର୍ବରୁ ରାଷ୍ଟ୍ରପତିଙ୍କ…
୨୦୧୪ ରେ ଯୋଗୀ ଆଦିତ୍ୟନାଥ ଇଣ୍ଡିଆକୁ ହିନ୍ଦୁସ୍ଥାନ କରିବା ପାଇଁ ଲୋକସଭାରେ ଆଗତ କରିଥିଲେ ଏକ ଘରୋଇ ବିଲ…
ନୂଆଦିଲ୍ଲୀ,୬।୯ : ଦେଶର ନାମ ଇଣ୍ଡିଆରୁ ଭାରତ ପରିବର୍ତ୍ତନକୁ ନେଇ ଆଲୋଚନା ହେଉଛି । ୨୦୧୪ ରେ ଯୋଗୀ ଆଦିତ୍ୟନାଥ ମଧ୍ୟ ସମ୍ବିଧାନରେ ଇଣ୍ଡିଆକୁ ହିନ୍ଦୁସ୍ଥାନ ଭାବେ ବଦଳାଇବା ପାଇଁ ଲୋକସଭାରେ ଏକ ଘରୋଇ ବିଲ ଆଗତ କରିଥିଲେ। ଏହି ବିଲରେ,…
ଇଣ୍ଡିଆକୁ ଭାରତ କରିବା ପ୍ରସଙ୍ଗ ନୁହେଁ ନୂଆ: ୨୦୧୨ରେ କଂଗ୍ରେସ ଆଗତ କରିଥିଲା ବିଲ୍…
ନୂଆଦିଲ୍ଲୀ,୬।୯ : ବର୍ତ୍ତମାନ ଦେଶର ନାମ ଇଣ୍ଡିଆରୁ ଭାରତ ପରିବର୍ତ୍ତନକୁ ନେଇ ଆଲୋଚନା ହେଉଛି । ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ନିମନ୍ତ୍ରଣ ପତ୍ର ଦ୍ୱାରା ଏହି ଆଲୋଚନାକୁ ପୁନଃଜୀବିତ କରାଯାଇଥିଲା । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ କାର୍ଯ୍ୟକ୍ରମରେ ମଧ୍ୟ…
ଭାରତକୁ ନେଇ ମହାଭାରତ: ଅଧିକାରୀଙ୍କ ଆଇ କାର୍ଡରେ ଲେଖାଗଲା ‘ଅଫିସରର୍ସ ଅଫ୍ ଭାରତ’
ନୂଆଦିଲ୍ଲୀ,୬।୯: ଭାରତକୁ ନେଇ ଦେଶରେ ମହାଭାରତ ଦେଖାଯାଇଛି। ଇଣ୍ଡିଆ ସ୍ଥାନରେ ଭାରତ ଶବ୍ଦର ପ୍ରୟୋଗକୁ ନେଇ ଉତ୍ତେଜନା ଦେଖାଦେଇଛି। ପ୍ରଥମେ ଜି-୨୦ ରାତ୍ରୀଭୋଜିର ନିମନ୍ତ୍ରଣ କାର୍ଡରେ ଇଣ୍ଡିଆ ବଦଳରେ ଭାରତ ଶବ୍ଦ ବ୍ୟବହୃତ ହୋଇଥିବାବେଳେ ଏହାପରେ ୨୦ତମ ଏସିଆନ-ଭାରତ ଶିଖର ସମ୍ମିଳନୀରେ…
ଦରଦାମ ବୃଦ୍ଧି ସହିତ ମିଳିମିଶି ଲଢ଼ିବା: ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୬।୯ : ଦେଶର ବିଭିନ୍ନ ସହରରେ ଜି-୨୦ ଉତ୍ସବ ଆୟୋଜନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଦରଦାମ ବୃଦ୍ଧି ଏକ ବଡ ପ୍ରସଙ୍ଗ ଯାହା ଏହି ସମୟରେ ସମଗ୍ର ବିଶ୍ୱ ସାମ୍ନା କରୁଛି।…
ନୂଆ ନୁହେଁ ପୁରୁଣା ପାର୍ଲାମେଣ୍ଟ ହାଉସରେ ହେବ ବିଶେଷ ଅଧିବେଶନ
ନୂଆଦିଲ୍ଲୀ,୬।୯: ସଂସଦର ବିଶେଷ ଅଧିବେଶନ ନୂଆ ସଂସଦ ଭବନରେ ବା ପାର୍ଲାମେଣ୍ଟ ହାଉସରେ ନ ହୋଇ ପୁରୁଣା ବିଲଡିଂରେ ହେବ। ଏହାପରେ ୧୯ ସେପ୍ଟେମ୍ବର ଅର୍ଥାତ୍ ଗଣେଶ ଚତୁର୍ଥୀରେ ଏହା ନୂଆ ସଂସଦ ଭବନକୁ ସିପ୍ଟ କରାଯିବ। ଏହି ସୂଚନା ସମାଚାର…
ଇଣ୍ଡିଆ ବନାମ ଭାରତ: ଇଣ୍ଡିଆ ନାମକୁ ହଟାଇବା ପାଇଁ କ’ଣ କହୁଛି ସମ୍ବିଧାନ
ନୂଆଦିଲ୍ଲୀ,୬।୯: ଇଣ୍ଡିଆ ବନାମ ଭାରତକୁ ନେଇ ଦେଶରେ ରାଜନୀତି ଜୋର ଧରିବାରେ ଲାଗିଛି। ଜି-୨୦ ଶିଖର ସମ୍ମିଳନୀ ଅବସରରେ ରାଷ୍ଟ୍ରପତିଙ୍କ ତରଫରୁ ଅତିଥିଙ୍କୁ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ କରାଯାଇଥିଲା। ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ ଅଫ୍…
ଗ୍ରୀନ କାର୍ଡ ଆଶାରେ ୪ ଲକ୍ଷରୁ ଅଧିକ ଭାରତୀୟଙ୍କ ଜୀବନ ଦୀପ ଲିଭିଯାଇପାରେ: ୧୧ ଲକ୍ଷରୁ ଅଧିକ ବ୍ୟାକଲଗ୍, ଶେଷ ପାଇଁ ଲାଗିବ ୧୩୪ ବର୍ଷରୁ ବେଶି…
ଓ୍ବାଶିଂଟନ,୬।୯ : ଆମେରିକାରେ ଲକ୍ଷ ଲକ୍ଷ ଭାରତୀୟ ଅଛନ୍ତି ଯେଉଁମାନେ ଗ୍ରୀନ କାର୍ଡ ପାଇବାକୁ ଅପେକ୍ଷା କରିଛନ୍ତି। ଏଭଳି ପରିସ୍ଥିତିରେ ଆଜିକାଲି ଏକ ଅଧ୍ୟୟନରେ ପ୍ରକାଶ ପାଇଛି ଆମେରିକାରେ ଗ୍ରୀନ କାର୍ଡ ପାଇବାକୁ ଅପେକ୍ଷା କରୁଥିବାବେଳେ ଚାରି ଲକ୍ଷରୁ ଅଧିକ ଭାରତୀୟ…
ଚନ୍ଦ୍ରୟାନ-୩ ମିଶନରେ ହୋଇଛି ଅଧିକ ଖର୍ଚ୍ଚ, କମ ମିଳିବ ଏଥର ରାଶନ: ଝାଡଖଣ୍ଡରେ ଠକେଇ…
ଚତରା,୬।୯ : ଝାଡଖଣ୍ଡର ଚତରାରୁ ରାଶନ ଡିଲରଙ୍କ ଅଭିନବ ଠକେଇର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଅଭିଯୋଗ ହୋଇଛି ଚନ୍ଦ୍ରୟାନ-୩ ମିଶନରେ ହୋଇଥିବା ଖର୍ଚ୍ଚ ଦର୍ଶାଇ ରାଶନ ଡିଲରମାନେ କମ ରାଶନ ଦେଇଛନ୍ତି। କେତେକ ସ୍ଥାନରେ ୧୦ କିଲୋଗ୍ରାମ ଏବଂ…
କ୍ୟାନସରର ଅଧିକ ଶିକାର ହେଉଛନ୍ତି ଯୁବଗୋଷ୍ଠୀ, ବର୍ଷକରେ ମରୁଛନ୍ତି ୧୦ଲକ୍ଷରୁ ଅଧିକ
ଏଡିନବର୍ଗ,୬।୯: ଏକ ଅଧ୍ୟୟନରୁ ଜଣାପଡିଛି କି, କ୍ୟାନସରରେ ଅଧିକ ଯୁବକମାନେ ଶିକାର ହେଉଛନ୍ତି। ତିନି ଦଶନ୍ଧି ମଧ୍ୟରେ ୫୦ ବର୍ଷରୁ କମ ଲୋକଙ୍କୁ କ୍ୟାନସର ହେବାର ଦେଖାଯାଉଛି। ଆଉ ଏହି କ୍ୟାନସର ରୋଗୀଙ୍କ ସଂଖ୍ୟା ୮୦ଶତକଡା ବୃଦ୍ଧି ପାଇଛି। ବିଶ୍ୱରେ ୧୯୯୦ମସିହାରେ…

