Home Middle

ଏଫଆଇଆରରେ ବିଳମ୍ବ ହେଲେ କୋର୍ଟଙ୍କୁ ସତର୍କ ରହିବା ଜରୁରୀ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୭।୯ : ସୁପ୍ରିମକୋର୍ଟ ଏକ ମାମଲାରେ ରାୟ ଦେବାବେଳେ କହିଛନ୍ତି ଯେତେବେଳେ ମାମଲାର ଏଫଆଇଆର୍‌ ପଞ୍ଜୀକରଣରେ ବିଳମ୍ବ ହୁଏ ଏବଂ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନ ଥାଏ, ତେବେ ଏପରି ପରିସ୍ଥିତିରେ କୋର୍ଟ ସତର୍କ ରହିବା ସହ ପ୍ରମାଣକୁ ଯତ୍ନର ସହ…

ତିମୋର-ଲେସ୍ତେରେ ଖୋଲିବ ଭାରତୀୟ ଦୂତାବାସ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୋଷଣା

ଜାକର୍ତ୍ତା,୭।୯: ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଅନୁଷ୍ଠିତ ଏସିଆନ-ଭାରତ ସମ୍ମିଳନୀରେ ଯୋଗଦେବା ପାଇଁ ଗୁରୁବାର ପୂର୍ବାହ୍ନରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିଛନ୍ତି। ଏହି ସମ୍ମିଳନୀରେ ସେ ତିମୋର-ଲେସ୍ତେରେ ଭାରତୀୟ ଦୂତାବାସ ଖୋଲିବାକୁ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତିକୁ ତିମୋର-ଲେସ୍ତେ ଏବଂ ଏସିଆନ ସଦସ୍ୟମାନେ…

୨୨ ପ୍ରତିଶତ ଶସ୍ତା ହେବ ମସୁର ଡାଲି, ଆମେରିକାରୁ ଆମଦାନୀ ଡାଲି ଉପରେ କଷ୍ଟମ ଡ୍ୟୁଟି ଛାଡ…

ନୂଆଦିଲ୍ଲୀ,୭।୯ : ଡାଲିର ମୂଲ୍ୟ ବୃଦ୍ଧି ଯୋଗୁ ଲୋକେ ହଇରାଣ ହେଉଥିବାବେଳେ ଏକ ଖୁସି ଖବର ଆସିଛି। ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏହା ଅନ୍ତର୍ଗତ ଆମେରିକାରୁ ଆମଦାନୀ ହୋଇଥିବା ମସୁର ଡାଲି ଉପରେ କଷ୍ଟମ ଡ୍ୟୁଟି ଛାଡ କରାଯାଇଛି।…

ଇରାନକୁ ଔଷଧ ମାଗିଲା ପାକିସ୍ତାନ

ଇସଲାମବାଦ,୭।୯: ପାକିସ୍ତାନ ବର୍ତ୍ତମାନ ବୃହତ ଅର୍ଥସଙ୍କଟ ଦେଇ ଗତି କରୁଛି। ଖାଦ୍ୟପଦାର୍ଥ ମହଙ୍ଗା ହେବା ସହ ଲୋକ ଖାଇବାକୁ ମୁଠେ ପାଉ ନାହାନ୍ତି। ତେବେ ଦେଶରେ ବୈଦେଶିକ ମୁଦ୍ରା ଅଭାବରୁ କିଛି ମାସ ଧରି ଜୀବନ ରକ୍ଷାକାରୀ ଔଷଧର ଅଭାବ ଦେଖାଦେଇଛି।…

ଚନ୍ଦନ ଟିକା ଲଗାଇ ଚାଟୁକାର ସାଜି ଦେଶ ବିଭାଜନ କରୁଛି ଭାଜପା: ଆରଜେଡି…

ପାଟନା,୭।୯ : ଆରଜେଡି ରାଜ୍ୟ ସଭାପତି ଜଗଦାନନ୍ଦ ସିଂ ଭାଜପା ବିରୋଧରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେଉଁମାନେ ଚନ୍ଦନ ଟିକା ଲଗାଇ ଚାଟୁକାର ସାଜି ବୁଲୁଛନ୍ତି ସେମାନେ ଭାରତକୁ ଦାସତ୍ୱ ବନ୍ଧନରେ ବାନ୍ଧୁଛନ୍ତି। ସେ ଆରଏସଏସ ଏବଂ…

ଆଇଫୋନ୍‌ ବ୍ୟବହାରରେ ଲାଗିବ ରୋକ୍‌

ବେଜିଂ, ୭।୯: ଆଇଫୋନ୍‌ ବ୍ୟବହାରରେ ରୋକ୍‌। ଆଇଫୋନ୍‌ ବ୍ୟବହାର କଲେ ଜରିମାନା ଦେବା ସହ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡିପାରେ। ଏପରି ଏକ ଅଦ୍ଭୁତ ଆଇନ ଆଣିଛି ଚାଇନା। ଆଇଫୋନ୍‌ ପରି ଖୁବ ଶୀଘ୍ର ପୋଷାକ ଉପରେ ମଧ୍ୟ ପ୍ରତିବନ୍ଧକ…

ଚନ୍ଦ୍ର-ପୃଥିବୀର ସେଲ୍‌ଫି ଉଠାଇଲା ଆଦିତ୍ୟ ଏଲ୍‌୧

ନୂଆଦିଲ୍ଲୀ,୭।୯: ଦେଶର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ୍‌୧ ଧୀରେ ଧୀରେ ଏହାର ଗନ୍ତବ୍ୟ ସ୍ଥଳକୁ ଗତି କରୁଛି। ସୂର୍ଯ୍ୟ-ପୃଥିବୀ ଏଲ୍‌୧ ପଏଣ୍ଟକୁ ଯାଉଥିବା ଆଦିତ୍ୟ ଏଲ୍‌୧ ପୃଥିବୀ ଏବଂ ଚନ୍ଦ୍ରର ସେଲଫି ନେଇଛି। ସୋସିଆଲ ମିଡିଆ ସାଇଟ ଏକ୍ସ (ପୂର୍ବରୁ…

ସନାତନ ବିବାଦ ନିଆଁରେ ଘିଅ ଢାଲିଲେ ଏ.ରାଜା, କହିଲେ ସନାତନ ଧର୍ମ ଏଚଆଇଭି ଅବା ଲେପର୍ସି ଭଳି…

ଚେନ୍ନାଇ,୭।୯ : ସନାତନ ଧର୍ମକୁ ନେଇ ତାମିଲନାଡୁ ସିଏମ ଏମକେ ଷ୍ଟାଲିନଙ୍କ ପୁଅ ଉଦୟାନିଧିଙ୍କ ବିବୃତ୍ତି ଉପରେ ବିବାଦ ବନ୍ଦ ହେବାର ନା ଧରୁନି। ଏହି ସମୟରେ ତାଙ୍କ ଦଳ ଡିଏମକେର ଅନ୍ୟ ଜଣେ ନେତା ଏ. ରାଜା ମଧ୍ୟ ସନାତନ…

ଭାରତ ଆସିବା ପୂର୍ବରୁ ବାଇଡେନ କହିଲେ ଏମିତି…

ନୂଆଦିଲ୍ଲୀ/ଓ୍ବାଶିଂଟନ,୭ା୯: ଭାରତ ୯ ଏବଂ ୧୦ ସେପ୍ଟେମ୍ବରରେ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି। ଯେଉଁଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ସରିଯାଇଛି। ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି। ଜି -୨୦ ସମ୍ମିଳନୀରେ ଭାରତ ଏହାର ପରିଦର୍ଶକ…

ଆମେରିକା ବୈଦେଶିକ ମନ୍ତ୍ରୀଙ୍କ କିଭ୍‌ ଗସ୍ତବେଳେ ଗୁଳିମାଡ କଲା ଋଷିଆ, ୧୭ମୃତ

କିଭ୍‌,୭।୯: ପୂର୍ବ ୟୁକ୍ରେନର ଏକ ସହରର ବଜାରରେ ଋଷିଆ ଗୁଳିମାଡ କରିଛି। ସାନି ଗୁଳିମାଡରେ ୧୭ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ଅନେକ ଲୋକ ଆହତ ହୋଇଛନ୍ତି। ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଋଷିଆ ବିରୋଧରେ ୟୁକ୍ରେନ ଯବାନଙ୍କୁ ସମର୍ଥନ କରିବାକୁ…

ଶାଶୁ ଶ୍ୱଶୁରଙ୍କୁ ନେଇ ଗର୍ବ କରେ: ଋଷି ସୁନକ

ଇଂଲଣ୍ଡ,୭।୯: ଭାରତୀୟ ଭାବେ ନିଜକୁ ଗର୍ବିତ ଅନୁଭବ କରେ ବୋଲି କହିଛନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ। ସେ କହିଛନ୍ତ, ଯେତେବେଳେ ସେ ତାଙ୍କ ଶାଶୁ ଶ୍ୱଶୁରଙ୍କୁ ଭେଟନ୍ତି କିମ୍ବା ତାଙ୍କ ସହ ଡିନର କରନ୍ତି ସେମାନେ କେବେ ରାଜନୀତି କିମ୍ବା…

ସନାତନ ବିରୋଧି ମନ୍ତବ୍ୟକୁ ଆମେ ସମର୍ଥନ କରୁନୁ, ଇଣ୍ଡିଆ ମେଣ୍ଟର ସ୍ବାର୍ଥ ପାଇଁ ଏଭଳି ମନ୍ତବ୍ୟରୁ ଦୂରେଇ ରହବା ଜରୁରୀ…

ମୁମ୍ବାଇ,୭।୯ : ତାମିଲନାଡୁର ସିଏମ ଏମ.କେ ଷ୍ଟାଲିନଙ୍କ ସନାତନ ଧର୍ମକୁ ସମାପ୍ତ କରିବା ବିବୃତ୍ତି ଉପରେ ବିବାଦ ଜାରି ରହିଛି। ବର୍ତ୍ତମାନ ଉଦୟ ବାଲା ସାହେବ ଠାକରେ ଏବଂ ଇଣ୍ଡିଆ ଆଲାଇନ୍ସର ଶିବସେନା ପକ୍ଷରୁ ମଧ୍ୟ ଏହାକୁ ସମାଲୋଚନା କରାଯାଇଛି। ଶିବସେନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?