ବିବାଦ ଉଗ୍ରରୂପ ନେବା ପରେ ସନାତନ ନେଇ ମତ ରଖିଲେ ଉଦୟାନିଧି: ମୋ ମନ୍ତବ୍ୟର ଭୁଲ ଅର୍ଥ ବାହାର କରାଯାଇଛି…
ଚେନ୍ନାଇ,୭।୯ : ତାମିଲନାଡୁର କ୍ରୀଡା ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ ସନାତନ ଧର୍ମ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଉଗ୍ରରୂପ ନେବା ପରେ ଦେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, ସେ କହିଛନ୍ତି ମୋର ବିବୃତ୍ତିକୁ ଭୁଲ ବ୍ୟାଖ୍ୟା କରାଯାଇଛି ଏବଂ…
ଯେ ପର୍ଯ୍ୟନ୍ତ ଘୃଣା ଶେଷ ନ ହୋଇଛି ଯାତ୍ରା ରହିବ ଜାରି: ରାହୁଲ…
ନୂଆଦିଲ୍ଲୀ,୭।୯ : ଗୁରୁବାର ଭାରତ ଯୋଡୋ ଯାତ୍ରା ଆରମ୍ଭ ହେବାର ପ୍ରଥମ ବାର୍ଷିକୀ । ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଦେଶରେ ଘୃଣା ଶେଷ ନହେବା ପର୍ଯ୍ୟନ୍ତ ଏହି ଯାତ୍ରା ଜାରି ରହିବ। ଭାରତ ଯୋଡୋ ଯାତ୍ରା…
ଦେଶବାସୀଙ୍କୁ ଜନ୍ମାଷ୍ଟମୀର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୭।୯ : ଜନ୍ମାଷ୍ଟମୀ ପର୍ବ ସାରା ଦେଶରେ ବଡ଼ ଉତ୍ସବରେ ପାଳନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଜନମାଷ୍ଟମୀର ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ଟୁଇଟରରେ ଲେଖିଛନ୍ତି, “ମୁଁ ଜନ୍ମାଷ୍ଟମୀର ପବିତ୍ର ପର୍ବ ଅବସରରେ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ…
ଚାଇନା ରୁଷିଆ ଜି-୨୦ ଘୋଷଣାପତ୍ରରେ ସ୍ବାକ୍ଷର କରିବା ଆଶା କମ: ଆମେରିକା…
ଓ୍ବାଶିଂଟନ,୭।୯ : ଆମେରିକା ଅନୁମାନ କରୁଛି ଚଳିତ ସପ୍ତାହରେ ଭାରତରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ସମସ୍ତ ଦେଶ ମିଳିତ ଘୋଷଣାନାମାରେ ଦସ୍ତଖତ କରିବେ। କିନ୍ତୁ ରୁଷିଆ ଏବଂ ଚାଇନା ଭଳି ଦେଶ ଏଥିରେ ସ୍ବାକ୍ଷର କରିବା ଆଶା କମ…
ସାବାଳକ ଯୋଡ଼ା ଏକତ୍ର ରହିପାରିବେ, ମାତାପିତା କରି ପାରିବେନି ହସ୍ତକ୍ଷେପ: ଲିଭଇନ ସମ୍ପର୍କ ନେଇ ହାଇକୋର୍ଟଙ୍କ ରାୟ…
ପ୍ରୟାଗରାଜ,୭।୯ : ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କହିଛନ୍ତି ସାବାଳକ ଯୋଡ଼ାମାନଙ୍କର ଏକାଠି ରହିବାର ସ୍ବାଧୀନତା ରହିଛି। ପିତାମାତାଙ୍କ ସମେତ ଅନ୍ୟ କାହାର ସେମାନଙ୍କ ଶାନ୍ତିପୂର୍ଣ୍ଣ ଜୀବନରେ ହସ୍ତକ୍ଷେପ କରିବାର ଅଧିକାର ନାହିଁ। ସେମାନେ ବିଭିନ୍ନ ଜାତି କିମ୍ବା ଧର୍ମର…
ୟୁକ୍ରେନକୁ ସାଢ଼େ ୧୭ କୋଟି ଡଲାର ସାମରିକ ସହାୟତା ଦେଲା ଆମେରିକା…
ଓ୍ବାଶିଂଟନ,୭।୯ : ୟୁକ୍ରେନ ପାଇଁ ଆମେରିକା ଏକ ବଡ ସାମରିକ ସହାୟତା ପ୍ୟାକେଜ ଘୋଷଣା କରିଛି। ଏହି ପ୍ୟାକେଜ ଅନ୍ତର୍ଗତ ୟୁକ୍ରେନ ଟ୍ୟାଙ୍କ ବିରୋଧୀ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ପାଇବ। ଏହି ସହାୟତା ସାଢ଼େ ୧୭ କୋଟି ଆମେରିକୀୟ ଡଲାରର ହେବ।…
ଖାଇବର ପାସ୍ତୁନଖ୍ବାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ: ୪ ସୈନ୍ୟ, ୧୨ ଆତଙ୍କବାଦୀ ନିହତ…
ଇସଲାମାବାଦ,୭।୯ : ପାକିସ୍ତାନର ଖାଇବର ପାସ୍ତୁନଖ୍ବାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଘଟଣାରେ ଚାରିଜଣ ପାକିସ୍ତାନୀ ସୈନିକ ଏବଂ ୧୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ସୂଚନା ସାମରିକ ବିବୃତ୍ତିରେ ଦିଆଯାଇଛି। ସେନା ମିଡିଆ ୱିଙ୍ଗ ଇଣ୍ଟର ସର୍ଭିସେସ ଲୋକସମ୍ପର୍କ ଏକ…
ଆମେ ଏପରି ଅନୁରୋଧକୁ ଗ୍ରହଣ କରିବୁ: ଭାରତ ବିବାଦ ନେଇ ଜାତିସଂଘର ବିବୃତ୍ତି…
ଜେନେଭା,୭।୯ : ଦେଶର ନାମ ପରିବର୍ତ୍ତନକୁ ନେଇ ଭାରତରେ ଏକ ବିବାଦ ଲାଗି ରହିଛି। ଏହି ବିବାଦରେ ରାଜନୈତିକ ଦଳଗୁଡିକ ଦୁଇ ଭାଗରେ ବିଭକ୍ତ ହୋଇଛନ୍ତି। ଏହି ବିବାଦ ମଧ୍ୟରେ ଜାତିସଂଘର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଜାତିସଂଘକୁ ସେମାନଙ୍କ ନାମ…
ଚନ୍ଦ୍ର ମୁହାଁ ଜାପାନ: ସଫଳ ହେଲା ଉତ୍କ୍ଷେପଣ…
ଟୋକିଓ,୭।୯ : ଗୁରୁବାର ସକାଳେ ଜାପାନ ଜାତୀୟ ମହାକାଶ ଏଜେନ୍ସିର ଚନ୍ଦ୍ର ଲ୍ୟାଣ୍ଡରକୁ ନେଇ ଏଚ-୨-ଏ ରକେଟ ଉତକ୍ଷେପଣ କରିଛି। ଗତ ମାସରେ ଖରାପ ପାଗ ଯୋଗୁ ସପ୍ତାହରେ ତିନିଥର ମିଶନକୁ ସ୍ଥଗିତ ରଖିବା ପରେ ଜାପାନ ଶେଷରେ ଏହା କରିବାରେ…
ଦକ୍ଷିଣ ବ୍ରାଜିଲରେ ଘୂର୍ଣ୍ଣିବଳୟ: ମୃତ୍ୟୁ ସଂଖ୍ୟା ୩୬ ଛୁଇଁଲା..
ବ୍ରାସିଲିଆ,୭।୯: ଦକ୍ଷିଣ ବ୍ରାଜିଲରେ ପ୍ରବଳ ବର୍ଷା ଯୋଗୁଁ ମୃତ୍ୟୁ ସଂଖ୍ୟା ୩୬ କୁ ବୃଦ୍ଧି ପାଇଛି। ଏକ ଟ୍ରପିକାଲ ସାଇକ୍ଲୋନିକ ଏହି ଅଞ୍ଚଳକୁ ଧ୍ୱଂସ କରିଦେଇଛି, ଘୂର୍ଣ୍ଣିବଳୟ ଯୋଗୁଁ ଘରଗୁଡିକ ଜଳବନ୍ଦୀ ହୋଇ ରହିଛି। ରିଓ ଗ୍ରାଣ୍ଡେ ଡୋ ସୁଲ ରାଜ୍ୟର…
କେରଳ, ବେଙ୍ଗଲ, ପଞ୍ଜାବ ବିଜୟୀ
ଭୁବନେଶ୍ୱର, ୭।୯ (ତପନ ସ୍ବାଇଁ): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଫୁଟବଲ ଆସୋସିଏଶନ ଅଫ୍ ଓଡ଼ିଶା (ଫାଓ) ଆନୁକୂଲ୍ୟରେ ଚାଲିଥିବା ବି.ସି. ରୟ ଟ୍ରଫି ଜାତୀୟ ଜୁନିୟର ଫୁଟବଲ ଟୁର୍ନାମେଣ୍ଟରେ ବୁଧବାର ୪ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ଏଥିରେ କେରଳ,…
ଭାରତୀୟ ପୁରୁଷ ଦଳକୁ ବ୍ରୋଞ୍ଜ
ପ୍ୟୋଙ୍ଗଚାଙ୍ଗ,୭ା୯(ପି.ଟି.): ଦକ୍ଷିଣ କୋରିଆରେ ଅନୁଷ୍ଠିତ ଏସିଆନ୍ ଟେବୁଲ ଟେନିସ୍ ଚାମ୍ପିୟନଶିପ୍ରେ ବ୍ରୋଞ୍ଜ ପଦକ ହାସଲ କରିଛି ଭାରତୀୟ ପୁରୁଷ ଦଳ। ବୁଧବାର ଅନୁଷ୍ଠିତ ସେମିଫାଇନାଲ ମ୍ୟାଚରେ ଭାରତୀୟ ପୁରୁଷ ଦଳ ୦-୩ରେ ଚାଇନିଜ ତାଇପେ ନିକଟରୁ ପରାଜିତ ହୋଇଥିଲା। ଭାରତୀୟ ଭେଟେରାନ୍…

