Home Middle

ଜି-୨୦ ‘ନୂଆଦିଲ୍ଲୀ ଘୋଷଣାନାମା’କୁ ସଫଳ କରିବାରେ ରହିଛି ଏହି ୪କୂଟନୀତିଜ୍ଞଙ୍କ ହାତ

ଜି-୨୦ନୂଆଦିଲ୍ଲୀ ଘୋଷଣାନାମାକୁ ସଫଳ କରିବାରେ ରହିଛି ଏହି ୪କୂଟନୀତିଜ୍ଞଙ୍କ ହାତ ନୂଆଦିଲ୍ଲୀ,୧୦।୯: କୂଟନୈତିକ କ୍ଷେତ୍ରରେ ଆଉ ଏକ ବଡ ବିଜୟ ହାସଲ କରିଛି ଭାରତ। ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜ-୨୦ ଶିଖର ସମ୍ମିଳନୀରେ ‘ନୂଆଦିଲ୍ଲୀ ଘୋଷଣାନାମା’ରେ ସହମତି ପ୍ରକାଶ କରିଛନ୍ତି ସଦସ୍ୟ…

ଆମେରିକାରେ ମେସୋଥେଲିଓମା ଆତଙ୍କ: ୧୦ ରାଜ୍ୟ ପ୍ରଭାବିତ…

ଓ୍ବାଶିଂଟନ,୧୦।୯ : ମେସୋଥେଲିଓମା, ଏକ ଭୟଙ୍କର କର୍କଟ । ଏହା ମୁଖ୍ୟତଃ ଆଜବେଷ୍ଟସ ଏକ୍ସପୋଜର ସହିତ ସମ୍ପୃକ୍ତ। ଆମେରିକାରେ ଏହାର ବୃଦ୍ଧି ଘଟୁଛି। ମେସୋଥେଲିଓମା ହେଉଛି ସବୁଠାରୁ ମାରାତ୍ମକ କର୍କଟ ମଧ୍ୟରୁ ପାଞ୍ଚ ବର୍ଷର ବଞ୍ଚିବାର ହାର ମାତ୍ର ୧୨ ପ୍ରତିଶତ।…

କେନ୍ଦ୍ର ସରକାରଙ୍କୁ ଗୁପ୍ତ ଚିଠି ଲେଖିଲେ ପଶ୍ଚିମବଙ୍ଗ ରାଜ୍ୟପାଳ…

କୋଲକାତା,୧୦।୯ : ରାଜ୍ୟର ବିଶ୍ୱବିଦ୍ୟାଳୟରେ ମଧ୍ୟବର୍ତ୍ତୀକାଳୀନ କୁଳପତିଙ୍କ ନିଯୁକ୍ତିକୁ ନେଇ ପଶ୍ଚିମବଙ୍ଗ ସରକାର ଏବଂ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ମଧ୍ୟରେ ଚାଲିଥିବା ବିବାଦ ବଢ଼ିଚାଲିଛି। ଏନେଇ ମଧ୍ୟରାତ୍ରିରେ ରାଜ୍ୟପାଳ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୂଚନା ଦେଇଥିଲେ। ପଶ୍ଚିମବଙ୍ଗର ଶିକ୍ଷା…

ବାଇଡେନଙ୍କ ସୁରକ୍ଷାରେ ତ୍ରୁଟି

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୧୦।୯: ଜି-୨୦ ଶିଖର ସମ୍ମିଳନୀ ରବିବାର ଶେଷ ହେବାକୁ ଯାଉଛି। ଅନେକ ବିଦେଶୀ ଅତିଥି ଏବଂ ବିଭିନ୍ନ ଦେଶର ମୁଖ୍ୟମାନେ ବର୍ତ୍ତମାନ ନିଜ ଦେଶକୁ ଫେରିବା ଆରମ୍ଭ କରିଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଭିଏତନାମ ଫେରିଛନ୍ତି। କିନ୍ତୁ ଶନିବାର…

ସ୍ବଇଚ୍ଛାରେ ଅନ୍ୟ ସହ ଘରୁ ବାହାରି ଗଲେ ବି ବାଧ୍ୟ କରି ରଖି ହେବନି ଶାରୀରିକ ସମ୍ପର୍କ, ଏହା ବଳାତ୍କାର : ହାଇକୋର୍ଟ…

କୋଲକାତା,୧୦।୯ : କୋଲକାତା ହାଇକୋର୍ଟର ଜଲପାଇଗୁରି ବେଞ୍ଚ ଏକ ମାମଲାରେ ବଳାତ୍କାର ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। କୋର୍ଟ କହିଛନ୍ତି, ’ଯଦି ଜଣେ ମହିଳା କିମ୍ବା ଝିଇ ସ୍ବଇଚ୍ଛାରେ ଅନ୍ୟ କାହା ସହିତ ଘରୁ ବାହାରି ଯାଆନ୍ତି, ତେବେ ସେହି ବ୍ୟକ୍ତି…

ଦେଶରେ ୧୦ଜଣ କିଶୋରୀଙ୍କ ମଧ୍ୟରୁ ୬ଜଣ ରକ୍ତହୀନତାରେ ପୀଡିତ

ନୂଆଦିଲ୍ଲୀ,୧୦।୯: ସର୍ବବୃହତ ଜନସଂଖ୍ୟା ବିଶିଷ୍ଟ ଦେଶ ଭାରତରେ ଅଧିକାଂଶ ଲୋକ ରକ୍ତହୀନତା(ଆନେମିଆ)ର ଶିକାର ହେଉଛନ୍ତି। ରକ୍ତହୀନତାରେ ପୀଡିତ ଦେଶରେ ମହିଳା ଓ ଶିଶୁଙ୍କ ସଂଖ୍ୟା ଅଧିକ। ଭାରତରେ ୪୯.୯ଶତକଡା ଲୋକ ଏଥିରେ ପୀଡିତ। ଏକ ଅଧ୍ୟୟନ ଅନୁଯାୟୀ, ଦେଶରେ୧୦ଜଣ କିଶୋରୀଙ୍କ ମଧ୍ୟରୁ…

ଭାରତ-ପାକିସ୍ତାନ ସୁପର-୪ରେ ହେବେ ମୁହାଁମୁହିଁ: ବର୍ଷା ବାଧକ ସାଜିବା ଆଶଙ୍କା…

କଲମ୍ବୋ,୧୦।୯ : ଏସିଆ କପରେ ରବିବାର ଭାରତ-ପାକିସ୍ତାନ ସୁପର-୪ରେ ମୁହାଁମୁହିଁ ହେବେ। ସୁପର ଫୋର ମ୍ୟାଚ ପାଇଁ ରିଜର୍ଭ ଦିନ ଘୋଷଣା ହୋଇଛି। କଲମ୍ବୋରେ ହେବାକୁ ଥିବା ଏହି ମ୍ୟାଚରେ ବର୍ଷା ଆଶଙ୍କା ରହିଛି। ବର୍ଷା ଯୋଗୁଁ ପାଲଲେକେଲରେ ଭାରତର ଲିଗ…

ଜନସେନା ପାର୍ଟି ମୁଖ୍ୟ ପଓ୍ବନ କଲ୍ୟାଣଙ୍କୁ ହେପାଜତକୁ ନେଲା ଆନ୍ଧ୍ର ପୋଲିସ

ବିଜୟଓ୍ବାଡା,୧୦।୯: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟଡିପି ମୁଖ୍ୟ ଏନ. ଚନ୍ଦ୍ରବାବୁ ନାଇଡୁଙ୍କୁ ଦୁର୍ନୀତି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ ଶନିବାର ତାଙ୍କୁ ଗିରଫ କରିଛି। ଜନସେନା ପାର୍ଟି ସଭାପତି ପୱନ କଲ୍ୟାଣ ଶନିବାର ନାଇଡୁଙ୍କ ଗିରଫଦାରୀକୁ ନିନ୍ଦା କରିଛନ୍ତି। ନାଇଡୁଙ୍କୁ…

ଦୁର୍ଗତଙ୍କ ଆକୁଳ ଚିତ୍କାର,ମୋରୋକୋ ଭୂକମ୍ପ ମୃତ୍ୟୁ ସଂଖ୍ୟା ଟପିଲା ୨ ହଜାର…

ରାବାତ,୧୦।୯ : ଶୁକ୍ରବାର ବିଳମ୍ବିତ ରାତିରେ ମୋରୋକୋରେ ହୋଇଥିବା ଭୂକମ୍ପରେ ମୃତ୍ୟୁସଂଖ୍ୟା ୨ ହଜାର ଅତିକ୍ରମ କରିଛି। ମୋରୋକୋରେ ଏହି ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପୁନରୁଦ୍ଧାର ପାଇଁ ବହୁତ ସମୟ ଲାଗିବ ବୋଲି କୁହାଯାଉଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ରିପୋର୍ଟ…

ଅକ୍ଷରଧାମ ମନ୍ଦିର ଦର୍ଶନ କଲେ ସୁନକ, ଅକ୍ଷତା

ନୂଆଦିଲ୍ଲୀ,୧୦।୯: ଭାରତର ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି ଜି-୨୦ ଶିଖର ସମ୍ମିଳନୀ। ଏଥିରେ ଯୋଗଦେବାକୁ ୨୯ଦେଶର ରାଷ୍ଟ୍ରମୁଖ୍ୟଙ୍କ ସମେତ ଅନ୍ୟ ଦେଶର ପ୍ରତିନିଧି ମଧ୍ୟ ଆସିଛନ୍ତି। ତେବେ ଜି-୨୦ର ପ୍ରଥମ ଅଧିବେଶନ ଶନିବାର ଶେଷ ହୋଇଛି। ଜି-୨୦ ଅବସରରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି…

‘ପୁରୁଷ ପ୍ରାଧାନ୍ୟ’ ମେକ୍ସିକୋରେ ବର୍ତ୍ତମାନ ଜଣେ ମହିଳା ଦେଶରେ ରାଷ୍ଟ୍ରପତି ହୋଇପାରିବେ, ମହିଳାଙ୍କ ଜନସଂଖ୍ୟାର ୫୨ ପ୍ରତିଶତ ପରେ ମଧ୍ୟ ଭେଦଭାବ…

ଓ୍ବାଶିଂଟନ,୧୦।୯ : ସମଗ୍ର ପୃଥିବୀରେ ମହିଳାମାନେ ପ୍ରତ୍ୟେକ ଦିଗରେ ଅଗ୍ରଗତି କରୁଛନ୍ତି। ସମଗ୍ର ବିଶ୍ୱ ପରି, ମେକ୍ସିକୋରେ ମଧ୍ୟ ମହିଳାମାନଙ୍କର ପ୍ରାଧାନ୍ୟତା ବୃଦ୍ଧି ପାଉଛି, ତାହା ରାଜନୀତି ହେଉ କିମ୍ବା ଅନ୍ୟ କୌଣସି କ୍ଷେତ୍ର। ଏକବିଂଶ ଶତାବ୍ଦୀର ପ୍ରାରମ୍ଭରେ ମେକ୍ସିକୋ ମହିଳାମାନେ…

ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦିଙ୍କ ସମେତ ଜି-୨୦ଦେଶର ରାଷ୍ଟ୍ର ମୁଖ୍ୟ

ନୂଆଦିଲ୍ଲୀ,୧୦।୯: ଭାରତ ଅଧ୍ୟକ୍ଷତାରେ ଦିଲ୍ଲୀର ପ୍ରଗତି ମଇଦାନରେ ଅନୁଷ୍ଠିତ ହୋଇଯାଇଛି ଜି-୨୦ ଶିଖର ସମ୍ମିଳନୀ। ବିଭିନ୍ନ ଦେଶର ରାଷ୍ଟ୍ରନେତାମାନେ ବୈଠକରେ ଯୋଗ ଦେଇଛନ୍ତି। ଶନିବାର ଏହାର ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଛି। ଦ୍ୱିତୀୟ ଦିନରେ ସମସ୍ତ ରାଜନେତା ଦିଲ୍ଲୀର ରାଜଘାଟରେ ଏକାଠି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri