ଭାରତ-ପାକିସ୍ତାନ ମହାମୁକାବିଲା: ଟସ୍ ଜିତିଲା ପାକିସ୍ତାନ
କଲମ୍ବୋ,୧୦।୯: ଏସିଆ କପ ସୁପର୍-୪ରେ ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଡ଼ ମୁକାବିଲା ଖେଳାଯାଉଛି। ଏହି ମ୍ୟାଚ୍ରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ପାକିସ୍ତାନ ଦଳରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏଥି ସହ ଭାରତୀୟ…
ଭାରତର ଚାଇନାକୁ ବଡ ବାର୍ତ୍ତା! ଲଦ୍ଦାଖର ନ୍ୟୋମାରେ ହେବ ବିଶ୍ୱର ସବୁଠାରୁ ଉଚ୍ଚ ଫାଇଟର ଏୟାରଫିଲ୍ଡ
ନୂଆଦିଲ୍ଲୀ,/ବେଜିଂ,୧୦।୯: ଜି-୨୦ ଶିଖର ସମ୍ମିଳନୀ ଶେଷ ହେବାର କିଛି ମିନିଟ ମଧ୍ୟରେ ଭାରତ ଚାଇନାକୁ ଏକ ବଡ ବାର୍ତ୍ତା ଦେଇଛି। ଲଦ୍ଦାଖର ନ୍ୟୋମା ଠାରେ ଭାରତ ବିଶ୍ୱର ସର୍ବୋଚ୍ଚ ଯୁଦ୍ଧ ବିମାନ କ୍ଷେତ୍ର ବା ଫାଇଟର ଏୟାରଫିଲ୍ଡ ନିର୍ମାଣ କରିବ। ପ୍ରତିରକ୍ଷା…
ନାସାରେ ସ୍ପେସ ବୈଜ୍ଞାନିକ ହେଲେ ଭାରତର ୨୧ ବର୍ଷିୟ ଛାତ୍ର
ଇନ୍ଦୋର,୧୦।୯: ଭାରତ ପାଇଁ ଗର୍ବ ଆଣିଛନ୍ତି ଇନ୍ଦୋରର ୨୧ବର୍ଷିୟ ଆଗମ। ମଧ୍ୟପ୍ରଦେଶର ରାଜଧାନୀ ଇନ୍ଦୋରରେ ରହୁଥିବା ୨୧ ବର୍ଷିୟ ଆଗମ ଜୈନ ଆମେରିକାର ସ୍ପେସ ଏଜେନ୍ସି ନାସାପାଇଁ ମନୋନୀତ ହୋଇଛନ୍ତି। ଆଗାମ ନାସାରେ ଇଣ୍ଟରନାଶନାଲ ଏୟାର ଆଣ୍ଡ ସ୍ପେସ୍ ପ୍ରୋଗ୍ରାମ ପାଇଁ…
ଭାବୁକ ହେଲେ ବ୍ରାଜିଲ ରାଷ୍ଟ୍ରପତି
ନୂଆଦିଲ୍ଲୀ/ବ୍ରାସିଲିଆ,୧୦।୯: ଜି -୨୦ ଶିଖର ସମ୍ମିଳନୀର ଶେଷ ଦିନରେ ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିଓ କହିଛନ୍ତି, ଯେତେବେଳେ ଆମେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇଥିଲୁ ସେତେବେଳେ ମୁଁ ଅତ୍ୟନ୍ତ ଭାବପ୍ରବଣ ହୋଇ ଯାଇଥିଲି। ମୋର ରାଜନୈତିକ ଜୀବନରେ ମହାତ୍ମା ଗାନ୍ଧୀଙ୍କ…
ନିମନ୍ତ୍ରଣ କରାନଯିବା ନେଇ ଅସନ୍ତୋଷ ଝାଡିଲା ୟୁକ୍ରେନ
କିଭ୍,୧୦।୯: ୨୦୨୪ରେ ଭାରତ ଜି-୨୦ ଶିଖର ସମ୍ମିଳନୀର ଅଧ୍ୟକ୍ଷତା କରିଛି। ବୈଠକରେ ଦିଲ୍ଲୀ ଘୋଷଣାନାମାକୁ ସହମତି ମିଳିବା ପରେ ଭାରତ କୂଟନୈତିକ ସ୍ତରକୁ ବିଶ୍ୱସ୍ତରରେ ପ୍ରଶଂସା କରାଯାଉଛି। ଅନ୍ୟପକ୍ଷରେ, ୟୁକ୍ରେନ ଏହି ଘୋଷଣାନାମାକୁ ନେଇ ନିଜର ଆପତ୍ତି ଜଣାଇଛି। ୟୁକ୍ରେନର ବୈଦେଶିକ…
ଜି-୨୦ ଶିଖର ସମ୍ମିଳନୀ ମଧ୍ୟରେ ଭିଏତନାମ ଗସ୍ତରେ ଗଲେ ବାଇଡେନ, ଯିବା ପୂର୍ବରୁ କହିଲେ…
ନୂଆଦିଲ୍ଲୀ/ଓ୍ବାଶିଂଟନ,୧୦।୯: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରବିବାର ସକାଳେ ଭିଏତନାମ ଅଭିମୁଖେ ଯାତ୍ରା କରିଛନ୍ତି। ଭାରତ ଛାଡିବା ପୂର୍ବରୁ ବାଇଡେନ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ତାଙ୍କ ସ୍ମୃତିସ୍ଥଳ ରାଜଘାଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଜୋ ବାଇଡେନ ଶୁକ୍ରବାର ବିଳମ୍ବିତ ରାତିରେ…
ସରିଲା ଜି-୨୦ ଶିଖର ସମ୍ମିଳନୀ, ବିଶ୍ୱକୁ ଶାନ୍ତି ବାର୍ତ୍ତା ଦେଲେ ମୋଦି
ନୂଆଦିଲ୍ଲୀ,୧୦ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୨୦ ଶିଖର ସମ୍ମିଳନୀର ସମାପ୍ତି ଘୋଷଣା କରିଛନ୍ତି। ଏହି କାର୍ଯ୍ୟକ୍ରମ ଶେଷରେ ମୋଦି ସମଗ୍ର ବିଶ୍ୱକୁ ଆଶା ଏବଂ ଶାନ୍ତିର ବାର୍ତ୍ତା ଦେଇଛନ୍ତି। ଜି-୨୦ ଶିଖର ସମ୍ମିଳନୀର ସମାପ୍ତି ଘୋଷଣା କରି ମୋଦି କହିଛନ୍ତି, ନଭେମ୍ବର…
ବ୍ରାଜିଲ ରାଷ୍ଟ୍ରପତିଙ୍କୁ ଜି-୨୦ ଅଧ୍ୟକ୍ଷତା ପ୍ରଦାନ କଲେ ମୋଦି, ସମାପନ ଭାଷଣରେ କହିଲେ ପରିର୍ତ୍ତନ ସହ ସ୍ଥିରତା ଜରୁରୀ
ନୂଆଦିଲ୍ଲୀ,୧୦।୯: ଭାରତ ଦ୍ୱାରା ଆୟୋଜିତ ଜି -୨୦ ଶିଖର ସମ୍ମିଳନୀ ସମାପ୍ତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଶେଷ ଭାଷଣ ଦେବା ପରେ ବ୍ରାଜିଲର ରାଷ୍ଟ୍ରପତି ଲୁଲା ଡି’ସୁଜାଙ୍କୁ ଜି -୨୦ର ଅଧ୍ୟକ୍ଷତା ପ୍ରଦାନ କରିଛନ୍ତି। ବର୍ତ୍ତମାନ ବ୍ରାଜିଲ ପରବର୍ତ୍ତୀ…
ଆପତ୍ତିଜନକ ପୋଷାକ ପିନ୍ଧିଲେ ଲାଗିବ ଜରିମାନା: ଜିନପିଙ୍ଗ ପ୍ରଶାସନ ନେବେ ନୂଆ ପଦକ୍ଷେପ…
ବେଜିଂ,୧୦।୯ : ଏକ ନିଆରା ପଦକ୍ଷେପରେ ଚାଇନାର ରାଷ୍ଟ୍ରପତି ଜିନପିଙ୍ଗ ପ୍ରଶାସନ ଏକ ନୂତନ ନିୟମ ଉପରେ ବିଚାର କରୁଛନ୍ତି। ଯେଉଁଥିରେ କମ୍ୟୁନିଷ୍ଟ ସରକାରଙ୍କ ପ୍ରତି ଆପତ୍ତିଜନକ ପୋଷାକ ପିନ୍ଧିବା ଦ୍ୱାରା ଜରିମାନା ଲାଗୁ ହୋଇପାରେ। ଏହାକୁ ନେଇ ଚାଇନାରେ ଏବଂ…
ତୃତୀୟଥର କକ୍ଷ ବଦଳାଇଲା ଆଦିତ୍ୟ ଏଲ୍-୧
ବେଙ୍ଗାଲୁରୁ,୧୦ା୯: ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଅଧୀନରେ ସୂର୍ଯ୍ୟଙ୍କ ବାହ୍ୟ ବାୟୁମଣ୍ଡଳକୁ ଅଧ୍ୟୟନ କରିବା ପାଇଁ ପଠାଯାଇଥିବା ଆଦିତ୍ୟ- ଏଲ୍୧ ମହାକାଶଯାନର ପୃଥିବୀର କକ୍ଷପଥ ସହିତ ଜଡ଼ିତ ତୃତୀୟ ପ୍ରକ୍ରିୟା ରବିବାର ସଫଳତାର ସହିତ ଶେଷ କରିଛି। ଭାରତୀୟ ମହାକାଶ ଗବେଷଣା…
ଜି-୨୦ ଶିଖର ସମ୍ମିଳନୀରେ ବଡ ଘୋଷଣା କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ସୁନକ
ନୂଆଦିଲ୍ଲୀ,୧୦।୯: ରାଜଧାନୀ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ସେପ୍ଟେମ୍ବର ୯ ଶନିବାରଠାରୁ ହୋଇଛି। ରବିବାର ହେଉଛି ଏହାର ଦ୍ୱିତୀୟ ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୨୦ର ପ୍ରଥମ ଦିନରେ ସମସ୍ତ ରାଷ୍ଟ୍ର ମୁଖ୍ୟଙ୍କୁ ଭାରତ ମାଟିକୁ ସ୍ବାଗତ କରିଥିଲେ। ଜି-୨୦ ଆରମ୍ଭରେ…
ବ୍ରାଜିଲରେ ହେବ ୨୦୨୪ ଜି-୨୦ ସମ୍ମିଳନୀ, ଦାୟିତ୍ୱ ହସ୍ତାନ୍ତର କରିବେ ମୋଦି
ନୂଆଦିଲ୍ଲୀ,/ବ୍ରାସିଲିଆ,୧୦ା୯: ଆଜି ଅର୍ଥାତ୍ ରବିବାର ହେଉଛି ଜି-୨୦ ସମ୍ମିଳନୀର ଦ୍ୱିତୀୟ ଦିନ। ଆଜି ଜି -୨୦ ସଦସ୍ୟ ଦେଶଗୁଡ଼ିକର ପ୍ରତିନିଧି ଏବଂ ମୁଖ୍ୟମାନେ ଏହି ସମ୍ମିଳନୀର ତୃତୀୟ ଅଧିବେଶନରେ ଅଂଶଗ୍ରହଣ କରୁଛନ୍ତି, ଯାହାର ନାମ ‘ଓ୍ବାନ୍ ଫ୍ୟୁଚର’। ଏହାପୂର୍ବରୁ ଜି -୨୦…
Archives


