Home Middle

ଟସ୍‌ ଜିତିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୧୧।୧୦: ବିଶ୍ୱକପ୍‌ ୨୦୨୨୩ରେ ଆଜି ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ୍‌ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ଅଧିନାୟକ ହାଶମତୁଲ୍ଲା ଶାହିଦି ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀର ପିଚ ବ୍ୟାଟ୍ସମ୍ୟାନଙ୍କ ପାଇଁ ଉପଯୁକ୍ତ ଏବଂ ଏହି…

କର୍ମଚାରୀଙ୍କ ମାନସିକ ଚାପ ଅର୍ଥନୀତିରେ ବ୍ୟାପକ କ୍ଷତି ଘଟାଉଛି, ପ୍ରତିବର୍ଷ କୋଟି କୋଟି ଟଙ୍କା କ୍ଷତି…

ଓ୍ବାଶିଂଟନ,୧୧।୧୦ : କର୍ମଚାରୀଙ୍କ ଚାପ କେବଳ ସେମାନଙ୍କର କାର୍ଯ୍ୟ ଦକ୍ଷତା ଉପରେ ପ୍ରଭାବ ପକାଇବ ନାହିଁ, ବରଂ ଏହା ସମଗ୍ର କମ୍ପାନୀର ବାଲାନ୍ସ ସିଟ ମଧ୍ୟ ନଷ୍ଟ କରୁଛି। ଚାପ ଯୋଗୁଁ ସମଗ୍ର ଦେଶର ଅର୍ଥନୀତି ମଧ୍ୟ ହ୍ରାସ ପାଇଛି। ଆମେରିକୀୟ…

ଇସ୍ରାଏଲ-ପାଲେଷ୍ଟାଇନ ସଂଘର୍ଷ: ଯୁଦ୍ଧ ପାଇଁ ଆମେରିକାକୁ ଦାୟୀ କଲା ଋଷିଆ

ମସ୍କୋ,୧୧।୧୦: ଇସ୍ରାଏଲ ଓ ହମାସ୍‌ର ରକ୍ତାକ୍ତ ସଂଘର୍ଷ ଆଜିକୁ ୫ଦିନ ଧରି ଲାଗି ରହିଛି। ଯୁଦ୍ଧରେ ସରକାରୀ ସମ୍ପତ୍ତି, ଘର, ଯାନବାହାନ କ୍ଷତି ହେବା ସହିତ ଅଧିକରୁ ଅଧିକ ସାଧାରଣ ନାଗରିକ ଶିକାର ହେଉଛନ୍ତି। ଯୁଦ୍ଧକୁ ନେଇ ସବୁ ଦେଶ ଦୁଇ…

ଅଖିଳେଶ ବାଡ଼ ଡେଇଁବା ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ…

ଲକ୍ଷ୍ନୌ,୧୧।୧୦: ବୁଧବାର ଦିନ ଜୟପ୍ରକାଶ ନାରାୟଣଙ୍କ ଜନ୍ମ ବାର୍ଷିକୀରେ ସମାଜବାଦୀ ପାର୍ଟିର ଜାତୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଲକ୍ଷ୍ନୌର ଜେପିଏନଆଇସି ରେ ପହଞ୍ଚିଥିଲେ। ଅଖିଳେଶ ପହଞ୍ଚିବା ପରେ ପୋଲିସ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ଅଖିଳେଶଙ୍କୁ ଅଟକାଇବା ପାଇଁ ପୋଲିସ ଜେପିଏନଆଇସିର…

କୃଷ୍ଣ ଜନ୍ମଭୂମି ଏବଂ ଶାହି ଇଦଗା ମସଜିଦ ବିବାଦର ଶୁଣାଣି ଆଜି

ପ୍ରୟାଗରାଜ,୧୦।୧୧: ମଥୁରାର କୃଷ୍ଣ ଜନ୍ମଭୂମି ଏବଂ ଶାହି ଇଦଗା ମସଜିଦ ବିବାଦରେ ଦାଖଲ ହୋଇଥିବା ଜନସ୍ବାର୍ଥ ମାମଲା ଉପରେ ଆହ୍ଲାବାଦ ହାଇକୋର୍ଟ ବୁଧବାର ରାୟ ପ୍ରଦାନ କରିବେ। ଜନସ୍ବାର୍ଥ ଯାଚିକାରେ ବିବାଦୀୟ ପରସର ହିନ୍ଦୁମାନଙ୍କୁ ହସ୍ତାନ୍ତର କରିବାକୁ ଏହି ପିଟିସନରେ ଦାବି…

ଘୂର୍ଣ୍ଣିଝଡ଼ ଲିଡିଆ ମେକ୍ସିକୋ ମୁହାଁ: ଘଣ୍ଟାପ୍ରତି ୨୨୦ କିଲୋମିଟର ବେଗରେ ପବନ, ପ୍ରବଳ ବର୍ଷା ହେବାର ଚେତାବନୀ…

ମେକ୍ସିକୋ ସିଟି, ୧୧।୧୦: ମେକ୍ସିକୋର ପ୍ରଶାନ୍ତ ଉପକୂଳ ରିସର୍ଟ ପୁଏର୍ତୋ ଭାଲାର୍ଟା ନିକଟରେ ଘୂର୍ଣ୍ଣିବଳୟ ଲିଡିଆ ଘଣ୍ଟାପ୍ରତି ୨୨୦ କିଲୋମିଟର ବେଗରେ ପବନ ସହିତ ପ୍ରବଳ ବର୍ଷା ହେବାର ଚେତାବନୀ ଜାରି ହୋଇଛି। ଏହାକୁ ଅତ୍ୟନ୍ତ ବିପଜ୍ଜନକ ବର୍ଗର ସ୍ତରରେ ରଖାଯାଇଛି।…

ପଠାନକୋଟ ଆକ୍ରମଣର ମାଷ୍ଟରମାଇଣ୍ଡ ଶାହିଦ ଲତିଫଙ୍କୁ ହତ୍ୟା

ନୂଆଦିଲ୍ଲୀ,୧୧।୧୦: ପାକିସ୍ତାନର ସିଆଲକୋଟରେ ଭାରତର ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ଶାହିଦ ଲତିଫଙ୍କୁ ହତ୍ୟା କରାଯାଇଛି। ଲତିଫ ପଠାନକୋଟ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲେ। ଭାରତୀୟ ଯାଞ୍ଚ ଏଜେନ୍ସି ଏନଆଇଏର ମୋଷ୍ଟ ଓ୍ବାଣ୍ଟେଡ ତାଲିକାରେ ଲତିଫଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଥିଲା। ଜମ୍ମୁ କଶ୍ମୀରରେ ହେଉଥିବା…

କେବଳ ଇସ୍ରାଏଲବାସୀ ନୁହନ୍ତି ଅନ୍ୟଦେଶର ଲୋକଙ୍କୁ ହତ୍ୟା କରୁଛି ହମାସ୍‌

ତେଲ ଅଭିଭ,୧୧।୧୦: ପାଲେଷ୍ଟାଇନର ଆତଙ୍କବାଦୀ ହମାସଙ୍କ ବର୍ବରତା ବନ୍ଦ ହେବାର କୌଣସି ସମ୍ଭାବନା ଦେଖାଯାଉ ନାହିଁ। ଯୁଦ୍ଧର ପଞ୍ଚମ ଦିନରେ ଆକ୍ରମଣରେ ସୈନିକଙ୍କ ସମେତ ଅନେକ ସାଧାରଣ ଜନତାଙ୍କୁ ହତ୍ୟା କରାଯାଉଛି। ଏଥିସହ ବହୁଜଣଙ୍କୁ ବନ୍ଧକ ରଖାଯାଇଛି। ହମାସ୍‌ ଆତଙ୍କବାଦୀମାନେ ଇସ୍ରାଏଲରେ…

ଇସ୍ରାଏଲକୁ ଆମେରିକାର ସମର୍ଥନ: ଭୂମଧ୍ୟସାଗରରେ ପହଞ୍ଚିଲା ଆମେରିକାର ନୌସେନା ଜାହାଜ

ଓ୍ବାଶିଂଟନ,୧୧।୧୦: ହମାସ ସହିତ ଇସ୍ରାଏଲର ବିବାଦ ମଧ୍ୟରେ ଆମେରିକାର ନୌସେନା ଜାହାଜ ୟୁଏସ୍‌ଏସ୍‌ ଗୋରାଲ୍ଡ ଆର ଫୋର୍ଡ କ୍ୟାରିଅର ଷ୍ଟ୍ରାଇକ ଗ୍ରୁପ ପୂର୍ବ ଭୂମଧ୍ୟସାଗରରେ ପହଞ୍ଚିଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦେଇଛି। ବିଜ୍ଞପ୍ତିରେ…

ଅଷ୍ଟ୍ରେଲିଆରେ ବିରୋଧ ପ୍ରଦର୍ଶନ କରୁଛନ୍ତି ପାଲେଷ୍ଟାଇନ ସମର୍ଥକ

ସିଡନୀ,୧୧।୧୦: ଇସ୍ରାଏଲ ଓ ହମାସ୍‌ ମଧ୍ୟରେ ଚାଲିଥିବା ରକ୍ତାକ୍ତ ସଂଘର୍ଷ ମଧ୍ୟରେ ଅଧିକାଂଶ ନିରୀହ ଜନତା ଶିକାର ହେଉଛନ୍ତି। ଏହି ଯୁଦ୍ଧକୁ ନେଇ ବିଶ୍ୱ ଦୁଇ ଭାଗରେ ବିଭକ୍ତ ହେବାର ଦେଖାଯାଉଛି। କିଛି ଦେଶ ଇସ୍ରାଏଲକୁ ସମର୍ଥନ କରୁଥିବାବେଳେ କିଛି ଦେଶ…

ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳିପାରନ୍ତି ଗିଲ୍‌

ନୂଆଦିଲ୍ଲୀ,୧୧।୧୦: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଏକ ଖୁସି ଖବର ଆସୁଛି। ଭାରତର ତାରକା ଓପନର୍‌ ଶୁଭମନ ଗିଲ୍‌ ଆଜି ଚେନ୍ନାଇରୁ ଅହମ୍ମଦାବାଦ ଯିବେ। ବିସିସିଆଇ ମେଡିକାଲ ଟିମ୍‌ର ତତ୍ତ୍ୱାବଧାନରେ ତାଙ୍କର ପୁନରୁଦ୍ଧାର ଜାରି…

ହମାସ୍‌ ମୁଖ୍ୟଙ୍କୁ ଟାର୍ଗେଟ କଲେ ଇସ୍ରାଏଲ ସେନା

ଜେରୁଜେଲମ,୧୧।୧୦: ଇସ୍ରାଏଲ-ହମାସ୍‌ ମଧ୍ୟରେ ଚାଲିଥିବା ରକ୍ତାକ୍ତ ସଂଘର୍ଷ ନିକଟ ଭବିଷ୍ୟତରେ ଥମିବାର ସମ୍ଭାବନା ଦେଖାଯାଉ ନାହିଁ। ହମାସ ଦ୍ୱାରା ହୋଇଥିବା ଆକ୍ରମଣ ପରେ ଇସ୍ରାଏଲ ଲଗାତାର ଗାଜା ଉପରେ ବୋମାମାଡ଼ କରୁଛି। ଏହି ସମୟରେ, ଇସ୍ରାଏଲ ପ୍ରତିରକ୍ଷା ବାହିନୀ ବୁଧବାର ଅଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri