କୋଟାରେ ଲଜ୍ଜା: ନିଟ୍ ପରିକ୍ଷାର୍ଥୀଙ୍କୁ ମଦ ପିଆଇ ବଳତ୍କାର କଲେ ହଷ୍ଟେଲ କର୍ମଚାରୀ
କୋଟା,୧୪।୧୦: କୋଚିଂ ସିଟି କୋଟାରେ କୋଚିଂ ଛାତ୍ରଙ୍କ ଆତ୍ମହତ୍ୟା ଘଟଣା ଦିନକୁ ଦିନ ସହରକୁ ବଦନାମ କରୁଥିବାବେଳେ ଏବେ ଆଉ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। କୋଟାରେ ନିଟ୍ ପ୍ରସ୍ତୁତି କରୁଥିବା ବିହାରର ଜଣେ ୧୫ ବର୍ଷୀୟ କୋଚିଂ…
ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, ପ୍ଲେ-୧୧ରେ ଗିଲ୍ଙ୍କ ପ୍ରତ୍ୟାବର୍ତ୍ତନ
ଅହମ୍ମଦାବାଦ,୧୪।୧୦: ଦିନିକିଆ ବିଶ୍ୱକପ୍ର ଦ୍ୱାଦଶ ମ୍ୟାଚରେ ଭାରତ-ପାକିସ୍ତାନ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆମନ୍ତ୍ରଣ ପାଇ ପାକିସ୍ତାନ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଛି। ବିଶ୍ୱକପ୍…
ଜେଲରେ ଜୀବନସାଥୀଙ୍କ ସହ ସମୟ ବିତାଇପାରିବେ କଏଦୀ, ଦିଲ୍ଲୀ ସରକାର ଆଣିପାରନ୍ତି ପ୍ରସ୍ତାବ
ନୂଆଦିଲ୍ଲୀ,୧୪।୧୦: ନିକଟରେ ଦିଲ୍ଲୀ ସରକାର ଦିଲ୍ଲୀ ହାଇକୋର୍ଟଙ୍କୁ କହିଛନ୍ତି, ଜେଲର ମହାନିର୍ଦ୍ଦେଶକ (ଡିଜି) କଏଦୀଙ୍କ ବୈବାହିକ ପରିଦର୍ଶନ ଅଧିକାର ସମ୍ପର୍କରେ ଗୃହ ବିଭାଗକୁ ଏକ ପ୍ରସ୍ତାବ ପଠାଇଛନ୍ତି। ଜେଲ ପରିପ୍ରେକ୍ଷୀରେ, ବୈବାହିକ ପରିଦର୍ଶନର ଅର୍ଥ ହେଉଛି ଜଣେ କଏଦୀଙ୍କୁ ତାଙ୍କ ଜୀବନସାଥୀ…
୨୬ ସପ୍ତାହ ଭ୍ରୂଣର ଗର୍ଭପାତ ମାମଲା: ପୋଷ୍ଟପାର୍ଟମ ସାଇକୋସିସରେ ପୀଡିତ ମହିଳା
ନୂଆଦିଲ୍ଲୀ,୧୪।୧୦: ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ବେଞ୍ଚ ୨୬ସପ୍ତାହରେ ଗର୍ଭପାତ ଦାବି କରୁଥିବା ଆବେଦନ ଉପରେ ଶୁଣାଣି କରି ଏମ୍ସକୁ ଏକ ନୂଆ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମହିଳା ଏବଂ ଗର୍ଭସ୍ଥ ଭ୍ରୂଣର ବର୍ତ୍ତମାନ ସ୍ଥିତି ଦେଖିବା ପାଇଁ…
ଇସ୍ରାଏଲ-ହମାସ ଯୁଦ୍ଧରେ କାନପୁରର ଚମଡା ବ୍ୟବସାୟରେ ପଡିବ ପ୍ରଭାବ, ପାଣିରେ ପଡିବ ୧୫୦କୋଟି ଟଙ୍କାର ବ୍ୟବସାୟ
କାନପୁର,୧୪।୧୦: ଇସ୍ରାଏଲ-ହମାସ ଯୁଦ୍ଧ ସପ୍ତାହେ ବିତିଥିବାବେଳେ ନିକଟ ଭବିଷ୍ୟତରେ ଥମିବାର ସମ୍ଭାବନା ନାହିଁ। ଦିନକୁ ଦିନ ଏହା ଉଗ୍ରରୂପ ଧାରଣ କରି ନର ସଂହାର ରଚିବାରେ ଲାଗିଛି। ତେବେ ଯୁଦ୍ଧ ଯୋଗୁ ଇସ୍ରାଏଲର ଅର୍ଥନୈତିକ ବ୍ୟବସ୍ଥା ଭୁଶୁଡି ପଡିବାର ସମ୍ଭାବନା ରହିଛି।…
ଲେବାନନରେ ମିଶାଇଲ ମାଡରେ ଖବରଦାତାଙ୍କ ମୃତ୍ୟୁ, ୬ ଆହତ
ଓ୍ବାଶିଂଟନ,୧୪।୧୦: ଦକ୍ଷିଣ ଲେବାନନରେ ଶୁକ୍ରବାର ଏକ ମିଶାଇଲ ମାଡରେ ନ୍ୟୁଜ ଏଜେନ୍ସି ରୟଟର୍ସର ଜଣେ ଭିଡିଓ ଜର୍ନାଲିଷ୍ଟଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରମଣରେ ଅନ୍ୟ ୬ ଜଣ ଖବରଦାତା ଆହତ ବି ହୋଇଛନ୍ତି। କୁହାଯାଉଛି କି ଇସ୍ରାଏଲ ପକ୍ଷରୁ…
ଉପକୃତ ହେବେ ୧୦ଲକ୍ଷରୁ ଅଧିକ ଭାରତୀୟ, ଗ୍ରୀନ କାର୍ଡଧାରୀଙ୍କ ପାଇଁ ଆମେରିକା ଘୋଷଣା କଲା…
ଓ୍ବାଶିଂଟନ୍,୧୪।୧୦: ଗ୍ରୀନ କାର୍ଡକୁ ଅପେକ୍ଷା କରିଥିବା କେତେକ ଅଣ-ପ୍ରବାସୀ ବର୍ଗଙ୍କୁ ପାଞ୍ଚ ବର୍ଷ ପାଇଁ ନିଯୁକ୍ତି ପ୍ରାଧିକରଣ କାର୍ଡ ପ୍ରଦାନ କରିବାକୁ ଆମେରିକା ଘୋଷଣା କରିଛି। ଏହି ପଦକ୍ଷେପ ଦ୍ୱାରା ଦେଶରେ ବାସ କରୁଥିବା ଲକ୍ଷ ଲକ୍ଷ ଭାରତୀୟ ଉପକୃତ ହେବେ।…
ବର୍ବରତାର ଜବାବ କ୍ରୁରତାରେ ଦେଉଛି ଇସ୍ରାଏଲ, ଉଭୟ ପକ୍ଷ ସହ ରୁଷିଆର ଭଲ ସମ୍ପର୍କ, ବନ୍ଦ କରିପାରନ୍ତି ଯୁଦ୍ଧ, ପୁଟିନଙ୍କ ବୟାନ
ମସ୍କୋ,୧୪।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁଣି ଥରେ ଇସ୍ରାଏଲ-ହମାସ ଯୁଦ୍ଧ ସମ୍ପର୍କରେ ଏକ ବୟାନ ଦେଇଛନ୍ତି। ପୁଟିନ କହିଛନ୍ତି ଯେ ହମାସ ଇସ୍ରାଏଲ ଉପରେ ର୍ନିଦ୍ଦୟ ଆକ୍ରମଣ କରିଥିଲା କିନ୍ତୁ ବର୍ତ୍ତମାନ ଇସ୍ରାଏଲ ଦ୍ୱାରା କରାଯାଉଥିବା ଆକ୍ରମଣ ମଧ୍ୟ ନିଷ୍ଠୁର…
ଭାରତୀୟଙ୍କୁ ନେଇ ଗଢିବୁ ଆଉ ଏକ ଇସ୍ରାଏଲୀ ସେନା, ଭାରତର ସମର୍ଥନକୁ ନେଇ କହିଲେ ଇସ୍ରାଏଲ ରାଷ୍ଟ୍ରଦୂତ
ନୂଆଦିଲ୍ଲୀ,୧୪।୧୦: ଇସ୍ରାଏଲ-ହମାସ୍ ମଧ୍ୟରେ ଯୁଦ୍ଧକୁ ସପ୍ତାହେ ବିତିଛି। ଏହି ସମୟରେ, ଭାରତରେ ଇସ୍ରାଏଲର ରାଷ୍ଟ୍ରଦୂତ ନାଓର ଗିଲନ ଇସ୍ରାଏଲକୁ ସମର୍ଥନ ଦେଇଥିବାରୁ ଭାରତୀୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଖବର ସରବରାହ ସଂସ୍ଥା ଏଏନଆଇକୁ ସୂଚନା ଦେଇ ଗିଲନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ…
ମଧ୍ୟ ମଝଧାରରେ ଫସିଛନ୍ତି ଗାଜା ପଟ୍ଟିର ଲୋକେ,, ଇସ୍ରାଏଲ ସେନାଙ୍କ ଭୟରେ ପଳାୟନ ଆରମ୍ଭ
ଗାଜା,୧୪।୧୦: ହମାସ ଆତଙ୍କବାଦୀ ଏବଂ ଇସ୍ରାଏଲ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧରେ ଗାଜା ଅଞ୍ଚଳରେ ରହୁଥିବା ଲୋକମାନେ ସର୍ବାଧିକ କ୍ଷତି ସହୁଛନ୍ତି। ଉତ୍ତର ଗାଜାରେ ଥିବା ଜବାଲିଆ ଶରଣାର୍ଥୀ ଶିବିରର ଖାଲି ଏବଂ ନିଛାଟିଆ ରାସ୍ତା ଦେଖିବା ପରେ ନାଜି ଜମାଲ…
‘ହମାସ ସାମ୍ନାରେ ଅଲ-କାଏଦା ବରଂ ଭଲ, ଏମାନେ ତ ରାକ୍ଷସ’, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ
ଓ୍ବାଶିଂଟନ,୧୪।୧୦: ଗତ ସପ୍ତାହରେ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରି ୧୩୦୦ ଲୋକଙ୍କୁ ହତ୍ୟା କରିଥିଲା। ହମାସ ଆକ୍ରମଣର ବର୍ବରତା ଖବର ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ବର୍ତ୍ତମାନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ହମାସକୁ…
ତୁର୍କୀରେ ଋଷିଆ କୂଟନୀତିଜ୍ଞଙ୍କ ରହସ୍ୟମୟ ମୃତ୍ୟୁ
ଇସ୍ତାନବୁଲ,୧୪।୧୦: ଋଷିଆର ବରିଷ୍ଠ କୂଟନୀତିଜ୍ଞ ନିକୋଲାଇ କ୍ରୋବ୍ରିନେଟ୍ସ ତୁର୍କୀର ଇସ୍ତାନବୁଲରେ ରହସ୍ୟଜନକ ଭାବରେ ମୃତ୍ୟୁବରଣ କରିଛନ୍ତି। ତାଙ୍କ ମୃତଦେହ ଏକ ହୋଟେଲ ରୁମରେ ମିଳିଛି। ତୁର୍କୀ ପୋଲିସ ଏହି ଘଟଣାର ତଦନ୍ତ ପାଇଁ ହୋଟେଲର ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ବିଶେଷଜ୍ଞମାନେ…
Archives


