Home Middle

୧୮ରୁ ବଦଳିବ ପାଗ

ଭୁବନେଶ୍ୱର,୧୪ା୧୦(ଅନିଲ ଦାସ): ରାଜ୍ୟରେ ଗତ କିଛିଦିନ ହେବ ପ୍ରବଳ ଗ୍ରୀଷ୍ମ ଅନୁଭୂତ ହେଉଛି। ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୩୫ ଡିଗ୍ରୀ ସେଲ୍‌ସିୟସ ଉପରେ ରହୁଛି। କେତେକ ସ୍ଥାନରେ ତାପମାତ୍ରା ୩୬ ଡିଗ୍ରୀ ଉପରେ ରହୁଛି। ରାତିରେ ମଧ୍ୟ ତାପମାତ୍ରା ୨୫ରୁ ୨୬…

ଯୁଦ୍ଧ ମଧ୍ୟରେ ସାଉଦି ଆରବ ପହଞ୍ଚିଲେ ବ୍ଲିଙ୍କନ…

ରିୟାଦ,୧୪।୧୦ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କନ ରିୟାଦରେ ପହଞ୍ଚିଛନ୍ତି। ଏହି ସମୟରେ ସେ କହିଛନ୍ତି ଗାଜା ଷ୍ଟ୍ରିପରେ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ତାଙ୍କ ଦେଶ ସାଉଦି…

ଇସ୍ରାଏଲ ନାଗରିକଙ୍କୁ ବନ୍ଧକ ରଖିବା ପାଇଁ ହମାସ୍‌କୁ ଦିଆଯାଇଥିଲା କଡ଼ା ନିର୍ଦ୍ଦେଶ, ମ୍ୟାପ୍‌ ଉପରେ ଥିଲା ନଜର

ଜେରୁଜେଲମ୍‌,୧୪ା୧୦): ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ହମାସ୍‌ ଦୀର୍ଘଦିନ ଧରି ପ୍ରସ୍ତୁତ ହେଉଥିଲା। ଏହା ପଛରେ ପ୍ରସ୍ତୁତିର ପରିମାଣ ଏଥିରୁ ସ୍ପଷ୍ଟ ହୋଇଛି ଯେ, ହମାସ୍‌ ଇସ୍ରାଏଲ ସେନାର ସମ୍ବେଦନଶୀଳ ସ୍ଥାନଗୁଡିକର ମାନଚିତ୍ରକୁ ଲକ୍ଷ୍ୟ କରିଥିଲା। ଇସ୍ରାଏଲର ସାଧାରଣ ନାଗରିକ ଏବଂ…

ଭାରତ ୭ ଓ୍ବିକେଟରେ ଜିତିଲା…

ଅହମଦାବାଦ,୧୪।୧୦ : ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଇଥିବା ବିଶ୍ୱକପ ୨୦୨୩ର ୧୨ତମ ମ୍ୟାଚରେ ଭାରତ ପାକିସ୍ତାନକୁ ୭ ଓ୍ବିକେଟରେ ପରାଜିତ କରିଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତିି ନେଇଥିଲେ। ପାକିସ୍ତାନ…

ବିଧାୟକ ଅଯୋଗ୍ୟତା ମାମଲା: ସୁପ୍ରିମକୋର୍ଟଙ୍କ ଆଦେଶ ଅଧ୍ୟୟନ କରି ଆଇନଗତ ପରାମର୍ଶ ନେବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଲେ ନାର୍ଭେକର…

ଭୋପାଳ,୧୪।୧୦ : ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ପ୍ରକ୍ରିୟା ଉପରେ ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ସେ ଆଦେଶର ନକଲ ଅଧ୍ୟୟନ କରିବେ ଏବଂ…

ଶିବରାଜଙ୍କୁ ଫୋନିକ୍ସ ପକ୍ଷୀ ହେବାର ଆବଶ୍ୟକତା ନାହିଁ: ଉମା…

ଭୋପାଳ,୧୪।୧୦ : ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ତାରିଖ ଘୋଷଣା ହେବା ମାତ୍ରେ ରାଜନୈତିକ ଦଳଗୁଡିକ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। କିନ୍ତୁ ବର୍ତ୍ତମାନ ଶିବରାଜଙ୍କ ଶ୍ରାଦ୍ଧ ସମ୍ପର୍କରେ ଟୁଇଟ ପରେ ରାଜ୍ୟ ରାଜନୀତିରେ ପରିବେଶ ଉଷ୍ଣ…

ରୁଷିଆକୁ ୟୁକ୍ରେନର ମୁହଁତୋଡ଼ ଜବାବ

କିଭ୍‌,୧୪ା୧୦: ଦୀର୍ଘଦିନ ଧରି ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିଲେ ହେଁ ଥମିବାର ନାଁ ନେଉନି। ଉଭୟ ଉଭୟଙ୍କୁ କଡ଼ା ଜବାବ ଦେଇଚାଲିଛନ୍ତି। ୟୁକ୍ରେନ ଅଧିକାରୀମାନେ କହିଛନ୍ତି, ରୁଷିଆ ସୈନ୍ୟବାହିନୀର ନିରନ୍ତର ଆକ୍ରମଣ ଜାରିରହିଛି। ୟୁକ୍ରେନ ସହରର ଅବଦିଭିକା ଉପରେ ଲଗାତର ଆକ୍ରମଣ…

ରାଷ୍ଟ୍ରପତି ହେବା ପାଇଁ ବାଇଡେନଙ୍କ ପଥରେ ପୁଅ ପ୍ରତିବନ୍ଧକ, ସାମ୍ନାକୁ ଆସିଲା ଏହି କାରଣ

ଓ୍ବାଶିଂଟନ,୧୪ା୧୦ ଆସନ୍ତା ବର୍ଷ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନଙ୍କ ସମସ୍ୟା ବଢ଼ିପାରେ। ତାଙ୍କ ପୁଅ ହଣ୍ଟରଙ୍କ ପାଇଁ ହିଁ ବାଇଡେନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ଏକ ସର୍ଭେରେ କୁହାଯାଇଛି। ଏହି ସର୍ଭେରେ ୩୫ ପ୍ରତିଶତ…

ପାକିସ୍ତାନ କ୍ରିକେଟ ଦଳଙ୍କୁ କାହିଁକି କଲ ସ୍ବାଗତ, ସଞ୍ଜୟ ରାଉତ ଭାଜପାକୁ କଲେ ଟାର୍ଗେଟ…

ମୁମ୍ବାଇ,୧୪।୧୦ : ଭାରତ ବିପକ୍ଷ ବିଶ୍ୱକପ ମ୍ୟାଚ ପୂର୍ବରୁ ପାକିସ୍ତାନ କ୍ରିକେଟ ଦଳକୁ ଉତ୍ସାହର ସହ ସ୍ବାଗତ କରାଯିବା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଶନିବାର ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଶାସକ ଭାଜପାକୁ କଡ଼ା ସମାଲୋଚନା କରି କହିଛନ୍ତି…

ଇସ୍ରାଏଲ-ହମାସ୍‌ ବିବାଦ ଭାରତରୁ ୟୁରୋପ ପର୍ଯ୍ୟନ୍ତ ପକାଇବ ପ୍ରଭାବ

ଜେରୁଜେଲମ୍‌,୧୪ା୧୦: ଥିଙ୍କ୍‌ ଟ୍ୟାଙ୍କ ଗ୍ଲୋବାଲ୍‌ ଟ୍ରେଡ୍‌ ରିସର୍ଚ୍ଚ ଇନିସିଏଟିଭ ଅନୁଯାୟୀ, ଜାରି ରହିଥିବା ଇସ୍ରାଏଲ-ହମାସ୍‌ ବିବାଦର ପରିଣାମ କେବଳ ଇସ୍ରାଏଲ ଏବଂ ଗାଜା ମଧ୍ୟରେ ସୀମିତ ନୁହେଁ। ଭାରତ ମଧ୍ୟ ପୂର୍ବ ୟୁରୋପର ଅର୍ଥନୈତିକ କରିଡର ପ୍ରକଳ୍ପରେ ବିଳମ୍ବ ଏବଂ ଜଟିଳତା…

ଭାରତ ପାଇଁ ବିଜୟ ଲକ୍ଷ୍ୟ ୧୯୨…

ଅହମଦାବାଦ,୧୪।୧୦ : ବିଶ୍ୱକପ ୨୦୨୩ର ୧୨ତମ ମ୍ୟାଚ ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ପାକିସ୍ତାନ ମଧ୍ୟରେ ଖେଳାଯାଉଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତିି ନେଇଥିଲେ। ପାକିସ୍ତାନ ଦଳ ଅଧିନାୟକ ବାବର ଆଜମଙ୍କ…

ପୁଣି ଖୋଲିଲା ରଫା କ୍ରସିଂ ପଏଣ୍ଟ

ଜେରୁଜେଲମ,୧୪ା୧୦: ପୁଣି ଖୋଲିଛି ରଫା କ୍ରସିଂ ପଏଣ୍ଟ। ଇଜିପ୍ଟ ପାର୍ଶ୍ୱରେ ଥିବା ଜଣେ ଅଧିକାରୀ କହିଛନ୍ତି, ଗାଜାରୁ ଆସୁଥିବା ବିଦେଶୀମାନଙ୍କୁ ଶନିବାର ଅପରାହ୍ନରେ ଏହାକୁ ଖୋଲିବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଥମ ଅଧିକାରୀ କହିଛନ୍ତି, କ୍ରସିଂ ପଏଣ୍ଟ ଦେଇ ଗାଜାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri