Home Middle

ଉପବାଚସ୍ପତି ନିର୍ବାଚନ: ଆଜି ନାମାଙ୍କନ

ଭୁବନେଶ୍ୱର,୨୦୧୧(ସୁନିତ୍‌ ମିଶ୍ର): ବିଧାନସଭା ଶୀତକାଳୀନ ଅଧିବେଶନ ମଙ୍ଗଳବାର ଠାରୁ ଆରମ୍ଭ ହେବ। ଏହି ଅଧିବେଶନ ଡିସେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ। ତେବେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ ହୋଇପାରେ ବୋଲି ଅନେକ ମତ ଦେଉଛନ୍ତି। ଯଦି ବାସ୍ତବରେ…

ଆଜି ଆସିବେ ରାଷ୍ଟ୍ରପତି

ବାରିପଦା (ନୀଳାଦ୍ରି ବିହାରୀ ଦଣ୍ଡପାଟ)/ରାଇରଙ୍ଗପୁର(ମାନସ ମହାନ୍ତି), ୨୦।୧୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ନିଜ ଜନ୍ମ ମାଟିକୁ ଦ୍ୱିତୀୟ ଥର ଆସୁଛନ୍ତି। ଦୁଇଦିନିଆ ମୟୂରଭଞ୍ଜ ଜିଲା ଗସ୍ତର ପ୍ରଥମ ଦିବସରେ ବାରିପଦା ଶହୀଦ ସ୍ମୃତି ଭବନରେ ସାନ୍ତାଳୀ ଲେଖକ ସମ୍ମିଳନୀ ଏବଂ…

ଯୌନ ଶୋଷଣର ଖୁଲାସା କରୁଥିବା ଆଇନ ହେବ ରଦ୍ଦ: ଗୋଟିଏ ବର୍ଷରେ ୨୫୦୦ ହାଇ ପ୍ରୋଫାଇଲ ମାମଲାର ପର୍ଦ୍ଦାଫାଶ…

ଓ୍ବାଶିଂଟନ,୨୦।୧୧ : ଏକ ବର୍ଷ ମଧ୍ୟରେ ଆମେରିକାରେ ୨୫୦୦ ଯୌନ ଶୋଷଣ ମାମଲା ସାମ୍ନାକୁ ଆଣିଥିବା ନ୍ୟୁୟର୍କ ଷ୍ଟେଟର ’ଆଡଲ୍ଟ ସର୍ଭାଇଭର୍‌ ଆକ୍ଟ’ ନଭେମ୍ବର ୨୪ ରେ ଶେଷ ହେବ। ଏହି ନିର୍ଦ୍ଦିଷ୍ଟ ନିୟମ ଯୌନ ଶୋଷଣର ଅନେକ ଉଚ୍ଚ-ପ୍ରୋଫାଇଲ ମାମଲାର…

ଦୁଇଦିନ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୦।୧୧(ଅସମାପିକା ସାହୁ): ରାଜ୍ୟର ବିଭିନ୍ନ ସ୍ଥାନରେ ଦୁଇଦିନ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସୋମବାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଜଗତ୍‌ସିଂହପୁର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼,…

ହମାସ ରକ୍ତାକ୍ତ ଖେଳର ପର୍ଦ୍ଦାଫାଶ୍‌ କଲା ଇସ୍ରାଏଲ: ଅଲ୍‌ ଶିଫା ହସ୍ପିଟାଲରେ ୫୫ ମିଟର ଲମ୍ବ ସୁଡ଼ଙ୍ଗ,ଦେଖନ୍ତୁ ଭିଡିଓ……

ଜେରୁଜେଲମ,୨୦।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଚାଲିଛି, ଯେଉଁଥିରେ ୧୧ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଇସ୍ରାଏଲ ଅଲ୍‌ ଶିଫା ହସ୍ପିଟାଲରେ ମିଳୁଥିବା ୫୫ ମିଟର ଲମ୍ବ ସୁଡ଼ଙ୍ଗରୁ ହମାସର ରକ୍ତାକ୍ତ…

ଭାରତର ପରାଜୟରେ ପ୍ରଧାନମନ୍ତ୍ରୀ କହିଲେ ଏମିତି କଥା

ଅହମ୍ମଦାବାଦ୍‌,୧୯।୧୧: ଗୁଜରାଟର ଅହମ୍ମଦାବାଦରେ ରବିବାର ଆଇସିସି କ୍ରିକେଟ ବିଶ୍ୱକପ୍‌ର ଫାଇନାଲ୍‌ ମ୍ୟାଚ୍‌ରେ ଟିମ ଇଣ୍ଡିଆର ପରାଜୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିକ୍ରିୟା ରଖିଛନ୍ତି। ପିଏମ ମୋଦି ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, ପ୍ରିୟ ଟିମ୍‌ ଇଣ୍ଡିଆ, ବିଶ୍ୱକପ ସମୟରେ ତୁମର…

ଭାରତ ବିଶ୍ୱଚାମ୍ପିୟନ୍‌ ହେବା ଆଶା ଧୂଳିସାତ୍‌: ଫାଇନାଲ୍‌ରେ ଅଷ୍ଟ୍ରେଲିଆଠାରୁ ପରାସ୍ତ

ଅହମ୍ମଦାବାଦ୍‌,୧୯।୧୧: ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ଭାରତକୁ ପରାସ୍ତ କରିଛି। ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ୬ ଉଇକେଟ ଜିତି ଟାଇଟଲ ଜିତିଛି ଅଷ୍ଟ୍ରେଲିଆ। ଷଷ୍ଠ ଥର ପାଇଁ ଅଷ୍ଟ୍ରେଲିଆ ବିଶ୍ୱ ଚାମ୍ପିୟନ ହୋଇଛି। ଏଥି ସହିତ ତୃତୀୟ…

ଫାଇନାଲ୍‌ରେ ଚାଲିଲାନି ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଯାଦୁ: ଅଷ୍ଟ୍ରେଲିଆକୁ ୨୪୧ ରନ୍‌ର ଟାର୍ଗେଟ୍‌

ଅହମ୍ମଦାବାଦ୍‌,୧୯।୧୧: ଦିନିକିଆ ବିଶ୍ୱକପ୍‌ ଫାଇନାଲ୍‌ରେ ଅଷ୍ଟ୍ରେଲିଆକୁ ୨୪୧ ରନ୍‌ର ଟାର୍ଗେଟ୍‌ ଦେଇଛି ଭାରତ। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୫୦ ଓଭରରେ ୨୪୦ ରନ୍‌ରେ ଅଲଆଉଟ୍‌ ହୋଇଛି। ଭାରତ ପକ୍ଷରୁ କେଏଲ୍‌ ରାହୁଲ ସର୍ବାଧିକ ୬୬ ରନ୍‌ କରିଥିଲେ।…

ପ୍ରଥମ ଥର ପାଇଁ ୪ ଟ୍ରିଲିୟନ୍ ଡଲାର ଅତିକ୍ରମ କଲା ଭାରତୀୟ ଅର୍ଥନୀତି, ଖୁବଶୀଘ୍ର ଜାପାନ ଏବଂ ଜର୍ମାନୀକୁ ପକାଇବ ପଛରେ

ନୂଆଦିଲ୍ଲୀ,୧୯ା୧୧: ଭାରତର ଅର୍ଥନୀତିର ଆକାର ପ୍ରଥମ ଥର ପାଇଁ ୪ ଟ୍ରିଲିୟନ ଡଲାର ଅତିକ୍ରମ କରିଛି। ଏହା ସହ ଭାରତ ବର୍ତ୍ତମାନ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ହେବାକୁ ଅତି ନିକଟତର ହୋଇଛି। ୫ ଟ୍ରିଲିୟନ ଡଲାର ଅର୍ଥନୀତି ହେବାର ଲକ୍ଷ୍ୟ…

ସ୍ପେସ ୱାକ ସମୟରେ ହଜି ଥିବା ଟୁଲ ବ୍ୟାଗକୁ ଦୁଇ ସପ୍ତାହ ପରେ ପାଇଲେ ମହାକାଶଚାରୀ…

ଓ୍ବାଶିଂଟନ,୧୯।୧୧ : ଇଟାଲୀର ଭର୍ଚୁଆଲ ଟେଲିସ୍କୋପ ପ୍ରୋଜେକ୍ଟ ମହାକାଶରେ ହଜିଯାଇଥିବା ଜଣେ ମହାକାଶଚାରୀଙ୍କ ଟୁଲ କିଟ ପାଇଛି । ଟେଲିସ୍କୋପରେ ସ୍ପେସରେ ଭାସୁଥିବା ଏହି ଟୁଲ ବ୍ୟାଗର ଏକ ଚିତ୍ର ମଧ୍ୟ ପ୍ରକାଶ ପାଇଛି, ଯାହା ଏକ ବିନ୍ଦୁ ପରି ଦେଖାଯାଉଛି…

IND vs AUS Final: ମ୍ୟାଚ୍ ମଝିରେ ବିରାଟ କୋହଲିଙ୍କୁ ଆଲିଙ୍ଗନ କରିବା ପାଇଁ ପଡିଆରେ ପଶିଲେ ପାଲେଷ୍ଟାଇନ ସମର୍ଥକ

ଅହମଦାବାଦ,୧୯ା୧୧: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍ ଚାଲିଥିବା ସମୟରେ ଜଣେ ପ୍ରଶଂସକ ସୁରକ୍ଷା କର୍ମୀଙ୍କୁ ଭେଦ କରି କୋହଲିଙ୍କୁ ଆଲିଙ୍ଗନ କରିବା ପାଇଁ ପଡିଆରେ ପଶିଛନ୍ତି। ଏଥିପାଇଁ ଫାଇନାଲ୍ ମ୍ୟାଚ୍ କିଛି ମିନିଟ୍ ବାଧାପ୍ରାପ୍ତ ହୋଇଥିଲା। ୧୪ ତମ ଓଭରରେ…

ଗୋଆ ମନ୍ତ୍ରୀ ନୀଲେଶ କବରାଲଙ୍କ ଇସ୍ତଫା…

ପଣଜୀ,୧୯।୧୧ : ଗୋଆ ସରକାରଙ୍କ ମନ୍ତ୍ରୀ ନୀଲେଶ କବରାଲ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସରୁ ଭାଜପାରେ ଯୋଗ ଦେଇଥିବା ଆଲେକ୍ସୋ ସେକିରାଙ୍କୁ ତାଙ୍କ ସ୍ଥାନରେ ମନ୍ତ୍ରୀ କରାଯିବ ବୋଲି ଚର୍ଚ୍ଚା ହେଉଛି। ସିଏମ ପ୍ରମୋଦ ସାୱନ୍ତ ଏହି ସୂଚନା ଦେଇଛନ୍ତି। ଗତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri