ପେନସିଲ ମାଗିଲେ ମା’ ମାରୁଛନ୍ତି: ୬ ବର୍ଷ ଶିଶୁର ମୋଦିଙ୍କୁ ପତ୍ର
କନ୍ନୌଜ.୧ ।୮: ପ୍ରଥମ ଶ୍ରେଣୀରେ ପଢୁଥିବା ଜଣେ ୬ ବର୍ଷର ଛାତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦରଦାମ ବୃଦ୍ଧି ଯୋଗୁ ଉପୁଜୁଥିବା ସମସ୍ୟାକୁ ନେଇ ଏକ ଭାବପୂର୍ଣ୍ଣ ଚିଠି ଲେଖିଛନ୍ତି । ଉତ୍ତର ପ୍ରଦେଶ କନ୍ନୌଜର ଛିବରାମଉ ନିବାସି କୃତି ଏହି…
ବଦଳିଲା କାର୍ତ୍ତିକ-କିଆରାଙ୍କ ଫିଲ୍ମ ‘ସତ୍ୟନାରାୟଣ କି କଥା’ର ଟାଇଟଲ
ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ ଓ କିଆରା ଆଡଭାନୀଙ୍କ ଅଭିନୀତ ଫିଲ୍ମ ‘ସତ୍ୟନାରାୟଣ କି କଥା’ର ଟାଇଟଲରେ ପରିବର୍ତ୍ତନ କରାଯାଇଛି । କିଛିଦିନ ତଳେ ଏହାର ଟାଇଟଲକୁ ନେଇ ବିବାଦ ଉଠିଥିବା ବେଳେ ଏବେ ଏହାର ନାମ ପରିବର୍ତ୍ତନ କରାଯାଇଛି । କାର୍ତ୍ତିକ…
ଆଜି ମହାପ୍ରଭୁଙ୍କ ଖସାପଡ଼ା ନୀତି: ଅପରାହ୍ନ ୪ରୁ ରାତି ୮ ପର୍ଯ୍ୟନ୍ତ ଦର୍ଶନ ବନ୍ଦ
ପୁରୀ ଅଫିସ ୧ା୮: ଶ୍ରାବଣ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ସୋମବାର ଅବସରରେ ଶ୍ରୀମନ୍ଦିରରେ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ଦଇତାପତିମାନେ ଏହି ନୀତି ସମ୍ପାଦନ କରିବେ। ଏହା ଏକ ଗୁପ୍ତନୀତି। ତେଣୁ ଏହି ନୀତି…
ଆଜିଠୁ ୬,୮୯୧ ନବନିଯୁକ୍ତ ଶିକ୍ଷକଙ୍କୁ ମିଳିବ ପ୍ରଶିକ୍ଷଣ
ଭୁବନେଶ୍ବର,୧ା୮(ବ୍ୟୁରୋ): ରାଜ୍ୟ ସରକାର ୬,୮୯୧ ମାଧ୍ୟମିକ ଶିକ୍ଷୟିତ୍ରୀ ଏବଂ ଶିକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି। ଉକ୍ତ ନବନିଯୁକ୍ତ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେବା ଲାଗି ଏକ ୨ ଦିନିଆ ଶିବିର ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମ ସୋମବାର ଅପରାହ୍ନ ୫ଟା ୧୦ ମିନିଟ୍ରେ କଳିଙ୍ଗ…
ଉଚ୍ଚଶିକ୍ଷିତ ଯୁବକଙ୍କୁ ରାସ୍ତାରେ ବାନ୍ଧି ପିଟିଲେ
ନବରଙ୍ଗପୁର/ଚନ୍ଦାହାଣ୍ଡି,୧ା୮(ବି.ପ୍ର/ ଡି.ଏନ୍.ଏ.): ଭୁଲିଗଲେ ମାନବିକତା। ଜଣେ ଉଚ୍ଚଶିକ୍ଷିତ ଯୁବକଙ୍କୁ କଙ୍ଗାରୁ କୋର୍ଟରେ ଚୋର କରି ବାନ୍ଧି ପିଟିଲେ। ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରୀଗୁଡ଼ା ପଞ୍ଚାୟତର ମୋତିଗାଁରେ ରବିବାର ଏଭଳି ଅମାନବୀୟ ଘଟଣା ଘଟିଛି। ଝରିଗାଁ ବ୍ଲକ ଡରକିଗୁଡ଼ା ଗ୍ରାମର ବୃନ୍ଦାବନ…
‘ମୁଖ୍ୟମନ୍ତ୍ରୀ କାଶୀପୁର ଗସ୍ତ ନ କରିବା ଦୁର୍ଭାଗ୍ୟଜନକ’
ଟିକିରି/ରାୟଗଡ଼ା ଅଫିସ,୧ା୮(ଡି.ଏନ୍.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକର ବିଭିନ୍ନ ଗ୍ରାମରେ ଝାଡ଼ାବାନ୍ତି ଭୟାନକ ପରିସ୍ଥିତି ସୃଷ୍ଟି କରିଛି। ମୃତ୍ୟୁସଂଖ୍ୟା ୧୨ ରେ ପହଞ୍ଚିଲାଣି। ତଥାପି ମୁଖ୍ୟମନ୍ତ୍ରୀ ଅଞ୍ଚଳକୁ ଆସି ସମସ୍ୟା ନ ବୁଝିବା ଦୁର୍ଭାଗ୍ୟଜନକ। ପରିସ୍ଥିତି ପାଇଁ ଅଞ୍ଚଳବାସୀ ନୁହଁ ସରକାରଙ୍କ…
୨ ଦିନ ଭିତରେ କାରଣ ଦର୍ଶାଅ ନୋଟିସ୍ର ଜବାବ ଦେବେ ମୋକିମ୍
ଭୁବନେଶ୍ବର,୧ା୮(ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନର ଭୋଟିଂ ଲାଗି କୌଣସି ହ୍ବିପ୍ ଜାରି କରାଯାଇ ନ ଥିଲା। କଂଗ୍ରେସ ପ୍ରାର୍ଥୀଙ୍କୁ ଯେଉଁମାନେ ଭୋଟ୍ ନ ଦେଇଛନ୍ତି ସେମାନଙ୍କ ବିରୋଧରେ ଦଳର ସାମ୍ବିଧାନିକ ବ୍ୟବସ୍ଥା ଯାହା ରହିଛି ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ। ଦଳର ସାମ୍ବିଧାନିକ…
ସ୍ମାର୍ଟସିଟିର ବିକଳ ଚିତ୍ର
ସ୍ମାର୍ଟ ସିଟି ଭୁବନେଶ୍ୱରକୁ ସ୍ବଚ୍ଛ ଓ ସୁନ୍ଦର କରି ଗଢି ତୋଳିବା ପାଇଁ ଯୋଜନା ପରେ ଯୋଜନା କରୁଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)। ସଫେଇ ବାବଦକୁ ବିପୁଳ ଅର୍ଥ ଖର୍ଚ୍ଚ କରାଯାଉଛି। ହେଲେ ସହରର ବାସ୍ତବ ଚିତ୍ର କିନ୍ତୁ ଭିନ୍ନ।…
ବାଲୁଗାଁରୁ କୃଷ୍ଣପ୍ରସାଦ ଲଞ୍ଚ ଚଳାଚଳ ବନ୍ଦ
କୃଷ୍ଣପ୍ରସାଦ,୧ା୮(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ବାଲୁଗାଁରୁଠାରୁ ଚିଲିକାରେ ଲଞ୍ଚ୍ ଯୋଗେ ଦୈନିକ ଶତାଧିକ ଯାତ୍ରୀ କୃଷ୍ଣପ୍ରସାଦ ଓ ଏହାର ଆଖପାଖ ଅଞ୍ଚଳକୁ ଯାତାୟାତ କରିଥାନ୍ତି। ତେବେ ହଠାତ୍ ବିଭାଗୀୟ କର୍ତ୍ତୃପକ୍ଷ ଉକ୍ତ ଲଞ୍ଚ୍ ଚଳାଚଳ ବନ୍ଦ କରିଦେବାରୁ ଯାତ୍ରୀ ନାହିଁ ନ ଥିବା…
ଅନେକ ମହିଳାଙ୍କ ସହ ନେ-ୟୋଙ୍କ ସମ୍ପର୍କ
ଓ୍ବାଶିଂଟନ୍, ୧ା୮: ନେ-ୟୋ ଭାବେ ଜଣା ଆମେରିକୀୟ ଗାୟକ ଶାଫେର ଚିମେରେ ସ୍ମିଥ୍ଙ୍କ ନାଁରେ ସ୍ତ୍ରୀ କ୍ରିଷ୍ଟାଲ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ନେ-ୟୋ ଜଣେ ସିରିଏଲ ଠକ ଏବଂ ଅନେକ ମହିଳାଙ୍କ ସହ ସେ ସମ୍ପର୍କ ରଖିଛନ୍ତି ବୋଲି କ୍ରିଷ୍ଟାଲ ରବିବାର…
ଭିଇଏମ୍ଏସ୍ ଅଧ୍ୟକ୍ଷ ଚନ୍ଦ୍ରଶେଖର ପତିଙ୍କ ପରଲୋକ
ଭୁବନେଶ୍ୱର,୧।୮(ବ୍ୟୁରୋ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଭେଙ୍କଟେଶ୍ୱର ଇଂଲିଶ ମିଡ଼ିୟମ ସ୍କୁଲ (ଭିଇଏମ୍ଏସ) ସମୂହର ଚେୟାରମ୍ୟାନ ଚନ୍ଦ୍ରଶେଖର ପତି (୫୯)ଙ୍କ ଶନିବାର ରାତି ୨ଟାରେ ସ୍ଥାନୀୟ ଆମ୍ରି ହସ୍ପିଟାଲରେ ପରଲୋକ ହୋଇଯାଇଛି। ଦୀର୍ଘଦିନ ଧରି ସେ କିଡନୀଜନିତ ରୋଗରେ ପୀଡିତ ହୋଇ…
ଡିଜେ ଜେନେରେଟରରୁ ଲାଗିଲା କରେଣ୍ଟ: ୧୦ କାଉଡିଆ ମୃତ
କୋଲକାତା,୧ ।୮: ପଶ୍ଚିମବଙ୍ଗର କୁଚବିହାରରେ ରବିବାର ବିଳମ୍ବିତ ରାତିରେ ଏକ ବଡ ଦୁର୍ଘଟଣା ଘଟିଛି । ଏଠାରେ ଜଳଲାଗି କରିବାକୁ ଯାଉଥିବା ୧୦ ଶିବଭକ୍ତ(କାଉଡିଆ)ଙ୍କର କରେଣ୍ଟ ଲାଗିବାରୁ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଶ୍ରାବଣ ସୋମବାରରେ ଶିବଙ୍କୁ ଜଳଲାଗି…

