ୟୁକ୍ରେନ ଶରଣାର୍ଥୀଙ୍କ ପାଇଁ ମେଡାଲ ବିକ୍ରି କରିବେ ରୁଷିଆ ନୋବେଲ ଶାନ୍ତି ପୁରଷ୍କାର ବିଜେତା
ମସ୍କୋ,୨୨।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ୨୭ଦିନ ହେଲାଣି ଯୁଦ୍ଧ ଜାରି ରହିଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଏହି ପଦକ୍ଷେପକୁ ନେଇ ଅନେକ ପାଶ୍ଚାତ୍ୟ ଦେଶ ସହ ନିଜ ଦେଶର ଲୋକମାନେ ମଧ୍ୟ ତାଙ୍କୁ ବିରୋଧ କରୁଛନ୍ତି। ଇତିମଧ୍ୟରେ ଗତ…
ପିଲାଦିନୁ ଗାୟିକା ହେବାକୁ ଚାହୁଁଥିଲେ ଧ୍ୱନି ଭାନୁଶାଳି
ମୁମ୍ବାଇ: ଖୁବ୍ କମ୍ ବୟସରେ ବଲିଉଡ ଦୁନିଆରେ ନିଜର ସୁମଧୁର ସ୍ୱରକୁ ନେଇ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଧ୍ୱନି ଭାନୁଶାଳି(Dhvani Bhanushali) । ୨୨ ମାର୍ଚ୍ଚ ୧୯୯୮ରେ ମୁମ୍ବାଇରେ ଜନ୍ମ ନେଇଥିବା ଏହି ଗାୟିକା ମୁମ୍ବାଇରେ ହିଁ ପାଠ…
ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଉପରେ ଜରିମାନା ଲଗାଇଲେ ନିର୍ବାଚନ ଆୟୋଗ
ଇସ୍ଲାମାବାଦ,୨୨।୩: ପାକିସ୍ତାନରେ ଇମ୍ରାନ ଖାନ ସରକାରଙ୍କ ସମସ୍ୟା ଥମିବାର ନାଁ ନେଉନି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ନିର୍ବାଚନ ଆୟୋଗ ଜରିମାନା ଲଗାଇଛନ୍ତି। ସ୍ବାତର ଦର୍ଗାଇରେ ଏକ ଜନସଭା ଆୟୋଜିତ କରିବାକୁ ନେଇ ପାକିସ୍ତାନର ନିର୍ବାଚନ ଆୟୋଗ(ଇସିପି) ଇମ୍ରାନଙ୍କ ଉପରେ…
ପୋଲିସ କବଜାରେ ଶର୍ମିଷ୍ଠାଙ୍କ ଭାଇ
ଚାନ୍ଦବାଲି,୨୨।୩(ଡି.ଏନ୍.ଏ.): କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣାରେ କୁହାଯାଉଥିବା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ଭାଇ ପରମେଶ୍ବର ଗିରଫ ହୋଇଛନ୍ତି। ଚାନ୍ଦବାଲି ପୋଲିସ ପରମେଶ୍ବରଙ୍କୁ ଗିରଫ କରିଛି । ବିଜୟୱାଡାରୁ ପରମେଶ୍ବରଙ୍କୁୁ ଗିରଫ କଲା ସ୍ବତନ୍ତ୍ର ଟିମ୍ । ଶର୍ମିଷ୍ଠାଙ୍କୁ ଫେରାର କରାଇବାରେ…
ଅନ୍ସୋଲ୍ଡ ସତ୍ତ୍ୱେ ଫେରିଲେ ‘ମିଷ୍ଟର ଆଇପିଏଲ୍’
ନୂଆଦିଲ୍ଲୀ,୨୨।୩: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)ର ଷ୍ଟାର ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଅନ୍ୟତମ ତଥା ‘ମିଷ୍ଟର ଆଇପିଏଲ୍’ ଭାବେ ଜଣାଶୁଣା ସୁରେଶ ରାଇନାଙ୍କୁ ୨୦୨୨ ସିଜନ୍ ଲାଗି କେହି କିଣି ନ ଥିଲେ। ସର୍ବଦା ସେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଆସିଥିବାରୁ ତାଙ୍କ…
୩୫ହଜାର ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ସ୍ଥାୟୀ କରିବେ ପଞ୍ଜାବ ସରକାର
ଚଣ୍ଡିଗଡ଼,୨୨।୩: ପଞ୍ଜାବରେ ଶାସନ କ୍ଷମତା ସମ୍ଭାଳିବା ପରେ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଆକ୍ସନ ମୁଡ୍ରେ ଆସିଯାଇଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ରାଜ୍ୟର ହିତ ପାଇଁ ସେ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛନ୍ତି। ଇତିମଧ୍ୟରେ ପଞ୍ଜାବର ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ…
ସ୍ବାଧୀନତା ସଂଗ୍ରାମୀ ଭଗତ ସିଂଙ୍କ ନାମରେ ନାମିତ ହେବ ଦିଲ୍ଲୀର ସୈନିକ ସ୍କୁଲ୍
ନୂଆଦିଲ୍ଲୀ,୨୨।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଦିଲ୍ଲୀରେ ପ୍ରସ୍ତାବିତ ସୈନିକ ସ୍କୁଲ୍ର ନାମ ଶହିଦ ଭଗତ ସିଂଙ୍କ ନାମରେ ରଖିବାକୁ ମଙ୍ଗଳବାର ଘୋଷଣା କରିଛନ୍ତି। ଝରୋଡା କାଲାରେ ୧୪ ଏକ ପରିମିତ ସ୍ଥାନରେ ହେବାକୁ ଥିବା ଏହି ସ୍କୁଲ୍ରେ ହଷ୍ଟେଲ ସୁବିଧା…
ଦିଲ୍ଲୀରେ କେବଳ ଜଣେ ମେୟର: ୩ଟି ଏମ୍ସିଡି ମିଶ୍ରଣକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ନୂଆଦିଲ୍ଲୀ,୨୨।୩: ଦିଲ୍ଲୀର ତିନୋଟି କର୍ପୋରେସନ (ଏମ୍ସିଡି ୟୁନିଫିକେସନ ବିଲ)କୁ ଏକତ୍ର କରିବା ପାଇଁ ମୋଦି କ୍ୟାବିନେଟ ଏହି ପ୍ରସ୍ତାବକୁ ମଙ୍ଗଳବାର ଅନୁମୋଦନ ପ୍ରଦାନ କରିଛି। ବର୍ତ୍ତମାନ ଏହି ବିଲ୍କୁ ସଂସଦରେ ଏହି ସପ୍ତାହରେ ଅଣାଯାଇପାରେ। ସଂସଦରେ ପାରିତ ହେବା ପରେ ଦିଲ୍ଲୀରେ…
ବିଧାନ ପରିଷଦରୁ ଇସ୍ତଫା ଦେଲେ ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ,୨୨।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବହୁମତରେ ବିଜୟ ହାସଲ ପରେ ଏବେ ଭାଜପା ସରକାର ଗଠନ କରିବାକୁ ଯାଉଛି। ମାର୍ଚ୍ଚ ୨୫ରେ ଯୋଗୀ ସରକାର ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଇତିମଧରେ ଯୋଗୀ ଆଦିତ୍ୟନାଥ ବିଧାନ ପରିଷଦ ସଦସ୍ୟତା ପଦରୁ…
‘ଯଦି ମୁଁ ଦାୟୀ ତେବେ ମୋତେ ଫାସୀ ଦିଆଯାଉ’
ଶ୍ରୀନଗର,୨୨।୩: ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ‘ଦ କଶ୍ମୀର ଫାଇଲ୍ସ’ ଫିଲ୍ମକୁ ନେଇ ବିବାଦ ଲାଗି ରହିଛି। ଫିଲ୍ମଟି ରିଲିଜ ପରେ ଏବେ ୧୯୯୦ ମସିହାରେ ପ୍ରକୃତରେ କ’ଣ ଘଟିଥିଲା ତାହା ସାମ୍ନାକୁ ଆସିଛି। କିଭଳି ଭାବେ କଶ୍ମୀର ପଣ୍ଡିତମାନେ ଅତ୍ୟାଚାରର ଶିକାର ହୋଇଥିଲେ…
ପ୍ରଚାରର ଶେଷ ଦିନ : କଳାହାଣ୍ଡିରେ ବିଜେଡିର ରୋଡ ଶୋ’
କେସିଙ୍ଗା,୨୨।୩(ଡି.ଏନ୍.ଏ.): ପୌର ନିର୍ବାଚନ ୨୪ରେ ହେବାକୁ ଥିବା ବେଳେ ମଙ୍ଗଳବାର ପ୍ରଚାରର ଶେଷ ଦିନ। ଶେଷ ଦିନରେ କଳାହାଣ୍ଡି ଜିଲା କେସିଙ୍ଗାରେ ପ୍ରଚାରକୁ ଜୋରଦାର କରାଯାଉଛି। ବିଜେଡି ପକ୍ଷରୁ ଏକ ବାଇକ୍ ରୋଡ ଶୋ’ କରାଯାଇଛି। କେସିଙ୍ଗା ଏନ୍ ଏ ସିର…
ଦିଲ୍ଲୀ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ: ଦ୍ୱିତୀୟ ନମ୍ବରରେ ଢାକା
ନୂଆଦିଲ୍ଲୀ,୨୨।୩: ଭାରତର ରାଜଧାନୀ ଦିଲ୍ଲୀ ନାମରେ ଆଉ ଏକ ଅବାଞ୍ଛିତ ରେକର୍ଡ ପଞ୍ଜିକୃତ ହୋଇଛି। ଲଗାତର ଦ୍ୱିତୀୟ ବର୍ଷ ଦିଲ୍ଲୀ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ ଭାବେ ପାଲଟିଛି। ଜାତିସଂଘର ପରିବେଶ କାର୍ଯ୍ୟକ୍ରମ(ୟୁଏନ୍ଇପି)ର ର଼୍ୟାକିଙ୍ଗର ରିପୋର୍ଟ ଅନୁସାରେ ଭାରତ ହେଉଛି ବିଶ୍ୱର…
Archives


