Home Left

ଆଜି ବ୍ଲକ ଉପାଧ୍ୟକ୍ଷ ନିର୍ବାଚନ

ଭୁବନେଶ୍ୱର,୨୩।୩(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ପରୋକ୍ଷ ନିର୍ବାଚନରେ ବ୍ଲକ ଅଧ୍ୟକ୍ଷ ପାଇଁ ନିର୍ବାଚନ ସରିଥିବାବେଳେ ବୁଧବାର  ବ୍ଲକ ଉପାଧ୍ୟକ୍ଷ ନିର୍ବାଚନ। ନିର୍ବାଚିତ ସମିତି ସଭ୍ୟମାନେ ଭୋଟ ଦେଇ ଉପାଧ୍ୟକ୍ଷ ନିର୍ବାଚିତ କରିବେ। ଏଥିପାଇଁ ସକାଳ ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ…

ଆଜି ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଧାମି

ଡେରାଡୁନ,୨୩ ।୩: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କର ସିଂ ଧାମି ବୁଧବାର ଶପଥ ନେବାକୁ ଯାଉଛନ୍ତି । ଶପଥ ଗ୍ରହଣ ସମାରୋହ ଡେରାଡୁନର ପରେଡ ଗାଉଣ୍ଡରେ ଅନୁଷ୍ଠିତ ହେବ । ଦିନ ପ୍ରାୟ ୨ଟା ୩୦ରେ ଏହା ଆୟୋଜନ କରାଯାଇଛି ।…

ଆଜି ବୁଥ୍‌ ଅଭିମୁଖେ ବାହାରିବେ ପୋଲିଙ୍ଗ ପାର୍ଟି

ଭୁବନେଶ୍ୱର,୨୩।୩(ବ୍ୟୁରୋ): ରାତି ପାହିଲେ ପୌର ନିର୍ବାଚନ। ଏ ନେଇ ଚାଲିଛି ସଜବାଜ। ତେବେ ଆଜି ପୋଲିଙ୍ଗ ବୁଥ ଅଭିମୁଖେ ବାହାରିବେ ପୋଲିଙ୍ଗ ପାର୍ଟି । ପୌର ଭୋଟ ପାଇଁ ନିୟୋଜିତ ହେବେ ୨୨ ହଜାର ପୋଲିଂ କର୍ମଚାରୀ। ପ୍ରତ୍ୟେକ ପୋଲିଂ ପାର୍ଟିରେ…

ଅଭିଯୁକ୍ତଙ୍କୁ ସୁରକ୍ଷା ପୋଲିସର ପ୍ରାଥମିକତା

ଯାଜପୁର ଅଫିସ,୨୩।୨: ଯାଜପୁର ଜିଲା ବଡ଼ଚଣା ଥାନା ଅଞ୍ଚଳରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାବେଳେ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବା ପୋଲିସର ବଡ଼ ପ୍ରାଥମିକତା ହୋଇଛି। ଗତ ଦେଢ଼ ମାସ ମଧ୍ୟରେ ପୋଲିସର ଭୂମିକାକୁ ସମୀକ୍ଷା କଲେ ଏଭଳି ଅଭିଯୋଗ ସ୍ପଷ୍ଟ ପ୍ରମାଣିତ…

ଦିଲ୍ଲୀରେ ହାଇ ଆଲର୍ଟ, ସରୋଜିନି ମାର୍କେଟରେ ବଢିଲା ସୁରକ୍ଷା

ନୂଆଦିଲ୍ଲୀ,୨୩ ।୩: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ସମ୍ଭାବିତ ଆତଙ୍କବାଦୀ ଆକ୍ରମଣର ସୂଚନା ମିଳିବା ପରେ ଉତ୍ତର ପ୍ରଦେଶ ପୋଲିସ ଦିଲ୍ଲୀ ପୋଲିସକୁ ଏ ସମ୍ପର୍କରେ ଅବଗତ କରାଇଥିଲା । ଦିଲ୍ଲୀ ପୋଲିସ ସ୍ପେଶାଲ ସେଲର ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏକ ଅଜ୍ଞାତ…

ଠକ ପ୍ରେମିକଙ୍କୁ ୫ ବର୍ଷ ଜେଲ

କେନ୍ଦ୍ରାପଡ଼ା ଅଫିସ, ୨୩।୩: କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅଞ୍ଚଳର ଜଣେ ଦୃଷ୍ଟିବାଧିତ ଯୁବତୀଙ୍କୁ ପ୍ରେମ ଜାଲରେ ପକାଇ ଗର୍ଭବତୀ କରିବା ମାମଲାର ମଙ୍ଗଳବାର ରାୟ ପ୍ରକାଶ ପାଇଛି। ମାମଲା ନଂ. ୬୩/୧୫କୁ କେନ୍ଦ୍ରାପଡ଼ା ଫାଷ୍ଟ ଟ୍ରାକ ବିଚାରପତି ତ୍ରିବିକ୍ରମ ଚିନ୍ନରା…

ଥରିଲା ତାଇଓ୍ବାନ

ତାଇପେଇ,୨୩।୩: ତାଇଓ୍ବାନର ରାଜଧାନୀ ତାଇପେଇରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୭ ରହିଛି। ସୂଚନା ମୁତାବକ, ମଙ୍ଗଳବାର ବିଳମ୍ବିତ ରାତିରେ ତାଇପେଇରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ରାଜଧାନୀର ଦକ୍ଷିଣରୁ ପ୍ରାୟ ୧୮୨…

ପୁରୁଷ ଶୂନ୍ୟ ହୋଇଗଲା ପରିବାର

ରାଜନଗର, ୨୩।୩ (ଡି.ଏନ.ଏ.): ମୃତ୍ୟୁ କେତେବେଳେ ଆସେ କହିବା କଷ୍ଟକର। ସେ ବୁଢା କି ଯୁବକ ଦେଖେ ନାହିଁ। ପରିବାରର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ବି ସେ ଛାଡେ ନାହିଁ। ସ୍ତ୍ରୀଠାରୁ ସ୍ବାମୀ, ମାଆଠାରୁ ପୁଅକୁ ସେ ଛଢାଇ ନିଏ। ଏମିତି ବର୍ଷକ…

ସଂସଦରେ ଇନ୍ଧନ ତାତି

ନୂଆଦିଲ୍ଲୀ,୨୩ା୩: ପେଟ୍ରୋଲ, ଡିଜେଲ ଏବଂ ଏଲ୍‌ପିଜି ଦର ବୃଦ୍ଧିର ତାତି ମଙ୍ଗଳବାର ପାର୍ଲାମେଣ୍ଟର ଉଭୟ ଗୃହରେ ଅନୁଭୂତ ହୋଇଛି। ଏହି ପ୍ରସଙ୍ଗରେ କଂଗ୍ରେସ, ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏବଂ ଅନ୍ୟ ବିରୋଧୀ ଦଳର ସଦସ୍ୟମାନେ ହୋହଲ୍ଲା କରିବାରୁ ଲୋକ ସଭା ଓ…

ପାକିସ୍ତାନରେ ହିନ୍ଦୁ ଯୁବତୀଙ୍କୁ ହତ୍ୟା

ଇସଲାମାବାଦ୍‌,୨୨।୩: ପାକିସ୍ତାନ ସୁକୁର ରୋହିରରେ ଜଣେ ହିନ୍ଦୁ ଯୁବତୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ ଯୁବତୀଙ୍କ ନାମ ପୂଜା ଓଏଡ୍‌ ଓ ଘର ସିନ୍ଧରେ। ୧୮ ବର୍ଷୀୟା ପୂଜାଙ୍କୁ ଦୁର୍ବୃତ୍ତମାନେ ଅପହରଣ ଉଦ୍ୟମବେଳେ ସେ ପ୍ରତିବାଦ କରିବାରୁ ହତ୍ୟାର ଶିକାର…

ସୌରଜଗତ ବାହାରେ ୫ ହଜାର ବିଶ୍ୱ

ଓ୍ବାଶିଂଟନ୍‌, ୨୩ା୩: ସୌରମଣ୍ଡଳ ବାହାରେ ଆଉ ୬୫ ଗ୍ରହ ଠାବ କରିଛି ଆମେରିକା ମହାକାଶ ସଂସ୍ଥା ନାସା। ଏହାକୁ ମିଶାଇ ଆମ ସୌରଜଗତ ବାହାରେ ଏଭଳି ୫,୦୦୦ରୁ ଊର୍ଦ୍ଧ୍ୱ ବିଶ୍ୱ ରହିଥିବା ନାସା ସ୍ପଷ୍ଟ କରିଛି। ସେଗୁଡ଼ିକ ମଧ୍ୟରୁ କେତେକର ପ୍ରକୃତି…

ନଭାଲନିଙ୍କୁ ୯ ବର୍ଷ ଜେଲ

ମସ୍କୋ,୨୩ା୩: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ କଡ଼ା ସମାଲୋଚକ ଭାବେ ପରିଚିତ ବିରୋଧୀ ନେତା ଆଲେକ୍ସି ନଭାଲନି ଏକ ଠକେଇ ଏବଂ ଅଦାଲତ ଅବମାନନା ମାମଲାରେ ମଙ୍ଗଳବାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ୯ ବର୍ଷ ଜେଲ ଦଣ୍ଡ ସହ ୧.୨…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri