ଦିନେ ଖାଇବାକୁ ମିଳୁ ନ ଥିଲା, ଏବେ ସଫଳ ଅଭିନେତ୍ରୀ

ମୁମ୍ବାଇ: ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଚୁଲବୁଲି ନାୟିକା ସାମନ୍ଥା ରୁଥ ପ୍ରଭୁ ଏବେ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ନିକଟରେ ଅଭିନେତା ନାଗା ଚୈତନ୍ୟଙ୍କ ସହ ବିବାହ ବିଚ୍ଛେଦ ପରେ ଚର୍ଚ୍ଚା ପରିସରକୁ ଆସିଥିଲେ। ନିକଟରେ ଏକ କଲେଜ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ତାଙ୍କ ସଂଘର୍ଷ ବେଳର କାହାଣୀ ଶେୟାର କରିଛନ୍ତି, ଯାହାର ଭିଡିଓ କ୍ଲିପ୍‌ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବା ପୂର୍ବରୁ ଅନେକ ଘରୋଇ ସଂସ୍ଥାରେ ସେ ଚାକିରି କରିଥିଲେ। ରୋଜଗାର ଟଙ୍କାରେ ଚଳିବା ଖୁବ୍‌ କଷ୍ଟକର ଥିଲା। ଏଭଳି ପରିସ୍ଥିତିରେ ଦିନକୁ ମାତ୍ର ଦୁଇଓଳା ଖାଇ ସେ ରହିଥିବା କହିଛନ୍ତି। କିନ୍ତୁ ଜୀବନରେ କିଛି କରି ଦେଖାଇବାର ଆଗ୍ରହ ତାଙ୍କ ମନରୁ ହଟାଇ ନ ଥିଲେ। ସାଉଥ୍‌ ଇଣ୍ଡଷ୍ଟ୍ରିରେ କାମ କରିବା ସେ ଯେତେବେଳେ ଆରମ୍ଭ କଲେ ସେତେବେଳେ ତାଙ୍କ ପାଖରେ କିଛି ନ ଥିଲା। ବହୁ କଷ୍ଟ କରିବା ପରେ ତାଙ୍କୁ ଫିଲ୍ମରେ କାମ କରିବାର ସୁଯୋଗ ମିଳିଥିଲା, ଏବଂ କ୍ୟାରିୟର୍‌ରେ ସଫଳତା ପାଇବା ପାଇଁ ତାଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗନାଙ୍କ ହାତରେ ଆଉ ଏକ ବାୟୋପିକ

ମୁମ୍ବାଇ: ନିଜର ବେକାବୁ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡ ବିୟୁଟି କଙ୍ଗନା ରାନାୱତଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର । ନିକଟରେ...

ସଲମାନଙ୍କୁ ଜନ୍ମଦିନରେ ଏମିତି ଉପହାର ଦେଲେ କ୍ୟାଟ୍ରିନା

ବଲିଉଡ ଅଭିନେତା ସଲମାନ ଖାନଙ୍କ ପାଇଁ ୫୬ତମ ଜନ୍ମଦିନ ଅତ୍ୟନ୍ତ ସ୍ବତନ୍ତ୍ର ଥିଲା। ଅନେକ ସେଲିବ୍ରିଟ ପାନଭେଲରେ ସଲମାନଙ୍କ ଜନ୍ମଦିନ ପାର୍ଟିରେ ଅଂଶଗ୍ରହଣ କରିଥିବାବେଳେ ଅନେକ...

ଆଜି ବିଗ୍‌ବସ୍‌ ଫିନାଲେ: ଟଙ୍କା ବ୍ୟାଗ୍‌ ନେଇ ବାହାରିବେ ପାରସ୍‌, ଆରତୀ ୫ମ ସ୍ଥାନରେ; ବିଜେତାଙ୍କ ପାଇଁ ହେବ ଲାଇଭ୍‌ ଭୋଟିଂ

ବମ୍ବେ: ବିଗ୍‌ବସ୍‌’ର ସବୁଠାରୁ ଲୋକପ୍ରିୟ ସିଜନ ଶେଷ ହେବ। ଶନିବାର ଶୋ’କୁ ତାର ବିଜେତା ମିଳିବ। ହେଲେ କିଏ ଜିତିବ ତାକୁ ନେଇ ଚର୍ଚ୍ଚା। ସବୁଥରଠାରୁ...

ପ୍ରଶ୍ନ ଉଠାଇଲେ ମିମି: ଯଦି ଏମିତି ଜଣେ ମହିଳା କରିଥାନ୍ତେ…

ବମ୍ବେ: ନ୍ୟୁଡ୍‌ ଫଟୋଶୁଟ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡ ଅଭିନେତା ରଣବୀର ସିଂହ। ଏକ ମାଗାଜିନ୍‌ ଲାଗି ସେ ଏଭଳି ଫଟୋଶୁଟ୍‌ କରାଇବାର କିଛି ଫଟୋ...

ଏହି ଜିନିଷକୁ ପ୍ରବଳ ଡରନ୍ତି ଅଜୟ ଦେବଗନ

ବଲିଉଡ୍‌ ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ ତବୁ ଆଗାମୀ ଫିଲ୍ମ ‘ଦୃଶ୍ୟମ-୨’ର ପ୍ରମୋଶନ ପାଇଁ ରିଆଲିଟି ଶୋ’ ‘ଝଲକ ଦିଖଲା ଜା ୧୦’ ରେ...

ଟ୍ୱିଙ୍କଲ ଶେୟାର କଲେ ଟ୍ରକ ପଛରେ ଲାଗିଥିବା ‘ମେଲା’ ଫିଲ୍ମର ପୋଷ୍ଟର

ମୁମ୍ବାଇ: ବଲିଉଡ୍‌ର ବିଗତ ଦିନର ନାୟିକା ଟ୍ୱିଙ୍କଲ ଖାନ୍ନା ଏବେ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ଆସିଛନ୍ତି ଚର୍ଚ୍ଚାକୁ । ତାଙ୍କ ଅଭିନୀତ...

୨୦ ବର୍ଷ ପରେ ସତ କହିଲେ କପିଲ!

ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମା ନିକଟରେ ଓଟିଟି ଡେବ୍ୟୁ କରି ସାରିଛନ୍ତି । ନେଟଫ୍ଲିକ୍ସରେ ୨୮ ଜାନୁୟାରୀରେ କପିଲଙ୍କ ଶୋ ‘ଆଇ ଆମ୍ ନଟ୍...

ରିୟାଙ୍କ ଗିରଫ ପରେ ଟୁଇଟ କରି ପ୍ରତିକ୍ରିୟା ରଖିଲେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା

ମୁମ୍ବାଇ,୮।୯-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସର ସଂଯୋଗ ସମ୍ପର୍କରେ ଅନୁସନ୍ଧାନ କରୁଥିବା ନାର୍କୋଟିକ କଣ୍ଟ୍ରୋଲ ଅଫ ବ୍ୟୁରୋ (ଏନସିବି) ମଙ୍ଗଳବାର ଅଭିନେତ୍ରୀ...

Advertisement
Archives

Model This Week