Home Left

ବାସଭବନରୁ ମିଳିଲା ଡେପୁଟି ରେଞ୍ଜରଙ୍କ ମୃତଦେହ

ରାୟଗଡ଼ା ଅଫିସ,୨୦ା୪: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବନାଞ୍ଚଳରେ କାର୍ଯ୍ୟରତ ଡେପୁଟି ରେଞ୍ଜର ବ୍ରଜ ମୋହନ ଭୋଇଙ୍କ ମୃତ୍ୟୁ ହୋଇଛ। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ସୂଚନାନୁଯାୟୀ, ବୁଧବାର ଡେପୁଟି ରେଞ୍ଜର ବ୍ରଜ ମୋହନ ଭୋଇଙ୍କ ବାସଭବନରେ ତାଙ୍କର ମୃତ୍ୟୁ ଘଟିଛି।…

ରାହୁଲ୍‌ଙ୍କୁ ଡବଲ୍‌ ଝଟ୍‌କା

ମୁମ୍ବାଇ,୨୦।୪: ଲକ୍ଷ୍ନୌ ସୁପର ଜିଆଣ୍ଟସ ଅଧିନାୟକ କେ.ଏଲ ରାହୁଲଙ୍କୁ ଡବଲ୍‌ ଝଟକା ଲାଗିଛି। ଆଇପିଏଲ ୨୦୨୨ର ଏକ ମ୍ୟାଚରେ ତାଙ୍କ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୧୮ ରନରେ ପରାସ୍ତ କରିଛି। ଏହା ପରେ ରାହୁଲଙ୍କୁ ଆଇପିଏଲ ଆଚରଣ ବିଧି ଉଲ୍ଲଂଘନ…

ଯୁବତୀଙ୍କୁ ନେଇ ଫେରାର ହୋଇଥିବା ବିବାହିତ ବ୍ୟକ୍ତି ଜମା କରିବେ ପୋଲିସଙ୍କ ଖୋଜିବା ଖର୍ଚ୍ଚର ଅଧା, ହାଇକୋର୍ଟଙ୍କ ନିର୍ଦ୍ଦେଶ…

ଅହମଦାବାଦ, ୨୦।୪ : ଗୁଜୁରାଟ ହାଇକୋର୍ଟ ଏକ ନିଆରା ନିର୍ଦ୍ଦେଶ ଦେଇଛନ୍ତି। ଜଣେ ବିବାହିତ ବ୍ୟକ୍ତି ଯୁବତୀଙ୍କୁ ସାଙ୍ଗରେ ନେଇ ଫେରାର ହୋଇ ଯାଇଥିଲେ। ତାଙ୍କୁ ଖୋଜିବା ପାଇଁ ପୋଲିସକୁ ସାତ ମାସ ସମୟ ଲାଗିଥିଲା। ଏହି ଅବଧି ମଧ୍ୟରେ, ସରକାରୀ…

କୋକେନ୍‌ ଘଟଣାରେ ବିଦେଶୀ ଲିଙ୍କ୍‌ : ଆସୁଥିଲା ୬ ଦେଶରୁ

ଭୁବନେଶ୍ୱର,୨୦।୪(ବ୍ୟୁରୋ): ରାଜଧାନୀରୁ କୋକେନ୍‌ ଜବତ ଘଟଣାରେ ବିଦେଶୀ ଲିଙ୍କ୍‌ ସାମ୍ନାକୁ ଆସିଛି। ମୋବାଇଲ ମାଫିଆଙ୍କ ସିକ୍ରେଟ୍‌ ଖୋଲିଛି। ଏହି କୋକେନ୍‌ ବିଦେଶରୁ ଓଡ଼ିଶାକୁ ଆସୁଥିଲା ବେଳେ ୬ଟି ଦେଶର ମାଫିଆଙ୍କ ସହ ରବି ଲିଙ୍କରେ ଥିଲେ । ଚୀନ, ଫ୍ରାନ୍ସ, ଆମେରିକା,…

ଏସ୍‌ପିଙ୍କ କାର୍ଯ୍ୟାଳୟରେ ଆତ୍ମାହୁତି ଉଦ୍ୟମ କଲେ ମହିଳା

ଢେଙ୍କାନାଳ ଅଫିସ,୨୦।୪(ବ୍ୟୁରୋ): ଢେଙ୍କାନାଳ ଏସ୍‌ପିଙ୍କ କାର୍ଯ୍ୟାଳୟ ପରିସରରେ ବୁଧବାର ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଥିଲେ। ସେ ହେଲେ ହିନ୍ଦୋଳ ବ୍ଲକ ବାଲିମିଥାନା ଦୁଦୁରକୋଟ ଗ୍ରାମର ଶୈଳବାଳା ସାମଲ। ଶୈଳବାଳା ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ପାଇଁ ଉଦ୍ୟମ କରୁଥିଲା ବେଳେ…

ପରିବାର ବିରୋଧରେ ଯାଇ ଫିଲ୍ମ ଦୁନିଆ ବାଛିଥିଲେ ୟଶ, ଏବେ ଗୋଟିଏ ଫିଲ୍ମ ପାଇଁ ଚାର୍ଜ କରନ୍ତି…

ଫିଲ୍ମ ‘କେଜିଏଫ୍‌-୨’ ବକ୍ସ ଅଫିସରେ ହିଟ୍‌ ହେବାରେ ଲାଗିଛି। ଏହି ଆକ୍ସନ ଫିଲ୍ମର ପ୍ରଥମ ପାର୍ଟ ୨୦୧୮ରେ ରିଲିଜ ହୋଇଥିଲା । ସେବେଠାରୁ ଦର୍ଶକ ଏହାର ଦ୍ୱିତୀୟ ପାର୍ଟକୁ ଅପେକ୍ଷା କରିଥିଲେ। ଫିଲ୍ମଟି ୪ ଦିନ ମଧ୍ୟରେ ୫୦୦ କୋଟି ଟଙ୍କା…

‘ଯାଇନି ମହାମାରୀ, ସତର୍କ ରୁହ’

ଭୁବନେଶ୍ୱର,୨୦।୪(ବ୍ୟୁରୋ): କରୋନା ସଂକ୍ରମଣକୁ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଅନ୍ୟ ରାଜ୍ୟରେ ସଂକ୍ରମଣ ବଢୁଛି, ହେଲେ ଓଡ଼ିଶାର ସ୍ଥିତି ଚିନ୍ତାଜନକ ନୁହେଁ। କିନ୍ତୁ ଆଗକୁ ସଂକ୍ରମଣ ବଢିପାରେ ତେଣୁ ସତର୍କ ରହିବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି…

ପୋଲିସକୁ ଚକମା ଦେଖାଇ ଖସିଆସୁଥିଲେ, ରାସ୍ତାରେ ଓଲଟିଲା ଗଞ୍ଜେଇ ଭର୍ତ୍ତି ପିକ୍‌ଅପ୍‌ ଭ୍ୟାନ

ଭଞ୍ଜନଗର,୨୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗୁଜୁରାଳିଗ୍ରାମ ନିକଟରେ ବୁଧବାର ସକାଳେ ଏକ ପିକ୍‌ଅପ୍‌ ଭ୍ୟାନ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ଭ୍ୟାନରେ ବିପୁଳ ପରିମାଣରେ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡିଛି। ଖବର ପାଇ ,…

ସୌମ୍ୟ ଆତ୍ମହତ୍ୟା ଘଟଣା: ସୋନାଲିଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱର,୨୦।୪(ବ୍ୟୁରୋ): ବହୁ ଚର୍ଚ୍ଚିତ ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ ହତ୍ୟା ଘଟଣାରେ ଗାୟିକା ସୋନାଲି ନନ୍ଦ ଓ ତାଙ୍କ ମାଆଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱର ଇନ୍‌ଫୋସିଟି ଥାନାରେ ମାମଲା ରୁଜୁ ହୋଇଛି। ଏଥିରେ ପୋଲିସ ଦଫା…

ରାଜକୁମାର ହିରାନୀଙ୍କ ଫିଲ୍ମରେ ନଜର ଆସିବେ ଶାହରୁଖ

ଶେଷରେ ଏକାଠି ହୋଇଛନ୍ତି ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଓ ନିର୍ଦ୍ଦେଶକ ରାଜକୁମାର ହିରାନୀ। ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶନାରେ ଫିଲ୍ମ କରିବେ ଶାହରୁଖ। ଶାହରୁଖ ଓ ରାଜକୁମାର ହିରାନୀ ସେମାନଙ୍କ ଫିଲ୍ମର ନାଁ ଘୋଷଣା କରିବା ସହିତ ରିଲିଜ ତାରିଖ ମଧ୍ୟ…

୨ କୋକେନ ମାଫିଆଙ୍କୁ ମାରାଥନ ଜେରା

ଭୁବନେଶ୍ୱର,୨୦।୪(ବ୍ୟୁରୋ): ରାଜଧାନୀରୁ ଗିରଫ ୨ କୋକେନ ମାଫିଆଙ୍କୁ ମଙ୍ଗଳବାର ଏସଟିଏଫ୍‌ କ୍ରାଇମବ୍ରାଞ୍ଚ ଟିମ୍‌ ୪ ଦିନ ରିମାଣ୍ଡରେ ନେଇ ଥିଲା। କୋକେନ ସିକ୍ରେଟ ମାମଲାର ଦୁଇ ଅଭିଯୁକ୍ତ ରବି ଓ ସନ୍ନିଙ୍କୁ ଏନସିବି ଜେରା କରିଛି । ଏହି ମାମଲାରେ ବାହାର…

ଆଜିଠୁ ୪ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ

ଭୁବନେଶ୍ୱର, ୨୦।୪(ବ୍ୟୁରୋ):କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ବୁଧବାରରୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଗସ୍ତ ସମୟରେ ଟୁଡୁ ବାଲେଶ୍ୱର, ମୟୂରଭଞ୍ଜ ଓ ଭୁବନେଶ୍ୱରର ବିଭିନ୍ନ କାର୍ଯ୍ୟକ୍ରମ ଓ ସ୍ବାସ୍ଥ୍ୟ ମେଳାରେ ଯୋଗ ଦେବେ ବୋଲି ସୂଚନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri