Posted inଫୁରସତ

ବିବାହର ୫୪ ବର୍ଷ ପରେ ସନ୍ତାନ

ରାୟପୁର: ରାଜସ୍ଥାନର ୭୫ ବର୍ଷୀୟ ଗୋପିଚାନ୍ଦ ବିବାହର ୫୪ ବର୍ଷ ପରେ ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଗତ ସୋମବାର ଅଲଓ୍ବାରରେ ଗୋପିନାଥଙ୍କ ୭୦ ବର୍ଷୀୟା ସ୍ତ୍ରୀ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଏଭଳି ଘଟଣା ରାଜସ୍ଥାନରେ ପ୍ରଥମ ଥର ଘଟିଥିବା ଡାକ୍ତର କହିଛନ୍ତି। ଜନ୍ମିତ ଶିଶୁ ପୁତ୍ରର ଓଜନ ସାଢ଼େ ତିନିକିଲୋ ଥିବାବେଳେ ମା’ ଓ ନବଜାତ ସୁସ୍ଥ ଥିବା ଡାକ୍ତର କହିଛନ୍ତି। ଟେକ୍ନୋଲୋଜି କ୍ଷେତ୍ରରେ ଉନ୍ନତି କାରଣରୁ ବର୍ତ୍ତମାନ ସମୟରେ ୭୦- ୮୦ ବର୍ଷର ମହିଳା ସନ୍ତାନ ଜନ୍ମ ପାଇଁ ସକ୍ଷମ ହେବାରେ ଲାଗିଛନ୍ତି। ଝୁନ୍‌ଝୁନୁର ନୁହାନିୟା ଗ୍ରାମର ଗୋପିଚାନ୍ଦ ସେନାରେ ଚାକିରି କରିଥିଲେ। ପରିବାରରେ କୌଣସି ପ୍ରକାର ଅସୁବିଧା ନ ଥିବାବେଳେ କିନ୍ତୁ ଗୋଟିଏ ସନ୍ତାନ ପାଇଁ ଦୁହେଁ ବର୍ଷ ବର୍ଷ ଧରି ବହୁ ଚେଷ୍ଟା କରିଥିଲେ ହେଁ ସେଥିରେ ସଫଳ ହୋଇ ନ ଥିବା ସେ କହିଛନ୍ତି। କିନ୍ତୁ ଆଇଭିଏଫ୍‌ (ଇନ୍‌ ଭିଟ୍ରୋ ଫର୍ଟିିଲାଇଜେଶନ୍‌) ଜରିଆରେ ଗୋପିଚାନ୍ଦ ବାପା ହେବାର ସୁଯୋଗ ପାଇଥିବା କହିଛନ୍ତି। ପରିଣତ ବୟସରେ ଖୁବ୍‌ କମ୍‌ ଲୋକଙ୍କ ନିକଟରେ ସନ୍ତାନ ଜନ୍ମର କ୍ଷମତା ଥିବା ଆଇଭିଏଫ୍‌ ଏକ୍ସପର୍ଟ ଡା. ପଙ୍କଜ ଗୁପ୍ତା କହିଛନ୍ତି।
ଆଇଭିଏଫ୍‌ର ପୂରାନାମ ଇନ୍‌ ଭିଟ୍ରୋ ଫର୍ଟିିଲାଇଜେଶନ୍‌। କେହି କେହି ଏହି ପ୍ରଣାଳୀକୁ ଟେଷ୍ଟ ଟ୍ୟୁବ୍‌ ବେବି ବୋଲି କହିଥାନ୍ତି। ମହିଳାଙ୍କ ଡିମ୍ବାଣୁ ଓ ପୁରୁଷଙ୍କ ଶୁକ୍ରାଣୁକୁ ଟେଷ୍ଟ ଟ୍ୟୁବ୍‌ରେ ମିଶ୍ରଣ କରି ରଖାଯାଏ। କିଛିଦିନ ପରେ ସେଥିରୁ ଭ୍ରୂଣ ଜନ୍ମିଥାଏ। ଏହି ଭ୍ରୂଣକୁ ମହିଳାଙ୍କ ଗର୍ଭାଶୟରେ ସ୍ଥାପନ କରାଯାଏ। ଏହାପରେ ଗର୍ଭାଶୟରେ ଶିଶୁଟି ବିକଶିତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ନୀରୁ ଧଣ୍ଡା ହେବେ ପତାକା ବାହକ, ଜାଣନ୍ତୁ ନୀରୁ କିଏ…

ନାଗୋୟା,୨ା୧୦: ରବିବାର ହେବାକୁ ଥିବା ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ଭାରତର ଅଗ୍ରଣୀ ଟ୍ରାପ୍‌ ଶୁଟର ନୀରୁ ଧଣ୍ଡା ଭାରତୀୟ ଦଳର ମହିଳା ପତାକା ବାହକ ହେବେ।…

ଗୋଟିଏ ଦିନରେ ଭାରତକୁ ମିଳିଲା ୬ ସ୍ବର୍ଣ୍ଣ ପଦକ

ନିଶିଓ,୨।୧୦: ଏସିଆନ ଗେମ୍ସରେ ଶୁକ୍ରବାର ଭାରତ ଚମତ୍କାର ପ୍ରଦର୍ଶନ କରିଛି। ଭାରତ ଗୋଟିଏ ଦିନରେ ୬ ସ୍ବର୍ଣ୍ଣ ପଦକ ହାସଲ କରିଛି। ଭାରତୀୟ ବକ୍ସର ହ୍ୟାଟ୍ରିକ ସ୍ବର୍ଣ୍ଣ…

ଖେମୁଣ୍ଡି ବ୍ୟବସାୟୀ ସଂଘ ପକ୍ଷରୁ ନୋ – ୟୁପିଆଇ ଡେ ପାଳନ : ଦିଗପହଣ୍ଡି ରେ ବିକ୍ଷୋଭ ଓ ପ୍ରତିବାଦ ଶୋଭାଯାତ୍ରା

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ସମଗ୍ର ଦେଶରେ ଚଳିତ ମାସ ୧୫ ତାରିଖରୁ ସରକାରୀ ସମର୍ଥିତ ଡିଜିଟାଲ ପେମେଣ୍ଟ ( ୟୁପିଆଇ) ସିଷ୍ଟମ କାରବାରରେ ପରିବର୍ତ୍ତନ ଓ ନୂଆ…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ: ୩ ରାଶି ପାଇଁ ଶୁଭ ସଙ୍କେତ, ପ୍ରବଳ ଧନ ଯୋଗ ସହ ବ୍ୟବସାୟରେ ହେବେ ମାଲାମାଲ

ଭୁବନେଶ୍ୱର: ଶାରଦୀୟ ନବରାତ୍ରି ଚାଲିଥିବା ସମୟରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷ ଦୃଷ୍ଟିରୁ ଏହି ଗୋଚରକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ୧୭…

Baba Venga Prediction: ଆଗାମୀ ୧୫ ଦିନରେ ୫ ରାଶି ହେବେ ମାଲାମାଲ, ଘରକୁ ଆସିବ ଖୁସି ଖବର

ଜ୍ୟୋତିଷ ଏବଂ ଭବିଷ୍ୟବାଣୀରେ ରୁଚି ରଖୁଥିବା ଲୋକଙ୍କ ପାଇଁ ଆଗାମୀ ୧୫ ଦିନ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଲୋକପ୍ରିୟ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ, ଏହି…

ବିଭିନ୍ନ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ

ଦାରିଙ୍ଗବାଡ଼ି,୨ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଶୁକ୍ରବାର…

IND vs PAK: ଡେବ୍ୟୁ ମ୍ୟାଚରେ ପାକିସ୍ତାନର ଖେଳ ବିଗାଡ଼ିବେ ବୈଭବ ସୂର୍ଯ୍ୟବଂଶୀ; ଭାରତୀୟ ଦଳର ଏହି ଖେଳାଳି ଅଛନ୍ତି ଆକ୍ସନରେ!

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସୀୟ କ୍ରୀଡ଼ାରେ ଶନିବାର ଦିନଟି ଏପର୍ଯ୍ୟନ୍ତ ସବୁଠାରୁ ରୋମାଞ୍ଚକର ଦିନ ହେବ ବୋଲି ଆଶା କରାଯାଉଛି, କାରଣ ଏହି ଦିନ ଏକ ଉତ୍ତେଜନାପୂର୍ଣ୍ଣ ମୁକାବିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?