ଭିକ୍ଷାବୃତ୍ତି କରୁଥିବା କିନ୍ନରଙ୍କ ପାଇଁ ଖୋଲିବ ଆଶ୍ରୟସ୍ଥଳ
ଭୁବନେଶ୍ୱର, ୩୦।୪ (ବ୍ୟୁରୋ): କିନ୍ନରଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏ କ୍ଷେତ୍ରରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଆଉଏକ ପାଦ ଆଗକୁ ବଢାଇଛି। କିନ୍ନରମାନେ ଯେପରି ଅନ୍ୟମାନଙ୍କ ଭଳି ସ୍ବାଭାବିକ…
ନାବାଳିକାଙ୍କୁ ବ୍ଲାକ୍ମେଲ କରି ଦେଢ଼ଲକ୍ଷ ଟଙ୍କା, ଗହଣା ଲୁଟିଲେ
ଭୁବନେଶ୍ୱର, ୩୦।୪(ବ୍ୟୁରୋ): ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇବା ପରେ ବ୍ଲାକ୍ମେଲ୍ କରି ଟଙ୍କା ଓ ସୁନା ଗହଣା ଲୁଟିବା ଅଭିଯୋଗରେ ନୟାପଲ୍ଲୀ ଥାନା ପୋଲିସ ଠକ ପ୍ରେମିକକୁ ଗିରଫ କରିଛି। ସେ ହେଲେ ଢେଙ୍କାନାଳ ଜିଲା ବାଲିଝାଟି ଗ୍ରାମର ଆଶିଷ କୁମାର…
ଜେଲେନସ୍କିଙ୍କ ଦାବି କ୍ୱିଭରେ ମିଳିଲା ଆଉ ଏକ ସାମୁହିକ କବର
କ୍ୱିଭ,୩୦ ।୪: ୟୁକ୍ରେନର ମୁଖ୍ୟ ସହର କ୍ୱିଭ ଓବ୍ଲାଷ୍ଟରେ ଏକ ସାମୁହିକ କବର ମିଳିଥିବା ସୂଚନା ମିଳିଛି । ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି କହିଛନ୍ତି ସହରରେ ଏକ ସାମୁହିକ କବର ମିଳିଛି । ଏଥିରେ ପାଖାପାଖି ୯୦୦ ଲୋକଙ୍କୁ ପୋତି…
ଅପହରଣ ପରେ ମୁଣ୍ଡ ଜାମିନ ରଖି ଟଙ୍କା ଦାବି
ଭୁବନେଶ୍ୱର, ୩୦।୪(ବ୍ୟୁରୋ): ଯୁବକଙ୍କୁ ରାସ୍ତାରୁ ଅପହରଣ ପରେ ଏକ ଘରେ ମୁଣ୍ଡଜାମିନ ରଖି ନିର୍ଯାତନା ଦେବା ସହ ଟଙ୍କା ଦାବି କରିଥିଲେ ଅପହର୍ତ୍ତା। ଖବର ପାଇ ଖଣ୍ଡଗିରି ଥାନା ପୋଲିସ ଯଦୁପୁରରେ ଚଢ଼ାଉ କରି ଉକ୍ତ ଯୁବକଙ୍କୁ ଉଦ୍ଧାର କରିବା ସହ…
ସ୍ତ୍ରୀଙ୍କୁ ଅପହରଣ ଉଦ୍ୟମ
ଭୁବନେଶ୍ୱର,୩୦।୪(ବ୍ୟୁରୋ): ଭୁବନେଶ୍ୱରରେ ରହୁଥିବା ସ୍ତ୍ରୀ ଶାଶୁଘରକୁ ଯିବା ପାଇଁ ରାଜି ନ ହେବାରୁ ତାଙ୍କୁ ବଳପୂର୍ବକ ନେଇଯାଉଥିଲେ ସ୍ବାମୀ ଓ ପରିବାର ଲୋକେ। ହେଲେ ମହିଳା ଜଣକ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଅପହରଣ ସନ୍ଦେହ କରି ଘେରି ଯାଇଥିଲେ। ମାମୁ…
ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ବିଦାହେବେ
କଲମ୍ବୋ,୩୦।୪: ଗମ୍ଭୀର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ଶ୍ରୀଲଙ୍କାରେ ସୃଷ୍ଟ ରାଜନୈତିକ ଅଚଳାବସ୍ଥାର ସମାଧାନ ଲାଗି ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ପ୍ରଧାନମନ୍ତ୍ରୀ ପଦରୁ ତାଙ୍କ ବଡ଼ଭାଇ ମହିନ୍ଦା ରାଜପାକ୍ସେଙ୍କୁ ହଟାଇବା ପାଇଁ ଶୁକ୍ରବାର ରାଜି ହୋଇଛନ୍ତି। ପାର୍ଲାମେଣ୍ଟର ସବୁ ଦଳକୁ ନେଇ…
ନାଗା ପିପୁଲ୍ସ ଫ୍ରଣ୍ଟକୁ ଝଟକା, ଦଳ ଛାଡିଲେ ୨୧ ବିଧାୟକ, ଏନ୍ଡିପିପିରେ ହେଲେ ସାମିଲ
କୋହିମା,୩୦ ।୪: ନାଗାଲାଣ୍ଡରେ ଏକ ରୋଚକ ରାଜନୈତିକ ଘଟଣାକ୍ରମରେ ନାଗା ପିପୁଲ୍ସ ଫ୍ରଣ୍ଟ(ଏନପିଏଫ)ର ୨୧ ବିଧାୟକ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିୟୋଙ୍କ ନ୍ୟାଶନାଲିଷ୍ଟ ଡେମୋକ୍ରେଟିକ ପ୍ରୋଗ୍ରେସିଭ ପାର୍ଟି(ଏନଡିପିପି)ରେ ସାମିଲ ହୋଇଛନ୍ତି । ଏନଡିପିପିର ପ୍ରବକ୍ତା ଏମ୍ ଆର ଜମିର କହିଛନ୍ତି ଏନପିଏଫର…
ଚାଇନା ଫେରିବେ ଭାରତୀୟ ଛାତ୍ରୀଛାତ୍ର
ବେଜିଂ,୩୦।୪: କୋଭିଡ୍ ମହାମାରୀ ବେଳେ ଚାଇନାରୁ ପଳାଇଆସିଥିବା ଭାରତୀୟ ଛାତ୍ରୀଛାତ୍ର ଏବେ ସେଠାକୁ ଫେରିବାର ସୁଯୋଗ ପାଇବେ। ଏଥିପାଇଁ ଶୁକ୍ରବାର ବେଜିଂ ଏକ ଯୋଜନା ଘୋଷଣା କରିଛି। ଭିଜା ଓ ବିମାନ କଟକଣା ଯୋଗୁ ଏହି ଛାତ୍ରୀଛାତ୍ର ୨ ବର୍ଷ ହେଲା…
ଏଲ୍ଓସିରେ ମାଇନ୍ ବିସ୍ଫୋରଣ: ୩ ଯବାନ ଆହତ
ଜମ୍ମୁ,୩୦।୪(ଆଇଏଏନ୍ଏସ୍): ଜମ୍ମୁ-କଶ୍ମୀରର ପୁଞ୍ଚ୍ ଜିଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା (ଏଲ୍ଓସି) ନିକଟରେ ଶୁକ୍ରବାର ମାଇନ୍ ବିସ୍ଫୋରଣରେ ଭାରତୀୟ ସେନା ମେଜରଙ୍କ ସମେତ ୩ ଯବାନ ଆହତ ହୋଇଛନ୍ତି। କ୍ରିଷ୍ଣା ଗାଡ଼ି ସେକ୍ଟରରେ ସେନାର ନିୟମିତ ପାଟ୍ରୋଲିଂ ସମୟରେ ମାଇନ ବିସ୍ଫୋରଣ ହୋଇଥିଲା।…
କାବୁଲ ମସ୍ଜିଦରେ ବିସ୍ଫୋରଣ: ୧୦ ମୃତ
କାବୁଲ,୩୦।୪: ଆଫଗାନିସ୍ତାନ ରାଜଧାନୀ କାବୁଲର ଏକ ମସ୍ଜିଦରେ ଶୁକ୍ରବାର ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ହେବା ସହ ୧୫ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା…
ପାନୀୟ ଜଳ ସମସ୍ୟା ଉପରେ ଗୁରୁତ୍ୱ
ନାଉଗାଁ,୩୦ା୪(ସ୍ବ.ପ୍ର.): ନାଉଗାଁ ପଞ୍ଚାୟତ ସମିତି ୩ୟ ଅଧିବେଶନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସମିତି ସମ୍ବିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ବିଧାୟକ ପ୍ରଶାନ୍ତ ମୁଦୁଲି ଯୋଗଦେଇ କହିଥିଲେ,ସମସ୍ତ ଜନପ୍ରତିନିଧି ହେଉଛନ୍ତି ନାଉଗାଁ ପଞ୍ଚାୟତ ସମିତିର ପରିବାର ବୋଲି କହିଥିଲେ। ବୈଠକରେ ଘୋଡାଂଶ…
ମାଛଧରା ବନ୍ଦରରେ ନୂତନ ପ୍ରକଳ୍ପ ପାଇଁ ଭିତ୍ତିଭୂମି ଯାଞ୍ଚ
ପାରାଦୀପ,୩୦ା୪(ସ୍ବ.ପ୍ର.): କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ସଚିବ ଯତିନ୍ଦ୍ରନାଥ ସ୍ବାଇଁ ଶୁକ୍ରବାର ପାରାଦୀପ ମାଛଧରା ବନ୍ଦର ଗସ୍ତରେ ଆସିଥିଲେ। ଏଠାରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ପ୍ରାୟ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏନେଇ ହେବାକୁ ଥିବା…
Archives


