ବ୍ରୋଭାରୀରେ ରୁଷିଆର ଏୟାର ଷ୍ଟ୍ରାଇକ୍
କ୍ୱିଭ୍,୧୨।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୧୭ଦିନରେ ପହଞ୍ଚିଥିବା ବେଳେ ଏବେ ବି ଯୁଦ୍ଧ ଜାରି ରହିଛି। ରୁଷୀୟ ସୈନ୍ୟମାନେ ୟୁକ୍ରେନର ରାଜଧାନୀ କ୍ୱିଭ୍କୁ କବ୍ଜା କରିବା ଲାଗି ରୁଷିଆ ସୈନ୍ୟ ତିନି ପାର୍ଶ୍ୱରୁ ଘେରି ରହିଛନ୍ତି।…
ରାଜ୍ୟପାଳଙ୍କୁ ଭେଟିଲେ ଭଗଓ୍ବନ୍ତ
ଚଣ୍ଡିଗଡ,୧୨।୩: ପଞ୍ଜାବରେ ଆମ ଆଦାମୀ ପାର୍ଟି (ଏଏପି) ବିପୁଳ ପରିମାଣରେ ବିଜୟ ହୋଇଛି। ଭଗଓ୍ବନ୍ତ ମାନ ପଞ୍ଜାବର ଆଗାମୀ ମୁଖ୍ୟମନ୍ତ୍ରୀ ଭାବେ ଚୟନ ହୋଇଛନ୍ତି। ସେ ଆସନ୍ତା ୧୬ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତେବେ ପଞ୍ଜାବର ଆଗାମୀ ମୁଖ୍ୟମନ୍ତ୍ରୀ…
ଆମେରିକା ପଠାଇଲା ୧୨ହଜାର ସୈନ୍ୟ
ଓ୍ବାଶିଂଟନ୍,୧୨।୩: ୧୭ଦିନ ହେଲାଣି ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ବର୍ତ୍ତମାନ କ୍ୱିଭ୍କୁ କବ୍ଜା କରିବା ଲାଗି ରୁଷୀୟ ସୈନ୍ୟଙ୍କ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଶନିବାର ସକାଳେ ରାଜଧାନୀରେ ରୁଷିଆ ସୈନ୍ୟମାନେ ଲଗାତର ବୋମା ମାଡ଼ କରିଛନ୍ତି।…
ରାଜ୍ୟରେ ୩ ଜଣଙ୍କ ଜୀବନ ନେଲା କରୋନା
ଭୁବନେଶ୍ୱର,୧୨।୩(ବ୍ୟୁରୋ): ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୧୦୮କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
ଭୋଟରଙ୍କୁ ସମ୍ମାନ ଦିଅ: ଭଗଓ୍ବନ୍ତ
ଚଣ୍ଡିଗଡ,୧୨।୩: ପଞ୍ଜାବରେ ଆମ ଆଦାମୀ ପାର୍ଟି (ଏଏପି) ବିପୁଳ ପରିମାଣରେ ବିଜୟ ହୋଇଛି। ଭଗଓ୍ବନ୍ତ ମାନ ପଞ୍ଜାବର ଆଗାମୀ ମୁଖ୍ୟମନ୍ତ୍ରୀ ଭାବେ ଚୟନ ହୋଇଛନ୍ତି। ସେ ଆସନ୍ତା ୧୬ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତେବେ ଭଗଓ୍ବନ୍ତ ଏଏପି ବିଧାନସଭା…
ଅଭିନେତାଙ୍କ ବିବାହକୁ ନେଇ ଖୁଲାସା କଲେ ସାଙ୍ଗ
ବଲିଉଡ ଅଭିନେତା ହ୍ରିତିକ୍ ରୋଶନ ଓ ସବା ଆଜାଦଙ୍କ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋରଧରିଛିି। କିଛି ଦିନ ତଳେ ସବା ହ୍ରିତିକ୍ଙ୍କ ପରିବାର ସହିତ ମଧ୍ୟ ସମୟ ବିତାଇଥିବା ନଜର ଆସିଥିଲେ । ଏହା ପରେ ଦୁହିଁଙ୍କ ବାହାଘର…
ସ୍ତ୍ରୀ ସରପଞ୍ଚ, ସ୍ବାମୀ ହେଲେ ନାଏବ ସରପଞ୍ଚ
ଝାରବନ୍ଧ,୧୨।୩(ଡି.ଏନ.ଏ.): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କୁମୀର ପଞ୍ଚାୟତରେ ସ୍ତ୍ରୀ ସରପଞ୍ଚ ଏବଂ ସ୍ବାମୀ ନାଏବ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି। ଉକ୍ତ ପଞ୍ଚାୟତରେ ଯମୁନା ସାହୁ ସରପଞ୍ଚ ନିର୍ବାଚିତ ହୋଇଥିବା ବେଳେ ଶୁକ୍ରବାର ନାଏବ ସରପଞ୍ଚ ନିର୍ବାଚନରେ ତାଙ୍କ…
ଆଜି ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ, ୧୦.୩୦ରେ ପ୍ରାର୍ଥୀପତ୍ର ଦାଖଲ
ଭୁବନେଶ୍ବର,୧୨।୩(ବ୍ୟୁରୋ): ଆଜି ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ ହେବ। ଏଥିପାଇଁ ସକାଳ ୧୦.୩୦ରୁ ୧୧.୩୯ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କରାଯିବ । ୧୧.୩୦ରୁ ୧୨.୩୦ ଭିତରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ଏବଂ ୧୨.୩୦ ପରେ ଭୋଟ । ସେପଟେ ରବିବାର ଜିଲ୍ଲାପରିଷଦ ସଭାପତି ନିର୍ବାଚନ…
ବିଷଧର ସାପକୁ ପାପୁଲିରେ ପାଣି ପିଆଉଛନ୍ତି ବ୍ୟକ୍ତି, ଭିଡିଓ ଦେଖିଲେ ଟାଙ୍କୁରି ଉଠିବ ଲୋମ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଭାଗ ନେବେ ମହିଳା
ସମ୍ବଲପୁର,୧୨ା୩(ବ୍ୟୁରୋ): ସମ୍ବଲପୁର ଜିଲାରେ ୧୦ବର୍ଷ ବ୍ୟବଧାନରେ ଶନିବାର ଆରମ୍ଭ ହେବାକୁଯାଉଛି ରାଜ୍ୟସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା। ପ୍ରତିଯୋଗୀତା ୧୨ ଓ ୧୩ ତାରିଖ ଦୁଇଦିନ ଧରି ଚାଲିବ। କଳିଙ୍ଗ ବଡି ବିଲ୍ଡିଂ ଆଣ୍ଡ ଫିଟ୍ନେସ ଆସୋସିଏଶନ ଓ ଜିଲା ଆସୋସିଏଶନ ମିଳିତ…
ରାଜ୍ୟରେ ୧୦୦ ତଳକୁ ଖସିଲା କରୋନା
ଭୁବନେଶ୍ୱର,୧୨।୩(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୮୩ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ୨୨ଜଣ ପିଲା ଅଛନ୍ତି। ସେହିପରି ୪୯ ଜଣ କ୍ୱାରାଣ୍ଟାଇନ୍ରୁ ଥିବା ବେଳେ ୩୪ ଲୋକାଲ କେସ ରହିଛି। ଏନେଇ ରାଜ୍ୟ ସୂଚନା ଓ…
ଦିଲ୍ଲୀର ଗୋକୁଲପୁରୀରେ ଭୟଙ୍କର ଅଗ୍ନିକାଣ୍ଡ: ୭ଜୀବନ୍ତଦଗ୍ଧ
ନୂଆଦିଲ୍ଲୀ,୧୨।୩: ରାଜଧାନୀ ଦିଲ୍ଲୀର ଗୋକୁଲପୁରୀ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୭ ଜଣ ଜୀବନ୍ତଦଗ୍ଧ ହୋଇଯାଇଥିବା ସୂଚନା ରହିଛି। ସୂଚନାଯୋଗ୍ୟ, ଶୁକ୍ରବାର ବିଳମ୍ବିତ ରାତିରେ ଗୋକୁଲପୁରୀ ଅଞ୍ଚଳର ଏକ ବସ୍ତିରେ ହଠାତ୍ ନିଆଁ ଲାଗି ଯାଇଥିଲା। ଦେଖୁ ଦେଖୁ…
Archives


