Home Left

ବ୍ୟାଙ୍କ୍‌ ଉପରେ ଜରିମାନା ଲଗାଇଲା ଆର୍‌ବିଆଇ

ନୂଆଦିଲ୍ଲୀ,୧୬ା୩: ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ (ଆର୍‌ବିଆଇ) ପୁଣିଥରେ ବିଭିନ୍ନ ବ୍ୟାଙ୍କ୍‌ ଉପରେ ମୋଟା ଅଙ୍କର ଜରିମାନା ଲଗାଇଛି। ବିଭିନ୍ନ ବ୍ୟାଙ୍କ୍‌ଗୁଡ଼ିକ ସଠିକ୍‌ ଭାବରେ ନିୟମର ଅନୁପାଳନ କରୁନଥିବାରୁ ଆର୍‌ବିଆଇ ସେମାନଙ୍କ ଉପରେ ଜରିମାନା ଲଗାଇଛି। ପୂର୍ବରୁ ଆର୍‌ବିଆଇ ପକ୍ଷରୁ ତିନୋଟି ବ୍ୟାଙ୍କ୍‌କୁ…

ନିୟନ୍ତ୍ରଣରେ ରହିବ ତୈଳ ଦର

ନୂଆଦିଲ୍ଲୀ,୧୬ା୩: ସାଧାରଣ ଲୋକଙ୍କ ହିତକୁ ନଜରରେ ରଖି ଇନ୍ଧନ ଦର ନିୟନ୍ତ୍ରଣ ରଖିବା ଉଦ୍ଦେଶ୍ୟରେ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମଙ୍ଗଳବାର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ରାଷ୍ଟ୍ର ଅର୍ଥ ମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି ଯେ,…

ମାଡ଼ ମାରି ନିଆଁ ଲଗାଇଦେଲେ ବଏ ଫ୍ରେଣ୍ଡ

କାମାକ୍ଷାନଗର,୧୬ା୩(ଡି.ଏନ.ଏ.): ମିସ୍‌ଡକଲ୍‌ରୁ ବିବାହିତା ମହିଳାଙ୍କ ସହ ପ୍ରେମ। ଆଉ ଅନୈତିକ ସମ୍ପର୍କ ପରେ ଚରିତ୍ରକୁ ସନ୍ଦେହ କରି ତାଙ୍କୁ ମାଡ଼ ମାରିବା ସହ ଦେହରେ ନିଆଁ ଲଗାଇଦେଇଛନ୍ତି ବଏଫ୍ରେଣ୍ଡ। ଗୁରୁତର ମହିଳା ଏବେ କଟକ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଗତ ୧୨…

ୱେବ୍‌ ପୋର୍ଟାଲ ପରିଚାଳିକାଙ୍କୁ ଖୋଜୁଛି ପୋଲିସ

ଭୁବନେଶ୍ୱର,୧୬।୩(ବ୍ୟୁରୋ): ଭଦ୍ରକ ଜିଲା ଚାନ୍ଦବାଲି ଅଞ୍ଚଳରୁ ନୟାଗଡ଼ ଜିଲା ରଣପୁର ଥାନା ଅଧୀନ ମଝିଆଖଣ୍ଡ ଗୋଡ଼ିପୋଖରୀ ଗଁାର କ୍ୟାମେରାମ୍ୟାନ ମାନସ ସ୍ବାଇଁଙ୍କୁ ଅପହରଣ ପରେ ହତ୍ୟା କରି ପୋତାଯିବା ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ଘଟଣାରେ ଏକ ୱେବ୍‌…

ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ

ଭୁବନେଶ୍ୱର,୧୬।୩(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ପୂର୍ତ୍ତ ବିଭାଗ ଭୁବନେଶ୍ୱର ଡିଭିଜନ୍‌-୪ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ରଙ୍କୁ ମଙ୍ଗଳବାର ଭିଜିଲାନ୍ସ ଗିରଫ କରିଛି। ଏଥିସହ ତାଙ୍କ ସ୍ତ୍ରୀ ଶୁଭଶ୍ରୀ ମିଶ୍ରଙ୍କ ନାମରେ ମଧ୍ୟ ମାମଲା ରୁଜୁ କରାଯାଇଛି। ଗିରଫ…

ଚୈତନ୍ୟଙ୍କ ମୂର୍ତ୍ତି ଅନାବରଣ କଲେ ରାଜ୍ୟପାଳ

ପୁରୀ ଅଫିସ,୧୬।୩: ସ୍ଥାନୀୟ ମାତାମଠସ୍ଥିତ ଶ୍ରୀଚୈତନ୍ୟଙ୍କ ୩୫ ଫୁଟ ମୂର୍ତ୍ତି ଅନାବରଣ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଶ୍ରୀଗୌରବିହାର ଚାରିଟେବୁଲ୍‌ ଟ୍ରଷ୍ଟ ପକ୍ଷରୁ ମାତାମଠ ପରିସରରେ ଶ୍ରୀଚୈତନ୍ୟଙ୍କର ମୂର୍ତ୍ତି ନିର୍ମାଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରାଜ୍ୟପାଳ ପୂର୍ବାହ୍ନ…

ସାଗର ବଳବନ୍ତରାୟ ନିଲମ୍ବିତ

ଭୁବନେଶ୍ୱର,୧୫ା୩(ବ୍ୟୁରୋ)-ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ସାଗର ବଳବନ୍ତରାୟଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ମଙ୍ଗଳବାର ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଏହା…

ସୋନିଆଙ୍କ ଆଦେଶ ପରେ ଇସ୍ତଫା ଦେଲେ ଉତ୍ତରାଖଣ୍ଡ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୫।୩: ନିକଟରେ ଶେଷ ହୋଇଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନରେ ପରାଜୟର ପ୍ରଭାବ କଂଗ୍ରେସରେ ଦେଖାଯାଉଛି। ଉତ୍ତରାଖଣ୍ଡ କଂଗ୍ରେସ ଅଧ୍ୟକ୍ଷ ପଦରୁ ଗଣେଶ ଗୋଡିୟାଲ ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟର ବିଧାନସଭା ନିର୍ବାଚନରେ ପରାଜୟର ନୈତିକ ଦାୟିତ୍ୱ ଗ୍ରହଣ…

ଆଇପିଏଲ୍‌ରେ କେହି କିଣି ନ ଥିଲେ; ଏବେ ଢାକା ପ୍ରିମିୟର ଲିଗ୍‌ରେ ଦମ୍‌ ଦେଖାଇବେ…

ମୁମ୍ବାଇ,୧୫।୩: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ବିକ୍ରି ହୋଇ ନ ଥିବା ୭ ଭାରତୀୟ କ୍ରିକେଟର ଢାକା ପ୍ରିମିୟର ଲିଗ(ଡିପିଏଲ)ରେ ଭାଗ ନେବେ। ଏମାନଙ୍କ ମଧ୍ୟରେ ଅଛନ୍ତି ଟିମ ଇଣ୍ଡିଆର ନୂଆ ଟେଷ୍ଟ ସ୍ପେଶାଲିଷ୍ଟ ହନୁମା ବିହାରୀ, ବେଙ୍ଗଲ ଅଧିନାୟକ ଅଭିମନ୍ୟୁ ଈଶ୍ୱରନ,…

ୟୁକ୍ରେନ୍‌ରେ ଫୋକ୍ସ୍‌ ନ୍ୟୁଜ୍‌ କ୍ୟାମେରାମ୍ୟାନ୍‌ଙ୍କ ମୃତ୍ୟୁ…

କ୍ୱିଭ୍‌, ୧୫।୩ : ୟୁକ୍ରେନ୍‌ ରୁଷିଆ ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ ପୋକ୍ସ୍‌ ନ୍ୟୁଜ୍‌ କ୍ୟାମେରାମ୍ୟାନ୍‌ଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାମ ପିୟର ଜକ୍ରଜେବସ୍କି। ସେ କ୍ୱିଭ୍‌ର ବାହାର ଅଞ୍ଚଳରେ ଗଣମାଧ୍ୟମ ପ୍ରତିନିଧି ବେଞ୍ଜାମିନ୍‌ ହାଲଙ୍କ ସହିତ କାମ କରୁଥିବା ସମୟରେ…

ଏଥର ବାୟୋ ବବଲ୍‌ ନିୟମ ଭାଙ୍ଗିବା ପଡ଼ିବ ମହଙ୍ଗା: ଦେବାକୁ ହେବ କୋଟିଏ ଜରିମାନା, ମ୍ୟାଚ୍‌ରୁ ବ୍ୟାନ୍‌…

ନୂଆଦିଲ୍ଲୀ,୧୫।୩: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଆରମ୍ଭ ହେବାକୁ ଆଉ ଦୁଇ ସପ୍ତାହରୁ କମ୍‌ ଦିନ ବାକି। ଏହାକୁ ନେଇ ସମସ୍ତ ଟିମ୍‌ ନିଜ ନିଜର ରଣନୀତି ପ୍ରସ୍ତୁତରେ ବ୍ୟସ୍ତ ଥିବା ବେଳେ ଆଇପିଏଲ୍‌କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଆଇପିଏଲ୍‌…

୨୨ରୁ ମଦ ବିକ୍ରି ଉପରେ ଲାଗିଲା କଣାକଣା; ୪ ଦିନ ଯାଏ ‘ଡ୍ରାଏ ଡେ’

ଭୁବନେଶ୍ୱର,୧୫।୩(ବ୍ୟୁରୋ): ଆଗକୁ ପୌର ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତ ମାସ ୨୨ ତାରିଖରୁ ସମଗ୍ର ରାଜ୍ୟର ୧୦୬ ପୌରାଞ୍ଚଳ ଏବଂ ୩ ମହାନଗର ନିଗମ ଅଞ୍ଚଳରେ ୪ ଦିନ ପାଇଁ ଡ୍ରାଏ ଡେ’ ଘୋଷଣା କରିଛନ୍ତି। ଏସବୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri