Home Left

ଆଉ ଏକ ଇତିହାସ ରଚିବାକୁ ଯାଉଛି ଏଏପି

ଚଣ୍ଡିଗଡ଼,୧୫ ।୩: ପଞ୍ଜାବ ବିଧାନସଭା ନିର୍ବାଚନରେ ୯୨ ଆସନରେ ବିଜୟୀ ହୋଇ ସରକାର ଗଢିବାକୁ ଯାଉଥିବା ଆମ ଆଦମୀ ପାର୍ଟି(ଏଏପି) ଏବେ ଆଉ ଏକ ଇତିହାସ ରଚିବାକୁ ଯାଉଛି । ୧୬ ମାର୍ଚ୍ଚରେ ଭଗୱନ୍ତ ମାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ…

ଝିଆରୀଙ୍କୁୁ ଟାଙ୍ଗିଆରେ ହାଣି ୨ ଖଣ୍ଡ କରିଦେଲେ ଦାଦା

ଦେବଗଡ଼,୧୫।୩(ଡି.ଏନ୍‌.ଏ.): ଦେବଗଡ଼ ଜିଲା ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ହେଟଖମାର ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ୪ ବର୍ଷର ଝିଆରୀକୁ ଟାଙ୍ଗିଆରେ ହାଣି ୨ଖଣ୍ଡ କରିଦେଇଛନ୍ତି ଦାଦା। ଘଟଣାସ୍ଥଳରେ ଝିଆରୀ ରୋଜାଲିନଙ୍କ ମୃତ୍ୟୁ ଘଟିଛି। ହତ୍ୟାର କାରଣ…

ଚାଇନାରେ ହୁ ହୁ ହୋଇ ବଢ଼ୁଛି କରୋନା

ବେଜିଂ,୧୫।୩: କରୋନା ମହାମାରୀର ଏନ୍ତୁଡିଶାଳ କୁହାଯାଉଥିବା ଚାଇନାରେ ପୁଣି ଥରେ କରୋନା ପ୍ରକୋପ ଦେଖିବାକୁ ମିଳିଛି। ଚାଇନାରେ ଏବେ କରୋନା ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିଛି। ଗତ ୨୪ଘଣ୍ଟାରେ ଉକ୍ତ ଦେଶରେ ୫ହଜାରରୁ ଊର୍ଦ୍ଧ୍ୱ ନୂଆ କରୋନା ମାମଲା ଚିହ୍ନଟ ହୋଇଥିବା…

ଭିଣୋଇଙ୍କୁ ହତ୍ୟା କରି ସିମେଣ୍ଟ ଟାଙ୍କି ତଳେ ପୋତି ଦେଇଥିଲେ

ପଦ୍ମପୁର,୧୫।୩(ଡି.ଏନ.ଏ): ବରଗଡ଼ ଜିଲା ପାଇକମାଳ ଯମୁନା ନଗରପଡ଼ାରେ ୨୦୧୫ରେ ସଂଘଟିତ ଏକ ହତ୍ୟା ମାମଲାରେ ମୃତକଙ୍କ ଶାଳୀଙ୍କୁ ଆଜୀବନ କାରାଦଣ୍ଡ ଏବଂ ୫ ହଜାର ଅର୍ଥଦଣ୍ଡ(ଜରିମାନା)ରେ ଦଣ୍ଡିତ କରାଯାଇଛି। ଜରିମାନା ଅନାଦାୟ ଅଧିକ ୩ ମାସ ଜେଲଦଣ୍ଡ ହେବ ବୋଲି ରାୟ…

ଫିଲ୍ମ ‘ଦି କଶ୍ମୀର ଫାଇଲସ’ ଦେଖି ବଲିଉଡ ଇଣ୍ଡଷ୍ଟ୍ରିକୁ ଟାର୍ଗେଟ କଲେ ଏହି ଅଭିନେତା

ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦି କଶ୍ମୀର ଫାଇଲସ’ ବର୍ତ୍ତମାନ ସବୁଠି ଚର୍ଚ୍ଚାରେ ରହିଛି। ତେବେ ‘ଦି କଶ୍ମୀର ଫାଇଲସ’କୁ ନେଇ ବଲିଉଡରେ କାହିଁକି ଏତେ ନୀରବତା? ଏହାକୁ ନେଇ ଅନେକ ଲୋକ ଚିନ୍ତାରେ ପଡିଯାଇଥିବା ବେଳେ ଅଭିନେତା ମୁକେଶ ଖାନ୍ନା…

କୋର୍ଟର ନିର୍ଦ୍ଦେଶ ପାଳନ କର

ବେଙ୍ଗାଲୁରୁ,୧୫।୩: ସ୍କୁଲ ଓ କଲେଜରେ ମୁସଲିମ୍‌ ଝିଅମାନେ ହିଜାବ ପିନ୍ଧିବା ଉପରେ କନର୍ର୍ାଟକ ହାଇକୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। ହିଜାବ ବିବାଦରେ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ଏହା ହିଜାବ ଧର୍ମର ଏକ ଅଂଶ ନୁହେଁ କିମ୍ବା…

ଟିଏମ୍‌ସିରେ ଯୋଗ ଦେଲେ ଶତ୍ରୁଘ୍ନ ସିହ୍ନା

କୋଲକାତା,୧୫।୩: ଅଭିନେତା ଶତ୍ରୁଘ୍ନ ସିହ୍ନା ମଙ୍ଗଳବାର ଭାରତୀୟ ଜାତୀୟ କଂଗ୍ରେସ ଛାଡି ତ୍ରୁଳମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ଏ ନେଇ ସିହ୍ନା ନିଜେ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ସିହ୍ନା ଭାରତୀୟ ଜନତା ଦଳର ଜଣେ ନେତା ଥିଲେ।…

ପ୍ଲେ-ଅଫ୍‌ରେ ମ୍ୟାଚ୍‌ ଟାଇ ହେଲେ ସୁପର ଓଭର ବିନା ବି ବାହାରିବ ଫଳାଫଳ

ମୁମ୍ବାଇ,୧୫।୩: ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ୧୫ତମ ଆଇପିଏଲ। ଏହି ସିଜନର ପ୍ଲେ-ଅଫ୍‌ସ କିମ୍ବା ଫାଇନାଲ ମ୍ୟାଚ୍‌ ଟାଇ ହେଲେ ବିନା ସୁପର ଓଭରରେ ମଧ୍ୟ ଫଳାଫଳ ନିର୍ଣ୍ଣୟ ହୋଇପାରିବ। ସୁପର ଓଭର କିମ୍ବା ଲଗାତାର ସୁପର ଓଭର…

ନଡ୍ଡାଙ୍କୁ ଆଗକୁ ପଠାଇ ନିଜେ ପଛରେ ରହିଲେ ମୋଦି

ନୂଆଦିଲ୍ଲୀ,୧୫।୩: ଭାରତୀୟ ଜନତା ପାର୍ଟି (ଭାଜପା)ର ସଂସଦୀୟ ଦଳ ବୈଠକରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଥିଲା। ଆମ୍ବେଦକର ଇଣ୍ଟରନ୍ୟାଶନାଲ୍‌ ସେଣ୍ଟରରେ ଆୟୋଜିତ ଏହି ବୈଠକରେ ଦଳର ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ବାଗତ କରିବା ସହ ସହ ଦଳର…

ଫିଲ୍ମ ‘ଦି କଶ୍ମୀର ଫାଇଲସ’କୁ ମିଳୁଛି ଭଲ ରେସପନ୍ସ

ଫିଲ୍ମ ‘ଦି କଶ୍ମୀର ଫାଇଲସ’କୁ ଦର୍ଶକଙ୍କ ଭଲ ରେସପନ୍ସ ମିଳିଛି। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବକ୍ସ ଅଫିସରେ ଭଲ ଆୟ କରୁଛି। କଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ନେଇ ଏହି ଫିଲ୍ମରେ ଦେଖାଯାଇଛି। କିଭଳି ଆତଙ୍କବାଦୀମାନେ ଗୋଳବାରୁଦ…

ଭୋକ ଉପାସରେ ଚାଲିଚାଲି ସୀମାପାର ହୋଇଥିଲୁ

ଜୁନାଗଡ଼,୧୫।୩(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ସହର ହଣ୍ଡାଖାଲପଡାର ଡାକ୍ତରୀ ଛାତ୍ର ଶାନ୍ତି କୁମାର ନାୟକ ୟୁକ୍ରେନରୁ ରବିବାର ଘରକୁ ଫେରିଛନ୍ତି। ଫଳରେ ଶାନ୍ତିଙ୍କ ମା, ବାପା ଓ ପରିବାରବର୍ଗଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଶାନ୍ତି ୟୁକ୍ରେନ୍‌ର ଖାରକିଭ୍‌ ନ୍ୟାଶନାଲ ମେଡିକାଲ…

ସାମ୍ନାକୁ ଆସିଲା ଫିଲ୍ମ‘ଆର୍‌ଆର୍‌ଆର୍‌’ର ଆଉ ଏକ ଗୀତ

ନିର୍ଦ୍ଦେଶକ ଏସ. ଏସ ରାଜାମୌଲିଙ୍କ ଫିଲ୍ମ‘ଆର୍‌ଆର୍‌ଆର୍‌’ ଆସନ୍ତା ୨୫ରେ ରିଲିଜ ହେବାକୁ ଯାଉଛି। ଫିଲ୍ମ ରିଲିଜ ହେବା ପୂର୍ବରୁ ନିର୍ମାତା ଫିଲ୍ମର ଆଉ ଏକ ଗୀତ ‘ଶୋଲେ’ ରିଲିଜ କରିଛନ୍ତି। ଏହା ଏକ ଦେଶପ୍ରେମୀ ଗୀତ। ଏହି ଗୀତରେ ଜୁନିୟର ଏନ୍‌ଟିଆର,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri