Home Left

ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ

କେନ୍ଦୁଝର,୧୮।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ବାରିଆ ଥାନା ଅଧୀନ ପାହାଡ଼ପୁର ଗ୍ରାମର ସ୍ବର୍ଗତ ଭୀମସେନ ନାୟକଙ୍କ ପୁଅ ବନମାଳୀ ନାୟକ(୪୦) ବୁଧବାର ନିଜ ବାଇକ ଯୋଗେ ବଡ଼ନେଉଳିରୁ ଖୁଦପଶି ଯାଉଥିବା ବେଳେ ଅନ୍ୟ ଏକ ବାଇକ ସହ ଧକ୍କା…

ବଳାତ୍କାର ଉଦ୍ୟମ କରି ବନ୍ଧା ହେଲେ ଯୁବକ

କୋକସରା,୧୮।୮(ଡି.ଏନ୍‌.ଏ.): ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗରେ କଳାହାଣ୍ଡି ଜିଲା କୋକସରା ପୋଲିସ ଜୟନ୍ତପୁର ପଞ୍ଚାୟତ ଅଞ୍ଚଳର ଜଣେ ଯୁବକଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ନୀଳକଣ୍ଠ ବାରିକ(୨୭)। ଅଭିଯୋଗ ମୁତାବକ, ଗତ ୧୪ ତାରିଖ…

ବିଜେଡି ସଭାପତିଙ୍କ ନାଁରେ ମେସେଜ କରି ମାଗୁଥିଲେ ଟଙ୍କା, ଦେଲେ ଏତଲା

ଫୁଲବାଣୀ ଅଫିସ, ୧୮।୮: କନ୍ଧମାଳ ଜିଲା ବିଜେଡି ସଭାପତି ସରୋଜ କର୍ଣ୍ଣଙ୍କ ନାମରେ ହ୍ବାଟସ ଆପ୍‌ରେ ମେସେଜ କରି କେହି ଜଣେ ବ୍ୟକ୍ତି ଟଙ୍କା ମାଗୁଛନ୍ତି। ଏ ନେଇ କର୍ଣ୍ଣ ଫୁଲବାଣୀ ସାଇବର ଥାନାରେ ଏତଲା ଦେଇଛନ୍ତି । କର୍ଣ୍ଣଙ୍କ କହିବା…

ଦୋକାନୀଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ

ବଡ଼ଗାଁ,୧୮ା୮(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଗଙ୍ଗାଜଳ ନିକଟ ସ୍କାନଷ୍ଟିଲ କାରଖାନା ସମ୍ମୁଖ ୧୦ନଂ. ରାଜ୍ୟ ରାଜପଥ ପାର୍ଶରେ ଥିବା ଏକ ଟାୟାର ମରାମତି ଦୋକାନୀଙ୍କୁ ବନ୍ଧୁକ ଓ ଛୁରି ଦେଖାଇ ଦୁର୍ବୃତ୍ତମାନେ ୨୦ହଜାର ଟଙ୍କା ଲୁଟ ନେଇଛନ୍ତି। ଏନେଇ ଦୋକାନୀ…

ରାଜ୍ୟରୁ ୫୦୨ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୧୮।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ଘଣ୍ଟାରେ ୫୦୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍‌ ୧୩,୧୨,୪୪୯ ଜଣ ସୁସ୍ଥ ହୋଇସାରିଲେଣି। ଏନେଇ ଗୁରୁବାର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ…

ମାଟି ଅତଡା ଖସି ଚାଲିଗଲା ୨ ଜୀବନ

କୋରାପୁଟ,୧୮।୮(ସ୍ବ.ପ୍ର.): କୋରାପୁଟ ଜିଲା ବୈପାରୀଗୁଡା ଗୁପ୍ତେଶ୍ୱର ମାଳିପଦର ଜଙ୍ଗଲରେ ଗୁରୁବାର ଏକ ଅଘଟଣ ଘଟିଛି। ମାଟି ଅତଡା ଖସି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବା ପାଇଁ ମଙ୍ଗଳବାର…

ଜନ୍ମାଷ୍ଟମୀ ଛୁଟିରେ ଆସି ଚାଲିଗଲା ଡିପ୍ଲୋମା ଛାତ୍ରଙ୍କ ଜୀବନ

ଦାରିଙ୍ଗବାଡ଼ି,୧୮।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିଆଙ୍ଗବାଲି ପଞ୍ଚାୟତ ରାକାତେଜୁ ଗ୍ରାମରେ ଗୁରୁବାର ପାଣିରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ଅନନ୍ତ ପ୍ରଧାନଙ୍କ ପୁଅ ଅନକ(୧୮)। ଅନକ ମେଧାବୀ ଛାତ୍ର ଥିଲେ। ସେ ଡିପ୍ଲୋମା…

ଶୁକ୍ରବାର ଅବପାତ ରୂପ ନେବ ଲଘୁଚାପ: ୨ ଦିନ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮।୮(ବ୍ୟୁରୋ): ଲଘୁଚାପ କ୍ଷେତ୍ର ସାମାନ୍ୟ ଉତ୍ତର ପଶ୍ଚିମ ଦିଗରେ ଗତିକରି ଉତ୍ତର-ପୂର୍ବ ବଙ୍ଗୋପସାଗର ଏବଂ ବଙ୍ଗଳାଦେଶ ଉପକୂଳରେ ବର୍ତ୍ତମାନ ଏକ ସୁଦୃଶଃ ଲଘୁଚାପ କ୍ଷେତ୍ର ଭାବେ ସକ୍ରିୟ ରହିଛି । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଏହା…

କମେଡିଆନରୁ ଡେଲିଭରି ବୟ

ମୁମ୍ବାଇ: କପିଲ ଶର୍ମା କହିଲେ ବୁଝାଏ କମେଡି । କମେଡିଆନ କପିଲ ଶର୍ମା ଦେଶର ପ୍ରତି ଘରେ ବେଶ ପରିଚିତ । ଏବେବି ଏକ ଘରୋଇ ଟେଲିଭିଜନ ଚ୍ୟାନେଲରେ ‘ଦ କପିଲ ଶର୍ମା କମେଡି ଶୋ’ ବେଶ ଆଦୃତ । ଏବେ…

ବନ୍ୟା ଆଣିଛି ବିପତ୍ତି: ସାପ କାମୁଡ଼ା, ନଦୀରେ ଭାସି ଚାଲିଗଲା ୨ ଜୀବନ

ଭଞ୍ଜନଗର,୧୮।୮(ଡି.ଏନ୍‌.ଏ.): ରାଜ୍ୟରେ ବନ୍ୟା ସ୍ଥିତି ସଙ୍ଗିନ ହୋଇଛି। ବହୁ ଲୋକେ ପାଣି ଘେରର ଥିବା ବେଳେ ଜନବନ୍ଦି ହୋଇ ରହିଛନ୍ତି। ଏଭଳିସ୍ଥିତିରେ ମଣିଷ ଏବଂ ଗୃହପାଳିତ ପ୍ରାଣୀଙ୍କ ପାଇଁ ସାପ ଭୟ ଘାରିଛି। ଏହି ସମୟରେ ଗଞ୍ଜାମ ଜିଲାରୁ ଗୁରୁବାର ଆସିଛି…

ପୁଣି ବନ୍ଦ ହେଲା ହୀରାକୁଦର ୪ ଗେଟ୍‌

ସମ୍ବଲପୁର, ୧୮।୮(ବ୍ୟୁରୋ): ହୀରାକୁଦ ଜଳଭଣ୍ଡାରରେ ଖୋଲାଯାଇଥିବା ୪୦ଟି ଗେଟ୍‌ ମଧ୍ୟରୁ ଗୁରୁବାର ୮ଟି ଗେଟ୍‌ ବନ୍ଦ ହୋଇଥିବା ବେଳେ ପୁଣି ଆଉ ୪ଟି ଗେଟ୍‌କୁ ବନ୍ଦ କରିଦିଆଯାଇଛି। ବର୍ତ୍ତମାନ ୨୮ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି। ଉପରମୁଣ୍ଡରେ ପ୍ରବଳ ବର୍ଷା…

ପାର୍ଥ ଚାଟାର୍ଜୀ, ଅର୍ପିତା ମୁଖାର୍ଜୀଙ୍କୁ ମିଳୁନି ଆଶ୍ୱସ୍ତି, ୩୧ ଅଗଷ୍ଟ ପର୍ଯ୍ୟନ୍ତ ରହିବେ ନ୍ୟାୟିକ ହେପାଜତରେ

କୋଲକାତା,୧୮ ।୮: ପଶ୍ଚିମବଙ୍ଗରେ ଶିକ୍ଷକ ଭର୍ତ୍ତି ଘୋଟାଲା ମାମଲାର ଯାଞ୍ଚ ଏବେବି ଜାରି ରହିଛି । ଏହି ମାମଲାରେ ଫସିଥିବା ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ସମ୍ପର୍କୀୟା ଅର୍ପିତା ମୁଖାର୍ଜୀଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳୁନହିଁ । ଉଭୟଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?