ପ୍ରେମ ସମ୍ପର୍କ ରଖିବାରୁ ହତ୍ୟା କରି ଫିଙ୍ଗି ଦେଲୁ
ସମ୍ବଲପୁର,୩୦ା୪(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲାର ପାଓ୍ବାର ଚ୍ୟାନେଲରୁ କ୍ଷେତରାଜପୁର ଥାନା ପୋଲିସ ଜଣେ ଯୁବକଙ୍କ ହାତଗୋଡ଼ ବନ୍ଧା ମୃତଦେହ ଜବତ କରିଛି। ସେ ହେଲେ ସଦର ଥାନା ବଡସାହିର ସୁବିନ୍ଦ କୁଅଁର (୩୦)। ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି…
ଆକ୍ସନ୍ଏଡ୍କୁ ‘ଭୁବନେଶ୍ୱର ଲିଡରଶିପ୍ ଆୱାର୍ଡ’
ଭୁବନେଶ୍ୱର, ୩୦।୪ (ବ୍ୟୁରୋ): ଓ୍ବାଲର୍ଡ ସିଏସ୍ଆର୍ ଡେ ପକ୍ଷରୁ ଆନ୍ତର୍ଜାତିକ ସାମାଜିକ ସଂଗଠନ ଆକ୍ସନ୍ଏଡ୍କୁ ‘ଭୁବନେଶ୍ୱର ଲିଡର୍ଶିପ୍ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଭିନ୍ନ କ୍ଷେତ୍ରରେ ପ୍ରମୁଖ ଅବଦାନ ପାଇଁ ସଂଗଠନକୁ ଏହି ପୁରସ୍କାର ମିଳିଛି। ଆୟୋଜିତ କାର୍ଯ୍ୟକ୍ରମରେ ଆକ୍ସନ୍ଏଡ୍ର ସହଯୋଗୀ ନିର୍ଦ୍ଦେଶକ…
ଚନ୍ଦନଯାତ୍ରା ପାଇଁ ସଜେଇ ହେଉଛି ଚନ୍ଦନ ଚକଡ଼ା
ପୁରୀ ଅଫିସ, ୩୦।୪: ଆସନ୍ତା ୩ ତାରିଖ ପବିତ୍ର ଅକ୍ଷୟତୃତୀୟାଠାରୁ ମହାପ୍ରଭୁଙ୍କ ୨୧ଦିନିଆ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ। ମହାମାରୀ କରୋନା ପାଇଁ ଗତ ଦୁଇବର୍ଷ ହେବ ବିନା ଭକ୍ତରେ ବାହାର ଚନ୍ଦନଯାତ୍ରା ହେଉଥିଲା। ତେବେ ଚଳିତବର୍ଷ ସଂକ୍ରମଣ କମିଥିବାରୁ…
ଉତ୍ପାଦ ମାର୍କେଟିଂ ବଡ଼ ଚ୍ୟାଲେଞ୍ଜ
ଭୁବନେଶ୍ୱର, ୩୦।୪(ବ୍ୟୁରୋ): ଜାତୀୟ କିମ୍ବା ଅନ୍ତର୍ଜାତୀୟ ବଜାରରେ କୌଣସି ଦ୍ରବ୍ୟର ଚାହିଦା ବୃଦ୍ଧି କରିବାକୁ ହେଲେ ସାମଗ୍ରୀର ଗୁଣବତ୍ତା, ଉପାଦେୟତା ଓ ଆବଶ୍ୟକ ବଜାର ଯୋଗାଣ ସହ ସେଗୁଡ଼ିକର ଠିକ୍ ପ୍ରଚାର ପ୍ରସାର ହେବା ଜରୁରୀ। ଦ୍ରବ୍ୟର ମାର୍କେଟିଂ ଉପରେ ଅଧିକ…
ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ଦାବିରେ ଧାରଣା
ଭୁବନେଶ୍ୱର, ୩୦।୪(ବ୍ୟୁରୋ): ୫ଦଫା ଦାବି ନେଇ ଭତ୍ତା ହିତାଧିକାରୀମାନେ ଶୁକ୍ରବାର ବିଏମ୍ସି ଅଫିସ୍ ଆଗରେ ଧାରଣା ଦେଇଥିଲେ। ବାର୍ଦ୍ଧକ୍ୟ ଭତ୍ତା ପରିମାଣକୁ ୨ହଜାର ଟଙ୍କାକୁ ବୃଦ୍ଧି, ହରିଜନ ଓ ଆଦିବାସୀଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତାର ବୟସରେ ୫ ବର୍ଷ କୋହଳ କରିବା,…
ଟେଷ୍ଟରେ ଫେଲ ମାରିଲା ଫାଇଜରର କୋଭିଡ-୧୯ରେ ବ୍ୟବହାର ହେବାକୁ ଥିବା ଔଷଧ
ନୂଆଦିଲ୍ଲୀ,୩୦ ।୪: କରୋନା ସହ ଲଢିବାକୁ ଫାଇଜରର ଚେଷ୍ଟାକୁ ଝଟକା ଲାଗିଛି । କରୋନା ସହ ଲଢିବାକୁ ଫାଇଜର ପ୍ରସ୍ତୁତ କରିଥିବା ମେଡିସିନ ପାକ୍ସଲୋଭିଡ ଟେଷ୍ଟରେ ଫେଲ ମାରିଛି । ନିକଟରେ ଏହି ଔଷଧକୁ କୋଭିଡ ସଂକ୍ରମିତଙ୍କ ଉପରେ ପରୀକ୍ଷା କରାଯାଇଥିଲା…
ରୋଷେୟା ମୃତ୍ୟୁର ସିବିଆଇ ତଦନ୍ତ କରାଯାଉ
ଝାରସୁଗୁଡ଼ା ଅଫିସ,୩୦।୪: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ଲଳିତ କୁମାର ସାହୁଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିକରି ଜିଲା କଂଗ୍ରେସ କମିଟି ପକ୍ଷରୁ ଜିଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏଥିରେ ଉଲ୍ଲେଖ ରହିଛି, ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ…
ପୂର୍ବତନ ମନ୍ତ୍ରୀ ବଟକୃଷ୍ଣ ଜେନାଙ୍କ ସହଧର୍ମିଣୀଙ୍କ ପରଲୋକ
ଭୁବନେଶ୍ୱର, ୩୦।୪(ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ବଟକୃଷ୍ଣ ଜେନାଙ୍କ ସହଧର୍ମିଣୀ ପୁଷ୍ପଲତା ଜେନାଙ୍କ ଶୁକ୍ରବାର ସକାଳେ ପରଲୋକ ହୋଇଯାଇଛି। ତାଙ୍କୁ ୭୯ ବର୍ଷ ହେଇଥିଲା। ୟୁନିଟ୍-୬ ପ୍ରାଥମିକ ବିଦ୍ୟାଳୟରୁ ଅବସର ନେବା ପରେ ସେ ଆଧ୍ୟାତ୍ମିକ କାର୍ଯ୍ୟରେ ନିଜକୁ ସାମିଲ ରଖିଥିଲେ। ସେ…
ଲୋକେ ସଚେତନ ନ ହେଲେ ଆଗକୁ ବଡ଼ ବିପଦ
ଭୁବନେଶ୍ୱର, ୩୦।୪(ବ୍ୟୁରୋ): ଦୈନନ୍ଦିନ ଜୀବନରେ ବୃକ୍ଷର ଆବଶ୍ୟକତା ଖୁବ୍ ବେଶି। କିନ୍ତୁ ଦିନକୁ ଦିନ ଗଛ ସଂଖ୍ୟା କମିବାରେ ଲାଗିଛି। ଜନସାଧାରଣ ସଚେତନ ନ ହେବା ଯୋଗୁ ଭବିଷ୍ୟତରେ ଏହା ବଡ଼ ବିପଦ ସୃଷ୍ଟି କରିବ ବୋଲି ଶୁକ୍ରବାର ଗୀତଗୋବିନ୍ଦ ସଦନରେ…
ମାନସିକ ରୋଗୀଙ୍କ ପ୍ରତି ସହାନୁଭୂତିଶୀଳ ହେବା ଉଚିତ
କଟକ ଅଫିସ,୩୦।୪: ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟ ପ୍ରେକ୍ଷାଳୟରେ ଶୁକ୍ରବାର ‘ମୋ କଲେଜ’ ଅଭିଯାନ ପକ୍ଷରୁ ‘ଆଜିର ଯୁବ ସମାଜ ନିମନ୍ତେ ମାନସିକ ସ୍ବାସ୍ଥ୍ୟ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ‘ମୋ କଲେଜ’ ଅଭିଯାନର ରାଜ୍ୟ…
ସୋନାଲିକା, ଶ୍ରୀନିକାଙ୍କୁ ‘ଏକଲବ୍ୟ ସମ୍ମାନ’
ଭୁବନେଶ୍ୱର,୩୦।୪(ବ୍ୟୁରୋ): ଗୁରୁ-ଶିଷ୍ୟ ପରମ୍ପରା ସତରେ ନିଆରା। ଏହି ପରମ୍ପରାକୁ ଉଚ୍ଚକୋଟିର ଢଙ୍ଗରେ ଉପସ୍ଥାପନା କରିଥିଲେ ନୃତ୍ୟଗୁରୁ ଶାଶ୍ୱତ ଯୋଶୀ। ଏକଲବ୍ୟ କାର୍ଯ୍ୟକ୍ରମର ପ୍ରଥମ ଉପସ୍ଥାପନାରେ ଦେଖିବାକୁ ମିଳିଥିଲା ଏକ ନୂତନ ନୃତ୍ୟ ପରମ୍ପରା। ପ୍ରଥମଥର ପାଇଁ ଜଣେ କାହାଣୀ କହୁଥିବା ବେଳେ…
ମୁରୁଜରେ ସ୍ବଚ୍ଛତା ବାର୍ତ୍ତା ଦେଲେ କିନ୍ନର
ଭୁବନେଶ୍ୱର,୩୦।୪(ବ୍ୟୁରୋ): ସ୍ବଚ୍ଛତା କ୍ଷେତ୍ରରେ ସ୍ମାର୍ଟସିଟି ଭୁବନେଶ୍ୱରକୁ ଶୀର୍ଷରେ ପହଞ୍ଚାଇବାକୁ ବିଏମ୍ସି ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି। ସ୍ବଚ୍ଛ ସର୍ବେକ୍ଷଣ-୨୦୨୨ ଆଧାରରେ ସହରକୁ ସ୍ବଚ୍ଛ ରଖିବା ପାଇଁ କିନ୍ନର ସମ୍ପ୍ରଦାୟ ସହରବାସୀଙ୍କୁ ସଚେତନ କରିଛନ୍ତି। ଶୁକ୍ରବାର ବିଏମ୍ସି ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ…
Archives


