ମସ୍କ ହୋଇପାରନ୍ତି ଟୁଇଟର ସିଇଓ
ଓ୍ବାଶିଂଟନ୍, ୬ା୫: ସ୍ପେସ୍ଏକ୍ସ ମାଲିକ ଏଲନ ମସ୍କ ଟୁଇଟର କିଣିବା ପରେ ଏହାର ସିଇଓ କିଏ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଟୁଇଟର କିଣା ନେଇ ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ…
ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ପଦ୍ମ ପୁରସ୍କାର ନୋମିନେଶନ
ନୂଆଦିଲ୍ଲୀ, ୬ା୫: ପଦ୍ମ ପୁରସ୍କାର ୨୦୨୩ ନିମନ୍ତେ ଆସନ୍ତା ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଅନ୍ଲାଇନରେ ନୋମିନେଶନ ବା ନାଁ ସୁପାରିସ୍ କରାଯାଇପାରିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ଘୋଷଣା ହେବାକୁ ଥିବା ପଦ୍ମ…
ଠିକାଦାରଙ୍କ ସ୍ବାର୍ଥରେ ଏମ୍ଆଇପି
ଯାଜପୁର ଅଫିସ/ରଗଡ଼ି(ଡି.ଏନ.ଏ.),୬ା୫: ପାଣି ଅଭାବରୁ ଚାଷ କ୍ଷତିଗ୍ରସ୍ତ ହେଲେ ଚାଷୀଙ୍କ ଆଖିରୁ ଲୁହ ଝରେ। ଚାଷୀ ପରିବାରରେ ଆର୍ଥିକ ସଙ୍କଟ ଦେଖାଦିଏ। ଚାଷ ପାଇଁ ଜରୁରୀ ଆବଶ୍ୟକ ପାଣି। ସେଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି…
ହିନ୍ଦୁ ଯୁବକଙ୍କୁ ହତ୍ୟାକଲେ ମୁସଲମାନ ସ୍ତ୍ରୀଙ୍କ ଭାଇ
ହାଇଦ୍ରାବାଦ, ୬ା୫:ଜଣେ ମୁସଲମାନ ଯୁବତୀଙ୍କୁ ବିବାହ କରିଥିବା ହାଇଦ୍ରାବାଦର ହିନ୍ଦୁ ଯୁବକଙ୍କୁ ବୁଧବାର ରାତିରେ ସର୍ବସାଧାରଣରେ ପିଟି ହତ୍ୟା କରାଯାଇଛି। ଯୁବତୀଙ୍କ ଦୁଇ ସମ୍ପର୍କୀୟ ଭାଇ ଲୁହାରଡ୍ରେ ସମ୍ପୃକ୍ତ ଯୁବକଙ୍କୁ ପିଟୁଥିବାର ଭିଡିଓ ସିସିଟିଭିରେ କଏଦ ହୋଇଛି। ଘଟଣାସ୍ଥଳରେ ବହୁସଂଖ୍ୟାରେ ଲୋକ…
ଭାବୀସ୍ବାମୀଙ୍କୁ ଗିରଫ କଲେ ମହିଳା ପୋଲିସ
ଗୁଆହାଟୀ, ୬ା୫: ଠକେଇ ଅଭିଯୋଗରେ ଆସାମର ଜଣେ ମହିଳା ପୋଲିସ ଅଧିକାରୀ ନିଜ ଭାବୀସ୍ବାମୀଙ୍କୁ ଗିରଫ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ନଅଗାଁ ଥାନାରେ ଜୁନମୋନି ରାଭା ସବ୍ଇନ୍ସପେକ୍ଟର ଅଛନ୍ତି। ରାନା ପୋଗାଗ୍ଙ୍କ ସହ ଗତ ଅକ୍ଟୋବରରେ…
କୋଭିଡ୍ ମୃତ୍ୟୁ ଦେଢ଼ କୋଟି
ଜେନେଭା,୬ା୫:କୋଭିଡ୍ ମହାମାରୀରେ ୨୦୨୦ ଏବଂ ୨୦୨୧ରେ ଦେଢ଼ କୋଟିରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଛନ୍ତି। ବିଭିନ୍ନ ଦେଶ ଦେଇଥିବା ତଥ୍ୟ ଠାରୁ ଏହି ସଂଖ୍ୟା ପ୍ରାୟ ୩ ଗୁଣ ଅଧିକ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍ଓ) ପକ୍ଷରୁ ଗୁରୁବାର ପ୍ରକାଶିତ…
‘ନିଆଁ ସହ ଖେଳ ନାହିଁ’: ଶାହଙ୍କୁ ମମତାଙ୍କ ଜବାବ
କୋଲକାତା,୬ ।୫: ପଶ୍ଚିମବଙ୍ଗରେ ଶାସକ ତ୍ରୁଣ ମୂଳ କଂଗ୍ରେସ(ଟିଏମ୍ସି) ଓ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟରେ କଥା କଟାକଟି ଲାଗି ରହିଛି । ଗୁରୁବାର ସ୍ୱରଷ୍ଟ୍ରମନ୍ତ୍ରୀ ଅମିତ ଶାହ ସିଏଏ ଓ ରାଜ୍ୟର ଆଇନ ବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ…
ହାଇ ସ୍କୋରିଂ ମ୍ୟାଚ୍ରେ ବାଜିମାରିଲା ଦିଲ୍ଲୀ
ମୁମ୍ବାଇ,୫।୫: ସ୍ଥାନୀୟ ବ୍ରାବୋର୍ନ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଏକ ହାଇ ସ୍କୋରିଂ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ୨୧ ରନ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ୍କୁ ହରାଇ ଦେଇଛି। ଓପନର ଡେଭିଡ୍ ଓ୍ବାର୍ନର (୯୨*) ଏବଂ ରୋଭମାନ ପାଓ୍ବେଲ(୬୭*)ଙ୍କ ଅପରାଜିତ ଅର୍ଦ୍ଧଶତକ ଯୋଗୁ ଦିଲ୍ଲୀ କ୍ୟାପିଟାଲ୍ସ…
ସୀମାରୁ ମିଳିଲାଣି ୧୧ ସୁଡ଼ଙ୍ଗ
ଜମ୍ମୁ,୫ା୫(ଆଇଏଏନ୍ଏସ୍): ଜମ୍ମୁର ସାମ୍ବା ସେକ୍ଟରରେ ପାକିସ୍ତାନ ସଂଲଗ୍ନ ଅନ୍ତର୍ଜାତୀୟ ବର୍ଡରରୁ ଏକ ସୁଡ଼ଙ୍ଗ ଠାବ ହେବା ପରେ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ପାକିସ୍ତାନ ଆଗରେ ଏହି ପ୍ରସଙ୍ଗ ଉଠାଇବ ବୋଲି କହିଛି। ଖବରଦାତା ସମ୍ମିଳନୀରେ ଜମ୍ମୁ ବିଏସ୍ଏଫ୍ର ଇନ୍ସପେକ୍ଟର ଜେନେରାଲ…
ପିଇଓଙ୍କୁ ଅଟକ ରଖିଲେ ହିତାଧିକାରୀ
ବାରିପଦା ଅଫିସ,୫ା୫: ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ପାଉଁଶିଆ ପଞ୍ଚାୟତ ନିର୍ବାହୀ ଅଧିକାରିଣୀ(ପିଇଓ)ଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଉତ୍ତ୍ୟକ୍ତ ଲୋକେ ଗୁରୁବାର ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ। ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ସେ କାର୍ଯ୍ୟାଳୟ ମଧ୍ୟରେ ଅଟକି ରହିଥିଲେ।…
ଏକାସାଙ୍ଗରେ ଚାଲିଗଲା ଶଳା, ଭିଣୋଇଙ୍କ ଜୀବନ
କାମାକ୍ଷାନଗର,୫।୫(ଡି.ଏନ୍.ଏ.): କାଜୁ ସଂଗ୍ରହ କରିବାକୁ ବଗିଚାକୁ ଯାଇଥିବା ବେଳେ ମାଡ଼ିଆସିଲା ତୋଫାନ। ପ୍ରବଳ ବେଗରେ ଝଡ଼ବର୍ଷା ହେବା ସହିତ ପଡ଼ିଲା ଚଡ଼କ। ଏଥିରେ ଲିଭିଗଲା ସମ୍ପର୍କୀୟ ଶଳା, ଭିଣୋଇଙ୍କ ଜୀବନ ଦୀପ। ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ବଡସୁଆଁଳ ପଞ୍ଚାୟତ ଚକାପାଳ…
ଇଚ୍ଛୁକଙ୍କୁ ମିଳିବ ବିଦ୍ୟୁତ୍ରେ ସବ୍ସିଡି
ନୂଆଦିଲ୍ଲୀ, ୫ା୫: ଦିଲ୍ଲୀ ସରକାର ବିଦ୍ୟୁତ୍ ଉପଭୋକ୍ତାଙ୍କ ନିମନ୍ତେ ସବ୍ସିଡି ପ୍ରଦାନ ନିମନ୍ତେ ଏକ ଯୋଜନା ଆଣିଛନ୍ତି। ଏହି ସ୍କିମ୍ରେ ଅନ୍ତର୍ଭୂକ୍ତ ହେବାକୁ ଚାହୁଁଥିବା ଲୋକଙ୍କୁ ଆସନ୍ତା ଅକ୍ଟୋବର ୧ରୁ ବିଦ୍ୟୁତ୍ ସବ୍ସିଡି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଗୁରୁବାର…
Archives


