Home Left

ମନ୍ଦିରରେ ମୁସଲମାନ ମନ୍ତ୍ରୀଙ୍କ ପ୍ରବେଶକୁ ନେଇ ଉଠିଲା ବିବାଦ

ପାଟନା,୨୩।୮: ବିହାରରେ ମହାମେଣ୍ଟ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ଗୟାସ୍ଥିତ ବିଷ୍ଣୁପଦ ମନ୍ଦିରରେ ପହଞ୍ଚିଥିଲେ। ଏହି ସମୟରେ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ମହମ୍ମଦ ଇସ୍ରାଏଲ ମନସୁରୀଙ୍କ ସମେତ ଅନ୍ୟ ନେତାମାନେ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ।…

ବେଆଇନ ନିର୍ମାଣ ପାଇଁ ସିଲ୍‌ ହେଲା ମଲ୍‌

ଅନୁଗୋଳ ଅଫିସ, ୨୩।୮: ତାଳଚେର-ଅନୁଗୋଳ-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ (ତାମଡା)ଙ୍କ ନିକଟରୁ ଅନୁଗୋଳ ପୌରପାଳିକାକୁ କ୍ଷମତା ଆସିବା ପରେ ପ୍ରଥମ ଥର ବେଆଇନ୍‌ ନିର୍ମାଣ ଉପରେ ଚଢ଼ାଇ କରି ସିଲ୍‌ କରାଯାଉଛି। ଏକ ଶପିଂମଲ୍‌ ମାଲିକ ସନ୍ତୋଷଜନକ ଦସ୍ତାବିତ୍‌ ଦେଖାଇ ପାରି ନ…

ଭାରତ-ବ୍ରିଟେନ ସମ୍ପର୍କ ଆହୁରି ମଜଭୁତ କରିବାକୁ ଚାହୁଁଛନ୍ତି ଋଷି ସୁନକ

ଲଣ୍ଡନ,୨୩।୮: ବ୍ରିଟେନର ଆଗାମୀ ପ୍ରଧାନମନ୍ତ୍ରୀ ଦୌଡରେ ଥିବା ଭାରତୀୟ ବଂଶୋଦ୍ଭବ ଋଷି ସୁନକ ପଛରେ ପଡିଥାଇ ପାରନ୍ତି, କିନ୍ତୁ ସେ ଭାରତ ଏବଂ ବ୍ରିଟେନ ମଧ୍ୟରେ ସମ୍ପର୍କରେ ପରିବର୍ତ୍ତନ ଦେଖିବାକୁ ଚାହୁଁଛନ୍ତି। ଉତ୍ତର ଲଣ୍ଡନରେ କଞ୍ଜରଭେଟିଭ୍‌ ଫ୍ରେଣ୍ଡସ ଅଫ ଇଣ୍ଡିଆ (ସିଏଫ୍‌ଆଇଏ)…

ଦୀର୍ଘ ବର୍ଷ ହେଲା ଦୟନୀୟ

ଛେଣ୍ଡିପଦା, ୨୩ା୮ (ଡି.ଏନ.ଏ.): ମୂଲକୁ ନ ଗଲେ ମିଳେନି ଦାନା। ସେଥିପାଇଁ ମୁଣ୍ଡ ଉପରେ ଥିବା ଛପରର ହୋଇପାରୁନି ମରାମତି। ବିପଦ ଜାଣି ବି ଭଙ୍ଗା ଦଦରା ଘରେ ନେଉଛନ୍ତି ଆଶ୍ରୟ। ଦୀର୍ଘବର୍ଷ ହେଲା ଜରିପାଲ ତଳେ ଦୟନୀୟ ଅବସ୍ଥାରେ ବିତୁଛି…

ଫିଲ୍ମ ‘ଲାଲ ସିଂ ଚଡ୍ଡା’ ବ୍ୟାନ ପାଇଁ ହାଇକୋର୍ଟରେ ଆବେଦନ

ମୁମ୍ବାଇ,୨୩।୮: ବଲିଉଡ୍‌ର ମିଷ୍ଟର ଫରଫେକ୍ଟନିଷ୍ଟ ଆମିର ଖାନଙ୍କ ଫିଲ୍ମ ‘ଲାଲ ସିଂ ଚଡ୍ଡା’କୁ ନେଇ ବିବାଦ ଥମିବାର ନା ନେଉନି। ଏହାକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। ଏହି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରି କୋଲକାତା…

ଅବହେଳା ନ କରିବାକୁ ତାଗିଦ

ଅନୁଗୋଳ ଅଫିସ,୨୩ା୮: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଦେଶ ଅନୁଯାୟୀ ସ୍ବଚ୍ଛ ଓ ନିର୍ଭୁଲ ଭୋଟର ତାଲିକା ପ୍ରକାଶନ ନିମନ୍ତେ ଗତ ୧ ତାରିଖଠାରୁ ଆଧାର ନମ୍ବର ପଞ୍ଜୀକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଅନୁଗୋଳ ଉପଜିଲାପାଳ ତଥା ନିର୍ବାଚନ…

ଆଦର୍ଶ ବିଦ୍ୟାଳୟରେ ପାଠ ପଢ଼ାଇଲେ ଜିଲାପାଳ

ନାକଟିଦେଉଳ,୨୩ା୮(ଡ଼ି.ଏନ.ଏ.): ସମ୍ବଲପୁର ଜଲାପାଳ ଅନନ୍ୟା ଦାଶ ନାକଟିଦେଉଳ ବ୍ଲକ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ବ୍ଲକ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ସାରିବା ପରେ ଜିଲାପାଳ ପେଣ୍ଠବାହାଳ ନିକଟସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ଯାଇ ନିର୍ମାଣାଧୀନ କୋଠା ବୁଲି…

୬ ପାସେଞ୍ଜର ଟ୍ରେନ୍‌ ବାତିଲ

ଭୁବନେଶ୍ୱର,୨୩।୮(ବ୍ୟୁରୋ): ଭୁବନେଶ୍ୱର ଷ୍ଟେଶନ ପାଖରେ ଏକ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହେବା ପରେ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି। ଫଳରେ ଉଭୟ ପଟର ୬ଟି ଟ୍ରେନ୍‌ ବାତିଲ କରିଛି ପୂର୍ବତଟ ରେଳ ବିଭାଗ। ଭୁବନେଶ୍ୱର-ହାଓଡ଼ା, ଭୁବନେଶ୍ୱର-ବଲାଙ୍ଗିର, ପୁରୀ-ପାରାଦୀପ, ପୁରୀ-ବଡ଼ବିଲ, ତାଳଚେର-ପୁରୀ ଓ…

ଭାଜପା ନେତ୍ରୀଙ୍କ ପରଲୋକ

ପାଣାଜୀ,୨୩।୮: ଟିକଟକ ଷ୍ଟାର ତଥା ଭାଜପା ନେତ୍ରୀ ସୋନାଲି ଫୋଗଟଙ୍କ ହୃଦଘାତରେ ପରଲୋକ ଘଟିଛି। ଭାରତୀୟ ଜନତା ପାର୍ଟି ୨୦୧୯ରେ ତାଙ୍କୁ ହରିୟାଣାର ହିସାର ଜିଲାର ଆଦମପୁର ବିଧାନସଭା ଆସନରୁ ଟିକେଟ ଦେଇଥିଲା। ସେ ଏହି ନିର୍ବାଚନରେ ହାରିଯାଇଥିଲେ। ସେ ମଧ୍ୟ…

ଲଗାଣ ବର୍ଷାରେ ଫସଲ ନଷ୍ଟ

ରାଉରକେଲା ଅଫିସ,୨୩।୮: ଲଗାଣ ବର୍ଷା ଯୋଗୁ ରାଉରକେଲା ସହର ଆଖପାଖ ଅଞ୍ଚଳରେ ଫସଲ ନଷ୍ଟ ହୋଇଛି। ଫଳାରେ ବର୍ଷଯାକର ଆହାର ପାଇଁ ଚାଷ କରିଥିବା ଚାଷୀ ଚିନ୍ତାରେ ପଡିଯାଇଛି। ଗତ ଶୁକ୍ରବାର ଠାରୁ ସହରରେ ଲଘୁଚାପଜନିତ ବର୍ଷା ଲାଗି ରହିଥିବାବେଳେ ବିଭିନ୍ନ…

ଘର ଉପରେ ପଡ଼ିଲା ବରଗଛ

ସମ୍ବଲପୁର,୨୩ା୮(ବ୍ୟୁରୋ): ସମ୍ବଲପୁର ମହାନଗର ନିଗମ ଗୋବିନ୍ଦତୋଳା ପୋଲିସ କଲୋନୀଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଜୋରରେ ବର୍ଷାପବନ ହେବାରୁ କଲୋନୀର ଆଭାଷ ଖାନଙ୍କ ଘର ଉପରେ ଏକ ପୁରାତନ ବରଗଛ ଭାଙ୍ଗିପଡିଥିଲା। ଏହି ସମୟରେ ଘର ଭିତରେ ଥିବା ୧୩ଜଣ ସଦସ୍ୟ…

ଭାଜପା ବିଧାୟକ ଗିରଫ

ହାଇଦ୍ରାବାଦ,୨୩।୮: ତେଲେଙ୍ଗାନାର ଭାଜପା ବିଧାୟକ ଟି ରାଜା ସିଂ ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଗିରଫ ହୋଇଛନ୍ତି। ନିକଟରେ ଟି ରାଜା ସିଂ ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ କରିଥିଲେ। ଏହି ଭିଡିଓରେ ସେ ମହମ୍ମଦ ମହମ୍ମଦଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?