Home Left

ଅପରାଜିତାଙ୍କ ପ୍ରଶ୍ନର ଉତ୍ତର ଦେଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ,୨୨।୩: ଭିନ୍ନକ୍ଷମ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରୁଥିବା ବିଦ୍ୟାଳୟଗୁଡ଼ିକୁ ସ୍ବତନ୍ତ୍ର ସ୍ବୀକୃତି ପ୍ରସଙ୍ଗ ଉପରେ ସୋମବାର ଲୋକ ସଭାରେ ଆଲୋଚନା ହୋଇଥିଲା। ଭିନ୍ନକ୍ଷମଙ୍କୁ ଶିକ୍ଷାଦାନ କରୁଥିବା ସ୍ବତନ୍ତ୍ର ଶିକ୍ଷକମାନଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ଶିକ୍ଷା ମନ୍ତ୍ରଣାଳୟ ଏବଂ ଭାରତର ପୁନର୍ବାସ ପରିଷଦ…

କର ବା ମର ମ୍ୟାଚ୍‌ରେ ୫ ବଲରେ ୩ ଉଇକେଟ ହରାଇଲା ଟିମ୍‌ ଇଣ୍ଡିଆ

ହାମିଲଟନ,୨୨।୩: ଚଳିତ ମହିଳା ଦିନିକିଆ ବିଶ୍ୱକପ୍‌ରେ ବାଂଲାଦେଶ ବିପକ୍ଷ କର ବା ମର ମ୍ୟାଚ୍‌ରେ ଭଲ ଆରମ୍ଭ ମିଳିବା ପରେ ଟିମ୍‌ ଇଣ୍ଡିଆ ଲଗାତାର ୩ ଉଇକେଟ ହରାଇଛି। ସ୍ମ୍ରିତି ମନ୍ଧାନା (୩୦ ରନ୍‌, ୩ ଚୌକା) ଏବଂ ଶେଫାଳି ବର୍ମା…

ଆଲୋଚନାରେ ଅଗ୍ରଗତି ହୋଇନି: କ୍ରେମଲିନ୍‌

ମସ୍କୋ, ୨୨ା୩: ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ହୋଇଥିବା ଶାନ୍ତି ଆଲୋଚନାରେ କୌଣସି ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇନାହିଁ ବୋଲି କ୍ରେମ୍‌ଲିନ୍‌ ପକ୍ଷରୁ କୁହାଯାଇଛି। ରୁଷିଆ ଗ୍ରହଣ କରି ନ ପାରିବା ଭଳି ସର୍ତ୍ତ ରଖି ୟୁକ୍ରେନ୍‌ ଆଲୋଚନା ବାଟ ବନ୍ଦ କରୁଛି।…

ମୋଦିଙ୍କୁ ଆଣ୍ଠୁମାଡି ଦଣ୍ଡବତ କଲେ ୧୨୬ ବର୍ଷୀୟ ବୃଦ୍ଧ: ଜାଣନ୍ତୁ ତାଙ୍କ ଦୀର୍ଘାୟୁ ପଛର ରହସ୍ୟ

ନୂଆଦିଲ୍ଲୀ,୨୨।୩: ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଚଳିତବର୍ଷ ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଲୋକଙ୍କୁ ସମ୍ମାନୀତ କରିଛନ୍ତି। ବାରାଣସୀର ୧୨୬ ବର୍ଷ ବୟସ୍କା ସ୍ବାମୀ ଶିବାନନ୍ଦଙ୍କୁ ଭାରତୀୟ ଜୀବନଶୈଳୀ ଏବଂ ଯୋଗର ପ୍ରଚାର ପାଇଁ ପଦ୍ମଶ୍ରୀ ପ୍ରଦାନ କରାଯାଇଛି। ସମ୍ମାନ…

ରୁଷିଆ ସହ କାରବାର ବନ୍ଦ କର

କ୍ୱିଭ୍‌,୨୨।୩: ୟୁରୋପୀୟ ଦେଶଗୁଡ଼ିକ ତୁରନ୍ତ ରୁଷିଆ ସହ ସବୁ କାରବାର ବନ୍ଦ କରି ମସ୍କୋ ଉପରେ ଅଧିକ ଚାପ ପକାଇବାକୁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆହ୍ବାନ ଦେଇଛନ୍ତି। ୟୁକ୍ରେନ୍‌ ବିରୋଧରେ ପ୍ରୟୋଗ ହେଉଥିବା ରୁଷିଆ ଅସ୍ତ୍ରକୁ ପ୍ରାୟୋଜିତ କରା ନ…

ମାନ୍‌ଙ୍କୁ ଗୃହ, ହରପାଲ୍‌ଙ୍କୁ ଅର୍ଥ ବିଭାଗ

ଚଣ୍ଡିଗଡ଼,୨୨।୩ : ପଞ୍ଜାବର ୧୦ ମନ୍ତ୍ରୀଙ୍କ ମଧ୍ୟରେ ସୋମବାର ବିଭାଗ ବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ନିଜ ପାଖରେ ଗୃହ ବିଭାଗ ରଖିଥିବାବେଳେ ହରପାଲ ସିଂ ଚିମାଙ୍କୁ ଅର୍ଥ ଏବଂ ଗୁର୍‌ମିତ୍‌ ସିଂ ମିତ୍‌ ହାୟେରଙ୍କୁ ଶିକ୍ଷା ବିଭାଗ ଦାୟିତ୍ୱ…

‘ଦ କଶ୍ମୀର ଫାଇଲ୍ସ’କୁ ନେଇ ବିବାଦ, ଲାଗିଲା ୧୪୪ ଧାରା

କୋଟା,୨୨ ।୩: ରାଜସ୍ଥାନର କୋଟାରେ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ବିବାଦ ମୁଣ୍ଡ ଟେକିଛି । ଯାହା ଫଳରେ କୋଟା ସହରରେ ୨୨ ମାର୍ଚ୍ଚରୁ ୨୧ ଏପ୍ରିଲ ପର୍ଯ୍ୟନ୍ତ ଧାରା ୧୪୪ ଜାରି କରାଯାଇଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ…

ଏଏପିର ଗ୍ୟାରେଣ୍ଟି କାର୍ଡ

ବାଲେଶ୍ୱର ଅଫିସ, ୨୨।୩: ବାଲେଶ୍ୱର ପୌର ନିର୍ବାଚନ ପରିପ୍ରେକ୍ଷୀରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପକ୍ଷରୁ ସୋମବାର ଏକ ଖବରଦାତା ସମ୍ମିଳନୀ କରାଯାଇ ନିର୍ବାଚନୀ ଇସ୍ତାହାର ପରିପ୍ରେକ୍ଷୀରେ ୧୩ ପ୍ରସଙ୍ଗ ନେଇ ଜିଲା ସଭାପତି ସ୍ବର୍ଣ୍ଣ ଭାରତ ମଲ୍ଲିକ ଗ୍ୟାରେଣ୍ଟି କାର୍ଡ଼…

ପୁଣି ବଢିଲା ପେଟ୍ରୋଲ-ଡିଜେଲ୍‌

ନୂଆଦିଲ୍ଲୀ,୨୨।୩: ପୁଣି ମହଙ୍ଗା ମାଡ। ବଢିଲା ପେଟ୍ରୋଲ ଏବଂ ଡିଜେଲ୍‌ର ଦାମ୍‌। ମଙ୍ଗଳବାର ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୮୦-୮୦ ପଇସା ମହଙ୍ଗା ହୋଇଛି। ଏହାପୂର୍ବରୁ ବହୁଳବ୍ୟବହାରକାରୀ ଗ୍ରାହକଙ୍କ ପାଇଁ ଡିଜେଲ ମୂଲ୍ୟ ଲିଟର ପିଛା ୨୫ ଟଙ୍କା ବୃଦ୍ଧି…

କୃଷି ଆଇନକୁ ଅଧିକାଂଶ ଚାଷୀ ସଂଗଠନର ସମର୍ଥନ ଥିଲା

ନୂଆଦିଲ୍ଲୀ,୨୨।୩ : ଅଧିକାଂଶ କୃଷକ ସଂଗଠନ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ସମର୍ଥନ କରୁଥିଲେ। ଏବେ ଉକ୍ତ ଆଇନକୁ ପ୍ରତ୍ୟାହାର କରିନିଆଯାଇଛି। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟି ବିଭିନ୍ନ ସଂଗଠନ ସହ ଆଲୋଚନା କରିବା ପରେ ଉପରୋକ୍ତ ତଥ୍ୟ ଜାଣିବାକୁ ପାଇଛନ୍ତି।…

ୟୁକ୍ରେନ୍‌ରୁ କ୍ୟାଶ୍‌ ନେଇ ପଳାଉଥିଲେ

ବୁଦାପେଷ୍ଟ, ୨୨ା୩: ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌ରୁ ପ୍ରାୟ ୨୮ ମିଲିୟନ ଡଲାର ଏବଂ ୧.୩ ମିଲିୟନ ୟୁରୋ ନେଇ ପଳାଉଥିବାବେଳେ ହଙ୍ଗେରୀ ସୀମାରେ ଧରା ପଡ଼ିଛନ୍ତି ପୂର୍ବତନ ଏମ୍‌ପି କୋତ୍‌ଭିତ୍‌ସ୍କିଙ୍କ ସ୍ତ୍ରୀ। ସେ ୟୁକ୍ରେନ୍‌ ଛାଡ଼ି ଜାକରପଟିଆ ପ୍ରଦେଶ ଦେଇ ହଙ୍ଗେରୀରେ…

ଭାରତର ଆଭିମୁଖ୍ୟ ଗ୍ରହଣ କରିଛି କ୍ୱାଡ୍‌

ନୂଆଦିଲ୍ଲୀ, ୨୨ା୩: ୟୁକ୍ରେନ୍‌-ରୁଷିଆ ପ୍ରସଙ୍ଗରେ ଭାରତର ନିରପେକ୍ଷ ଆଭିମୁଖ୍ୟକୁ କ୍ୱାଡ୍‌ ଦେଶ ଗ୍ରହଣ କରିଛନ୍ତି ବୋଲି ଅଷ୍ଟ୍ରେଲିଆ କହିଛି। ୟୁକ୍ରେନ୍‌ରେ ଯୁଦ୍ଧ ରୋକିବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ସମସ୍ତ ସମ୍ପର୍କକୁ ବ୍ୟବହାର କରୁଥିବା ନୂଆଦିଲ୍ଲୀରେ ଅବସ୍ଥାପିତ ଅଷ୍ଟ୍ରେଲିଆ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri