ବିଲେଇ ନା ବ୍ୟାଙ୍କ କ୍ୟାସିଅର! ଏମିତି ଟଙ୍କା ଗଣୁଛି ଯେ ଭିଡିଓ ଦେଖିଲେ…
ଆଜିର ଅତ୍ୟାଧୁନିକ ଯୁଗରେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ସଂଖ୍ୟା ଅଧିକ। ଏଥିପାଇଁ ତ କିଛି ବି ଅଜବ ଘଟଣା କେଇଁ ମୂହୁର୍ତ୍ତରେ ଭାଇରାଲ ହୋଇଯାଏ। ସେଥିରୁ କିଛି ମଜାଦାର ହୋଇଥିବା ବେଳେ କିଛି ଆଶ୍ଚର୍ଯ୍ୟକର। ଏହି କ୍ରମରେ ଏବେ ଏକ ବିଲେଇର…
୪ ଜିଲାରେ ପ୍ରବଳ ବର୍ଷିବ: ଅରେଞ୍ଜ ଓ୍ବାର୍ନିଂ ଜାରି
ଭୁବନେଶ୍ୱର,୨୩।୮(ବ୍ୟୁରୋ): ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୪ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଜିଲାଗୁଡିକ ହେଲା ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଏବଂ ମୟୁରଭଞ୍ଜ। ଏହି ଜିଲାଗୁଡିକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ…
ଅଭିନେତା ନୁହେଁ ଅଭିନେତ୍ରୀ ଲୁକରେ ନୱାଜୁଦ୍ଦିନ
ମୁମ୍ବାଇ: ଲୋକେ କୁହନ୍ତି ପ୍ରଥମ ଇମ୍ପ୍ରେଶନ ସବୁଠାରୁ ଇମ୍ପୋଟାଣ୍ଟ ହୋଇଥାଏ । ଆଉ ଏକଥାର ପ୍ରମାଣ ମିଳିଛି ନୱାଜୁଦ୍ଦିନ ସିଦ୍ଦିକିଙ୍କ ନୂଆ ଫିଲ୍ମର ମୋଶନ ପୋଷ୍ଟରରେ । ନିର୍ଦ୍ଦେଶକ ଅକ୍ଷୟ ଅଜୟ ଶର୍ମାଙ୍କ ଆଗାମୀ ଫିଲ୍ମ ‘ହଡ୍ଡି’ ଦର୍ଶକଙ୍କ ମଧ୍ୟରେ ଏକ୍ସାଇଟମେଣ୍ଟ…
ଗିରଫ ହେବେ ବିଗ୍ ବସ ଫେମ୍ ସପ୍ନା ଚୌଧୁରୀ!
ହରିୟାଣାର ଡ୍ୟାନ୍ସର୍ ତଥା ବିଗ ବସ ଫେମ୍ ଅଭିନେତ୍ରୀ ସପ୍ନା ଚୌଧୁରୀ ଗିରଫ ହୋଇପାରନ୍ତି। ଲକ୍ଷ୍ନୌର ଏସିଜିଏମ କୋର୍ଟ ତାଙ୍କ ବିରୋଧରେ ଏକ ଗିରଫ ୱାରେଣ୍ଟ ଜାରି କରିଛନ୍ତି। ଅର୍ଥ ହେର୍ଫେର୍ ମାମଲାରେ ସୋମବାର ଶୁଣାଣି ହୋଇଥିଲା। ହେଲେ ଅଭିନେତ୍ରୀ ଜଣଙ୍କ…
ଆମେରିକାର ୫୦ଟି ରାଜ୍ୟରେ ବ୍ୟାପିଲା ମଙ୍କିପକ୍ସ ସଂକ୍ରମଣ: ଗୋଟିଏ ସପ୍ତାହରେ ବିଶ୍ୱର ସର୍ବାଧିକ ମାମଲା ଚିହ୍ନଟ
ଓ୍ବାଶିଂଟନ,୨୩।୮: ଆମେରିକାରେ ମଙ୍କିପକ୍ସ ସଂକ୍ରମଣ ପ୍ରକୋପ ଥମିବାର ନା ନେଉନି। ବର୍ତ୍ତମାନ ଦେଶର ସମସ୍ତ ୫୦ଟି ରାଜ୍ୟରେ ଏହି ସଂକ୍ରମଣ ବ୍ୟାପିଥିବା ଜଣାପଡ଼ିଛି। ଅନ୍ୟ ଦେଶ ଅପେକ୍ଷା ଆମେରିକାରେ ଅଧିକ ମାମଲା ରେକର୍ଡ କରାଯାଇଛି। ଆଫ୍ରିକା ମହାଦ୍ୱୀପ ପରେ ଆମେରିକା ହେଉଛି…
ଆସନ୍ତା ବର୍ଷ ରିଲିଜ ହେବ ଚିରଞ୍ଜିବଙ୍କ ଫିଲ୍ମ ‘ଭୋଳା ଶଙ୍କର’
ଚେନ୍ନାଇ: ସାଉଥର ମେଗାଷ୍ଟାର ଚିରଞ୍ଜିବଙ୍କୁ ସମସ୍ତେ ଜାଣନ୍ତି । ସେ ତାଙ୍କ କ୍ୟାରିୟରରେ ଦର୍ଶକଙ୍କୁ ବହୁତ ହିଟ ଫିଲ୍ମ ଭେଟି ଦେଇଛନ୍ତି । ଏହାରି ଭିତରେ ଶୁଣିବାକୁ ମିଳିଛି କି ମେଗାଷ୍ଟାର ଚିରଞ୍ଜିବଙ୍କ ମଚ ଆୱେଟେଡ ଆକ୍ସନ-ଏଣ୍ଟରଟେନର ଫିଲ୍ମ ‘ଭୋଳା ଶଙ୍କର’…
ଶିବସେନା ବିବାଦକୁ ନେଇ ସୁପିମକୋର୍ଟଙ୍କ ବଡ ନିଷ୍ପତ୍ତି, ୫ ଜଜଙ୍କ ସମ୍ବିଧାନ ପୀଠକୁ ଦିଆଗଲା ମାମଲା
ନୂଆଦିଲ୍ଲୀ,୨୩ ।୮: ଶିବସେନା କାହାର? ଏବେ ଏହି ମାମଲା ସୁପ୍ରିମକାର୍ଟରେ । ମଙ୍ଗଳବାର ଏହାର ଏକ ଶୁଣାଣି କରି କୋର୍ଟ ଏହି ମାମଲାକୁ ୫ ଜଜଙ୍କ ଖଣ୍ଡପୀଠକୁ ହସ୍ତାନ୍ତର କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଏହାର ଶୁଣାଣି ହେବ…
ରାଷ୍ଟ୍ରପତିଙ୍କୁ ଭେଟିଲେ ସୋନିଆ ଗାନ୍ଧୀ
ନୂଆଦିଲ୍ଲୀ,୨୩।୮: କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ମଙ୍ଗଳବାର ରାଷ୍ଟ୍ରପତି ଭବନରେ ସୋନିଆ ଗାନ୍ଧୀ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ। ଏହି ସାକ୍ଷାତକାରକୁ କଂଗ୍ରେସ ପକ୍ଷରୁ ସୌଜନ୍ୟମୂଳକ ଓ ଔପଚାରିକ ବୋଲି କୁହାଯାଇଛି।…
ଲଶ୍କର-ଏ-ତୋଏବାର ୨ଆତଙ୍କବାଦୀ ଗିରଫ: ଗୋଳାବାରୁଦ, ଅସ୍ତ୍ରଶସ୍ତ୍ର ଜବତ
ବଡ଼ଗାମ,୨୩।୮: ଜମ୍ମୁ-କଶ୍ମୀରର ବଡ଼ଗାମ ଜିଲାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୋମବାର ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଏବାର ୨ଆତଙ୍କବାଦୀ ସହଯୋଗୀଙ୍କୁ ପୋଲିସ ଗିରଫ କରିଛି। ଏଥିସହ ବିପୁଳ ପରିମାଣର ଗୋଳାବାରୁଦ ମଧ୍ୟ ଜବତ କରାଯାଇଛି। ସୂଚନାଯୋଗ୍ୟ, ସେନା ଓ ପୋଲିସର ମିଳିତ ଉଦ୍ୟମରେ…
ଆଧାର ଲିଙ୍କ୍ କରିବାକୁ ବାଧ୍ୟ କରାଯାଉଛି: ଟିଏମ୍ସି ମୁଖପାତ୍ର
ନୂଆଦିଲ୍ଲୀ,୨୩।୮: ଭୋଟର ପରିଚୟପତ୍ର ସହ ଆଧାର ନମ୍ବର ସଂଯୋଗ କରିବା ଲାଗି ଲୋକଙ୍କୁ ବାଧ୍ୟ କରାଯାଉଥିବା ତୃଣମୂଳ କଂଗ୍ରେସ (ଟିଏମ୍ସି) ମୁଖପାତ୍ର ସାକେତ ଗୋଖ୍ଲେ ଅଭିଯୋଗ କରିଛନ୍ତି। ଏଥିପାଇଁ ନିର୍ବାଚନ ଅଧିକାରୀମାନେ ଲୋକଙ୍କୁ ଡାକିବା ସହ ଚାପ ପକାଉଥିବା ଇଣ୍ଟରନେଟ ଫ୍ରିଡମ୍…
ମୃତ୍ୟୁର ଅଧଘଣ୍ଟା ପୂର୍ବରୁ ଶ୍ୱେତା କରିଥିଲେ ୧୫ ଥର କଲ୍
ଭୁବନେଶ୍ବର ୨୩।୮: ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତା ଆତ୍ମହତ୍ୟା ଘଟଣାରେ ଆଉ ଏକ ଖବର ସାମ୍ନାକୁ ଆସିଛି। ପୋଲିସ ହାତରେ ସିଡିଆର୍ ରିପୋର୍ଟ ଲାଗିଥିବା ବେଳେ ଶ୍ୱେତା ମୃତ୍ୟୁ ପୂର୍ବରୁ ୧୫ ଥର କଲ କରିଥିବା ଜଣାପଡ଼ିଛି । ତେବେ ଶେଷ କଲ…
୧୦ ଫୁଟର ଅଜଗର ଉଦ୍ଧାର
ପାଟଣା,୨୩।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ବେଗନା ଗ୍ରାମର ଛକ ନିକଟରୁ ବିଳମ୍ବିତ ରାତିରେ ଏକ ୧୦ ଫୁଟର ଅଜଗରକୁ ଉଦ୍ଧାର କରାଯାଇଛି। ରାତିରେ ସାପଟିକୁ ଗାଁ ନିକଟରେ ଦେଖି ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଖବରପାଇ ବନ ବିଭାଗ…

