Home Left

ପୁଣି ରିମାଣ୍ଡରେ ଗଲେ ପାୟଲ-ବିକାଶ

ଭୁବନେଶ୍ୱର,୮।୫(ବ୍ୟୁରୋ): ସିଭି ରମଣ ବିଶ୍ୱବିଦ୍ୟାଳୟର ୯୭ ଲକ୍ଷ ଟଙ୍କା ହଡପ ମାମଲାରେ ଗିରଫ ହୋଇଥିବା ଆକାଉଣ୍ଟାଣ୍ଟ ପାୟଲ ମହାପାତ୍ର ଏବଂ ପ୍ରେମିକ ବିକାଶ କୁମାର ପୁଣି ରିମାଣ୍ଡରେ ଯିବେ। ଏହି ପ୍ରେମୀ ଯୁଗଳଙ୍କୁ ତମାଣ୍ଡୋ ଥାନା ପୋଲିସ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡରେ…

ସୋମବାର କଟକ ଡିସିପି ଭାବେ ଦାୟିତ୍ୱ ନେବେ ପିନାକ ମିଶ୍ର

କଟକ ଅଫିସ, ୮।୫: କଟକର ନୂଆ ଡିସିପି ଭାବେ ପିନାକ ମିଶ୍ର ସୋମବାର ଦାୟିତ୍ୱ ଗ୍ରହଣ କରିବେ। ସେ ଗତ ଗୁରୁବାରଠାରୁ ବ୍ରହ୍ମପୁର ଏସ୍‌ପି ଦାୟିତ୍ୱରୁ ଛୁଟି ନେଇସାରିଛନ୍ତି । ରବିବାର ସେ କଟକରେ ପହଞ୍ଚିବେ । ପର ଦିନ ୯…

ଐତିହାସିକ ରେକର୍ଡ, ଏପ୍ରିଲ୍‌ରେ କାଶୀ ବିଶ୍ୱନାଥ ମନ୍ଦିରକୁ ମିଳିଛି ୫.୪୫ କୋଟି ଦାନ…

ବାରାଣସୀ, ୮।୫ : ଶ୍ରୀ କାଶୀ ବିଶ୍ୱନାଥ ଧାମ ନିର୍ମାଣ ହେବା ପରଠାର ଏକ ମାସ ମଧ୍ୟରେ ସର୍ବାଧିକ ଦାନ ପାଇଁ ଏକ  ଐତିହାସିକ ରେକର୍ଡ ହୋଇଛି। ପ୍ରକାଶିତ ତଥ୍ୟ ଅନୁଯାୟୀ, ଏପ୍ରିଲ ମାସରେ ମନ୍ଦିରକୁ ୫.୪୫ କୋଟି ଟଙ୍କାର ଦାନ…

ଦିଲ୍ଲୀ ଗସ୍ତରେ କଂଗ୍ରେସ ନେତା

ଭୁବନେଶ୍ବର,୮।୫(ବ୍ୟୁରୋ): ଦଳୀୟ ହାଇକମାଣ୍ଡଙ୍କ ଡାକରାରେ ଦିଲ୍ଲୀ ଗସ୍ତ କଲେ କଂଗ୍ରେସ ନେତା। ରବିବାର ଶରତ ପଟ୍ଟନାୟକ, ବିଧାୟକ ମହମ୍ମଦ ମୋକିମ, ସୁରେଶ ରାଉତରାୟ, ସନ୍ତୋଷ ସିଂହ ସାଲୁଜା, ରାଜନ ଏକ୍କା, ରମେଶ ଜେନା, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ…

ଏମିତି ଦ୍ୱୀପ, ଯାହା ଦେଖିବାକୁ କଦଳୀ ପରି

ବିଶ୍ୱରେ ଏମିତି ଏକ ଦ୍ୱୀପ ରହିଛି, ଯାହା ଦେଖିବାକୁ କଦଳୀ ପରି। ଏମିତି ଆକୃତିର ଦ୍ୱୀପ ନାଇଜେରିଆର ଲାଗୋସରେ ରହିଛି। ଏହି ଦ୍ୱୀପର ନାଁ ‘ବାନାନା ଆଇସ୍‌ଲାଣ୍ଡ୍‌’। ନାଁ ଶୁଣି ଆପଣ ଭାବିବେନି ଯେ, ଏଠାରେ କଦଳୀ ବୋଧେ ବହୁତ ଚାଷ…

ରାଜ୍ୟର ୪ ବନ୍ଦର ପାଇଁ ୧ ନଂ ବିପଦ ସଙ୍କେତ

ଭୁବନେଶ୍ୱର,୮।୫(ବ୍ୟୁରୋ): ଦକ୍ଷିଣପୂର୍ବ ବଙ୍ଗୋପସାଗରେ ସୃଷ୍ଟ ଅବପାତ ବାତ୍ୟା ‘ଅସାନି’ରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୧୦ ତାରିଖ ସନ୍ଧ୍ୟାରୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ…

ଅତିରିକ୍ତ ତହସିଲଦାର, ରାଜସ୍ବ ନିରୀକ୍ଷକଙ୍କ ଗଛଡ଼ାଳ ଭାଙ୍ଗି ପିଟିଲେ ଆକ୍ରମଣକାରୀ

ଗଞ୍ଜାମ,୮।୫(ଡି.ଏନ୍‌.ଏ.): ବାଲି ଚୋରା ଚାଲାଣକୁ ରୋକିବାକୁ ଯାଇ ଲହୁଲୁହାଣ ହୋଇଛନ୍ତି ଅତିରିକ୍ତ ତହସିଲଦାରଙ୍କ ସମେତ ୩ ଆର୍‌ଆଇ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ତହସିଲ ଅଧୀନ କାଇଁଚପୁର ପଞ୍ଚାୟତ ମାଳିଜଗନ୍ନାଥପୁରରେ । ଆକ୍ରମଣକାରୀମାନେ ଗଛଡ଼ାଳ ଭାଙ୍ଗି ଉପସ୍ଥିତ ଅଫିସର…

ମା’

ମା’। ଯାହା ପାଖରେ ଭରିରହିଛି ସନ୍ତାନ ପ୍ରତି ଅମାପ ସ୍ନେହ, ମମତା ଓ ଭଲଭାଇବା। ତା’ର ପ୍ରତିଟି ସମୟ ନିଜ ସନ୍ତାନ ପାଇଁ ଉତ୍ସର୍ଗୀକୃତ। ସନ୍ତାନକୁ ସବୁ ଖୁସି ଆଉ ସୁବିଧା ସୁଯୋଗ ଅଜାଡ଼ି ଦେଇ ଏକ ସଫଳ ବ୍ୟକ୍ତିତ୍ୱର ପରିଚୟ…

‘କଫି ୱିଥ୍‌ କରଣ’ର ଶୁଟିଂ ଆରମ୍ଭ

କରଣ ଜୋହରଙ୍କ ଲୋକପ୍ରିୟ ଶୋ’ ‘କଫି ୱିଥ୍‌ କରଣ’ ଗତ କିଛି ଦିନ ଧରି ଚର୍ଚ୍ଚାରେ ରହିଛି। ପ୍ରଥମେ ଶୋ’କୁ ନେଇ ଅନେକ ଖବର ସାମ୍ନାକୁ ଆସିଥିବା ବେଳେ ନିକଟରେ ଚର୍ଚ୍ଚା ହେଉଥିଲା କି ଏହି ଶୋ’ ଆଉ ଦର୍ଶକ ଦେଖି…

ରାତିରେ ମେଶିନ, ଦିନରେ ଟ୍ରାକ୍ଟର

ବାରିପଦା ଅଫିସ, ୮।୫: ମୟୂରଭଞ୍ଜ ଜିଲା ଦେଇ ପ୍ରବାହିତ ବୁଢାବଳଙ୍ଗ ନଦୀର ସଇରାତରୁ ବେଆଇନ ବାଲି ଉତ୍ତୋଳନକୁ ନେଇ ଗ୍ରୀନ ଟ୍ରିବ୍ୟୁନାଲର ଛାଟ ପଡିବା ପରେ ଜିଲା ପ୍ରଶାସନ ନିଦାବିଷ୍ଣୁ ସାଜିଛି। ଜିଲାର ସଦରମହକୁମା ବାରିପଦାସ୍ଥିତ ମଧୁବନ ସଇରାତ ଓ ବେତନଟୀ ତହସିଲ…

ସ୍ଥଳଭାଗ ମୁହାଁ ଅସାନି

ଭୁବନେଶ୍ୱର,୮।୫(ବ୍ୟୁରୋ): ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବାତ୍ୟାର ରୂପ ନେଇଛି। ବାତ୍ୟା ଅସାନି ଘନୀଭୂତ ହୋଇ ସ୍ଥଳଭାଗ ମୁହାଁ ହେଉଛି। ୬ ଘଣ୍ଟା ଧରି ଘଣ୍ଟା ପ୍ରତି ୧୬ କିମି ବେଗରେ ଉତ୍ତର -ପଶ୍ଚିମ ଦିଗରେ ଗତି…

୧୦ ସନ୍ଧ୍ୟାରୁ ଏସବୁ ଜିଲାରେ ପ୍ରବଳ ବର୍ଷିବ!

ଭୁବନେଶ୍ୱର,୮।୫(ବ୍ୟୁରୋ): ଗଭୀର ଅବପାତ ପରେ ବଙ୍ଗୋପସାଗରରେ ବାତ୍ୟା ‘ଅସାନି’ ସୃଷ୍ଟି ହୋଇଛି। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହାର ପ୍ରଭାବରେ ୧୦ ତାରିଖ ସାରୁ ବର୍ଷା ହେବାର ସମ୍ଭାବନା ରହିଛି। ଏହା ୧୨…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri