ମୋଦିଙ୍କୁ ଭେଟିଲେ ମାନ: ମାଗିଲେ ୫୦ ହଜାର କୋଟି ଟଙ୍କା ସହାୟତା
ନୂଆଦିଲ୍ଲୀ,୨୪।୩: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନ ଗୁରୁବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଏହା ଉଭୟଙ୍କ ପ୍ରଥମ ସାକ୍ଷାତ। ଏହି ସାକ୍ଷାତ ପରେ ମାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋତେ ବିଜୟ…
ମଦ ପିଇ ମହିଳା କଲେ ଏମିତି କାମ, ହୋସ୍ ଆସିବା ପରେ…
ମଦ୍ୟପାନ କରୁଥିବା ବ୍ୟକ୍ତି ନିଜେ ଜାଣି ପାରନ୍ତି ନାହିଁ ସେ କ’ଣ କେତେବେଳେ କରୁଛନ୍ତି। ମନକୁ ଯାହା ଯେତେବେଳେ ଆସେ ତାହା ସଙ୍ଗେ ସଙ୍ଗେ କରିଦିଅନ୍ତି। ଏମିତି ଏକ ଘଟଣା ଘଟିଛି ଜଣେ ମହିଳାଙ୍କ କ୍ଷେତ୍ରରେ। ସେ ମଦ ପିଇ ଟାଟୁ…
ଆରପାରିରେ ଅଭିନେତା ଅଭିଷେକ ଟାର୍ଟାଜୀ
ବଙ୍ଗାଳୀ ସିନେମାର ଜଣାଶୁଣା ଅଭିନେତା ଅଭିଷେକ ଟାର୍ଟାଜୀଙ୍କ ଗୁରୁବାର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ବିଗତ କିଛିଦିନ ହେଲା ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ ଅଭିଷେକ । ଅନେକ ଚେଷ୍ଟା ପରେ ସେ ଜୀବନ…
ଜାଡେଜାଙ୍କୁ ଅଧିନାୟକ କରିବା ଧୋନୀଙ୍କ ନିଷ୍ପତ୍ତି
ନୂଆଦିଲ୍ଲୀ,୨୪।୩: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଅଧିନାୟକ ଭାର ରବୀନ୍ଦ୍ର ଜାଡେଜାଙ୍କୁ ହସ୍ତାନ୍ତର କରିଛନ୍ତି ମହେନ୍ଦ୍ର ସିଂ ଧୋନୀ। ଏ ନେଇ ଚେନ୍ନାଇ ଫ୍ରାଞ୍ଚାଇଜ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। “ଧୋନୀ ସିଏସ୍କେର ନେତୃତ୍ୱ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ…
ଅପରାହ୍ନ ୩ଟା ସୁଦ୍ଧା ହିଞ୍ଜିଳିରେ ୫୪ ପ୍ରତିଶତ ମତଦାନ
ହିଞ୍ଜିଳିକାଟୁ,୨୪ା୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌର ପରିଷଦ ନିର୍ବାଚନ ନିମନ୍ତେ ଗୁରୁବାର ବିଭିନ୍ନ ଓ୍ବାର୍ଡରେ ମତଦାନ ନିମନ୍ତେ ଭୋଟରଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି। ଅପରାହ୍ନ ୩ଟା ସୁଦ୍ଧା ଏଠାରେ ୫୪ ପ୍ରତିଶତ ମତଦାନ ହୋଇଥିବା ପ୍ରକାଶ। ପୂର୍ବାହ୍ନରେ ମତଦାନ ନିମନ୍ତେ…
ଆଫଗାନିସ୍ତାନରେ ବନ୍ଦ ହେଲା ବାଳିକା ସ୍କୁଲ
କାବୁଲ,୨୪।୩:ଆଫଗାନିସ୍ତାନ ଶାସନ ଭାର କଠୋରପନ୍ଥୀ ତାଲିବାନ୍ ସରକାର ହାତକୁ ଚାଲିଯିବା ପରେ ଦେଶରେ ଅସ୍ଥିରତା ଲାଗି ରହିଛି। ଏପର୍ଯ୍ୟନ୍ତ ତାଲିବାନ୍ ସରକାର ଦେଇଥିବା କୌଣସି ପ୍ରତିଶ୍ରୁତି ପୂରଣ କରିପାରିନାହିଁ। ମାର୍ଚ୍ଚ ୨୩ ଅର୍ଥାତ୍ ବୁଧବାରଠାରୁ ଦେଶର ସମସ୍ତ ସ୍କୁଲ ଖୋଲିବା ନେଇ…
ଟ୍ରେନିଂ ପୂର୍ବରୁ ମିଟିଂରେ ଧୋନୀ ନିଷ୍ପତ୍ତି ଶୁଣାଇଥିଲେ
ନୂଆଦିଲ୍ଲୀ,୨୪।୩: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)ର ଅଧିନାୟକ ପଦରୁ ଓହରି ଯାଇଛନ୍ତି ମହେନ୍ଦ୍ର ସିଂ ଧୋନୀ। ଧୋନୀ ଦଳର ନେତୃତ୍ୱ ହସ୍ତାନ୍ତର ପାଇଁ ଚିନ୍ତା କରୁଥିଲେ। ଗୁରୁବାର ଟ୍ରେନିଂ ପୂର୍ବରୁ ଟିମ୍ ମିଟିଂ ବସିଥିଲା। ମିଟିଂ ବେଳେ ସେ ତାଙ୍କର ନିଷ୍ପତ୍ତି…
କାଲି ରିଲିଜ୍ ହେବ ‘ଆର୍ଆର୍ଆର୍’, ଅନେକ ହଲରେ ଟିକେଟ୍ ଶେଷ
ରାତି ପାହିଲେ ରିଲିଜ୍ ହେବ ବହୁ ପ୍ରତୀକ୍ଷିତ ଫିଲ୍ମ‘ଆର୍ଆର୍ଆର୍’। ଶୁକ୍ରବାର ଫିଲ୍ମ ରିଲିଜ୍ ହେବାକୁ ଥିବା ବେଳେ ଦର୍ଶକଙ୍କ ବହୁ ଦିନର ଅପେକ୍ଷାର ଅନ୍ତ ଘଟିବ। ତେବେ ଫିଲ୍ମକୁ ଦେଖିବାକୁ ସିନେମା ହଲ୍ଗୁଡିକରେ ଟିକେଟ୍ ବୁକିଂ କେବେଠାରୁ ଆରମ୍ଭ ହୋଇଯାଇଛି। ଅନେକ…
ସିରିଏଲ କିସର ଇମ୍ରାନଙ୍କ କିସ୍କୁ ପସନ୍ଦ କରନ୍ତିନି ସ୍ତ୍ରୀ, ରାଗିକି…
ଆଜି ବଲିଉଡ ଅଭିନେତା ତଥା କିସ ଷ୍ଟାର ଇମ୍ରାନ ହାସ୍ମିଙ୍କ ଜନ୍ମ ଦିନ। ତାଙ୍କ ଫିଲ୍ମ କ୍ୟାରିୟର ଯେତିକି ସଫଳତା ଆଣି ଦେଇଛି ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ସେତିକି ରୋଚକପୂର୍ଣ୍ଣ। ‘ସିରିଏଲ କିସର’ ଭାବରେ ଜଣାଶୁଣା ଇମ୍ରାନଙ୍କ ଏପରି କୌଣସି…
ଜାଣନ୍ତୁ ‘କଶ୍ମୀର ଫାଇଲ୍ସ’ ଫିଲ୍ମ ପାଇଁ କେଉଁ ଷ୍ଟାରକାଷ୍ଟ କେତେ ଫି ନେଇଛନ୍ତି
ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଫିଲ୍ମ ‘କଶ୍ମୀର ଫାଇଲ୍ସ’କୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଜୋର ଧରିଛି। କମ୍ ବଜେଟରେ ନିର୍ମିତ ହୋଇଥିବା ଫିଲ୍ମଟି ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିଛି । ଏହି ଫିଲ୍ମ ଖୁବଶୀଘ୍ର ୨୦୦ କୋଟିରେ ଏଣ୍ଟ୍ରି କରିବାକୁ…
ପୁଣି ବିବାଦରେ ଦିଦି
କୋଲକତା,୨୪।୩: ପଶ୍ଚିମବଙ୍ଗର ବୀରଭୂମରେ ହୋଇଥିବା ହିଂସାକୁ ନେଇ ରାଜନୀତି ଏବେ ତୀବ୍ର ହୋଇଛି। ଭାଜପା, କଂଗ୍ରେସ ସମେତ ଅନେକ ବିରୋଧୀଦଳ ନେତା ଟିଏମସି ସରକାର ବିରୋଧରେ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ଏସବୁ ମଧ୍ୟରେ ମମତା ବାନାର୍ଜୀ ଗୁରୁବାର ବୀରଭୂମରେ ପହଞ୍ଚି ହିଂସାରେ…
ରିଲିଜ୍ ପୂର୍ବରୁ ଫିଲ୍ମକୁ ନେଇ ବିବାଦ
ନିର୍ଦ୍ଦେଶକ ଏସ୍ ଏସ୍ ରାଜାମୌଲିଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆର୍ଆର୍ଆର୍’ ଶୁକ୍ରବାର ପ୍ରେକ୍ଷାଳୟରେ ରିଲିଜ୍ ହେବାକୁ ଯାଉଛି। ଏହି ଫିଲ୍ମକୁ ଦେଖିବାକୁ ଦର୍ଶକ ବହୁ ଦିନରୁ ଅପେକ୍ଷା କରଛନ୍ତି। ଫିଲ୍ମରେ ଜୁନିୟର ଏନ୍ଟିଆର ଏବଂ ରାମ ଚରଣଙ୍କୁ ଦେଖିବାକୁ ପାଇବେ। କରୋନା…
Archives


