Home Left

ରୁଷିଆର ବଡ଼ ପରାଜୟ

କ୍ୱିଭ୍‌,୨୪।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବାର ଆଜିକୁ ଏକ ମାସ ବିତିଗଲାଣି। ଫେବୃଆରୀ ୨୪ରେ ଆଜିର ଦିନରେ ରୁଷିଆ ଆର୍ମି ୟୁକ୍ରେନରେ ପ୍ରବେଶ କରିଥିଲା, କିନ୍ତୁ ଗୋଟିଏ ମାସ ପରେ ମଧ୍ୟ ରୁଷିଆ ୟୁକ୍ରେନକୁ ପରାସ୍ତ କରିବାରେ ସକ୍ଷମ…

ମିଳିଲା ଭିଜା, ସନ୍ଧ୍ୟାରେ ପହଞ୍ଚିବେ

ମୁମ୍ବାଇ,୨୪।୩: ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲିଙ୍କ ଅପେକ୍ଷାର ଅନ୍ତ ଘଟିଛି। ତାଙ୍କୁ ଭାରତ ଗସ୍ତ କରିବା ପାଇଁ ବୁଧବାର ରାତିରେ ଭିଜା ଏବଂ ଅନ୍ୟ ଆବଶ୍ୟକୀୟ ଡକ୍ୟୁମେଣ୍ଟ ମିଳିଛି। ଏହାକୁ ସ୍ପଷ୍ଟ କରିଛି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)। ସେ ଭିଜା…

ଫିଲ୍ମ ଜଗତକୁ ଆସିବା ପୂର୍ବରୁ ଏହି ସେଲିବ୍ରିଟିଙ୍କ ପ୍ରକୃତ ନାଁ କଣ ଥିଲା ଜାଣନ୍ତି

ବଲିଉଡ ସେଲିବ୍ରିଟିଙ୍କ ବିଷୟରେ ଜାଣିବାକୁ ପ୍ରଶଂସକଙ୍କ ମଧ୍ୟରେ ଏକ ଭିନ୍ନ କ୍ରେଜ ଅଛି। ପ୍ରିୟ ସେଲିବ୍ରିଟିଙ୍କ ବିଷୟରେ ସବୁକିଛି ଜାଣିବାକୁ ଚାହାଁନ୍ତି ପ୍ରଶଂସକ। ପ୍ରଶଂସକମାନେ ସେମାନଙ୍କର ପ୍ରିୟ ଅଭିନେତା ଏବଂ ଅଭିନେତ୍ରୀଙ୍କ ପ୍ରକୃତ ନାମ ବିଷୟରେ ଜାଣିବାକୁ ସର୍ବଦା ଆଗ୍ରହୀ। ତେଣୁ…

ଗୁଗୁଲ ଗର୍ଲ କାଶଭି ତୃତୀୟ ଶ୍ରେଣୀରୁ ଯିବେ ଅଷ୍ଟମକୁ, ହାଇକୋର୍ଟଙ୍କ ନିର୍ଦ୍ଦେଶ…

ପାଲାମପୁର,୨୪।୩ : ଏକ ସ୍ବତନ୍ତ୍ର ମାମଲାରେ ହିମାଚଳ ପ୍ରଦେଶ ହାଇକୋର୍ଟ ପାଲାମପୁରର ତୃତୀୟ ଶ୍ରେଣୀ ଛାତ୍ରୀ ଗୁଗୁଲ ଗର୍ଲ କାଶଭିଙ୍କୁ ଅଷ୍ଟମ ଶ୍ରେଣୀରେ ପଢ଼ିବାକୁ ଅନୁମତି ଦେଇଛନ୍ତି। ମୁଖ୍ୟ ବିଚାରପତି ମହମ୍ମଦ ରଫିକ ଏବଂ ଜଷ୍ଟିସ ଜ୍ୟୋତ୍ସ୍ନା ରେୱାଲ ଦୁଆଙ୍କ ନେତୃତ୍ୱରେ…

ଜୋତା ପ୍ରେମରେ ମହିଳା, ବେଡ୍‌ରୁମ୍‌ରେ ଟାଙ୍ଗିଛନ୍ତି ଶହଶହ ଜୋତା

ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ପସନ୍ଦ,ନାପସନ୍ଦ ରହିଛି। ଅନେକ ଲୋକ ସବୁବେଳେ ଭିନ୍ନ କିଛି କରିବାକୁ ଚାହିଁଥାନ୍ତି। କେହି କେହି ପୁରୁଣା ଟଙ୍କା ସଂଗ୍ରହ କରି ରଖିଥାନ୍ତି ତ କେହି କେହି ଟିକେଟ। ସେହିପରି କାନାଡାରେ ରହୁଥିବା ଜଣେ ମହିଳାଙ୍କର…

କମୁଛି ସଂଖ୍ୟା

ଭୁବନେଶ୍ୱର,୨୪।୩(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨୩ଜଣ ଥିବା ବେଳେ ଲୋକାଲ କେସ୍‌ ୧୫ ରହିଛି। ଏହାଛଡ଼ା ଆକ୍ରାନ୍ତଙ୍କ ମଧ୍ୟରୁ ୯ଜଣ ପିଲା ଥିବା ଗୁରୁବାର ରାଜ୍ୟ ସୂଚନା ଓ…

ଭୋଟ ଦେଲେ ସୁଲୋଚନା-ସୁନୀତି

ଭୁବନେଶ୍ୱର,୨୪।୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ଗୁରୁବାର ମତଦାନ ପ୍ରକ୍ରିୟା ଜାରି ରହିଛି। ଏଥିରେ ବିଏମ୍‌ସି ମେୟର ପଦ ଲାଗି ପ୍ରତିନ୍ଦ୍ୱନ୍ଦ୍ୱିତା କରୁଥିବା ଭାଜପା ପ୍ରାର୍ଥିନୀ ଡା. ସୁନୀତି ମୁଣ୍ଡ, ବିଜେଡି ପ୍ରାର୍ଥିନୀ ସୁଲୋଚନା ଦାଶ ପ୍ରମୁଖ ଭୋଟ ଦେଇଛନ୍ତି।…

ମନ୍ତ୍ରୀ ଟୁକୁନି ସାହୁ ନିଜ ଓ୍ବାର୍ଡରେ ଦେଲେ ଭୋଟ୍‌

ଟିଟିଲାଗଡ଼,୨୪ା୩(ଡି.ଏନ୍‌.ଏ.): ଗୁରୁବାର ରାଜ୍ୟରେ ପୌର ନିର୍ବାଚନ ଅନୁଷ୍ଠିତ ହେଉଛି। ଭୋଟ୍‌ ଗ୍ରହଣ ସକାଳ ୮ଟାରୁ ଆରମ୍ଭ ହୋଇଛି। ବୁଥ୍‌ ଖୋଲିବା ମାତ୍ରେ ବଲାଙ୍ଗୀର ଜିଲା ଟିଟିଲାଗଡ଼ରେ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ନିଜ ଓ୍ବାର୍ଡ ୧୦…

ଏଥର ଆଇପିଏଲ୍‌ରେ ଚମକିବେ ଏହି ୪ ଅନକ୍ୟାପ୍‌ଡ ଅଲରାଉଣ୍ଡର

ଆଇପିଏଲ୍‌ ୨୦୨୨ ଆରମ୍ଭ ପାଇଁ ଆଉ ୨ ଦିନ ବାକି ଅଛି । ଏହି ସିଜିନ୍‌ରେ ଅନେକ ଯୁବ ଖେଳାଳିଙ୍କଠାରୁ ଭଲ ପ୍ରଦର୍ଶନ ଆଶା କରାଯାଏ। ଏଥିମଧ୍ୟରେ ଅଣ୍ଡର -୧୯ ବିଶ୍ୱକପ୍‌ରେ ଚମତ୍କାର କରିଥିବା ରାଜବର୍ଦ୍ଧନ ହଙ୍ଗରଗେକର ଏବଂ ଘରୋଇ କ୍ରିକେଟରେ…

ବୀର ସାୱରକର ଭୂମିକାରେ ନଜର ଆସିବେ ରଣଦୀପ

ମୁମ୍ବାଇ: ଅଭିନେତା ରଣଦୀପ ହୁଡ୍ଡା ତାଙ୍କ ଦମଦାର ଅଭିନୟକୁ ନେଇ ନିଜ ପାଇଁ ବଳିଉଡରେ ତିଆରି କରିପାରିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ । ଏବେ ସେ ଏକ ନୂଆ କାହାଣୀ ସହ ବଡ ପରଦାରେ ନଜର ଆସିବାକୁ ଯାଉଛନ୍ତି । ଏହା…

ପଶ୍ଚିମବଙ୍ଗରେ ଟିଏମସି କର୍ମୀଙ୍କୁ ହତ୍ୟା

କୋଲକାତା,୨୪ ।୩: ପଶ୍ଚିମବଙ୍ଗର ବୀରଭୂମରେ ହିଂସା ଥମି ନ ଥିବା ବେଳେ ଏବେ ଆଉ ଜଣେ ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି) ନେତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ପଶ୍ଚିମବଙ୍ଗର ନାଦିୟା ଜିଲାରେ ଏହି ଘଟଣା ଘଟିଥିବା କୁହାଯାଉଛି । ଘଟଣା ବୁଧବାର…

ଶାଶୁଙ୍କୁ ଛୁରି ଭୁସି ହତ୍ୟା ପରେ ବିଷ ପିଇଦେଲେ ଜ୍ୱାଇଁ

ପୁରୀ ଅଫିସ,୨୪ା୩: କିଛି ଦିନର ବ୍ୟବଧାନ ପରେ ବୁଧବାର ପୁରୀ ସହରରେ ପୁଣି ଏକ ହତ୍ୟାକାଣ୍ଡ ଘଟିଛି। ଶାଶୁଙ୍କୁ ଛୁରି ଭୁସି ହତ୍ୟା କରିବା ପରେ ଜ୍ୱାଇଁ ବିଷ ପିଇଦେଇଛନ୍ତି। ବାସେଳିସାହି ଥାନା ଅନ୍ତର୍ଗତ ବଳିଆପଣ୍ଡା ବନମାଳୀ ନଗରରେ ଏହି ଅଭାବନୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri