Home Left

ଯୁବତୀଙ୍କୁ ହତ୍ୟା କରି ଫିଙ୍ଗିଦେଲେ

ବରପାଲି, ୮।୫(ଡି.ଏନ୍‌.ଏ.): ବରଗଡ଼ ଜିଲା ବରପାଲି ଥାନା ଭଟିଗାଁ ଗ୍ରାମ ନିକଟ ରାନିଯୋର ବ୍ରିଜ୍‌ ତଳୁ ରବିବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ ମୃତଦେହକୁ ପୋଲିସ ଜବତ କରିଛି । ବ୍ରିଜ୍‌ ତଳେ ଜଣେ ଯୁବତୀଙ୍କ ମୃତଦେହ ପଡିଥିବା ବରପାଲି ପୋଲିସକୁ ଖବର…

ଥାନା ଘେରାଉ ବେଳେ କଂଗ୍ରେସ କର୍ମୀ-ପୋଲିସ ଧସ୍ତାଧସ୍ତି

ଉମରକୋଟ,୮ା୫(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବିଧାୟକ ପ୍ରକାଶ ମାଝିଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିବା ପରେ ତାଙ୍କୁ ଗିରଫ ଦାବି ତେଜୁଛି। ନବରଙ୍ଗପୁର ଜିଲାର ବିଭିନ୍ନ ଅଞ୍ଚଳରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଏବଂ ଥାନା ଘେରାଉ ଜାରି ରହିଛି।…

ଖଲିସ୍ତାନ ପତାକା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଶିମଲା,୮।୫: ହିମାଚଳପ୍ରଦେଶ ବିଧାନସଭାର ମୁଖ୍ୟ ପ୍ରବେଶ ପଥ ଏବଂ କାନ୍ଥରେ ରବିବାର ଖଲିସ୍ତାନ ପତାକା ଲାଗିଥିବା ଦେଖାଯାଇଛି। ଧର୍ମଶାଳାସ୍ଥିତ ଆସେମ୍ବ୍ଲି ବିଲ୍ଡିଂର କାନ୍ଥରେ ସ୍ଲୋଗାନ ମଧ୍ୟ ଲେଖାଯାଇଛି। ପ୍ରଶାସନ ଉକ୍ତ ପତାକାକୁ ହଟାଇ ଦେଇଛି। ଖଲିସ୍ତାନ ପତାକା ଲଗାଯିବା ଘଟଣାକୁ ହିମାଚଳପ୍ରଦେଶ…

ପ୍ରଶାସନିକ ଅଧିକାରୀଙ୍କୁ ଯୋଗୀଙ୍କ କଡ଼ା ନିର୍ଦ୍ଦେଶ

ଝାନ୍ସି,୮।୫: ରାସ୍ତାରେ ଧର୍ମୀୟ କାର୍ଯ୍ୟକ୍ରମ ଆୟୋଜନକୁ ଅନୁମତି ନ ଦେବା ଲାଗି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି କାର୍ଯ୍ୟକ୍ରମ କେବଳ ଧର୍ମସ୍ଥଳୀ ପରିସରରେ କରାଯିବା ଆବଶ୍ୟକ ବୋଲି ଜଣେ ସରକାରୀ ମୁଖପାତ୍ର କହିଛନ୍ତି। ଲଲିତପୁର…

ଦିଲ୍ଲୀ ଆଗରେ ୨୦୯ ରନ୍‌ର ଟାର୍ଗେଟ୍‌

ମୁମ୍ବାଇ,୮।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ରବିବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୫୫ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ…

କୁକୁଡ଼ା ହତ୍ୟାରେ କାନ୍ଦିଲା ପୂରା ସହର

ମିସିସିପିର ଏକ ଛୋଟ ସହରରେ ଗୋଟିଏ କୁକୁଡ଼ାକୁ ହତ୍ୟା କରାଯାଇଛି। ୧୮,୦୦୦ ଜନସଂଖ୍ୟା ବିଶିଷ୍ଟ ସମଗ୍ର ସହରରେ କୁକୁଡ଼ା ହତ୍ୟାକୁ ନେଇ ଉତ୍ତେଜନା ଦେଖାଦେଇଛି। କୁକୁଡ଼ା ମୃତ୍ୟୁକୁ ନେଇ ଲୋକଙ୍କ ଆଖିରେ ଲୁହ ଶୁଖୁନି। ଜଣେ ପୋଲିସ କର୍ମଚାରୀ କୁକୁଡ଼ାକୁ ହତ୍ୟା…

ଇଡଲି ଆମ୍ମାଙ୍କୁ ବଡ଼ ଉପହାର ଦେଲେ ଆନନ୍ଦ ମହିନ୍ଦ୍ରା

ଚେନ୍ନାଇ,୮।୫: ତାମିଲନାଡୁର ଭାଡିଭେଲାମପାଲାୟାମର ବାସିନ୍ଦା ଏମ କମଲାଥଲଙ୍କୁ ମାତୃ ଦିବସରେ ବଡ଼ ଉପହାର ମିଳିଛି। ଇଡଲି ଆମ୍ମା ନାମରେ ଜଣାଶୁଣା କମଲାଥଲଙ୍କୁ ଦେଶର ପ୍ରତିଷ୍ଠିତ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ଏକ ଘର ଭେଟି ଦେଇଛନ୍ତି। ଏନେଇ ମହିନ୍ଦ୍ରା ଟୁଇଟ୍‌ ଯୋଗେ ସୂଚନା…

ହଠାତ୍‌ ୟୁକ୍ରେନରେ ପହଞ୍ଚିଲେ ଆମେରିକାର ଫାଷ୍ଟ ଲେଡି

କ୍ୱିଭ୍‌,୮।୫: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ତ୍ରୀ ତଥା ଫାଷ୍ଟ ଲେଡି ଜିଲ ବାଇଡେନ ରବିବାର ହଠାତ୍‌ ପଶ୍ଚିମ ୟୁକ୍ରେନରେ ପହଞ୍ଚତ୍ଛନ୍ତି। ଏଠାରେ ସେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସ୍ତ୍ରୀ ଓଲେନା ଜେଲେନସ୍କାଙ୍କ ସହ ସାକ୍ଷାତ କରିଥିଲେ। ୟୁକ୍ରେନ ସୀମାବର୍ତ୍ତୀ…

ଆର୍‌ସିବିକୁ ଜିତାଇଲେ ଡୁ’ପ୍ଲେସି, ଓ୍ବାନିନ୍ଦୁ

ମୁମ୍ବାଇ,୮।୫: ପ୍ରଥମେ ଅଧିନାୟକ ଫାଫ ଡୁ’ପ୍ଲେସିଙ୍କ ଅର୍ଦ୍ଧଶତକ ପରେ ଓ୍ବାନିନ୍ଦୁ ହସରଙ୍ଗାଙ୍କ ୫ ଉଇକେଟ ସଫଳତା ଯୋଗୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ସହଜ ବିଜୟ ହାସଲ କରିଛି। ଓ୍ବାଙ୍ଖଡେ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ଆରସିବି ୬୭ ରନ୍‌ରେ ସନରାଇଜର୍ସ…

ଟସ୍‌ ଜିତିଲା ଦିଲ୍ଲୀ

ପୁଣେ,୮।୫: ଆଇପିଏଲ ୨୦୨୨ର ୫୫ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ (ସିଏସକେ) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ଉଭୟ ଦଳ ପ୍ଲେ ଅଫରେ ସ୍ଥାନ ପାଇବା…

ଜାହାଙ୍ଗୀରପୁରୀ ହିଂସା ମାମଲା: ୮ ଅଭିଯୁକ୍ତଙ୍କ ଜାମିନ ଖାରଜ

ନୂଆଦିଲ୍ଲୀ,୮।୫: ଦିଲ୍ଲୀର ରୋହିଣୀ କୋର୍ଟ ରବିବାର ଜାହାଙ୍ଗୀରପୁରୀ ହିଂସା ମାମଲାର ଶୁଣାଣି କରି ୮ ଜଣଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଅଭିଯୁକ୍ତମାନଙ୍କୁ ଜାମିନରେ ମୁକ୍ତ କରାଗଲେ ସାକ୍ଷୀ ପ୍ରଭାବିତ ହେବାର ଆଶଙ୍କା ରହିଥିବା କୋର୍ଟ ପକ୍ଷରୁ କୁହାଯାଇଛି। ଏପରି କି…

ବିଧାନସଭା ପାଚେରିରେ ଉଡିଲା ଖଲିସ୍ତାନୀ ପତାକା

ଧର୍ମଶାଳା,୮।୫: ହିମାଚଳ ପ୍ରଦେଶ ଧର୍ମଶାଳା ସ୍ଥିତ ବିଧାନସଭାର ପାଚେରିରେ ରବିବାର ଖଲିସ୍ତାନୀ ପତାକା ଉଡୁଥିବାର ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ, ପାଚେରିରେ ଖଲିସ୍ତାନ ସମର୍ଥରେ ସ୍ଲୋଗାନ ମଧ୍ୟ ଲେଖାଯାଇଛି। ପୋଲିସ ଏହି ଘଟଣାର ସୂଚନା ପାଇବା ମାତ୍ରେ ତୁରନ୍ତ ପତାକା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri