Home Left

ଏଏପି ବିଧାୟକଙ୍କୁ ଉଠାଇ ନେଲା ପୋଲିସ

ନୂଆଦିଲ୍ଲୀ,୧୦।୫: ସାହିନବାଗର ବେଆଇନ ନିର୍ମାଣ ଉଚ୍ଛେଦ ଅଭିଯାନର ଦିନକ ପରେ ଦିଲ୍ଲୀ ମହାନଗର ନିଗମ ପକ୍ଷରୁ ଫ୍ରେଣ୍ଡ୍ସ କଲୋନି ଏବଂ ମଙ୍ଗୋଲପୁରିରେ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଛି ଏହି ଉଚ୍ଛେଦ ଅଭିଯାନ । ଅନ୍ୟପକ୍ଷେ…

ଶାହିନବାଗ ପରେ ଆଉ ୨ ସ୍ଥାନରେ ଚାଲିଲା ବୁଲଡୋଜର

ନୂଆଦିଲ୍ଲୀ,୧୦ ।୫: ଏମସିଡିର ବୁଲଡୋଜର ସୋମବାର ଦକ୍ଷିଣ ଦିଲ୍ଲୀର ଶାହିନବାଗ ପହଞ୍ଚିଥିଲା । ହେଲେ ସ୍ଥାନୀୟ ଲୋକ ଓ ବିଧାୟକଙ୍କ କାର୍ଯ୍ୟର ବିରୋଧ କରିବାରୁ ଏହାକୁ ବନ୍ଦ କରି ଦିଆଯାଇଥିଲା । ହେଲେ ଦିଲ୍ଲୀରେ ଅବୈଧ ନିର୍ମାଣକୁ ଭାଙ୍ଗିବା କାମ ୧୩…

ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ କଡ଼ା ଚେତାବନୀ

ଭୁବନେଶ୍ବର,୧୦।୫(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ‘ଅସାନି’ଏବେ ଉପକୂଳ ମୁହାଁ ହୋଇଛି। କେତେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ଏହାର ପ୍ରଭାବରେ ବେଳାଭୂମି ଅଶାନ୍ତ ହେଲାଣି। ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ବାରଣ କରାଯାଇଛି। ଯଦି କେହି ଏହି ନିୟମ…

ଦୂରାନ୍ତୁ କଳା ଦାଗ

ସୂର୍ଯ୍ୟକିରଣ ପ୍ରଭାବରେ ହାତଗୋଡ଼ ତଥା ମୁହଁର ତ୍ୱଚାରେ ବି ଟାନିଂ ବା କଳାଦାଗ ହୋଇଯାଏ। ତେଣୁ ତ୍ୱଚା କଳା ପଡ଼ି ବହୁତ ଖରାପ ଦେଖାଯାଏ। ଏହି ସମସ୍ୟାରୁ ମୁକ୍ତି ପାଇଁ ଜାଣି ରଖନ୍ତୁ କିଛି ଘରୋଇ ଉପାୟ… ଖରା ପ୍ରଭାବରୁ ତ୍ୱଚାରେ…

ଉଦ୍‌ଘାଟନର ୩ ଦିନ ପରେ ଧୋଇଗଲା ଫ୍ଲୋଟିଂ ବ୍ରିଜ୍‌

ଉଡୁପି,୧୦ ।୫: କର୍ନାଟକର ଉଡୁପିରେ ମାଲପେ ବିଚରେ ହୋଇଥିବା ରାଜ୍ୟର ପ୍ରଥମ ଭାସମାନ ପୋଲ ସମୁଦ୍ରରେ ଧୋଇ ଯାଇଛି । ୩ ଦିନ ପୂର୍ବରୁ ଅର୍ଥାତ୍ ୬ ମେ’କୁ ଏହି ପୋଲର ଉଦଘାଟନ ହୋଇଥିଲା । ଏହି ପୋଲ ୧୦୦ ମିଟର…

ପରଲୋକରେ ପ୍ରସିଦ୍ଧ ସନ୍ତୁର ବାଦକ

ନୂଆଦିଲ୍ଲୀ,୧୦।୫: ଲୋକପ୍ରିୟ ଭାରତୀୟ ସଙ୍ଗୀତଜ୍ଞ ତଥା ସନ୍ତୁର ବାଦକ ପଣ୍ଡିତ ଶିବକୁମାର ଶର୍ମାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ବର୍ଷ ହୋଇଥିବା ବେଳେ ମୁମ୍ବାଇରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗତ ୬ମାସରୁ ସେ କିଡନୀ ରୋଗରେ ଆକ୍ରାନ୍ତ…

ବଗ୍‌ଗାଙ୍କୁ ମିଳିଲା ଆଶ୍ୱସ୍ତି

ଚଣ୍ଡିଗଡ,୧୦।୫: ଭାଜପା ଯୁବ ନେତା ତେଜିନ୍ଦର ପାଲ୍‌ ସିଂ ବଗ୍‌ଗାଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଗିରଫ ୱାରେଣ୍ଟ ମାମଲାରେ ପଞ୍ଜାବ-ହରିୟାଣା ହାଇକୋର୍ଟ ମଙ୍ଗଳବାର ଶୁଣାଣି କରି ତାଙ୍କ ଗିରଫଦାରୀକୁ ଜୁଲାଇ ୫ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଦିଲ୍ଲୀର ଭାଜପା ନେତା…

ପହଁରି ପହଁରି ସମୁଦ୍ରକୂଳକୁ ଆସିଲେ ୬୦ ମତ୍ସ୍ୟଜୀବୀ

ଛତ୍ରପୁର,୧୦।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ନିକଟ ଉପକୂଳଠାରୁ ୨୦୦ ମିଟର ଦୂର ସମୁଦ୍ରରେ ଏକ ବଡ଼ ଅଘଟଣରୁ ୬୦ ଜଣ ମତ୍ସ୍ୟଜୀବୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମାଛ ମାରି ଆର୍ଯ୍ୟପଲ୍ଲୀ ନିକଟ କୂଳକୁ ଫେରୁଥିବା ବେଳେ ଜେଟିଠାରୁ ୨୦୦ ମିଟର ଦୂରରେ…

ଭିଜିଲାନ୍ସ ଜାଲରେ ଫରେଷ୍ଟର

ବଲାଙ୍ଗୀର ଅଫିସ,୧୦।୫ : ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ସିନ୍ଧିକେଲା ଫରେଷ୍ଟ ବିଟ୍‌ର ଫରେଷ୍ଟର ହରିହର ସ୍ବାଇଁ । ଜଙ୍ଗଲ ବିଭାଗ ଅଧିନରେ କାମ କରୁଥିବା ଜଣେ ଶ୍ରମିକଙ୍କ ଠାରୁ ୧ ଲକ୍ଷ ୩୦୦ ଟଙ୍କା ଲାଞ୍ଚ ନେଉଥିଲେ। ଏହି…

ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଖଲିସ୍ତାନ ଆତଙ୍କବାଦୀଙ୍କ ଧମକ

ଶିମଲା,୧୦ ।୫: ପଞ୍ଜାବ ମୋହାଲିର ଇଣ୍ଟଲିଜେନ୍ସ ହେଡକ୍ୱାଟରରେ ହୋଇଥିବା ଆକ୍ରମଣ ପରେ ଏବେ ଖଲିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ସିଖ ଫର ଜଷ୍ଟିଶ ପକ୍ଷରୁ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କୁ ଧମକ ଦିଆଯାଇଛି । ଏଥିରେ କୁହାଯାଇଛି, ପଞ୍ଜାବ ମୋହାଲିର ଇଣ୍ଟଲିଜେନ୍ସ…

‘ପଞ୍ଜାବର ଶାନ୍ତି ଭଙ୍ଗ କରିବାକୁ ଦିଆଯିବ ନାହିଁ’

ଚଣ୍ଡିଗଡ଼,୧୦।୫: ମୋହାଲିସ୍ଥିତ ପଞ୍ଜାବ ଗୋଇନ୍ଦା ମୁଖ୍ୟାଳୟକୁ ଗ୍ରେନେଡ୍‌ ମାଡ଼ ଘଟଣାର ଦିନକ ପରେ ପଞ୍ଚାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ମଙ୍ଗଳବାର ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ପଞ୍ଜାବର ଶାନ୍ତି ଭଙ୍ଗ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ଛଡାଯିବ ନାହିଁ। ପଞ୍ଜାବ ପୋଲିସ…

ଗୁଳି ମାଡ଼ରେ ଦୋକାନୀଙ୍କ ମୃତ୍ୟୁ: ମୃତଦେହ ରଖି ରାସ୍ତା ଅବରୋଧ

କେନ୍ଦୁଝର,୧୦।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଖଡ଼ିବହାଳୀ ଗ୍ରାମରେ ଗତ ୨୬ ତାରିଖରେ ଗୁଳି ମାଡ଼ ହୋଇଥିଲା। ଏଥିରେ ଗୁରୁତର ହୋଇ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଦୋକାନୀ ଜଗବନ୍ଧୁ ମହାପାତ୍ରଙ୍କ ସୋମବାର ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁ ପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri