Home Left

ରାଜ୍ୟ ସରକାର କଳାପାହାଡ଼ିଆ ମନୋଭାବ ଛାଡ଼ି ଭୁଲ ସ୍ବୀକାର କରନ୍ତୁ: ସମ୍ବିତ ପାତ୍ର

ଭୁବନେଶ୍ୱର,୧୦।୫(ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ହାଇକୋର୍ଟରେ ଏଏସ୍‌ଆଇ ପକ୍ଷରୁ ସତ୍ୟପାଠ ଦାଖଲ ପରେ ଭାଜପା ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଓଡିଶା ସରକାର ଅହଂକାର ଓ କଳାପାହାଡିଆ ମନୋଭାବ ଛାଡ଼ି ଭୁଲ ସ୍ବୀକାର କରନ୍ତୁ।…

୪୧ ବର୍ଷ ପରେ କେସିଙ୍ଗା ମହାବିଦ୍ୟାଳୟକୁ ମିଳିଲା ପଟ୍ଟା

କେସିଙ୍ଗା,୧୦।୫: କଳାହାଣ୍ଡି ଜିଲା କେସିଙ୍ଗା ସ୍ଥିତ ମହାବିଦ୍ୟାଳୟକୁ ଦୀର୍ଘ ୪୧ ବର୍ଷ ପରେ ଉଚ୍ଚ ଶିକ୍ଷା ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ଜମିର ପଟ୍ଟା ପ୍ରଦାନ କରାଯାଇଛି। କେସିଙ୍ଗା ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନାମରେ ଦୁଇଟି ଜମି ପଟ୍ଟା…

୯୦୭ କିଲୋ ଗଞ୍ଜେଇ ଜବତ: ଦୁଇ ଗିରଫ

କୋରାପୁଟ,୧୦।୫(ସ୍ବ.ପ୍ର.): କୋରାପୁଟ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଏକ ମିନି ଟ୍ରକରୁ ୯୦୭ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏହି ଚଢ଼ାଉରେ ଗାଡିର ଡ୍ରାଇଭର ଓ ହେଲ୍‌ପରଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଏନେଇ ମଙ୍ଗଳବାର କୋରାପୁଟ ଅବକାରୀ ଅଧିକ୍ଷକ…

ମହଙ୍ଗା ପଡ଼ିଲା ପ୍ରସୂତିଙ୍କୁ ଦୁର୍ବବ୍ୟହାର: ଡାକ୍ତରଙ୍କ ନାଁରେ ମାମଲା ରୁଜୁ

ଝାରସୁଗୁଡା ଅଫିସ,୧୦।୫: ଝାରସୁଗୁଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଡାକ୍ତର ପ୍ରସୂତି ମହିଳାମାନଙ୍କୁ ଚିକିତ୍ସା କରିବା ବେଳେ ଅମାନୁଷିକ ଭାବେ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ବିଭିନ୍ନ…

ଆଜି ରାଜ୍ୟରୁ ଆଉ ୫୨ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶର,୧୦।୫(ବ୍ୟୁରୋ): ରାଜ୍ୟରୁ ଗତ ୨୪ ଘଣ୍ଟାରେ ଆଉ ୫୨ ଜଣ କୋଭିଡ଼ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୨ ଲକ୍ଷ ୭୮ ହଜାର ୯୨୯ ଜଣ ସୁସ୍ଥ ହୋଇସାରିଲେଶି। ଏନେଇ ମଙ୍ଗଳବାର ରାଜ୍ୟ ସ୍ବାସ୍ଥ୍ୟ ଓ…

ଦୋହାରେ ପୋହାର ମଜା ନେଲେ ଆଲିଆ

ମୁମ୍ବାଇ: ବିବାହର କିଛି ଦିନ ପରେ ବଲିଉଡ୍‌ର କ୍ୟୁଟେଷ୍ଟ ଅଭିନେତ୍ରୀ ଆଲିଆ ଭଟ୍ଟ ବର୍ତ୍ତମାନ ନିଜ କାର୍ଯ୍ୟକୁ ଫେରିଛନ୍ତି। ନିକଟରେ ଆଲିଆ କର୍ତାରର ରାଜଧାନୀ ଦୋହାର ଏକ ଜ୍ୱେଲେରୀ ଏବଂ ଘଡି ପ୍ରଦର୍ଶନୀରେ ଯୋଗଦେଇଥିଲେ। ଦୋହା ଭ୍ରମଣ ସମୟର କିଛି ଫଟୋକୁ…

ଡିସଚାର୍ଜ ହେଲେ ଦେବଗଡ଼ ବିଧାୟକ

ଦେବଗଡ଼,୧୦।୫(ଡି.ଏନ୍‌.ଏ.): ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ମଙ୍ଗଳବାର ବୁର୍ଲା ବଡ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ଭାଜପା ନେତା ଓ କର୍ମୀମାନେ ତାଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ଏକ ରାଲିରେ ଦେବଗଡ଼ ଅଭିମୁଖେ ଆଣିଥିଲେ। ସୂଚନାନୁଯାୟୀ, ଦେବଗଡ଼ ଜିଲା ତିଲେଇବଣି…

ଦର୍ଶକଙ୍କୁ ପସନ୍ଦ ଆସିଲା ଅକ୍ଷୟ-ମାନୁଷିଙ୍କ ଖୁବ୍ ସୁନ୍ଦର କେମେଷ୍ଟ୍ରି

ମୁମ୍ବାଇ: ବଲିଉଡ ମୁଭି ‘ପୃଥ୍ୱିରାଜ’ର ଟ୍ରେଲର ରିଲିଜ୍ ହୋଇ ସାରିଛି । ଏବେ ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ବଢି ଯାଇଛି । ଟ୍ରେଲରରେ ଯାହା ଦେଖାଯାଇଛି ଅକ୍ଷୟ କୁମାର ଓ ମାନୁଷି ଛିଲ୍ଲରଙ୍କ ଯୋଡି ଦର୍ଶକଙ୍କୁ ବେଶ ପସନ୍ଦ…

ନବନୀତ ରାଣାଙ୍କ ଏମ୍‌ଆର୍‌ଆଇ ଫଟୋ ଭାଇରାଲ ହେବା ପରେ ଲୀଳାବତୀ ହସ୍ପିଟାଲକୁ ବିଏମ୍‌ସିର ନୋଟିସ୍‌

ମୁମ୍ବାଇ,୧୦।୫: ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଏମ୍‌ଆରଆଇ ପ୍ରକ୍ରିୟା ସମୟରେ ଅମରାବତୀର ନିର୍ଦ୍ଦଳୀୟ ଏମ୍‌ପି ନବନୀତ ରାଣାଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ମାମଲାରେ ବିଏମ୍‌ସିର ଏଚ୍‌ ଓ୍ବେଷ୍ଟ ଓ୍ବାର୍ଡ ଲୀଲାବତୀ…

‘ସର୍କସ’ରେ ରଣବୀରଙ୍କ ଡବଲ ରୋଲ!

ମୁମ୍ବାଇ: ବଲିଉଡ ନାୟକ ରଣବୀର ସିଂ ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କ ସହ ମୁଭି ‘ଶିମ୍ବା’ ଓ ‘ସୂର୍ଯ୍ୟବଂଶୀ’ରେ କାମ କରିସାରିଛନ୍ତି । ଆଉ ଏକ ଫିଲ୍ମ ଏବେ ଏମାନେ ସହ ପ୍ରସ୍ତୁତ ହୋଇଗଲେଣି । ପୁଣିଥରେ ରୋହିତ ସେଟ୍ଟିଙ୍କ ଫିଲ୍ମ ‘ସର୍କସ’ରେ…

ରୁଷିଆ ରାଷ୍ଟ୍ରଦୂତଙ୍କ ଉପରେ ଆକ୍ରମଣ

ଓ୍ବାର୍ସ,୧୦।୫: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ଆକ୍ରୋଶ ଏବେ ପଡ଼ୋଶୀ ଦେଶମାନଙ୍କରେ ମଧ୍ୟ ଦେଖିବାକୁ ମିଳିଛି। ଯାହାର ଶୀକାର ଏବେ ରୁଷିଆ ରାଷ୍ଟ୍ରଦୂତଙ୍କୁ ହେବାକୁ ପଡ଼ୁଛି। ପୋଲାଣ୍ଡରେ ରୁଷିଆ ରାଷ୍ଟ୍ରଦୂତଙ୍କ ଉପରେ ନାଲି ରଙ୍ଗରେ ଆକ୍ରମଣ କରାଯାଇଥିବା…

‘ଅସାନି’ ପ୍ରଭାବ: ଚାଷୀଙ୍କୁ ସତର୍କ କରାଇଲେ କୃଷି ମନ୍ତ୍ରୀ

ଭୁବନେଶର,୧୦।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ‘ଅସାନି’କୁ ଦୃଷ୍ଟିରେ ରଖି ଚାଷୀଙ୍କୁ କୃଷି ମନ୍ତ୍ରୀ ଅରୁଣ ସାହୁ ସତର୍କ କରାଇଛନ୍ତି । ଏହାର ପ୍ରଭାବରେ ଚାଷୀ ଯେପରି କ୍ଷତିଗ୍ରସ୍ତ ନ ହେବେ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲା କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri