Home Left

ବାତ୍ୟା ‘ଅସାନି’ର ଆଖି ଦୃଶ୍ୟମାନ

ଭୁବନେଶ୍ବର,୧୦।୫(ବ୍ୟୁରୋ): ଦୃଶ୍ୟମାନ ହେଲା ବାତ୍ୟା ‘ଅସାନି’ ଆଖି । ମଙ୍ଗଳବାର ସକାଳ ୯ଟାରେ ମଛଲୀପାଟନମ ଡପ୍ଲର ରାଡ଼ାରରେ ଭୀଷଣ ବାତ୍ୟାର ରୂପ ନେଇଥିବା ଅସାନିର ଆଖି ଦୃଶ୍ୟମାନ ହୋଇଛି । ଏ ନେଇ ଟୁଇଟ୍‌ ଯୋଗେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା…

ସିଙ୍ଗାପୁରରେ ‘ଦ କଶ୍ମୀର ଫାଇଲ୍ସ’ ଉପରେ ଲାଗିଲା ପ୍ରତିବନ୍ଧକ

କଶ୍ମୀର ପଣ୍ଡିତଙ୍କ ନରସଂହାର ଉପରେ ଆଧାରିତ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ଧମାଲ କରିଛି। ସାରା ବିଶ୍ୱରେ ୩୩୭ କୋଟି ଟଙ୍କା ଆୟ କରିଥିବା ଏହି ଫିଲ୍ମଟି ରିଲିଜ ହେବା ପରଠାରୁ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି।…

ଦକ୍ଷିଣ କୋରିଆର ନୂଆ ରାଷ୍ଟ୍ରପତି ଭାବେ ଶପଥ ନେଲେ ୟୁନ ସୁକ-ୟୋଲ

ସିଓଲ୍‌,୧୦।୫: ଦକ୍ଷିଣ କୋରିଆର ରକ୍ଷଣଶୀଳ ନେତା ୟୁନ ସୁକ ୟୋଲ ମଙ୍ଗଳବାର ଦେଶର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ମଙ୍ଗଳବାର ଦିନ ସିଓଲରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ୟୁନ ସୁକ ୟୋଲ କହିଛନ୍ତି, ଯଦି ଉତ୍ତର କୋରିଆ ପରମାଣୁ…

କାହିଁକି ବ୍ୟାଟ୍‌ କାମୁଡନ୍ତି ଧୋନୀ

ମୁମ୍ବାଇ,୧୦।୭: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ୟତମ ଶ୍ରେଷ୍ଠ ଫିନିସର। ଧୋନୀଙ୍କ ବ୍ୟାଟ ଆଇପିଏଲ ୨୦୨୨ରେ ମଧ୍ୟ ଚାଲିଛି। ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ସେ ଛୋଟ କିନ୍ତୁ ବିସ୍ଫୋରକ ଇନିଂସ ଖେଳିଥିଲେ।…

ପର୍ଯ୍ୟଟକଙ୍କୁ ଗୋପାଳପୁର ବେଳାଭୂମି ମନା

ଗଞ୍ଜାମ,୧୦।୫(ଡି.ଏନ୍‌.ଏ): ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ‘ଅସାନି’ଏବେ ଉପକୂଳ ମୁହାଁ ହୋଇଛି। କେତେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ଏହାର ପ୍ରଭାବରେ ଗୋପାଳପୁର ବେଳାଭୂମି ଅଶାନ୍ତ ହେଲାଣି। ସମୁଦ୍ରରେ  ଉଚ୍ଚ ଜୁଆର ଆସୁଛି। ଫଳରେ ଗୋପାଳପୁର ବେଳାଭୂମିରେ ୩ ନଂ ବିପଦ ସଙ୍କେତ…

ପ୍ରସୂତି ମହିଳାଙ୍କୁ ମାଡ଼ ମାରିଲେ ଡାକ୍ତର: ସିଡିଏମ୍‌ଓ କହିଲେ ତଦନ୍ତ ହେବ

ଝାରସୁଗୁଡ଼ା ଅଫିସ,୧୦ା୫: ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଚିକିତ୍ସା ସମୟରେ ପ୍ରସୂତି ମହିଳାମାନଙ୍କୁ ଡାକ୍ତର ଜଣକ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ଏ ନେଇ ପୀଡିତା ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅଭିଯୋଗ କରିଛନ୍ତି।…

ବିବାହବେଳେ ହଠାତ୍‌ ବିଦ୍ୟୁତ କାଟ୍‌ ଯୋଗୁ ବର ଅଦଳବଦଳ

ଭୋପାଳ,୧୦।୫: ବିଦ୍ୟୁତ ବିଭ୍ରାଟ ହେତୁ ମଧ୍ୟପ୍ରଦେଶର ଉଜୈନ ଜିଲାରେ ଏକ ଅଜବ ଘଟଣା ଘଟିଛି। ଅନ୍ଧାର ଯୋଗୁ ବିବାହ ସମାରୋହରେ ବର ଅଦଳବଦଳ ହୋଇଯାଇଥିବା ଘଟଣା ସାମ୍ନାକୁ ଆସିଛି। ବିଜୁଳି ଆସିବା ପରେ ବର ଏବଂ ତାଙ୍କ ପରିବାର ଅଦଳବଦଳ ଦେଖି…

ଜାଣନ୍ତୁ ବଲିଉଡ଼କୁ ନେଇ କ’ଣ କହିଲେ ଅଭିନେତା

ସାଉଥ ସୁପରଷ୍ଟାର ମହେଶ ବାବୁ ତାଙ୍କ ଅଭିନୟ ପାଇଁ ସବୁଠି ଚର୍ଚ୍ଚାରେ। ଏବେ କିନ୍ତୁ ସେ ବଲିଉଡକୁ ନେଇ ଦେଇଥିବା ବୟାନଙ୍କୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ବଲିଉଡ ଡେବ୍ୟୁକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତର ରଖି ମହେଶ ବାକବୁ…

ଜେଲରେ କଏଦୀଙ୍କ ଆତ୍ମହତ୍ୟା, ହାତରେ ଲେଖିଛନ୍ତି ଲଭ ୟୁ ମଞ୍ଜୁ

ସୋହେଲା,୧୦।୫((ଡି.ଏନ୍‌.ଏ.): ବରଗଡ଼ ଜିଲା ସୋହେଲା ସବ୍‌ଜେଲରେ ମଙ୍ଗଳବାର ଭୋର୍‌ ସାଢେ ୪ଟା ବେଳେ ଜଣେ ବିଚାରାଧୀନ କଏଦୀ ଗଳାରେ ଗାମୁଛା ଭିଡି ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ମେଲଛାମୁଣ୍ଡା ଥାନା ଅଧୀନ ପେଟୁପାଲି ଗ୍ରାମର ମନମୋହନ ରାଉତିଆ(୨୬) । ମୃତକ ଜଣକ…

ବାତ୍ୟା ‘ଅସାନି’କୁ ନେଇ ଚିନ୍ତାରେ ନଦୀକୂଳିଆ

ଚାନ୍ଦବାଲି,୧୦।୫(ଡି.ଏନ୍‌.ଏ.): ବାତ୍ୟା ‘ଅସାନି’ ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ୪୦ରୁ ୫୦ କି.ମି ବେଗରେ ପବନ ବହିବା ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏପରି କି ଧାମରା ସମେତ ବିଭିନ୍ନ ବନ୍ଦରରେ…

୧୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୦।୫(ବ୍ୟୁରୋ): ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ୪୩୪୮୯ଜଣ ପିଲା ଅନୁପସ୍ଥିତ ଥିବା ପ୍ରସଙ୍ଗରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ବିଷ୍ଣୁପଦ ସେଠୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ୪୩,୪୮୯ଜଣ ଛାତ୍ରୀଛାତ୍ର କାହିଁକି ପରୀକ୍ଷା ଦେଉନାହାନ୍ତି ଓ କେଉଁ ସ୍କୁଲରୁ କେତେ…

ଆକ୍ସନ ପରେ ହରର ଫିଲ୍ମ କରିବେ ପ୍ରଭାସ, ମୂଖ୍ୟ ଭୂମିକାରେ ଏହି ଅଭିନେତ୍ରୀ

ସାଉଥ୍‌ ସୁପରଷ୍ଟାର ପ୍ରଭାସ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ‘ବାହୁବଳୀ’ ଏବଂ ‘ବାହୁବଳୀ ୨ ପରେ ଅଧିକ ଲୋକପ୍ରିୟତା ହାସଲ କରିଥିବା ପ୍ରଭାସଙ୍କ ପାଖରେ କେବେ ବି ପ୍ରୋଜେକ୍ଟର ଅଭାବ ରହିନି। ବର୍ତ୍ତମାନ ତାଙ୍କ ପାଖରେ ପ୍ରୋଜେକ୍ଟର ଲମ୍ବା ଲାଇନ୍‌ । ‘ଆଦିପୁରୁଷ’…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri