Home Left

କର ବା ମର ମ୍ୟାଚ୍‌: ୨୭୫ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

ଖ୍ରୀଷ୍ଟଚର୍ଚ୍ଚ,୨୭।୩: ଆଇସିସି ମହିଳା ବିଶ୍ୱକପ୍‌ ୨୦୨୨ର ୨୮ତମ ମ୍ୟାଚ୍‌ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ଖେଳାଯାଉଛି। ସେମିଫାଇନାଲରେ ପହଞ୍ଚିବାକୁ ହେଲେ ଭାରତୀୟ ଦଳକୁ ଏହି ମ୍ୟାଚ୍‌ ଜିତିବାକୁ ହେବ। ଏହି କର ବା ମର ମ୍ୟାଚ୍‌ରେ ଭାରତୀୟ ଅଧିନାୟକ…

ପରପାରିରେ ପୂର୍ବତନ ଶିକ୍ଷାମନ୍ତ୍ରୀ ରିପୁନାଥ ସେଠ୍‌

ବରଗଡ଼ ଅଫିସ,୨୭।୩: ପୂର୍ବତନ ଶିକ୍ଷାମନ୍ତ୍ରୀ ରିପୁନାଥ ସେଠ୍‌ଙ୍କ ରବିବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ବରଗଡ଼ ଜିଲା ବରପାଲି ନିବାସୀ ସ୍ବର୍ଗତ ସେଠ୍‌ କଂଗ୍ରେସରୁ ରାଜନୀତି କ୍ୟାରିୟର ଆରମ୍ଭ କରିଥିଲେ ଏବଂ ୧୯୯୫ ବିଧାନସଭା ନିର୍ବାଚନରେ…

ମାନସ ସ୍ବାଇଁ ହତ୍ୟା ମାମଲା: ଆଶ୍ରମରେ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୨୭।୩(ବ୍ୟୁରୋ): କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମାଲରେ ରବିବାର ଭୁବନେଶ୍ୱରର ଏକ ଆଶ୍ରମରେ କ୍ରାଇମବ୍ରାଞ୍ଚର ଟିମ୍‌ ଛାନବିନ କରୁଛି। କେମତି ମର୍ଡର ପ୍ଲଟ ରଚା ଯାଇଥିଲା? କିଭଳି ମାନସଙ୍କୁ ହତ୍ୟା କରାଯାଇଥିଲା? ସେନେଇ ଟିମ ତଥ୍ୟ ଖୋଜିବ । ଭୁବନେଶ୍ୱରରେ ଯାଞ୍ଚ…

ଶମିତାଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ରାକେଶ

ବିଗ ବସ ଓଟିଟିର ଖ୍ୟାତି ଅର୍ଜନ କରିଥିବା ତଥା ବଲିଉଡ ଅଭିନେତ୍ରୀ ଶମିତା ସେଟ୍ଟୀ ଓ ଅଭିନେତା ରାକେଶ ବାପତ୍‌ଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଚାଲିଛି। ଶୋ’ରୁ ବାହାରିବା ପରେ ଦୁହିଁଙ୍କୁ ପ୍ରାୟ ଏକାଠି ଦେଖିବାକୁ ମିଳିଥିଲା । ନିକଟରେ ସେମାନଙ୍କ…

ଭାଜପା ସହ ମେହେବୁବାଙ୍କର ରହିଛି ଭଲ ସମ୍ପର୍କ: ଶିବସେନା

ମୁମ୍ବାଇ,୨୭ ।୩: ମହାରାଷ୍ଟ ରାଜନୀତିରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ମୁହାଁମୁହିଁ ହୋଇଛନ୍ତି । ଶିବସେନା ନେତା ସଞ୍ଜୟ ରାଉତ ପୁଣିଥରେ ଭାଜପାକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ମେହେବୁବା ମୁଫତିଙ୍କ ଦଳ ସହ ଭାଜପାର ଭଲ ସମ୍ପର୍କ…

ଏମିତି ଜେଲ୍‌, ଯେଉଁଠିକି ଗଲେ କେହି କେବେ ଫେରନ୍ତିନି ଜୀବନ୍ତ

ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ହେତୁ ପୁଟିନ ଅନେକ ଦେଶର ବିରୋଧର ସମ୍ମୁଖୀନ ହେଉଛନ୍ତି। ଇତି ମଧ୍ୟରେ ରୁଷିଆର ଅନେକ ଗୁପ୍ତ ଖବର ମଧ୍ୟ ବାହାରେ ଚର୍ଚ୍ଚାର ବିଷୟ ପାଲଟିଛି। ଆପଣ ଜାଣନ୍ତି କି ରୁଷିଆରେ ଏପରି ଏକ…

ଚିତୁର ସଡ଼କ ଦୁର୍ଘଟଣା ୭ ମୃତ, ୪୫ ଆହତ

ଚିତୁର,୨୭ ।୩: ଆନ୍ଧ୍ରପ୍ରଦେଶର ଚିତୁରରେ ଶନିବାର ରାତିରେ ହାଇଥିବା ସଡ଼କ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହେବା ସହ ୪୫ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ତିରୁପତିଠାରୁ ୨୫ କିଲୋମିଟର ଦୂର ବକରାପେଟାରେ ହୋଇଛି ।…

ବୋଲ୍ଡ ଲୁକ୍‌ରେ ଜ୍ୟାକ୍‌ଲିନ

ମୁମ୍ବାଇ: ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ନାଡିଜ ଇନ୍‌ଷ୍ଟାଗ୍ରାମରେ ନିଜର କିଛି ବୋଲ୍ଡନେସ ଫଟୋ ଶେୟାର କରିଛନ୍ତି। ଯାହା ଦେଖି ପ୍ରଶଂସକ ପାଗଳ ହୋଇଯାଇଛନ୍ତି। ଏଥିରେ ସେ ଲିଓପାର୍ଡ ବା ଚିତାବାଘ ପ୍ରିଣ୍ଟର ଏକ ଡ୍ରେସ୍‌ ପିନ୍ଧି ପୋଜ ଦେଇଥିବା ଦେଖିବାକୁ ମିଳିଛି। ସେ…

କୋଲକାତା ଚାଲାଣ ହେଉଥିଲା ଗୋରୁ ବୋଝେଇ ଟ୍ରକ୍‌, ଧରିଲା ପୋଲିସ

ପାଟଣା,୨୭। ୩(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଦେଇ ଯାଇଥିବା ୪୯ ନଂ. ଜାତୀୟ ରାଜପଥ ହାତୀବାରୀ ନିକଟରୁ ରବିବାର ସକାଳୁ ଟ୍ରକ୍‌ ବୋଝେଇ ଗୋରୁ ଜବତ ହୋଇଛି । ଖବରପାଇ ତୁରୁମୁଙ୍ଗା ପୋଲିସ ଚଢ଼ାଉ କରି ଟ୍ରକ୍‌ ବୋଝେଇ…

ଘରକୁ ଫେରୁଥିଲେ ଇଞ୍ଜିନିୟର ପୁଅ, ରାସ୍ତାରେ ଚାହିଁ ବସିଥିଲା ମୃତ୍ୟୁ

ପାଟଣା,୨୭।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇପଶି-କେନ୍ଦୁଝର ରାସ୍ତାର ଶ୍ୟାମସୁନ୍ଦରପୁର ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତ ବାଇକ ଆରୋହୀ ଜଣକ ପାଟଣା ଥାନା ସାହାରପଡା…

କାଲିଠୁ ବଢ଼ିବ ତାତି: ୫ ଦିନ ଅସହ୍ୟ ଗରମ

ଭୁବନେଶ୍ୱର,୨୭।୩(ବ୍ୟୁରୋ): ରାଜ୍ୟରେ ୨୮ତାରିଖରୁ ତାତି ବଢ଼ିବ । ଲଗାତର ୪-୫ଦିନ ରାଜ୍ୟରେ ଏଭଳି ପାଗ ଜାରି ରହିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରୀ ବଢ଼ିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଶନିବାର ରାଜ୍ୟର…

ଖସୁଛି ସଂକ୍ରମଣ: ଆଜି ୪୮ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୭।୩(ବ୍ୟୁରୋ): ରାଜ୍ୟରେ ରବିବାର ୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୬ ଜଣ ପିଲା ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୨୯ ଜଣ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୯ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri