Home Left

୪୪ ଟିକସ ଆଦାୟ ଅଧିକାରୀଙ୍କୁ ମିଳିଲା ପଦୋନ୍ନତି

ଭୁବନେଶ୍ୱର,୧୧।୫(ବ୍ୟୁରୋ)- ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ କାର୍ଯ୍ୟରତ ୪୪ଜଣ ଟିକସ ଆଦାୟ ଅଧିକାରୀଙ୍କୁ ରାଜ୍ୟ ସରକାର ବୁଧବାର ପଦୋନ୍ନତି ଦେଇଛନ୍ତି। ଏଣିକି ସେମାନେ ରାଜସ୍ବ ଅଧିକାରୀ ଭାବେ କାର୍ଯ୍ୟ କରିବେ । ପଦୋନ୍ନତି ସହିତ ବେତନରେ ମଧ୍ୟ ସଂଶୋଧନ କରାଯାଇଛି । ରାଜ୍ୟ…

ମୋହାଲି ବ୍ଲାଷ୍ଟରେ ପୋଲିସକୁ ବଡ଼ ସଫଳତା: ଫରିଦକୋଟରୁ ମୁଖ୍ୟ ଅଭିଯୁକ୍ତ ଗିରଫ

ମୋହାଲି,୧୧।୫: ପଞ୍ଜାବ ମୋହାଲି ସ୍ଥିତ ଇଣ୍ଟଲିଜେନ୍ସ ଓ୍ବିଙ୍ଗ୍‌ ହେଡକ୍ୱାର୍ଟରରେ ରକେଟ ଲଞ୍ଚରରୁ ଆକ୍ରମଣ ଘଟଣାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ନିଶାନ ସିଂହଙ୍କୁ ମଙ୍ଗଳବାର ଫରିଦକୋଟରୁ ଗିରଫ କରିଛି ପଞ୍ଜାବ ପୋଲିସ। ନିଶାନ ସିଂହ…

୧୦ ଜିଲାରେ ପ୍ରବଳ ବର୍ଷିବ, ୧୩ରୁ ପାଗରେ ପରିବର୍ତ୍ତନ

ଭୁବନେଶ୍ୱର,୧୧।୫(ବ୍ୟୁରୋ): ଆଗାମୀ ୨୪ ଘଣ୍ଟା ମଧ୍ୟରେ ୧୦ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ମୟୁରଭଞ୍ଜ, ବାଲେଶ୍ବର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡା,…

ଆଶ୍ରମରୁ ମିଳିଲା ୧୧ ଅନୁଗତଙ୍କ ମୃତଦେହ, ବାବାଙ୍କୁ ଗିରଫ କଲା ପୋଲିସ

ବ୍ୟାଙ୍କକ,୧୧।୫: ଥାଇଲାଣ୍ଡ ପୋଲିସ ଛୟାଫୁମ ଜଙ୍ଗଲରେ ଥିବା ଏକ ଆଶ୍ରମରେ ଚଢାଉ କରି ଜଣେ ଆତ୍ମଘୋଷିତ ବାବାଙ୍କୁ ଗିରଫ କରିଛି। ସେ ହେଲେ ଥାଓ୍ବି ନାନରା(୭୫)। ପୋଲିସ ଆଶ୍ରମରୁ ୧୧ଜଣ ଅନୁଗତଙ୍କ ମୃତଦେହ ଜବତ କରିଛି। ଏନେଇ ପୋଲିସ ଏକ ମାମଲା…

ଉତ୍ତରାଖଣ୍ଡରେ ଭୂକମ୍ପ ଝଟକା

ଡେରାଡୁନ ୧୧।୫: ଉତ୍ତରାଖଣ୍ଡରେ ପିଥୋରାଗଡ ଜିଲାରେ ବୁଧବାର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏ ନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ମିଳିଛି। ନେପାଳ ସୀମାର ଆଖପାଖ ଅଞ୍ଚଳରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି। ରିକ୍ଟର ସ୍କେଲରେ…

ଶିକ୍ଷାମନ୍ତ୍ରୀଙ୍କ ଘରୁ ମିଳିଲା ବୋହୂଙ୍କ ମୃତଦେହ

ଭୋପାଲ,୧୧।୫: ମଧ୍ୟପ୍ରଦେଶ ଶିକ୍ଷାମନ୍ତ୍ରୀ ଇନ୍ଦର ସିଂ ପରମାରଙ୍କ ଶାଜାପୁର ସ୍ଥିତ ଘରୁ ମଙ୍ଗଳବାର ଝୁଲନ୍ତା ଅବସ୍ଥାରେ ତାଙ୍କ ବୋହୂଙ୍କ ମୃତଦେହ ପୋଲିସ ଜବତ କରିଛି। ସେ ହେଲେ ସବିତା ପରମାର(୨୩)। ସବିତା ତିନି ବର୍ଷ ତଳେ ମନ୍ତ୍ରୀଙ୍କ ପୁଅ ଦେବରାଜ ପରମାରଙ୍କୁ…

ଆନ୍ଧ୍ର ମୁହାଁଇଲା ବାତ୍ୟା : ୨୩ ବିମାନ ଉଡ଼ାଣ ବାତିଲ

ଭୁବନେଶ୍ୱର,୧୧।୫(ବ୍ୟୁରୋ): ଅସାନିି ଭୀଷଣ ବାତ୍ୟାରୁ ବାତ୍ୟାରେ ପରିଣତ ହୋଇଛି। ଆନ୍ଧ୍ରରେ ପ୍ରବଳ ବର୍ଷା ନେଇ ରେଡ ୱାର୍ନିଂ ଜାରି କରାଯାଇଛି। ଆନ୍ଧ୍ରପ୍ରଦେଶ ପାଣିପାଗ ବିଭାଗ ସୂଚନା ଅନୁସାରେ, ବର୍ତ୍ତମାନ ଏହା କାକିନାଡ଼ାଠାରୁ ୨୬୦ କି.ମି. ଦୂରରେ ରହିଛି। ଏହାର ପ୍ରଭାବରେ ଆନ୍ଧ୍ର…

ଶାଶୁଘରେ ଟଏଲେଟ୍‌ ନ ଥିବାରୁ ଜୀବନ ହାରିଲେ ମହିଳା

ଚେନ୍ନାଇ,୧୧।୫: ଶାଶୁଘରେ ଟଏଲେଟ୍‌ ନ ଥିବାରୁ ଜଣେ ୨୭ ବର୍ଷୀୟା ମହିଳା ଆତ୍ମହତ୍ୟା କରିଥିବା ଜଣାପଡିଛି। ଏଭଳି ଏକ ଘଟଣା ଘଟିଛି ତାମିଲନାଡୁର କୁଡ୍ଡାଲୋର ଜିଲା ଅଞ୍ଚଳରେ। ମୃତ ମହିଳା ଜଣକ ହେଲେ ଆରିସିପେରିୟାଙ୍କୁପ୍ପାମ ଗ୍ରାମରେ ରାମ୍ୟା ବୋଲି ଜଣାପଡିଛି। ରାମ୍ୟା…

ତଳିଆ ଅଞ୍ଚଳର ସ୍ଥିତି ସମୀକ୍ଷା କଲେ ବିଏମ୍‌ସି ମେୟର

ଭୁବନେଶ୍ବର,୧୧।୫(ବ୍ୟୁରୋ) : ଦୁର୍ବଳ ହେଲା ଭୀଷଣ ବାତ୍ୟା ‘ଅସାନି’। ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜଧାନୀ ଭୁବନେଶ୍ବରରେ ମଙ୍ଗଳବାରରୁ ବର୍ଷା ଲାଗି ରହିଛି। ଆଜି ସକାଳେ ମଧ୍ୟ ପ୍ରବଳ ବର୍ଷା ହୋଇଛି। ତେବେ ବର୍ଷା ଲାଗି ରହିଲେ…

ସାମ୍ପ୍ରଦାୟିକ ହିଂସା: ଇଣ୍ଟରନେଟ ସେବା ୨୪ ଘଣ୍ଟା ବନ୍ଦ

ଭିଲଓ୍ବାଡା,୧୧।୫: ଗତ କିଛି ଦିନର ବିରତି ପରେ ରାଜସ୍ଥାନର ଭିଲୱାଡାରେ ପୁଣିଥରେ ଉତ୍ତେଜନା ବୃଦ୍ଧି ପାଇଛି। ଭିଲଓ୍ବାଡାରେ ଜଣେ ଯୁବକଙ୍କୁ ଛୁରୀ ଭୁଷି ହତ୍ୟା କରାଯିବା ପରେ ସାମ୍ପ୍ରଦାୟିକ ହିଂସା ତେଜିବାରେ ଲାଗିଛି। ସହରରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଲାଗି…

ଲାଞ୍ଚ ନେଉଥିବା ଅଭିଯୋଗରେ ଗିରଫ ହେଲେ ଫରେଷ୍ଟର

ବଲାଙ୍ଗୀର ଅଫିସ,୧୧।୫: ଲାଞ୍ଚ ନେଉଥିବା ଅଭିଯୋଗରେ ଫରେଷ୍ଟର ହରିହର ସ୍ବାଇଁଙ୍କୁ ଗିରଫ କରାଯାଇଛି। ଗିରଫ କରାଯିବା ପରେ ତାଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟରେ ଜାମିନ୍‌ ନ ମିଳିବାରୁ ତାଙ୍କୁ ବଲାଙ୍ଗୀର ଜେଲକୁ ପଠାଇ ଦିଆଯାଇଛି। ସୂଚନାନୁଯାୟୀ, ବଲାଙ୍ଗୀର ଜିଲା…

‘ଅସାନି’ ପ୍ରଭାବ: ୮ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୧।୫(ବ୍ୟୁରୋ): ଦୁର୍ବଳ ହେଲା ଭୀଷଣ ବାତ୍ୟା ‘ଅସାନି’। ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ କେତେକ ଜିଲାରେ ବର୍ଷା ଲାଗି ରହିଛି। ତେବେ ପାଣିପାଗ ବିଭାଗ ପକ୍ଷରୁ ୮ଜିଲାକୁ ୟେଲୋ ଓ୍ବାନିର୍ଂ ଜାରି କରାଯାଇଛି। ସେହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri