Home Left

ମୁମ୍ବାଇ ପାଟିରୁ ଛଡ଼ାଇ ଆଣିଲେ ମ୍ୟାଚ୍‌

ମୁମ୍ବାଇ,୨୭।୩: ସର୍ବାଧିକ ୫ ଥର ଆଇପିଏଲ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଏଥର ବି ବିଜୟ ସହ ଆଇପିଏଲ ସିଜନ୍‌ ଆରମ୍ଭ କରିପାରିନାହିଁ। ୧୭୮ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ ଛିଡ଼ା କରିବା ପରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧା ଦଳକୁ ୭୨ ରନ୍‌ ମଧ୍ୟରେ…

ପୂର୍ବତନ କର୍ପୋରେଟରଙ୍କ ଘରେ ପଶି ହତ୍ୟା ଧମକ

ବ୍ରହ୍ମପୁର ଅଫିସ,୨୭।୩: ଗଞ୍ଜାମ ଜିଲାରେ ପୌର ନିର୍ବାଚନ ଶେଷ ହୋଇଛି। ହେଲେ ନିର୍ବାଚନୀ ହିଂସା ଥମିବାର ନାଁ ନେଉ ନାହିଁ। ଶନିବାର ବିଳମ୍ବିତ ରାତିରେ ଗୋଷାଣୀ ନୂଆଗାଁ ଥାନା ଅଧୀନ ହାଉସିଂବୋର୍ଡ ବ୍ରିଟ କଲୋନୀରେ ରହୁଥିବା ପୂର୍ବତନ କର୍ପୋରେଟର ତଥା ପରାଜିତ…

‘ମୁଁ କାହାକୁ ଡରେ ନାହିଁ’

ଭୋପାଳ,୨୭।୩: ପ୍ରାୟ ଏକ ଦଶନ୍ଧି ପୁରୁଣା ମାମଲାରେ ଇନ୍ଦୋରର ଏକ ସ୍ବତନ୍ତ୍ର ଅଦାଲତ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟଙ୍କୁ ଏକ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଦିଗ୍‌ବିଜୟ ତାଙ୍କ ଦଣ୍ଡାଦେଶ ବିରୋଧରେ ହାଇକୋର୍ଟରେ ଆବେଦନ କରିବେ।…

ଆଶ୍ୱାସନା ଦେଲେ ଅନୁଷ୍କା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା କ୍ରିକେଟ୍‌ର ଜଣେ ବଡ଼ ପ୍ରଶଂସକ। ଭାରତୀୟ ପୁରୁଷ ହେଉ କିମ୍ବା ମହିଳା କ୍ରିକେଟ ଦଳର ପ୍ରତ୍ୟେକ ମ୍ୟାଚ୍‌ ସେ ଦେଖନ୍ତି। ମହିଳା ଦିନିକିଆ ବିଶ୍ୱକପ୍‌ରେ ଭାରତୀୟ କ୍ରିକେଟ୍‌ ଦଳ ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହୋଇ ସେମିଫାଇନାଲ୍‌…

ଇମ୍ରାନ ଖାନ୍‌ଙ୍କୁ ଲାଗିଲା ବଡ଼ ଝଟ୍‌କା

ଇସଲାମାବାଦ,୨୭।୩: ସରକାର ବଞ୍ଚାଇବାକୁ ସଂଘର୍ଷ କରୁଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆଉ ଏକ ଝଟ୍‌କା ଲାଗିଛି। ସୋମବାର ସଂସଦର ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହେବ। ଏହାର ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ସହଯୋଗୀ ଜମୁହୁରୀ…

ମୁମ୍ବାଇକୁ ୧୭୭ରେ ପହଞ୍ଚାଇଲା ଇଶାନଙ୍କ ବିସ୍ଫୋରକ ଅର୍ଦ୍ଧଶତକ

ମୁମ୍ବାଇ,୨୭।୩: ଚଳିତ ଆଇପିଏଲର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚାଲିଥିବା ଲିଗ୍‌ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭଲ ଆରମ୍ଭ ଦେଇଥିଲେ ରୋହିତ ଶର୍ମା ଏବଂ ଇଶାନ କିଷନ। ଦୁହେଁ ୮ ଓଭରରେ ୬୭ ରନ୍‌ କରିଥିଲେ। କିନ୍ତୁ ରୋହିତ ଶର୍ମା (୪୧) ଆଉଟ୍‌…

‘ମୁଁ ରାଷ୍ଟ୍ରପତି ଥିଲେ, ରୁଷିଆ ଉପରେ ପରମାଣୁ ବୋମା ପକାଇବା ଧମକ ଦେଇଥାନ୍ତି’

ଓ୍ବାଶିଂଟନ୍‌,୨୭।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନି। ଏହି ସମୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଯଦି ସେ ଏବେ ରାଷ୍ଟ୍ରପତି ହୋଇଥାନ୍ତେ, ତେବେ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୭ା୩(ବ୍ୟୁରୋ): ରାଜ୍ୟରୁ ରବିବାର ଆଉ ୪୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୭,୭୯୧ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ସିନ୍ଧୁଙ୍କୁ ଆଉ ଏକ ଟ୍ରଫି

ନୂଆଦିଲ୍ଲୀ,୨୭।୩: ଷ୍ଟାର ମହିଳା ଶଟଲର ପି ଭି ସିନ୍ଧୁ ରବିବାର କ୍ୟାରିୟରରେ ଆଉ ଏକ ଟାଇଟଲ ହାସଲ କରିଛନ୍ତି। ସେ ଥାଇଲାଣ୍ଡର ବୁସାନାନ ଓଙ୍ଗବାମରୁନଫାନଙ୍କୁ ଫାଇନାଲରେ ହରାଇ ହାତେଇଛନ୍ତି ସୁଇସ୍‌ ଓପନ ଟ୍ରଫି। ସିନ୍ଧୁ ପ୍ରତିପକ୍ଷ ଖେଳାଳିଙ୍କୁ ୨୧-୧୬, ୨୧-୮ ଗେମ୍‌ରେ…

ଜୁନ୍‌ ୩୦ରୁ ଅମରନାଥ ଯାତ୍ରା ଆରମ୍ଭ

ଶ୍ରୀନଗର,୨୭।୩: ଚଳିତବର୍ଷ ଅମରନାଥ ଯାତ୍ରା ଜୁନ ୩୦ରୁ ଆରମ୍ଭ ହେବ ଏବଂ ପରମ୍ପରା ଅନୁଯାୟୀ ରାଖି ପୁର୍ଣ୍ଣିମା ଦିନ ଶେଷ ହେବ। ଏଥର ବର୍ଷ ଭକ୍ତମାନେ ପ୍ରାୟ ୪୩ ଦିନ ବାବା ବର୍ଫାନୀଙ୍କୁ ଦେଖିପାରିବେ। ଗତ ୨ ର୍ବେ ହେବ କରୋନା…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର,୨୭ା୩(ବ୍ୟୁରୋ): ପଞ୍ଚାୟତ ଓ ପୌର ପରିଷଦ ନିର୍ବାଚନରେ ବିଜେଡିକୁ ବିପୁଳ ଜନସମର୍ଥନ ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବରିଷ୍ଠ ଅଧିକାରୀ। ରବିବାର ନବୀନ ନିବାସକୁ ଯାଇ  ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ…

‘କଶ୍ମୀର ଫାଇଲ୍ସ’ ଫିଲ୍ମ ଦେଖି ସଲମାନ କହିଲେ…

ମାର୍ଚ୍ଚ ୧୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଫିଲ୍ମ ‘କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ସୁପରହିଟ୍‌ ହୋଇଛି। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୧୯୯୦ରେ କଶ୍ମୀରୀ ପଣ୍ଡିତଙ୍କ ଅସହାୟ ଯନ୍ତ୍ରଣା ଉପରେ ଆଧାରିତ। ଫିଲ୍ମର କାହାଣୀ ଦର୍ଶକଙ୍କ ହୃଦୟକୁ ଛୁଇଁଛି। ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri