ଉଦ୍ଧବ ଠାକ୍ରେଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ନବନୀତ
ମୁମ୍ବାଇ,୧୧।୫: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କ ବାସଭବନ ମାତୋଶ୍ରୀ ଆଗରେ ହନୁମାନ ଚାଳିଶା ପାଠ ବିବାଦ ଥମିବାର ନାଁ ନେଉନାହିଁ। ଏହି ଘଟଣାରେ ଜେଲ୍ ଯାଇ ଜାମିନରେ ଆସିଥିବା ଅମରାବତୀର ସ୍ବାଧୀନ ଏମ୍ପି ନବନୀତ୍ ରାଣା ବୁଧବାର ପୁଣି ଉଦ୍ଧବ ଠାକ୍ରେଙ୍କୁ…
ଯାତ୍ରାର ଶେଷଦିନ ପୂର୍ବରୁ ହୁଣ୍ଡି ଭାଙ୍ଗି ସୁନା, ଟଙ୍କା ଲୁଟିନେଲେ
ବ୍ରହ୍ମପୁର ଅଫିସ,୧୧।୫: ବ୍ରହ୍ମପୁରରେ ଚୋରି, ଲୁଟ୍ ଏବେ ନିତିଦିନିଆ ଘଟଣା ହୋଇଛି। ବିଶେଷ କରି ବୈଦ୍ୟନାଥପୁର ଥାନା ଅଞ୍ଚଳ ଲୁଟେରାଙ୍କ ଚରାଭୂଇଁ ପାଲଟିଛି। ଏଭଳିସ୍ଥିତିରେ ଏକ ଚୋର ଗ୍ୟାଙ୍ଗ ମଙ୍ଗଳବାର ବିଳମ୍ବିତ ରାତିରେ ଆଙ୍କୁଲିର ପ୍ରସିଦ୍ଧ ମା’ କନକ ଦୁର୍ଗା ଠାକୁରାଣୀଙ୍କ…
୪୪ କଫ୍ଶିରପ୍ ଜବତ, ଜଣେ ଗିରଫ
ଜମନକିରା,୧୧ା୫(ଡି.ଏନ୍.ଏ.): ସମ୍ବଲପୁର ଜିଲା ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅନ୍ତର୍ଗତ କୁଲୁଣ୍ଡି ଛକରୁ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ମଙ୍ଗଳବାର ୪୪ ଟି କଫ୍ଶିରପ୍ ଜବତ କରିବା ସହ ଜଣକୁ ପୋଲିସ ଗିରଫ କରିଛି। ସୂଚନାନୁଯାୟୀ, ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି…
ଏହି ମିଷ୍ଟ୍ରି ଗର୍ଲଙ୍କ ପ୍ରେମରେ ମୁନାଓ୍ବାର ଫାରୁକି
ବମ୍ବେ: ଲକ୍ ଅପ୍ ଶୋ’ ଜିତିବା ପରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ମୁନାଓ୍ବାର ଫାରୁକି। ପ୍ରଥମେ ଶୋ’ର ସଫଳତାକୁ ନେଇ ଦିଆଯାଇଥିବା ପାର୍ଟିରେ ଜଣେ ମିଷ୍ଟ୍ରି ଗର୍ଲଙ୍କ ସହ ସେ ନଜର ଆସିଥିଲେ। ଏବେ ସେ ନାଜିଲା ସିତାଶୀ…
ସମୁଦ୍ର ତଳେ ରାସ୍ତା…
ଓ୍ବାଶିଂଟନ, ୧୧।୫ : ରାସ୍ତା ପୁଣି ଗଭୀର ସମୁଦ୍ର ତଳେ, ଯେକେହି ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ୍ୟ। ପ୍ରଶାନ୍ତ ମହାସାଗରତଳେ ଏଭଳି ଏକ ରାସ୍ତା ରହିଛି। ମହାସାଗରରେ ହଳଦିଆ ବ୍ରିକ ରୋଡ ସମୁଦ୍ର ତଳୁ ଦେଖିବାକୁ ମିଳିଛି। ଏହାକୁ…
ବଲିଉଡ୍ ତାଙ୍କୁ ପାରିଶ୍ରମିକ ଦେଇପାରିବ ନାହିଁ କହୁଥିବା ମହେଶ ବାବୁ ଗୋଟିଏ ଫିଲ୍ମ ପାଇଁ ନିଅନ୍ତି ଏତିକି ଟଙ୍କା
ଆଜିକାଲି ଭାରତୀୟ ସିନେମାରେ ବଲିଉଡ ବନାମ ସାଉଥ ଇଣ୍ଡଷ୍ଟ୍ରିର ଯୁଦ୍ଧ ଦେଖିବାକୁ ମିଳୁଛି। ଏହି ବିବାଦ ଉପରେ ସାଉଥ ଇଣ୍ଡଷ୍ଟ୍ରି ସୁପରଷ୍ଟାର ମହେଶ ବାବୁ ନିଜ ପ୍ରତିକ୍ରିୟା ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ ହିନ୍ଦୀ ଫିଲ୍ମରେ କାମ କରିବାକୁ ସେ ସମ୍ପୂର୍ଣ୍ଣ…
ବୃଦ୍ଧ ଦମ୍ପତିଙ୍କଠାରୁ ଲୁଟିନେଲେ ଟଙ୍କା ବ୍ୟାଗ୍
ଜମନକିରା,୧୧ା୫(ଡି.ଏନ୍.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକ ଅଞ୍ଚଳରେ ଖୁଲମଖୁଲା ଭାବେ ଚୋରି, ଡକାୟତି ଚାଲିଥିବା ଦେଖିବାକୁ ମିଳୁଛି। ଲୁଟେରା କେତେବେଳେ କାହାଠାରୁ ଟଙ୍କା ଲୁଟ୍ କରି ନେଇଯାଉଛନ୍ତି ତ, କେତେବେଳେ ବସ୍ଷ୍ଟାଣ୍ଡରେ ଭୁଜାଲି ଦେଖାଇ ଧମକ ଦେଉଛନ୍ତି। ଏଭଳି ଏକ ଘଟଣା…
ଲକ୍ଷ୍ମଣ ରେଖାକୁ ପାର କରାଯାଇ ପାରିବ ନାହିଁ, କହିଲେ ଆଇନ ମନ୍ତ୍ରୀ…
ନୂଆଦିଲ୍ଲୀ, ୧୧।୫ : ବୁଧବାର ଦିନ ସୁପ୍ରିମକୋର୍ଟ ଦେଶଦ୍ରୋହ ଆଇନର ମାମଲାର ଶୁଣାଣି ବେଳେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। ସରକାର ଏହାକୁ ସମୀକ୍ଷା କରିବେ ଏବଂ ଜେଲରେ ଥିବା ବ୍ୟକ୍ତିମାନେ ଜାମିନ ମାଗି କୋର୍ଟଙ୍କ ନିକଟକୁ ଯାଇପାରିବେ ବୋଲି ବିବାଦୀୟ…
ସାନିଟାଇଜର ପିଇ ୩ ଆଥ୍ଲେଟ ହସ୍ପିଟାଲରେ ଭର୍ତ୍ତି
ଟୋକିଓ,୧୧।୫: ପାଣି ବଦଳରେ ସାନିଟାଇଜର ପିଇ ୩ ସ୍କୁଲ ଆଥଲେଟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଜାପାନର ୟାମାନାଶିରେ ଆୟୋଜିତ ୫ ହଜାର ମିଟର ଦୌଡ ପ୍ରତିଯୋଗିତାରେ ଆଥଲେଟମାନେ ଯୋଗଦେଇଥିଲେ। ସେମାନଙ୍କୁ ପାଣି ବଦଳରେ ସାନିଟାଇଜର ପିଇବା ପାଇଁ ଦିଆଯାଇଥିବା ଜଣାପଡିଛି। ପାଣି…
ଟ୍ରେନ୍ରେ ବେବି ବର୍ଥ
ଲକ୍ଷ୍ନୌ,୧୧।୫: ଭାରତୀୟ ରେଳ ପକ୍ଷରୁ ମହିଳା ଯାତ୍ରୀଙ୍କ ପାଇଁ ଏକ ନୂତନ ବ୍ୟବସ୍ଥା କରାଯାଇଛି। ଛୋଟପିଲାଙ୍କୁ ଧରି ଯାତ୍ରା କରୁଥିବା ମହିଳାଙ୍କ ପାଇଁ ଏହି ସୁବିଧା ଉଦ୍ଦିଷ୍ଟ। କିଛି ସ୍ବତନ୍ତ୍ର ଟ୍ରେନ୍ରେ ‘ବେବି ବର୍ଥ’ ବେଡ୍ ସୁବିଧା ହୋଇଛି। ଏହି ସୁବିଧା…
ମଲାଇକାଙ୍କ ପୂର୍ବରୁ ସଲମାନଙ୍କ ଉଭଣୀଙ୍କୁ ଡେଟ୍ କରିଥିଲେ ଅର୍ଜୁନ କପୁର, ୨ ବର୍ଷ ଧରି…
ବମ୍ବେ: କିଛି ବର୍ଷ ଧରି ବୋଲ୍ଡ ଅଭିନେତ୍ରୀ ମଲାଇକା ଅରୋରାଙ୍କୁ ଡେଟ୍ କରିଆସୁଛନ୍ତି ବଲିଉଡ୍ ଅଭିନେତା ଅର୍ଜୁନ କପୁର। ଉଭୟଙ୍କୁ ବି-ଟାଉନ୍ର ସବୁଠାରୁ ହଟ୍ ଯୋଡ଼ି ବୋଲି କୁହାଯାଉଛି। ଉଭୟ ପ୍ରଥମେ ଏକାଠି ବିଭିନ୍ନ ପାର୍ଟିରେ ନଜର ଆସିବା ପରେ ସୋସିଆଲ…
ବ୍ୟାଟିଂ କି ବୋଲିଂ ନୁହେଁ, ଏହି କାମରେ ଟ୍ୟାଲେଣ୍ଟ୍ ଦେଖାଇଲେ ସଚିନ ତେନ୍ଦୁଲକରଙ୍କ ପୁଅ
ମୁମ୍ବାଇ,୧୧।୫: ଆଇପିଏଲ ୨୦୨୨ରେ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ସାମିଲ ଥିବା ଅର୍ଜୁନ ତେନ୍ଦୁଲକର ଏପର୍ଯ୍ୟନ୍ତ ତାଙ୍କ ଆଇପିଏଲ ଡେବ୍ୟୁକୁ ଅପେକ୍ଷା କରିଛନ୍ତି। ଚଳିତ ବର୍ଷ ଅର୍ଜୁନଙ୍କୁ ୩୦ ଲକ୍ଷ ଟଙ୍କାରେ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ, କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ଚଳିତ ସିଜିନରେ…
Archives


