Home Left

ବୁଲେଟ୍‌ରୁ ସାଇଲେନ୍ସର ଖୋଲିଲା ପୋଲିସ,୧.୩୮ଲକ୍ଷ ଜରିମାନା

ଝାରସୁଗୁଡ଼ା ଅଫିସ,୧୨ା୫: ଝାରସୁଗୁଡା ସହରରେ ଦ୍ରୁତଗତିରେ ଚଳାଚଳ କରୁଥିବା ୯ ବୁଲେଟ୍‌କୁ ଟାଉନ ଥାନା ପୋଲିସ ଧରି ଏଥିରେ ଲାଗିଥିବା ମାତ୍ରାଧିକ ଶବ୍ଦ ପ୍ରଦୂଷଣକାରୀ ସାଇଲେନ୍ସରକୁ ଖୋଲିଦେଇଛି। ପୋଲିସ ଧରିଥିବା ସମସ୍ତ ବୁଲେଟ୍‌ ଆର୍‌ଟିଓଙ୍କୁ ଜିମାଦେଲା ପରେ ଚାଳକଙ୍କ ନିକଟରୁ୧ଲକ୍ଷ ୩୮ହଜାର…

ବ୍ରଜରାଜନଗର ଉପନିର୍ବାଚନ:ସମସ୍ତ ୧୪ ନାମାଙ୍କନପତ୍ର କାଏମ

ଝାରସୁଗୁଡ଼ା ଅଫିସ, ୧୨ା୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ସମୁଦାୟ ୧୪ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ଗୁରୁବାର ଯାଞ୍ଚ ପରେ ସମସ୍ତ ନାମାଙ୍କନପତ୍ର କାଏମ ରହିଛି ବୋଲି ରିଟର୍ନିଂ ଅଫିସର ଉପଜିଲାପାଳ ଦୟାମୟ ପାଢ଼ୀ କହିଛନ୍ତି। ଆସନ୍ତା ୧୭ରେ ନାମାଙ୍କନପତ୍ର ପ୍ରତ୍ୟାହାର…

ବାହାହେବା ପାଇଁ ମୋଦିଙ୍କୁ ଚିଠି

ଶାମଲି,୧୨।୫: ଉତ୍ତରପ୍ରଦେଶ ଶାମଲି ଜିଲାର କେରାନାରେ ରହୁଥିବା ୨ ଫୁଟ ୬ ଇଞ୍ଚର ୨୮ବର୍ଷୀୟ ଆଜିମ ମନସୁରୀ ନାମକ ଜଣେ ବ୍ୟକ୍ତି ନିଜ ବିବାହ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଗତ ବର୍ଷ ୨୦୨୧ ମାର୍ଚ୍ଚ ୯ରେ ହାପୁଡ ଜିଲାର ୨୧ବର୍ଷୀୟ…

୧୦୦ବି ଛୁଇଁପାରିଲାନି ସିଏସ୍‌କେ

ମୁମ୍ବାଇ,୧୨।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ସାଙ୍ଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ୩୬ ରନ୍‌ର ଅପରାଜିତ ଇନିଂସ ସତ୍ତ୍ୱେ ସିଏସ୍‌କେ ମାତ୍ର…

ବିନା ଡିଆର୍‌ଏସ୍‌ରେ ଖେଳାଗଲା

ମୁମ୍ବାଇ,୧୨।୫: ଓ୍ବାଙ୍ଖଡେ ଷ୍ଟାଡିୟମରେ ବିଦ୍ୟୁତ ବିଭ୍ରାଟ ଯୋଗୁ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରାରମ୍ଭିକ ୨ ଓଭରରେ ନିଷ୍ପତ୍ତି ପୁନଃ ବିଚାର ପ୍ରକ୍ରିୟା (ଡିଆର୍‌ଏସ୍‌) ଉପଲବ୍ଧ ନ ଥିଲା। ଷ୍ଟାଡିୟମର ଗୋଟିଏ ଫ୍ଲଡଲାଇଟ୍‌…

ଝାଡ଼ଖଣ୍ଡ ଖଣି ସଚିବ ପୂଜା ସିଂଘଲ ନିଲମ୍ବିତ

ନୂଆଦିଲ୍ଲୀ,୧୨।୫: ମନି ଲଣ୍ଡରିଂ ମାମଲାରେ ଗିରଫ ହେବାର ଦିନକ ପରେ ଝାଡ଼ଖଣ୍ଡ ଖଣି ସଚିବ ପୂଜା ସିଂଘଲଙ୍କୁ ଭାରତୀୟ ପ୍ରଶାସନିକ ସେବାରୁ ନିଲମ୍ବନ କରାଯାଇଛି। କାର୍ମିକ ଓ ତାଲିମ ବିଭାଗ ପକ୍ଷରୁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏମ୍‌ଜିଏନ୍‌ଆରଇଇଜିଏ…

ନିରପେକ୍ଷ ତଦନ୍ତ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

କୋକସରା,୧୨।୫(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅଧୀନ ବରାଡଙ୍ଗା ପଞ୍ଚାୟତ କେନ୍ଦୁଡୋଙ୍ଗରି ଗାଁର ଦ୍ୱାରିକା ଦାସ(୨୨)ଙ୍କୁ ହତ୍ୟା କରି ଅଭିଯୁକ୍ତମାନେ ଆତ୍ମହତ୍ୟା ରୁପ ଦେବାକୁ ଏକ ଗଛରେ ଟାଙ୍ଗି ଦେଇଥିଲେ। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାରର…

ପୂର୍ବତନ ସିଡିଭିଓଙ୍କୁ ୨ ବର୍ଷ ଜେଲ ସହ ୫ ହଜାର ଜରିମାନା

ବ୍ରହ୍ମପୁର ଅଫିସ,୧୨।୫ : ଗଜପତି ଜିଲା ପାରଳାଖେମୁଣ୍ଡି ପୂର୍ବତନ ସିଡିଭିଓ ଡକ୍ଟର ଜଳଧର ମଲ୍ଲିକଙ୍କୁ ୨ବର୍ଷ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଜରିମାନା। ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ବିଚାରପତି ଏ ନେଇ ଗୁରୁବାର ରାୟ ଶୁଣାଇଛନ୍ତି। ଲାଞ୍ଚ ନେଇ ଭିଜିଲାନ୍ସ…

ଦିନେ ବଢ଼ିଲେ ଦିନେ କମୁଛି: ଚିନ୍ତା ବଢ଼ାଉଛି ରାଜଧାନୀ

ନୂଆଦିଲ୍ଲୀ,୧୨।୫: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦିନେ କରୋନା ସଂକ୍ରମଣ ବଢ଼ୁଛି ତ ଦିନେ କମୁଥିବା ପରିଲକ୍ଷିତ ହୋଇଛି। ବୁଧବାର ତୁଳନାରେ ଗୁରୁବାର ଦିଲ୍ଲୀରେ କରୋନା ସଂକମ୍ରଣ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ…

ଝୁଲନ୍ତା ଅବସ୍ଥାରେ ମିଳିଲା ମହିଳାଙ୍କ ମୃତଦେହ

କୋରୁକୋଣ୍ଡା,୧୨।୫(ଡି.ଏନ୍‌.ଏ): ମାଲକାନଗିରି ଥାନା ଅନ୍ତର୍ଗତ ଏମଭି ୩୧ଠାରୁ କିଛିପାଲ୍ଲି ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାର୍ଶ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଏକ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ଜଣକ ହେଉଛନ୍ତି କିଛିପାଲ୍ଲୀ ଗ୍ରାମର ଗାଙ୍ଗୀ ପଡିଆମୀ (୪୦)।…

ଜାଡେଜାଙ୍କୁ ଅନ୍‌ଫଲୋ କଲା ଚେନ୍ନାଇ

ମୁମ୍ବାଇ,୧୨।୫: ଗତ ୧୦ ବର୍ଷ ହେଲା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇରହିଥିବା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ଇନ୍‌ଷ୍ଟାଗ୍ରାମରେ ଅନ୍‌ଫଲୋ କରି ଦେଇଛି ଏହି ଫ୍ରାଞ୍ଚାଇଜ। ଆହତ ସମସ୍ୟା ଯୋଗୁ ଜାଡେଜା ଚଳିତ ଆଇପିଏଲ୍‌ର ଅବଶିଷ୍ଟାଂଶ ମ୍ୟାଚ୍‌ରୁ ବାଦ୍‌…

ଟସ୍‌ ଜିତି ବୋଲିଂ କରିବ ମୁମ୍ବାଇ

ମୁମ୍ବାଇ,୧୨।୫: ମୁମ୍ବାଇ ଓ୍ବାଙ୍ଗଡେ ଷ୍ଟାଡିୟମରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଗୁରୁବାର ୫୯ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି। ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଚେନ୍ନାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri