Posted inଜାତୀୟ

କେରଳ ସିପିଏମ୍‌ ସମ୍ପାଦକ ଭାବେ ଏମ୍‌.ଭି. ଗୋବିନ୍ଦନ୍‌ ନିଯୁକ୍ତ

ଥିରୁଭାନନ୍ଥପୁରମ,୨୯।୮: ଅବକାରୀ ମନ୍ତ୍ରୀ ଏମ୍‌.ଭି. ଗୋବିନ୍ଦନ ସିପିଏମ୍‌ର କେରଳ ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି। ସ୍ବାସ୍ଥ୍ୟଗତ କାରଣରୁ କୋଡିୟେରି ବାଲକ୍ରିଷ୍ଣନ ସମ୍ପାଦକ ପଦରୁ ଓହରିିବା ପରେ ଗୋବିନ୍ଦନଙ୍କୁ ଏହି ପଦବୀରେ ନିଯୁକ୍ତି ଦେବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ସିପିଏମ୍‌ ସେକ୍ରେଟେରିଏଟ୍‌ ବୈଠକ ପରେ ଗୋବିନ୍ଦନଙ୍କୁ ସିପିଏମ୍‌ର କେରଳ ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଙ୍ଗା ଆଜବେଷ୍ଟସ୍‌ ଘରେ ଭବିଷ୍ୟତ ଛାତ୍ରୀଛାତ୍ରଙ୍କ ଗଢ଼ା

ଆଳି,୧୫ା୧୧(ବନମାଳୀ ସେନାପତି): କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷାର ଗୁଣବତ୍ତା ବୃଦ୍ଧି ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। କିନ୍ତୁ ଉଦ୍ଦିଷ୍ଟ ଯୋଜନାଗୁଡ଼ିକ ବହୁ ବିଦ୍ୟାଳୟରେ ଉପଲବ୍ଧ…

ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬: ଗଛ ଲଗାଇବା ପ୍ରତି ଅଧିକ ଧ୍ୟାନଦେବା, ନିୟମ ମାନି ଚଳିଲେ…

ଭୁବନେଶ୍ୱର,୧୬।୧୧: ବର୍ତ୍ତମାନ ବହୁତ ପରିମାଣରେ ଗଛ କଟାଯାଉଛି। କମ୍ପାନୀ, ବଡ଼ ବଡ଼ ଅଟ୍ଟାଳିକା ପାଇଁ ଆମକୁ ଗଛ କାଟିବାକୁ ପଡ଼ୁଛି। ସେଥିପାଇଁ ଜଳବାୟୁ ପରିବର୍ତ୍ତନ ହେଉଛି। ଖରାଦିନେ…

ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ଅତ୍ୟଧିକ ଚାପ ପକାଯାଉଛି; ସୟଦ ମୁସ୍ତାକ ଅଲି ଟ୍ରଫିରେ ଅଧିନାୟକ ଦାୟିତ୍ୱ ଦେବା ଏକ ଅତ୍ୟନ୍ତ ଖରାପ ନିଷ୍ପତ୍ତି

ନୂଆଦିଲ୍ଲୀ,୧୬।୧୧: ସୟଦ ମୁସ୍ତାକ ଅଲି ଟ୍ରଫି ପାଇଁ ବିହାର ଦଳର ଅଧିନାୟକ ଭାବରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ନିଯୁକ୍ତ କରିବାର ନିଷ୍ପତ୍ତି ଅତ୍ୟନ୍ତ ଅପରିପକ୍ୱ ଏବଂ…

ଡେବ୍ୟୁ କରିବାକୁ ଥିବା ଯଶ ଠାକୁରଙ୍କ ନାଁରେ ଏମିତି ରେକର୍ଡ, ସଚିନ ତେନ୍ଦୁଲକର-ଏମ.ଏସ. ଧୋନଙ୍କ ଲିଷ୍ଟରେ ସାମିଲ

ନୂଆଦିଲ୍ଲୀ,୧୬।୧୧: ରବିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଦିନିକିଆ (ODI) ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ବିଜୟୀ ହୋଇଛି ଏବଂ ଏହି ସିରିଜକୁ ୩-୧ ବ୍ୟବଧାନରେ…

ଭୁବନେଶ୍ବରରେ ପହଞ୍ଚିଲେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ

ଭୁବନେଶ୍ୱର,୧୬।୧୧: ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ସୋମବାର ସକାଳେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାର ତାଙ୍କୁ ଭବ୍ୟ ସ୍ବାଗତ ଜଣାଇଛନ୍ତି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ।…

Nvidia ଜେନସେନ ହୁଆଙ୍ଗଙ୍କୁ ପୁଣିଥରେ CEO ଭାବେ ନିଯୁକ୍ତ କରିବ? ଏଲନ ମସ୍କ ଦେଇଛନ୍ତି ପରାମର୍ଶ

ଓ୍ବାଶିଂଟନ,୧୬।୧୧: ବିଶ୍ୱର ଅନ୍ୟତମ ବୃହତ ଚିପ କମ୍ପାନୀ ‘ଏନଭିଡିଆ’ (Nvidia) ପୁଣି ଥରେ ଜେନସେନ ହୁଆଙ୍ଗଙ୍କୁ ନିଜର ସିଇଓ (CEO) ଭାବରେ ନିଯୁକ୍ତ କରିପାରେ। ଯଦିଓ ହୁଆଙ୍ଗ…

ତ୍ରିରଙ୍ଗା ପ୍ରତି ଅପମାନ ଦେଖି ତୁରନ୍ତ ସୁରକ୍ଷା ଅଧିକାରୀଙ୍କ ନିକଟକୁ ଗଲେ ମହମ୍ମଦ ସିରାଜ; ୫ମ ଦିନିକିଆ ମ୍ୟାଚର ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୬।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପଞ୍ଚମ ଦିନିକିଆ ମ୍ୟାଚରେ ମହମ୍ମଦ ସିରାଜଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଥିଲା। ଏହି ମ୍ୟାଚରେ ସେ ଦୁଇଟି ୱିକେଟ ନେଇ ଦଳର ବିଜୟରେ…

ଆଜି ଓଡ଼ିଶା ଆସିବେ ଉପରାଷ୍ଟ୍ରପତି

ଭୁବନେଶ୍ୱର,୧୬।୧୧ (ରବିନାରାୟଣ ଜେନା): ଉପରାଷ୍ଟ୍ରପତି ସି. ପି. ରାଧାକ୍ରିଷ୍ଣନ ସୋମବାର ବିଧାନସଭାରେ ଗୃହର ସଦସ୍ୟମାନଙ୍କ ପାଇଁ ହେବାକୁ ଥିବା ଦିନିକିଆ ଓରିଏଣ୍ଟେଶନ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ। ଏଥିପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?