Home Left

ରଖେ ଯାହାକୁ ହରି…

ଦାରିଙ୍ଗବାଡ଼ି,୧୨।୫(ଡି.ଏନ୍‌.ଏ.): ରଖେ ହରି ତୋ ମାରେ କିଏ। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଦାରିଙ୍ଗବାଡ଼ି ତିନିଛକ ବଜାର ଉପରେ। ଦାରିଙ୍ଗବାଡ଼ି ତିନିଛକ ବଜାର ଉପରେ ଏକ ୩ ମହଲା କୋଠାର ନିର୍ମାଣ କାର୍ଯ୍ୟ ଚାଳିଥିବା ବେଳେ ଜଣେ ଶ୍ରମିକ ୩୦…

ଚାଲୁ ରହିବ ତାଳଚେର ମେଡିକାଲ କଲେଜ

ଭୁବନେଶ୍ୱର,୧୨।୫(ବ୍ୟୁରୋ): ତାଳଚେର ମେଡିକାଲ କଲେଜ ଚାଲୁ କରିବାକୁ ମୁଖ୍ୟମନ୍ତ୍ରୀ ପବୀନ ପଟ୍ଟନାୟକ ଗୁରୁବାର ମଞ୍ଜୁରୀ ଦେଇଛନ୍ତି। ରାଜ୍ୟ ସରକାର ଏବଂ ଏମ୍‌ସିଏଲର ମିଳିତ ଭାଗିଦାରୀରେ ମେଡିକାଲ କଲେଜ ଚାଲିବ । ତେବେ ଭିତ୍ତିଭୂମି ଓ ପରିଚାଳନା ଅର୍ଥ ମହାନଦୀ କୋଲଫିଲ୍‌ଡ ବହନ…

ହନିଟ୍ରାପ୍‌ରେ ଯବାନ: ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ

ନୂଆଦିଲ୍ଲୀ,୧୨।୫: ଗୁପ୍ତଚର କାର୍ଯ୍ୟକଳାପ ଅଭିଯୋଗରେ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଟିମ୍‌ ବାୟୁସେନାର ଜଣେ ଯବାନଙ୍କୁ ଗିରଫ କରିଛି। ଗିରଫ ଯବାନ ଜଣକ ଦେବେନ୍ଦ୍ର କୁମାର ଶର୍ମା। ଦେବେନ୍ଦ୍ର ଉତ୍ତରପ୍ରଦେଶର କାନପୁରର ବାସିନ୍ଦା । ଗତ କିଛି ଦିନ ତଳେ ଦେବେନ୍ଦ୍ର ଫେସ୍‌ବୁକରେ…

ଏୟାର ଇଣ୍ଡିଆର ନୂଆ ସିଇଓ କ୍ୟାମ୍ପବେଲ ଓ୍ବିଲସନ

ନୂଆଦିଲ୍ଳୀ,୧୨।୫: କ୍ୟାମ୍ପବେଲ ଓ୍ବିଲସନ ହେଲେ ଏୟାର ଇଣ୍ଡିଆର ନୂଆ ପରିଚାଳନା ମୁଖ୍ୟ । ବିମାନ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଟାଟା ସନ୍ସ ଓ୍ବିଲସନଙ୍କୁ ନିଯୁକ୍ତି ଦେଇଛି । ତେବେ ଏ ସମ୍ପର୍କରେ ଏକ ବିବୃତ୍ତି…

ପୁଣି ଆତଙ୍କବାଦୀଙ୍କ ଟାର୍ଗେଟରେ କଶ୍ମୀର ପଣ୍ଡିତ

ଜମ୍ମୁ,୧୨।୫: ଜମ୍ମୁ-କଶ୍ମୀରରେ ପୁଣି ଆତଙ୍କବାଦୀମାନେ କଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରିଛନ୍ତି। ବଡଗାମ ତହସିଲ୍‌ କାର୍ଯ୍ୟାଳୟରେ ରାଜସ୍ବ ବିଭାଗରେ କାମ କରୁଥିବା ଜଣେ କର୍ମଚାରୀଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। କର୍ମଚାରୀ ଜଣକ ରାହୁଲ ଭଟ୍ଟ ବୋଲି ଜଣାପଡ଼ିଛି। ରାହୁଲ କଶ୍ମୀର…

ମଦ୍ରାସାରେ ଜାତୀୟ ସଙ୍ଗୀତ ବାଧ୍ୟତାମୂଳକ

ଲକ୍ଷ୍ନୌ,୧୨ ।୫: ଉତ୍ତର ପ୍ରଦେଶର ସମସ୍ତ ମଦ୍ରାସାରେ ଗୁରୁବାରଠାରୁ ଜାତୀୟ ସଙ୍ଗୀତ ଗାନକୁ ବାଧ୍ୟତାମୂଳକ କରାଯାଇଛି । ଉତ୍ତର ପ୍ରଦେଶ ମଦ୍ରାସା ଶିକ୍ଷା ବୋର୍ଡର ରେଜିଷ୍ଟ୍ରାର ଏସ ଏନ ପାଣ୍ଡେ ସମସ୍ତ ଜିଲା ଅଳ୍ପସଂଖ୍ୟକ କଲ୍ୟାଣ ଅଧିକାରୀଙ୍କୁ ଏ ସମ୍ପର୍କରରେ ନିର୍ଦ୍ଦେଶ…

ରାଜ୍ୟରୁ ସୁସ୍ଥ ହେଲେ ୩୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୨।୫(ବ୍ୟୁରୋ): ରାଜ୍ୟରୁ ଗତ ୨୪ ଘଣ୍ଟାରେ ସୁସ୍ଥ ହେଲେ ଆଉ ୩୩ ଜଣ କରୋନା ଆକ୍ରାନ୍ତ। ଏଯାବତ୍‌ ୧୨ ଲକ୍ଷ ୭୮ହଜାର ୯୭୨ ଜଣ ସୁସ୍ଥ ହୋଇସାରିଲେଣି। ଏ ନେଇ ଗୁରୁବାର ରାଜ୍ୟ ସ୍ବାସ୍ଥ୍ୟ ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ…

ଚିତ୍ରା ରାମକୃଷ୍ଣଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ,୧୨।୫: ଦିଲ୍ଲୀର ଏକ ସ୍ବତନ୍ତ୍ର କୋର୍ଟ ଗୁରୁବାର ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ପୂର୍ବତନ ମୁଖ୍ୟ ଚିତ୍ରା ରାମକୃଷ୍ଣ ଏବଂ ଗ୍ରୁପ୍‌ ଅପରେଟିଂ ଅଫିସର ଆନନ୍ଦ ସୁବ୍ରମଣ୍ୟମଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ସ୍ବତନ୍ତ୍ର ସିବିଆଇ ବିଚାରପତି ସଞ୍ଜୀବ ଅଗ୍ରୱାଲ ମାମଲାରେ…

ଅଭିନେତାଙ୍କୁ କଡ଼ା ଜବାବ ଦେଲେ ସୁନୀଲ ସେଟ୍ଟୀ

ବଲିଉଡ୍‌କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥିବା ମହେଶ ବାବୁଙ୍କୁ କଡ଼ା ଜବାବ ଦେଇଛନ୍ତି ସୁନୀଲ ସେଟ୍ଟୀ। କିଛି ଦିନ ପୂର୍ବରୁ ମହେଶ ବାବୁ ବଲିଉଡକୁ ଟାର୍ଗେଟ କରି କହିଥିଲେ ଯେ, ବଲିଉଡରେ ସେ ସମୟ ନଷ୍ଟ କରିବାକୁ ଚାହୁଁନାହାନ୍ତି…

ଦେଶ ଛାଡିପାରିବେନି ମହିନ୍ଦା ରାଜପାକ୍‌ସେ

କଲମ୍ବୋ,୧୨।୫: ଶ୍ରୀଲଙ୍କାରେ ଦିନକୁ ଦିନ ସ୍ଥିତି ଭୟଙ୍କର ହେବାରେ ଲାଗିଛି। ଆନ୍ଦୋଳନ ନିଆଁରେ ଜଳୁଛି ପୂରା ଦେଶ। ସବୁଠି ଦେଖିବାକୁ ମିଳିଛି ହିଂସା। ରାଜନେତାମାନେ ଭୟରେ ଆତ୍ମଗୋପନ କରିଛନ୍ତି। ଉତ୍ୟକ୍ତ ଲୋକେ ରାଜନେତାମାନଙ୍କୁ ଟାର୍ଗେଟ କରୁଥିବା ବେଳେ ଏଥିରୁ ପୋଲିସ ଓ…

ଜନସେବା କେନ୍ଦ୍ରରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସାମଗ୍ରୀ

ଜମନକିରା,୧୨।୫(ଡି.ଏନ୍‌.ଏ): ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅନ୍ତର୍ଗତ ଭେଜିକୁଡ ଜନସେବା କେନ୍ଦ୍ରରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପାଇ ଗୌଡପାଲି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ତେବେ ଏହି ଘଟଣାରେ ଏ ପର୍ଯ୍ୟନ୍ତ…

ଗ୍ରାମଦେବୀଙ୍କ ଆଶୀର୍ବାଦ ନେଇ କଂଗ୍ରେସ ପ୍ରାର୍ଥୀ କିଶୋରଙ୍କ ପ୍ରଚାର ଆରମ୍ଭ

ଝାରସୁଗୁଡ଼ା ଅଫିସ,୧୨।୫: ମେ ୩୧ ତାରିଖରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ। ଏହି ପରିପ୍ରେକ୍ଷୀରେ ବୁଧବାର ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ ଶେଷ ହୋଇଛି। ୧୨ ତାରିଖ ଗୁରୁବାର ନାମାଙ୍କନପତ୍ର ଯାଞ୍ଚ ଚାଲିଥିବା ବେଳେ ୧୭ ତାରିଖରେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ରହିଛି । ହେଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri