ଆର୍ଡି ରାସ୍ତାରୁ ହଟିବ ଟୋଲଗେଟ୍
ବରଗଡ଼ ଅଫିସ,୨୭।୫: ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ା-ନନ୍ଦଟିକ୍ରା ଗ୍ରାମ୍ୟ ଉନ୍ନୟନ(ଆର୍ଡି) ରାସ୍ତାରେ ଅଶୋକା ବିଲ୍ଡକନ ବସାଇଥିବା ବେଆଇନ ଟୋଲଗେଟ୍ ହଟିବ। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଟୋଲଗେଟ୍କୁ ହଟା ନ ଗଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ବରଗଡ଼ ଜିଲାପାଳ ଅଫିସ ସମ୍ମିଳନୀ କକ୍ଷରେ…
ଦୀପିକାଙ୍କ କୋଳରେ ରଣବୀର
ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବେ ଫ୍ରାନ୍ସରେ ଚାଲିଥିବା କାନ୍ସ ଫିଲ୍ମ ଫେଷ୍ଟିଭାଲ୍ରେ ନିଜ ଜଲଓ୍ବା ପ୍ରଦର୍ଶନ କରି ପ୍ରଶଂସା ସାଉଁଟିଛନ୍ତି। ଚଳିତ ଥର ଦୀପିକା ପ୍ରଥମ ଥର ‘କାନ୍ସ’ରେ ଜୁରୀ ଟେବୁଲରେ ନଜର ଆସିଥିଲେ। ତେବେ ଏହି ସମୟ ମଧ୍ୟରେ…
‘ବିଗ ବସ୍’ରେ ଏଣ୍ଟ୍ରି କରିବା ନେଇ ଜାଣନ୍ତୁ କ’ଣ କହିଲେ ଅଭିନେତ୍ରୀ
ଟେଲି ଧାରାବାହିକର ଲୋକପ୍ରିୟ ଅଭିନେତ୍ରୀ ଶିବାଙ୍ଗୀ ଯୋଶୀଙ୍କ ନାଁ ବର୍ତ୍ତମାନ ଖୁବ ଚର୍ଚ୍ଚାରେ । ୟେ ରିସ୍ତା କିୟା କେହଲାତା ହୈ’ରୁ ଖୁବ ଲୋକପ୍ରିୟ ହୋଇଥିଲେ ଶିବାଙ୍ଗୀ। ତେବେ ଅଭିନେତ୍ରୀ ଖତରୋ କେଁ ଖିଲାଡି-୧୨ରେ ନଜର ଆସିବେ ବୋଲି କୁହାଯାଉଛି। ହେଲେ…
ବୁଲିବାକୁ ଆସିଥିଲେ ମାମୁଁ ଘର, ଚାଲିଗଲା ଜୀବନ
ଫୁଲବାଣୀ ଅଫିସ,୨୭।୫: ଏକ ବିଷଧର ସାପ କାମୁଡ଼ାରେ ୩୩ ବର୍ଷର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ କଳାହାଣ୍ଡି ଜିଲା ଭବାନୀପାଟଣା ମନ୍ଦାରବଗିଚା ପଡ଼ାର ପବିତ୍ର କୁମାର ସିଂଙ୍କ ସ୍ତ୍ରୀ ମନସ୍ବନୀ ସିଂ। ମିଳିଥିବା ସୂଚନା…
ପୁଅର ବର୍ବର କାଣ୍ଡ: କାଠଫାଳିଆରେ ପିଟି ମା’ଙ୍କୁ ହତ୍ୟା
ଫୁଲବାଣୀ ଅଫିସ,୨୭।୫: କନ୍ଧମାଳ ଜିଲା ଫୁଲବାଣୀ ସହରରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଟାଉନ ଥାନା ଅଞ୍ଚଳର ଜଣେ ଯୁବକ ନିଜ ମା’ଙ୍କୁ କାଠ ଫାଳିଆରେ ପିଟି ହତ୍ୟା କରିଛନ୍ତି। ମୃତକ ମା’ ହେଲେ କସ୍ତୁରୀ କହଁର(୬୦)। ପୋଲିସ ହତ୍ୟାକାରୀ…
ପୁରୁଷଙ୍କୁ ଖୁସି କରିବା ପାଇଁ ଏଠାରେ ଥିଲା ଭିନ୍ନ ପରମ୍ପରା, ଜାଣିଲେ…
ଦୁନିଆରେ କିଛି ଦେଶ ଅଛି, ଯେଉଁଠି ଲୋକେ ନିଜ ନିଜର ରୀତିନୀତି,ପରମ୍ପରାକୁ ମାନି ଚଳିଥାନ୍ତି। ବେଳେବେଳେ କିଛି ଦେଶର ଏମିତି ଅଜବ ରୀତିନୀତି ସମସ୍ତଙ୍କୁ ଚକିତ କରେ। ଚାଇନାରେ ଏପରି ଏକ ଅଦ୍ଭୁତ ପ୍ରଥା ରହିଥିଲା, ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ।…
ଆଜିଠୁ ଦୁଇ ଦିନ ବନ୍ଦ ରହିବ ପେଟ୍ରୋଲ ପମ୍ପ
ଭୁବନେଶ୍ୱର,୨୭।୫(ବ୍ୟୁରୋ): ଆଜିଠୁ ଦୁଇ ଦିନ ବନ୍ଦ ରହିବ ସମସ୍ତ ପେଟ୍ରୋଲ ପମ୍ପ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ। ସରକାର ଟାକ୍ସ କମାଇବା ଦ୍ୱାରା ପେଟ୍ରୋଲ ପମ୍ପ ଡିଲର୍ସମାନେ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହୁଛନ୍ତି। ଏଥିପାଇଁ ତୈଳ…
‘ମେକ ଇନ ଇଣ୍ଡିଆ’ର ଅଗ୍ରଗତି ଦେଖି ମୁଁ ବହୁତ୍ ଖୁସି: ମୋଦି
ନୂଆଦିଲ୍ଲୀ,୨୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ପ୍ରଗତି ମଇଦାନରେ ଦେଶର ସର୍ବବୃହତ ଡ୍ରୋନ ଫେଷ୍ଟିଭାଲର ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ଡ୍ରୋନ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ ଏବଂ ‘ମେକ ଇନ ଇଣ୍ଡିଆ’ର ଅଗ୍ରଗତି ଦେଖି ଖୁସି ହୋଇଥିଲେ। ଏହି କାର୍ଯ୍ୟକ୍ରମକୁ…
ଡ୍ରାମା କୁଇନ୍ଙ୍କ ପାଇଁ ଦୁବାଇରେ ଘର କିଣିଲେ ବୟଫ୍ରେଣ୍ଡ୍
ଟିଭିର ଡ୍ରାମା କୁଇନ ଭାବେ ପରିଚିତ ରାଖୀ ସାୱନ୍ତ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ରିତେଶଙ୍କଠାରୁ ଅଲଗା ହେବା ପରେ ଏବେ ରାଖୀ ଆଦିଲ ଖାନ ଦୁରାନୀଙ୍କୁ ଡେଟ କରୁଛନ୍ତି। ନିକଟରେ ସେ ନିଜେ ଏକଥା ସ୍ବୀକାର…
ମଙ୍କିପକ୍ସକୁ ନେଇ ସତର୍କତା ଜାରି କଲେ ୟୁପି ସରକାର
ଲକ୍ଷ୍ନୌ,୨୭।୫: ମଙ୍କିପକ୍ସ ଭାଇରସ ସାରା ବିଶ୍ବରେ ଚିନ୍ତା ବଢାଇଛି । ଏହି ମାମଲା ବଢିବାରେ ଏବେ ଲାଗିଛି । ୧୫ ଦେଶରେ ୨୧୯ ମାମଲା ଚିହ୍ନଟ ହୋଇସାରିଲେଣି। ଏହାକୁ ଦୃଷ୍ଟିରେ ରଖି ୟୁପି ସରକାର ରାଜ୍ୟରେ ସତର୍କ ସୂଚନା ଜାରି କରିଛନ୍ତି।…
ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ହ୍ରାସ ଦାବିରେ ଅନଶନ
ଦେବଗଡ଼,୨୭ା୫(ଡି.ଏନ୍.ଏ.): ଦେବଗଡ଼ ପୌରପରିଷଦ ପକ୍ଷରୁ ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ପ୍ରତ୍ୟାହାର ସହ ୫ ଦଫା ଦାବିରେ ଶୁକ୍ରବାର ସକାଳୁ ପୌର ପରିଷଦ ସମ୍ମୁଖରେ ପୌର ପରିଷଦର ୭ କାଉନସିଲର ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଅନଶନ ଆରମ୍ଭ କରିଛନ୍ତି। ଶୁକ୍ରବାର ସକାଳୁ…
ବିବାହର ୨୫ ବର୍ଷ ପରେ ଫେସ୍ବୁକ୍ ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା କଲେ ମହିଳା
ନୂଆଦିଲ୍ଲୀ,୨୭।୫: ଦିଲ୍ଲୀର ଦରିଆଗଞ୍ଜ ଅଞ୍ଚଳରେ ଓ୍ବାର୍କଶପ୍ ମାଲିକ ମୋଇନୁଦ୍ଦିନ କ୍ୟୁରେଶୀ ହତ୍ୟା ମାମଲାରେ ଏକ ସମ୍ବେଦନଶୀଳ ଖୁଲାସା ହୋଇଛି। କୁରେଶୀଙ୍କ ହତ୍ୟାରେ କୌଣସି ବାହାର ଲୋକ ନୁହେଁ, ବରଂ ତାଙ୍କ ସ୍ତ୍ରୀଙ୍କ ହାତ ଥିବା ଜଣାପଡିଛି। କୁରେଶୀଙ୍କ ସ୍ତ୍ରୀ ତାଙ୍କ ପ୍ରେମିକ…
Archives


