ଚୈତ୍ରରେ ଜଳ ସଙ୍କଟ
କର୍ଲାମୁଣ୍ଡା: ୧୧।୪(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଚୈତ୍ର ମାସ ନ ସରୁଣୁ ପାନୀୟ ଜଳ ସଙ୍କଟ ଦେଖା ଦେଇଛି। ବ୍ଲକରେ ଥିବା ଉତେଇ ନଦୀରେ ପାଣି ଶୁଖି ଯିବାରୁ ପାଇପ୍ ଜଳ ଯୋଗାଣ ଠପ୍ ହୋଇଯାଇଛି। ଫଳରେ ପାଣି ପାଇଁ…
ଘୁଞ୍ଚିଲା ଫିଲ୍ମ ‘ଜର୍ସି’ର ରିଲିଜ୍ ତାରିଖ
ଶାହିଦ କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜର୍ସି’ର ରିଲିଜ ତାରିଖକୁ ନିର୍ମାତା ବଦଳାଇ ଦେଇଛନ୍ତି। ଫିଲ୍ମଟି ୧୪ ଏପ୍ରିଲରେ ରିଲିଜ୍ ହେବାର ଥିଲା କିନ୍ତୁ ବର୍ତ୍ତମାନ ଏହି ଫିଲ୍ମ ୨୨ ଏପ୍ରିଲରେ ରିଲିଜ୍ ହେବା ନେଇ ନିର୍ମାତା ନିଷ୍ପତ୍ତି ନେଇଛନ୍ତି। କହିବାକୁ…
ଜେଡିୟୁକୁ ପଛରେ ପକାଇଲା ଆର୍ଜେଡି
ପାଟନା,୧୧।୪: ବିହାର ବିଧାନ ପରିଷଦ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଫଳାଫଳ ରାଜ୍ୟର ଉଚ୍ଚ ସଦନରେ ପରିବର୍ତ୍ତନର ସଙ୍କେତ ଦେଇଛି। ୨୦୧୫ ତୁଳନାରେ ଏଥର ଏନ୍ଡିଏକୁ କମ୍ ଆସନ ମିଳିଛି। ଅନ୍ୟପକ୍ଷରେ ବିରୋଧୀ ଦଳ ଆର୍ଜେଡି ବିଧାନ ପରିଷଦରେ ଦ୍ୱିତୀୟ ବୃହତ…
ଫିଲ୍ମ ‘୨ ଷ୍ଟେଟସ୍’ ର ଅଭିନେତା ଶିବ କୁମାରଙ୍କ ପରଲୋକ
ମୁମ୍ବାଇ: ବଲିଉଡ ଜଗତ ପାଇଁ ସୋମବାର ଏକ ଦୁଃଖଦ ଖବର । ବଲିଉଡ ଜଗତର ଜଣେ ନାଁ କରା ଅଭିନେତା ଶିବ କୁମାର ସୁବ୍ରମଣ୍ୟମଙ୍କର ପରଲୋକ ହୋଇଛି । ଶେଷଥର ପାଇଁ ସେ ଫିଲ୍ମ ‘ମିନାକ୍ଷି ସୁନ୍ଦରେଶ୍ୱର’ରେ ନଜର ଆସିଥିଲେ ।…
ସାଇକେଲ ଚାଳକଙ୍କ ସହ ରେସ୍ ଲଗାଇଲା ଓଟପକ୍ଷୀ, ଭିଡିଓ ଦେଖିଲେ…
ଓଟପକ୍ଷୀ ବିଷୟରେ ଆପଣ ନିଶ୍ଚିତ ଅନେକ କଥା ଶୁଣିଥିବେ। ଏହି ଯେମିତି ଏହା ଦୁନିଆର ସବୁଠୁ ବଡ଼ ପକ୍ଷୀ, ଏହା ଦୌଡ଼ିପାର। ଦ୍ରୁତ ଗତିରେ ଚାଲିପାରେ ଇତ୍ୟାଦି ଇତ୍ୟାଦି। ମାତ୍ର ଓଟପକ୍ଷୀ ସାଇକେଲ ସାଇକେଲ ଚାଳକଙ୍କ ସହ ତାଳ ଦେଇ ରେସ୍…
ରାମ ନବମୀ ଶୋଭାଯାତ୍ରା: ୪ ରାଜ୍ୟରେ ହିଂସାକାଣ୍ଡ
ନୂଆଦିଲ୍ଲୀ,୧୧।୪: ରବିବାର ରାମ ନବମୀ ଶୋଭାଯାତ୍ର ବେଳେ ଗୁଜରାଟ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଏବଂ ଝାଡ଼ଖଣ୍ଡ ରାଜ୍ୟରେ ହିଂସାକାଣ୍ଡ ଘଟିଛି। ଏପରିକି ଘଟଣାସ୍ଥଳରେ ପୋଡାଜଳା ସହ ପଥର ମାଡ଼ ହୋଇଛି। ଗୁଜରାଟରେ ହିଂସାକାଣ୍ଡ ଉର୍ଗରୂପ ନେଇଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।…
ଆଲିଆଙ୍କ ସହ ଏମିତି ବନ୍ଧନ ଚାହୁଁଛନ୍ତି ଭାବି ଶାଶୁ
ଆଜିକାଲି ବଲିଉଡ୍ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଚାରିଆଡେ ଚର୍ଚ୍ଚା। ଉଭୟ କେବେ ବିବାହ କରିବେ ତାହା ଦେଖିବାକୁ ପ୍ରଶଂସକ ଅପେକ୍ଷା କରିଛନ୍ତି। କିନ୍ତୁ ପ୍ରଶଂସକଙ୍କ ଅପେକ୍ଷା ବେଶୀ ରଣବୀର କପୁରଙ୍କ ମା’ ନୀତୁ କପୁର…
ମଦ୍ୟପାନ କରି ବିବାହ କଲେ ୨ ଯୁବକ, ଆଉ ତା’ପରେ
ହାଇଦ୍ରାବାଦ,୧୧।୪:ତେଲେଙ୍ଗାନାରେ ଏକ ରୋଚକ ଘଟଣା ଘଟିଛି। ଏଠାରେ ଦୁଇଜଣ ମଦ୍ୟପ ଯୁବକ ଅଜବ କାଣ୍ଡ କରିଛନ୍ତି। ଯୁବକଦ୍ୱୟ ମଦ ନିଶାରେ ବିବାହ କରିବା ପରେ ୧୦ ହଜାର ଭରଣପୋଷଣ ଦେଇ ଅଲଗା ହୋଇଛନ୍ତି। ଏହି ଦୁହଁିଙ୍କ ମଧ୍ୟରୁ ଜଣଙ୍କ ବୟସ ୨୧…
ଶିକ୍ଷକଙ୍କ ଦଣ୍ଡ: ୧୦୦ ଥର ଉଠ୍ବସ୍ ହୋଇ ୮ ଛାତ୍ରୀ ଅସୁସ୍ଥ
ବଲାଙ୍ଗୀର ଅଫିସ,୧୧ା୪(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ସୁନାମୁଦି ବାପୁଜୀ ହାଇସ୍କୁଲରେ ସୋମବାର ସକାଳେ ସ୍କୁଲରେ ୮ ଛାତ୍ରୀ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ତୁରନ୍ତ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସବୁଦିନ ଭଳି ଛାତ୍ରୀମାନେ ସ୍କୁଲକୁ ଆସିଥିଲେ। ପ୍ରାର୍ଥନା ସମୟରେ…
ଇମ୍ରାନଙ୍କ ସମର୍ଥନରେ ରାଜରାସ୍ତାକୁ ଓହ୍ଲାଇଲେ ଲକ୍ଷ ଲକ୍ଷ ଲୋକ
ଇସଲାମାବାଦ୍,୧୧।୪: ପାକିସ୍ତାନ ତେହରିକ୍-ଏ-ଇନଶାଫ୍(ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନ୍ ଅନାସ୍ଥା ଭୋଟ୍ରେ ପରାଜିତ ହୋଇ ଗାଦିଚ୍ୟୁତ ହେବା ପରେ ଦେଶର ପ୍ରଧାନମନ୍ତ୍ରୀ ଆସନ କିଏ ଅଳଙ୍କୃତ କରିବେ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଇମ୍ରାନ ଗାଦିଚ୍ୟୁତ ହେବାପରେ ତାଙ୍କ ଲକ୍ଷ…
ପୋଖରୀ ସଫେଇ କଲେ ଗଞ୍ଜାମ ଜିଲାପାଳ
ଛତ୍ରପୁର,୧୧ା୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ଏନ୍ଏସି ରିକାପାଲି ଗେଟ୍ ନିକଟ ପୋଖରୀ ସଫେଇ କରିଛନ୍ତି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ। ଆମ ପୋଖରୀ ଆମ ଦାୟିତ୍ୱ, ଜଳ ସ୍ବଚ୍ଛ କାର୍ଯ୍ୟକ୍ରମ ପ୍ରତି ସୋମବାର ଅନୁଷ୍ଠିତ ହେଉଛି। ଏଥିରେ ପ୍ରଶାସନିକ ଅଧିକାରୀଙ୍କ…
ଗ୍ଲାମରସ ଲୁକ୍ରେ ରଶ୍ମିକା
ମୁମ୍ବାଇ: ସାଉଥ ସୁନ୍ଦରୀ ତଥା ଅଭିନେତ୍ରୀ ରଶ୍ମିକା ମନ୍ଦାନା ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍। ତାଙ୍କର ଅନେକ ଫ୍ୟାନ୍ ଫଲୋଅର୍ସ ଅଛନ୍ତି। ଏବେ ରଶ୍ମିକା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଫଟୋ ଶେୟାର କରିଛନ୍ତି। ଯାହାକୁ ଦେଖିବା ପରେ ପ୍ରଶଂସକ…
Archives


