ପରୀକ୍ଷକଙ୍କୁ ମିଳିବ ସାବିତ୍ରୀ ଛୁଟି
ଭୁବନେଶ୍ୱର,୨୭।୫(ବ୍ୟୁରୋ): ପରୀକ୍ଷକ ସାବିତ୍ରୀରେ ଛୁଟି ନେଇପାରିବେ ବୋଲି ଶୁକ୍ରବାର ସରକାର ଘୋଷଣା କରିଛନ୍ତି। ଏ ନେଇ ସବୁ ବିଇଓ, କ୍ୟାମ୍ପ ଅଧିକାରୀ ଓ ସୁପରଭାଇଜରଙ୍କୁ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଚିଠି ଲେଖାଯାଇଛି। ଖାତା ଦେଖୁଥିବା ଯେକୌଣସି ଶିକ୍ଷକ ଇଚ୍ଛା ଅନୁସାରେ…
ଧାନମଣ୍ଡଳ ପଞ୍ଚାୟତରେ ସରିଲା ଭୋଟ ଗ୍ରହଣ
ଚଣ୍ଡିଖୋଲ,୨୭।୫(ଡି.ଏନ୍.ଏ.): ଯାଜପୁର ଜିଲା ବଡଚଣା ନିର୍ବାଚନମଣ୍ଡଳୀର ଧାନମଣ୍ଡଳ ପଞ୍ଚାୟତରେ ଶୁକ୍ରବାର ଉପନିର୍ବାଚନ ହୋଇଯାଇଛି। ଶହଶହ ଭୋଟର ମତଦାନ କେନ୍ଦ୍ରକୁ ଆସି ନିଜର ମତାଧିକାର ସାବ୍ୟସ୍ତ କରିଥିଲେ । ଶୁକ୍ରବାର ବିଭିନ୍ନ ପଞ୍ଚାୟତରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଧାନମଣ୍ଡଳ ସରପଞ୍ଚ ପ୍ରାର୍ଥୀଙ୍କ…
ଆଉ ଜଣେ ବଙ୍ଗୀୟ ଅଭିନେତ୍ରୀଙ୍କ ଆତ୍ମହତ୍ୟା, ୧୫ ଦିନରେ ତୃତୀୟ…
କୋଲକାତା: ବଙ୍ଗଳା ଫିଲ୍ମଜଗତକୁ ଲାଗିଛି ପୁଣି ଏକ ଝଟକା। ଶୁକ୍ରବାର ଆଉ ଜଣେ ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ମଞ୍ଜୁଷା ନିୟୋଗୀ। ଏହାକୁ ମିଶାଇ ପନ୍ଦର ଦିନ ମଧ୍ୟରେ ୩ ଅଭିନେତ୍ରୀ ଆତ୍ମହତ୍ୟା କଲେଣି। ପୂର୍ବରୁ ପଲ୍ଲବୀ ଦେ’ ଓ…
ବର୍ଷା-ଅନୁଭବଙ୍କୁ ତାଗିଦ୍ କଲେ ହାଇକୋର୍ଟ
କଟକ ଅଫିସ,୨୭।୫: ପାରିବାରିକ ବିବାଦ ମାମଲାରେ ଅଭିନେତା ତଥା ଏମ୍ପି ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ତାଗିଦ କରିଛନ୍ତି ହାଇକୋର୍ଟ। ଉଭୟଙ୍କୁ ସୋସିଆଲ ମିଡିଆରେ ମନ୍ତବ୍ୟ ନ ରଖିବାକୁୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତିି। କେହି କାହା ବିରୋଧରେ ମନ୍ତବ୍ୟ…
ରାଜଧାନୀରେ ଭାରି ମୋଟରଯାନ ଚଲାଇବେ ମହିଳା, କିନ୍ନର
ଭୁବନେଶ୍ୱର, ୨୭।୫(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଏଥର ଭାରି ମୋଟରଯାନ ଚଲାଇବେ ମହିଳା ଓ କିନ୍ନର । କ୍ରୁଟ ବା ମୋ ବସ୍ ପରିଚାଳନା ସଂସ୍ଥା ପକ୍ଷରୁ ସେମାନଙ୍କୁ ତାଲିମ ଦିଆଯିବ । ଏଥିପାଇଁ କ୍ରୁଟ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।…
କଟକରେ ପୁଣି ନକଲ କୋଲ୍ଡଡ୍ରିଙ୍କ୍ସ
କଟକ ଅଫିସ, ୨୭।୮: କଟକରେ ପୁଣି ନକଲି ଜିନିଷ ଜବତ କରାଯାଇଛି। କଟକ ଜଗତପୁରରେ ନକଲି କୋଲ୍ଡଡ୍ରିଙ୍କ୍ସ ଫ୍ୟାକ୍ଟ୍ରି ଠାବ ହୋଇଛି। ସିଏମ୍ସି ସ୍ବାସ୍ଥ୍ୟ ବିଭାଗ ଓ ଜଗତପୁର ପୋଲିସ ପକ୍ଷରୁ ମିଳିତ ଭାବେ ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କରାଯାଇଥିଲା। ସେଠାରେ…
ଅଟୋ ଉପରେ ପଡ଼ିଲା ଗଛ: ଚାଲିଗଲା ମହିଳାଙ୍କ ଜୀବନ
ଖମାର,୨୭।୫(ଡି.ଏନ୍.ଏ.): ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ଖମାର ଥାନା ଅଧୀନ ବାଲିପଶି ଗ୍ରାମ ନିକଟ ୧୪୯ ନଂ. ଜାତୀୟ ରାଜପଥରେ ମଧ୍ୟାହ୍ନରେ ଏକ ଅଘଟଣ ଘଟିଛି। ଚଳନ୍ତା ଅଟୋ ଉପରେ ରାସ୍ତା କଡରେ ଥିବା ଏକ ଗଛ ପଡି ଦୁର୍ଘଟଣା ଘଟିଛି।…
ଏନ୍ସିବି ଚାର୍ଜସିଟରେ ଆର୍ଯ୍ୟନଙ୍କ ନାଁ ନାହିଁ
ମୁମ୍ବାଇ,୨୭।୫: କ୍ରୁଜ ଡ୍ରଗ୍ସ ମାମଲାରେ ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଶୁକ୍ରବାର ଆଶ୍ବସ୍ତି ମିଳିଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି) ପକ୍ଷରୁ ଆର୍ଯ୍ୟନଙ୍କୁ ‘କ୍ଲିନ ଚିଟ୍’ ମିଳିଛି। ଗତ ବର୍ଷ ମୁମ୍ବାଇରେ ଏକ କ୍ରୁଜ ଉପରେ ଚଢାଉ ବେଳେ…
ମୋବାଇଲକୁ ନେଇ ସାନ ଭାଇଙ୍କୁ ହତ୍ୟା
ଅହମଦାବାଦ୍, ୨୭ା୫: ମୋବାଇଲରେ ଗେମ୍ ଖେଳିବା ପାଇଁ ଝଗଡ଼ା ହୋଇ ଗୁଜରାଟ ଖେଦା ଜିଲାର ଜଣେ ୧୬ ବର୍ଷୀୟ ବାଳକ ତାଙ୍କ ସାନ ଭାଇକୁ ହତ୍ୟା କରିଛନ୍ତି। ପୋଲିସ ସୂଚନା ମୁତାବକ, ସମ୍ପୃକ୍ତ ବାଳକଙ୍କ ମା’ ବାପା ରାଜସ୍ଥାନର ହୋଇଥିବା ବେଳେ…
ଓଡ଼ିଶା ସମେତ ୬ ହାଇକୋର୍ଟର ବିଚାରପତିଙ୍କ ବଦଳି
ନୂଆଦିଲ୍ଲୀ/କଟକ ଅଫିସ,୨୭।୫: ୬ ହାଇକୋର୍ଟର ବିଚାରପତିଙ୍କ ବଦଳି କରାଯାଇଛି। ସୁପ୍ରିମକୋର୍ଟଙ୍କ କଲେଜିୟମଙ୍କ ନିଷ୍ପତି କ୍ରମେ ଶୁକ୍ରବାର ଏହି ଅଦଳବଦଳ ହୋଇଛି। ଏ ନେଇ ସୁପ୍ରିମକୋର୍ଟଙ୍କ କଲେଜିୟମ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କୋଲକାତା ହାଇକୋର୍ଟକୁ ଓଡିଶା ହାଇକୋର୍ଟର ବିଚାରପତି ଜଷ୍ଟିସ…
ପୁଅ ଲଗାତର ୬ ବଲ୍ରୁ ୬ ଛକା ମାରି ରଚିଥିଲେ ଇତିହାସ: ପରଦିନ ମା’ ଭେଲ୍ପୁରୀ ବିକ୍ରେତାଙ୍କଠାରୁ ଶୁଣିଥିଲେ ଏହି ଖବର
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କୋଚ ରବି ଶାସ୍ତ୍ରୀ ଆଜି ୬୦ ବର୍ଷରେ ପଦାର୍ପଣ କରିଛନ୍ତି। ସେ ମେ ୨୭, ୧୯୬୨ରେ ବମ୍ବେ (ବର୍ତ୍ତମାନ ମୁମ୍ବାଇ) ରେ ଜନ୍ମଗ୍ରହଣ କରିଥିଲେ। ଜାନୁଆରୀ ୧୯୮୫ରେ ବମ୍ବେ ପାଇଁ ଖେଳୁଥିବାବେଳେ ରବି ଶାସ୍ତ୍ରୀ ବରୋଦା…
ଭୂକମ୍ପରେ ଥରିଲା ପେରୁ
ଲିମା,୨୭।୫: ଦକ୍ଷିଣ ଆଫ୍ରିକା ପେରୁର ପୁନୋ ଅଞ୍ଚଳରେ ଗୁରୁବାର ଏକ ଶକ୍ତିଶାଳୀ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୨ ରହିଛି। ଏହାର କେନ୍ଦ୍ରସ୍ଥଳ ମେଲଗାର ରାଜ୍ୟର ଆୟାଭିରି ସହରରୁ ପ୍ରାୟ ୨୦ କିଲୋମିଟର ଦୂର ଉତ୍ତର-ପୂର୍ବ…
Archives


