Home Left

ପୁଣି ଟେଲି ପରଦାକୁ ଫେରୁଛନ୍ତି ହିନା !

ବମ୍ବେ: ପୁଣି ଟେଲି ପରଦାକୁ ଫେରିବାକୁ ଯାଉଛନ୍ତି ଲୋକପ୍ରିୟ ଅଭିନେତ୍ରୀ ହିନା ଖାଁ। ନିକଟରେ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୨ରେ ନିଜର ଲୁକ୍‌କୁ ନେଇ ଚର୍ଚ୍ଚାରେ ଥିଲେ ସେ। ଏବେ ସେ ସେଠାରୁ ଫେରି ଛୁଟି କଟାଉଛନ୍ତି। ତେବେ ଦର୍ଶକେ ତାଙ୍କୁ…

ବିବାହ ନ କରି ବି ମା’ ହେଲେ ଏହି ଅଭିନେତ୍ରୀ

ବମ୍ବେ: ମା’ ହେଲେ ଟେଲି ଅଭିନେତ୍ରୀ, ହୋଷ୍ଟ ତଥା ଭିଜେ ଅନୁଷା ଦାଣ୍ଡେକର। ତାଙ୍କ ଘରକୁ ଏକ କୁନି ରାଜକୁମାରୀ ଆସିଛି। ଅନୁଷା ନିଜେ ଏକ ପୋଷ୍ଟ କରି ପ୍ରଶଂସକଙ୍କୁ ଜଣାଇବା ପରେ ସମସ୍ତେ ଚକିତ ହୋଇଛନ୍ତି। କାରଣଟି ହେଉଛି ଅନୁଷା…

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସର ଶୁଭାରମ୍ଭ କରିବେ ଅମିତ ଶାହା

ଚଣ୍ଡିଗଡ଼, ୩ା୬: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶନିବାର ପଞ୍ଚକୁଲାଠାରେ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ-୨୦୨୧ର ଶୁଭାରମ୍ଭ କରିବେ। ଏହା ଜୁନ୍‌ ୧୩ ପର୍ଯ୍ୟନ୍ତ ଚାଲିବ। ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସର ୪ର୍ଥ ସଂସ୍କରଣରେ ସମଗ୍ର ଦେଶରୁ ପ୍ରାୟ ୮,୫୦୦…

ଭିଜିଲାନ୍ସ ଜାଲରେ ଅନୁସଚିବ: ଲାଞ୍ଚ ନେଇ ପଡ଼ିଲେ ଧରା

ଭୁବନେଶ୍ୱର,୩।୬ (ବ୍ୟୁରୋ): ରାଜ୍ୟ ସରକାରଙ୍କ ଅନୁସଚିବ ପୂର୍ଣ୍ଣଚନ୍ଦ୍ର ସାହୁ ଶୁକ୍ରବାର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ସାହୁ ଯୋଜନା ଓ ସମନ୍ବୟ ବିଭାଗରେ ଅନୁସଚିବ ଭାବେ କାର୍ଯ୍ୟକରୁଥିଲେ। ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଅଧିକାରୀ ତାଙ୍କୁ କାବୁ କରି…

ଆଖଣ୍ଡଳମଣିରେ ଶିବ ବିବାହ: ସରିଲା ମଙ୍ଗଳକୃତ୍ୟ

ଆରଡ଼ି,୩।୬(ଡି.ଏନ.ଏ.): ରାତି ପାହିଲେ ଦେବ ଦମ୍ପତିଙ୍କ ବାହାଘର। ଦେବଦେବ ମହାଦେବ ସାଜିବେ ବର ଓ ମାତା ପାର୍ବତୀ ସାଜିବେ କନ୍ୟା। ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠରେ ଶୁକ୍ରବାର ଦେବ ଦମ୍ପତିଙ୍କ ମଙ୍ଗଳକୃତ୍ୟ ଶେଷ ହୋଇଛି। ଭୋର ୪ ଟାରେ ମନ୍ଦିର…

କାଠ ଚାଲାଣ ବେଳେ ଘାଟିରେ ଓଲଟିଲା ଟ୍ରାକ୍ଟର

ଆର.ଉଦୟଗିରି,୩।୬(ଡି.ଏନ୍‌.ଏ.): କାଠ ଚାଲାଣ ବେଳେ ଗଜପତି ଜିଲା ଅଡ଼ବା ଥାନା ପାହାଡିମା ଘାଟିରେ ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଛି। ଘଟଣାରେ କେହି ମୃତାହତ ହୋଇ ନ ଥିବା ବେଳେ ଘଟଣାରେ ସମ୍ପୃକ୍ତ ୨ଜଣଙ୍କୁ ବନ ବିଭାଗ ଧରିବାରେ ସଫଳ…

ପୁରୀରୁ ନବୀନ ନିବାସ ଅଭିମୁଖେ ୫୦ ସେବାୟତ

ପୁରୀ ଅଫିସ,୩।୬: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗ୍ରୀନ୍‌ ସିଗନାଲ ମିଳିବା ପରେ ସେବାୟତ ବେଶ ଉତ୍ସାହିତ ଥିବା କହିଛନ୍ତି। ଏ ନେଇ ୫୦ରୁ ଊଦ୍ଧର୍‌ବ ସେବାୟତ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ପୁରୀରୁ ଭୁବନେଶ୍ବର ବାହାରିଛନ୍ତି।…

୨୩ତମ ଓଭରରେ ୨୩ ସେକେଣ୍ଡ

ଲର୍ଡସ,୩।୬: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ପୂର୍ବତନ ସ୍ପିନର ଶେନ ଓ୍ବର୍ନ ଆଉ ନାହାନ୍ତି ସତ, ହେଲେ ତାଙ୍କୁ ବିଶ୍ୱର କୋଣ ଅନୁକୋଣରେ ଥିବା ପ୍ରଶଂସକମାନେ ମନେ ପକାଉଛନ୍ତି। ଏପରିକି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ…

ଘର ଛାଡି ଚାଲିଯିବାକୁ ମହିଳାଙ୍କୁ ଧମକ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ବ୍ରହ୍ମପୁର ଅଫିସ,୩।୬: ଜନୈକା ବିଧବା ମହିଳାଙ୍କୁ ବନ୍ଧୁକ ଲଗାଇ ଘର ଛାଡି ଚାଲିଯିବାକୁ ଧମକ ଦିଆଯାଇଥିବା ନେଇ ଥାନାରେ ଏକ ଅଭିଯୋଗ ହୋଇଛି। ଏନେଇ ବଡବଜାର ଥାନା ପୋଲିସ ଏକ ମାମଲା(ନଂ.୧୨୯/୨୨) ରୁଜୁ କରିଛି। ପୋଲିସ ଘଟଣାର ସିସିଟିଭି ଫୁଟେଜକୁ ସଂଗ୍ରହ…

ଲୋକଙ୍କ ସହ ଆଲୋଚନା କରି ସମସ୍ୟା ବୁଝିଲେ ଡବ୍ଲ୍ୟୁଡିସି ଅଧ୍ୟକ୍ଷ

କେସିଙ୍ଗା,୩।୬(ଡି.ଏନ୍‌.ଏ.): ପଶ୍ଚିମ ଓଡ଼ିିଶା ବିକାଶ ପରିଷଦ(ଡବ୍ଲ୍ୟୁଡିସି) ଅଧ୍ୟକ୍ଷ ଅସିତ ତ୍ରିପାଠୀ ୨ ଦିନିଆ କଳାହାଣ୍ଡି ଜିଲା ଗ୍ରସ୍ତରେ ଯାଇଛନ୍ତି। ଶୁକ୍ରବାର ଅଧ୍ୟକ୍ଷ ତ୍ରିପାଠୀ କଳାହାଣ୍ଡି ଜିଲା କେସିଙ୍ଗା ସହର ପରିଦର୍ଶନ କରିଥିଲେ। ତାଙ୍କ ସହ ସିଇଓ ଡ.ଅଜିତ କୁମାର ମିଶ୍ର ମଧ୍ୟ…

ହରପ୍ରୀତ ସିଂଙ୍କୁ ଜେଡ୍‌ ସୁରକ୍ଷା

ଚଣ୍ଡିଗଡ଼,୩।୬: ପଞ୍ଜାବ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଶୁକ୍ରବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଅକାଲ ତଖତର ଜଥେଡର ଜିଆନି ହରପ୍ରୀତ ସିଂଙ୍କୁ କେନ୍ଦ୍ର ସରକାର ଜେଡ୍‌ ବର୍ଗର ସୁରକ୍ଷା ଯୋଗାଇଦେଇଛନ୍ତି। ସିଆରପିଏଫ୍‌ ଦ୍ୱାରା ଜାଥେଡର ହରପ୍ରୀତ ସିଂଙ୍କୁ ଏହି…

ଅଳକାଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩।୬(ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ବାଜିମାତ୍‌ କରିଛି। ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ତାଙ୍କ ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କଠାରୁ ୬୬ ହଜାର ଭୋଟରେ ବିଜୟୀ ହୋଇଛନ୍ତି। ସେହିପରି ଭାଜପା ପ୍ରାର୍ଥୀ ରାଧାରାଣୀ ପଣ୍ଡା ତୃତୀୟ ସ୍ଥାନରେ ରହିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri