ଆଜିଓ ଅଲ୍‌ଷ୍ଟାର୍‌ ସେଲ୍‌ର ଶୁଭାରମ୍ଭ

ମୁମ୍ବାଇ,୧୭।୯: ଦେଶର ପ୍ରମୁଖ ଅନ୍‌ଲାଇନ ଫ୍ୟାଶନ ଇ-ରିଟେଲର ଆଜିଓ ଅଲ୍‌ ଷ୍ଟାର୍‌ ସେଲ୍‌ର ଶୁଭାରମ୍ଭ ସମ୍ପର୍କରେ ଶୁକ୍ରବାର ଘୋଷଣା କରାଯାଇଛି। ଏହା ଅନେକ ତାରକା ଖଚିତ ଅଫରକୁ ନେଇ ଆସିଛି। ଏପରିକି ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଷ୍ଟାର ବ୍ରାଣ୍ଡ୍‌ ସମୂହ ସାମିଲ ସହ ଏଥିରେ ଥିବା କଲେକ୍ସନ ଓ ଅତୁଳନୀୟ ଡିଲ୍‌ ବେଶ୍‌ ଆକର୍ଷଣୀୟ ରହିଛି। ଚଳିତ ବର୍ଷ ସେପ୍ଟେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ। ଏଠାରେ ୩୫୦୦ରୁ ଅଧିକ ଅଗ୍ରଣୀ ଭାରତୀୟ ଓ ଆନ୍ତର୍ଜାତିକ ଫ୍ୟାଶନ ବ୍ରାଣ୍ଡ୍‌ରେ ୧ନିୟୁତରୁ ଅଧିକ ଷ୍ଟାଇଲ ସାମିଲ ସାଙ୍ଗକୁ ୫୦-୯୦% ଡିସ୍‌କାଉଣ୍ଟ ଉପଲବ୍ଧ ରହିଛି। ଏହାର ଗ୍ରାହକମାନେ ପ୍ରଥମ ଥର ଆପ୍‌ରେ ସାଇନିଂ ଅପ୍‌ କରିବା ପରେ ତୁରନ୍ତ ୫୦୦ ଟଙ୍କାର ରିହାତି ପାଇପାରିବେ। ଏଠାରେ ୱେଷ୍ଟର୍ନ ଓ୍ବେର, ଡେନିମ୍ସ, ସ୍ନିକର, ଆଥଲେଜର, ଏଥିନିକ୍‌ ଓ୍ବେର ସାଙ୍ଗକୁ ଆହୁରି ଅନେକ କିଛି ଉପଲବ୍ଧ ରହିଛି। ଏଠାରେ ଷ୍ଟାର-ଷ୍ଟଡେଡ୍‌ ବ୍ରାଣ୍ଡ ଯଥା ଆଡିଡାସ୍‌, ନାଇକ୍‌, ସୁପରଡ୍ରାଏ, ଷ୍ଟିଭ୍‌ ମାଡେନ୍‌, ଲିଭାଇସ୍‌, ମାର୍କସ୍‌ ଆଣ୍ଡ ସ୍ପେନ୍ସର, ଅର୍ମାନି ଏକ୍ସଚେଞ୍ଜ, ମାଭି, ରିତୁ କୁମାର, ଡବ୍ଲ୍ୟୁ, ମାସବା, ମୁଜି ଓ ଆହୁରି ଅନେକ କିଛି ରହିଛି। ସେହିପରି ବଲିଉଡ୍‌ର ଅଗ୍ରଣୀ ଷ୍ଟାରମାନେ ଅନନ୍ୟ ଷ୍ଟାଇଲରେ ସୁସଜ୍ଜିତ ହୋଇ ଆଜିଓ ଅଲ୍‌ଷ୍ଟାର ସେଲ୍‌କୁ ସଭିଙ୍କ ପାଇଁ ‘ଷ୍ଟ୍ରିଟ୍‌’କୁ ଆଣିଛନ୍ତି। ବିଶେଷକରି ଶ୍ରଦ୍ଧା କପୁର, ବାଣୀ କପୁର, ଜିମ୍‌ ସର୍ଭ ଓ ବାଦଶାହା ଆଜିଓ କ୍ୟାମ୍ପେନର ଷ୍ଟାରକାଷ୍ଟ ଭାବେ ଟିଭି ଓ ଡିଜିଟାଲ ମିଡିଆରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ବିଭିନ୍ନ ପ୍ରକାର ବ୍ରାଣ୍ଡ୍‌ ସହ ଜଣେ ବ୍ୟକ୍ତି ଅଲ୍‌ଷ୍ଟାର ସେଲ୍‌ ସମୟରେ ଆଜିଓ ଆପ୍‌ରେ ଅନେକ ଆକର୍ଷଣୀୟ ଡିଲ୍‌ ପାଇପାରିବେ। ଗ୍ରାହକମାନେ ମଧ୍ୟ ଅତିରିକ୍ତ ସୁବିଧା ଯଥା ସୁପରଫାଷ୍ଟ ଡେଲିଭରି, ଡୋରଷ୍ଟେପ୍‌ ରିଫଣ୍ଡ ଓ ସହଜିଆ ଏକ୍ସଚେଞ୍ଜ ସୁବିଧା ପାଇପାରିବେ। ଏହାଦ୍ୱାର ଆଜିଓର ଅଫରିଂ ଆହୁରି ଅଧିକ ଆକର୍ଷଣୀୟ ହୋଇପାରିଛି। ଭାରତରେ ଉତ୍ସବ ସେଲ୍‌ ଋତୁ ଆରମ୍ଭ ହୋଇଥିବା ବେଳେ ଆଜିଓ ଅଲ୍‌ ଷ୍ଟାର୍ସ ସେଲ୍‌ ଗ୍ରାହକଙ୍କ ସମସ୍ତ ଫ୍ୟାଶନ ଶପିଂ ଆବଶ୍ୟକତାକୁ ପୂରଣ କରୁଛି। ପ୍ଲେ ଷ୍ଟୋର ବା ଆପ୍‌ ଷ୍ଟୋରରୁ ଆଜିଓ ଆପ୍‌କୁ ମୋବାଇଲରେ ଡାଉନ୍‌ଲୋଡ୍‌ କରି ଗ୍ରାହକମାନେ ସମସ୍ତ ପ୍ରକାର ଫ୍ୟାଶନର ଆନନ୍ଦ ଉଠାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

ଆଇପିଏଲ୍‌ରେ ବୈଭବଙ୍କ ମହାରେକର୍ଡ: କମିନ୍ସଙ୍କୁ ଟର୍ଗେଟ, ୬୦ ଛକା ମାରି ଭାଙ୍ଗିଲେ ଗେଲ୍‌ଙ୍କ ସହ ରାଇନାଙ୍କ…

ନୂଆଦିଲ୍ଲୀ,୨୭।୫: ଆଇପିଏଲ (IPL) ମଇଦାନରେ ପୁଣି ଥରେ ଇତିହାସ ରଚିଛନ୍ତି ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ଏହି ବାମହାତୀ ବିସ୍ଫୋରକ ବ୍ୟାଟର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମାତ୍ର…

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri