ଅନୁସଚିବ ପୂର୍ଣ୍ଣଚନ୍ଦ୍ର ସାହୁ ଗିରଫ
ଭୁବନେଶ୍ୱର,୪।୬(ବ୍ୟୁରୋ): ଭିଜିଲାନ୍ସ ଜାଲରେ ଆଉଜଣେ ବଡ଼ ବାବୁ। ସେ ହେଲେ ରାଜ୍ୟ ସରକାରଙ୍କ ଯୋଜନା ଓ ସମନ୍ବୟ ବିଭାଗର ଅନୁସଚିବ ପୂର୍ଣ୍ଣଚନ୍ଦ୍ର ସାହୁ। ଶୁକ୍ରବାର ଜଣେ କମ୍ପ୍ୟୁଟର ଫାର୍ମ ମାଲିକଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ସେ ଭିଜିଲାନ୍ସ ହାତରେ…
ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ବିଜୟ
ନୂଆଦିଲ୍ଲୀ,୪।୬: ପୁରୀର ବିଶ୍ୱପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ଚାରିପଟେ ଚାଲିଥିବା ନିର୍ମାଣ କାର୍ଯ୍ୟ ଜାରି ରହିବ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ଦିର ଚତୁଃପାର୍ଶ୍ୱରେ କରାଯାଉଥିବା ଖନନ ଓ ନିର୍ମାଣ…
ମହାପ୍ରଭୁଙ୍କୁ ଦର୍ଶନ କଲେ ୫-ଟି ସଚିବ, ବିଜେଡି ସାଙ୍ଗଠନିକ ସମ୍ପାଦକ
ପୁରୀ ଅଫିସ, ୪ା୬: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା ନେଇ ଶୁକ୍ରବାର ରାଜ୍ୟ ସରକାରଙ୍କ ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଏବଂ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପୁରୀ ଯାଇ ମହାପ୍ରଭୁଙ୍କୁ…
ଯାଜପୁର ଜିଲାପାଳଙ୍କୁ ରିପୋର୍ଟ ତଲବ
ଯାଜପୁର ଅଫିସ,୪ା୬: ଯାଜପୁର ଜିଲା ସୁକିନ୍ଦା ବ୍ଲକ ଚିଙ୍ଗୁଡିପାଳ ପଞ୍ଚାୟତର ନଗଡ଼ାରେ ୨୦୧୬ ଏପ୍ରିଲରେ ଅପପୁଷ୍ଟି କାରଣରୁ ୨୦ରୁ ଊର୍ଦ୍ଧ୍ୱ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏହାପରେ ରାଜ୍ୟ ସରକାର ନଗଡ଼ାକୁ ଫୋକସ…
ସର୍ଚ୍ଚ ଅପରେଶନ ବେଳେ ହାର୍ଡକୋର ମାଓବାଦୀ ଗିରଫ
ମାଲକାନଗିରି,୩ା୬ (ଡି.ଏନ୍.ଏ.)-ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଧାମତରୀ ପୋଲିସ ସର୍ଚ୍ଚ ଅପରେଶନ ବେଳେ ଜଣେ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିଛି। ତାଙ୍କ ନାମ ମୁକେଶ ଓରଫ ସୁକଲୁଗାୱାଡେ। ତାଙ୍କ ନାମରେ ୨ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ଖବରରୁ ଜଣାପଡିଛି ଧାମତରୀ…
୭ ଯାଏ ଝଡ଼ବର୍ଷା
ଭୁବନେଶ୍ୱର,୩।୬(ବ୍ୟୁରୋ): ଉତ୍ତର ଉପକୂଳ ଓଡ଼ିଶା ଓ ଉତ୍ତର ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ଆସନ୍ତା ୭ ତାରିଖ ଯାଏ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ୫ ତାରିଖରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର,…
ଏବେ ‘ତୁର୍କିୟେ’ ନାମରେ ଜଣାଯିବ ‘ତୁର୍କି’
ନୂଆଦିଲ୍ଲୀ, ୩ା୬: ବଦଳିଛି ତୁର୍କୀର ନାମ। ଏବେ ଏହି ଦେଶ ‘ତୁର୍କିୟେ’ ନାମରେ ଜଣାଯିବ। ମିଳିତ ଜାତିସଂଘ ବୁଧବାର ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ଗତ ଡିସେମ୍ବରରେ ତୁର୍କି ରାଷ୍ଟ୍ରପତି ରିସେପ୍ ତାଇପ ଏରଡଗାନ୍ ତାଙ୍କର ରିବ୍ରାଣ୍ଡିଂ ଅଭିଯାନ ଆରମ୍ଭ କରିଥିଲେ।…
ସବାଇ ଘାସକୁ ଜିଆଇ ଟ୍ୟାଗ୍ ପାଇଁ ଆବେଦନ
ଭୁବନେଶ୍ୱର,୩।୬(ବ୍ୟୁରୋ): ସବାଇ ଘାସକୁ ମିଳିବ ଜିଓଗ୍ରାଫିକାଲ ଇଣ୍ଡିକେଶନ (ଜି.ଆଇ.) ଟ୍ୟାଗ। ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଏ ନେଇ ଆବେଦନ କରିଛି। ନିଗମ ପକ୍ଷରୁ ଆଇପି ଏଟର୍ଣ୍ଣି ପି ସଞ୍ଜୟ ଗାନ୍ଧୀ ଜିଆଇ ଅଧିକାରୀଙ୍କ ନିକଟରେ ଏହି ଆବେଦନ କରିଛନ୍ତି। ସବାଇ…
ପିଏଫ୍ ସୁଧ ହାର ଘୋଷଣା କଲା ଇପିଏଫ୍ଓ
ନୂଆଦିଲ୍ଲୀ, ୩ା୬: କର୍ମଚାରୀଙ୍କ ଭବିଷ୍ୟ ନିଧି ସଂଗଠନ(ଇପିଏଫ୍ଓ) ୨୦୨୧-୨୨ ବର୍ଷ ପାଇଁ ଆଧିକାରିକ ଭାବେ ସୁଧ ହାର ଘୋଷଣା କରିଛି। ୨୦୨୧-୨୨ ବର୍ଷ ପାଇଁ ଏବେ ୮.୧% ସୁଧ ମିଳିବ। ଗତବର୍ଷ ଏହା ୮.୫% ଥିଲା। ଏହାଦ୍ୱାରା କୋଟି କୋଟି ସରକାରୀ…
ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର
ମାଲକାନଗିରି,୩ା୬ (ଡି.ଏନ୍.ଏ.)- ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁରରେ ମାଓବାଦୀଙ୍କ ଆଇଇଡି ବୋମା ବିସ୍ଫୋରଣରେ ଜଣେ ଯବାନ ଗୁରୁତର ହୋଇଛନ୍ତି। ସେ ହେଲେ ନିରଞ୍ଜନ କୁମାର ପାଶ୍ୱାନ। ବିଜାପୁର ଜିଲାର ପେଗ୍ରାପାଲି ଅଞ୍ଚଳରେ ମାଓବାଦୀ ଦମନ ପାଇଁ ୨୧୦ କୋବ୍ରା ବାହିନୀ ଯବାନମାନେ…
ଆସିଲା ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ର କୋଭିଡ୍ ଟେଷ୍ଟ ରିପୋର୍ଟ
ନୂଆଦିଲ୍ଲୀ, ୩ା୬: ଭାରତ ଭ୍ରମଣରେ ଆସିଥିବା ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ସମସ୍ତ ସଦସ୍ୟଙ୍କ କୋଭିଡ୍ ଟେଷ୍ଟ ନେଗେଟିଭ୍ ଆସିଛି। ଏହାପରେ ଦଳ ଅଭ୍ୟାସ ଆରମ୍ଭ କରିଛି। ଏହି ସମୟରେ ସ୍ପିନ ଯୋଡ଼ି ଟାବ୍ରେଜ୍ ଶାମ୍ସି ଓ କେଶବ ମହାରାଜ ବୋଲିଂ…
ଏହି ୬ ରାଶିର ବ୍ୟକ୍ତି ଭାରି ଜିଦିଆ, କାହା କଥା ଶୁଣନ୍ତି ନାହିଁ…
ଜ୍ୟୋତିଷଶାସ୍ତ୍ରରେ ମୋଟ ୧୨ ରାଶି ଥାଏ। ପ୍ରତ୍ୟେକଟି ରାଶିର ସ୍ବଭାବ ଅଲଗା। ଏଥିଯୋଗୁ ଭିନ୍ନ ରାଶି ଥିବା ବ୍ୟକ୍ତିର ବ୍ୟକ୍ତିତ୍ୱ ଭିନ୍ନ। ତେବେ କିଛି ରାଶି ଅଛି ଯେଉଁଥିରେ ଜନ୍ମିତ ବ୍ୟକ୍ତି ବହୁତ ଜିଦିଆ। ସେ ନିଜ ନିଷ୍ପତ୍ତି ନିଜେ ନେବାକୁ…
Archives


