Posted inଫୁରସତ

୪୩ ବର୍ଷରେ ୫୩ ଜଣଙ୍କୁ ବିବାହ

ରିୟାଧ: ବୈବାହିକ ଜୀବନରେ ଶାନ୍ତି ଓ ସ୍ଥିରତା ଆଣିବା ପାଇଁ ସାଉଦିର ଜଣେ ୬୩ ବର୍ଷୀୟ ବୃଦ୍ଧ ୪୩ ବର୍ଷ ଭିତରେ ୫୩ ମହିଳାଙ୍କୁ ବିବାହ କରିଛନ୍ତି। ଅବୁ ଅବଦୁଲ୍ଲାହ ନାମକ ଏହି ବୃଦ୍ଧ ସ୍ଥାନୀୟ ଗଣମାଧ୍ୟମ ଏମ୍‌ବିସି ଚ୍ୟାନେଲରେ ସାକ୍ଷାତ୍‌କାର ଦେବା ସମୟରେ ଏକାଧିକ ବିବାହ ସମ୍ପର୍କରେ କହିଛନ୍ତି। ପ୍ରଥମ ବିବାହ ପରେ ସ୍ତ୍ରୀଙ୍କ ସହ ବେଶ୍‌ ଖୁସିରେ ଅବୁ ଦିନ କାଟୁଥିଲେ। ପ୍ରଥମ ସ୍ତ୍ରୀ ତରଫରୁ ତାଙ୍କର ସନ୍ତାନ ମଧ୍ୟ ଜାତ ହେଲେ। କିନ୍ତୁ କିଛିଦିନ ପରେ ପାରିବାରିକ କହଳ କାରଣରୁ ବିବାହ ତାଙ୍କୁ ଠିକ୍‌ ଲାଗି ନ ଥିଲା, ଯାହାପରେ ସେ ୨୩ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ। ବିବାହ ପଛର କାରଣ ଶରୀରିକ ସମ୍ପର୍କ ନୁହେଁ ବରଂ ଶାନ୍ତି ପାଇବା ଆଶାରେ ସେ ଏକାଧିକ ମହିଳାଙ୍କୁ ବିବାହ କରିଥିବା କୁହନ୍ତି। କେବଳ ସାଉଦି ନୁହେଁ ବିଦେଶୀ ମହିଳାଙ୍କ ସହ ମଧ୍ୟ ଅବୁ ବିବାହ ରଚିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’କୁ ପାଖରେ ଦେଖି ଦୁଇ ହାତୀ ଛୁଆ ହେଉଛନ୍ତି ଏମିତି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଆଖିରେ ପଟି ବାନ୍ଧି ପଞ୍ଜାବର ୬ ବର୍ଷର ବାଳକଙ୍କ ରେକର୍ଡ: ୧୬ ମିନିଟ୍‌ରେ ୧୬ କିମି କଲେ ସ୍କେଟିଂ

ଲୁଧିଆନା: ପଞ୍ଜାବର ଲୁଧିଆନାରେ ରହୁଥିବା ପ୍ରଣବ ଚୈାହାନ ଅନନ୍ୟ ରେକର୍ଡର ଅଧିକାରୀ ହୋଇଛନ୍ତି। ସେପ୍ଟେମ୍ବର ୪ ଅର୍ଥାତ ଶୁକ୍ରବାର ସେ ନିଜ ଆଖିରେ ପଟି ବାନ୍ଧି...

ଏପରି ସ୍ବତନ୍ତ୍ର ଡୁଡଲ୍‌ କରି ୨୦୨୧କୁ ବିଦାୟ ଦେଲା ଗୁଗଲ୍‌; ଥରେ ଛୁଇଁ କରି ଦେଖନ୍ତୁ…

ନୂଆଦିଲ୍ଲୀ,୩୧।୧୨: ଆଉ କେଇ ଘଣ୍ଟାର ଅପେକ୍ଷା। ଏବେଠାରୁ ନୂଆବର୍ଷକୁ ସ୍ବାଗତ କରିବାକୁ ସଜ ହେଲେଣି ଲୋକେ। ସେହିଭଳି ପୁରୁଣା ବର୍ଷକୁ ବିଦାୟ ଦେଉଛନ୍ତି ଅନେକେ। ଏହି...

ବସୁଧୈବ କୁଟୁମ୍ବକମ୍‌ ପାଇଁ ଶାନ୍ତି ଜରୁରୀ

ଶାନ୍ତିପୂର୍ଣ୍ଣ ସହାବସ୍ଥାନ ମାନବତାର ସୁରକ୍ଷା ପାଇଁ ଜରୁରୀ। ବସୁଧୈବ କୁଟୁମ୍ବକମ୍‌ ଲକ୍ଷ୍ୟ ପୂରଣ ଲାଗି ବିଭିନ୍ନ ଦେଶ ଦେଶ ମଧ୍ୟରେ ଶାନ୍ତି ହଁି ଏକମାତ୍ର ବିକଳ୍ପ।...

ଏହି ଦେଶକୁ ଗଲେ ଚାଲିଯିବ ଜୀବନ

ଗ୍ଲୋବାଲ ୱାର୍ମିଂ ବ୍ୟତୀତ ବାୟୁ ପ୍ରଦୂଷଣ ମଧ୍ୟ ବର୍ତ୍ତମାନର ଯୁଗ ପାଇଁ ଏକ ପ୍ରମୁଖ ସମସ୍ୟା ପାଲଟିଛି। ଦେଶର ରାଜଧାନୀ ଦିଲ୍ଲୀକୁ ପ୍ରାୟତଃ ଏହି ସମସ୍ୟାର...

ବିବିସି ୧୦୦ ପ୍ରଭାବଶାଳୀ ମହିଳା ତାଲିକାରେ ଓଡ଼ିଆ ଝିଅ ସୁସ୍ମିତା

ଲଣ୍ଡନ: ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ବିବିସି ପକ୍ଷରୁ ୨୦୧୯ ପାଇଁ ପ୍ରକାଶିତ ବିଶ୍ୱର ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ଓଡ଼ିଶାର କଟକ ଜିଲାର...

ପର୍ଯ୍ୟଟନ: ବେଲଖଣ୍ଡିର ଐତିହାସିକ ଧବଳେଶ୍ୱର ପୀଠ

ତେଲ ନଦୀ ଓ ଉତ୍ତେଇ ନଦୀର ସଂଗମସ୍ଥଳରେ ଏହି ପବିତ୍ର ପୀଠ ଅବସ୍ଥିତ। ଏଠାରେ ପୂଜା ପାଉଥିବା ଶିବଲିଙ୍ଗ ହେଉଛନ୍ତି ସ୍ବୟମ୍ଭୁ। ପ୍ରତ୍ୟକ୍ଷ ଦେବତାଭାବେ ତାଙ୍କର...

ଉତ୍‌ଥାନ ପଥରେ ଭାରତୀୟ ହକି

ଉତ୍ତମ ସାଙ୍ଗଠନିକ ଦକ୍ଷତାର ବିନିଯୋଗ, ନିରପେକ୍ଷ ଖେଳାଳି ଚୟନ, ବିଶ୍ୱ ହକିର ପ୍ରତିଷ୍ଠିତ ପ୍ରଶିକ୍ଷକ ନିଯୁକ୍ତି ଏବଂ ଏକାଧିକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଏବଂ ପ୍ରୋ ଲିଗ୍‌...

Advertisement
Archives

Model This Week