ନମନ ଧୀର ଏକାକୀ ଜିତାଇ ଦେଇଥିଲେ ପ୍ରଥମ ଟି-୨୦ ମ୍ୟାଚକୁ; ନହେଲେ ଗମ୍ଭୀର-ଆୟରଙ୍କ ଯୋଜନା…
ନୂଆଦିଲ୍ଲୀ,୨୨।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ T20 ମ୍ୟାଚରେ ଟିମ ଇଣ୍ଡିଆ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ନମନ ଧୀର ମାତ୍ର ୧୫ଟି ବଲରେ ୪୨ ରନର ଏକ ବିସ୍ଫୋରକ ଇନିଂସ ଖେଳି, ପରାଜୟ ମୁହଁରୁ ଭାରତ ପାଇଁ ବିଜୟ ଛଡ଼ାଇ…
ଚିନ୍ତାର କାରଣ ପାଲଟିଛି ସୋମାଲିଆ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର; ୬ ରାଜ୍ୟ ପାଇଁ ସତର୍କତା, ଜାଣନ୍ତୁ ଓଡ଼ିଶାର ସ୍ଥିତି
ନୂଆଦିଲ୍ଲୀ,୨୨।୧୦: ଦେଶବ୍ୟାପୀ ପାଣିପାଗ ସ୍ଥିତି ପୁଣିଥରେ ବଦଳୁଥିବା ପରି ମନେହେଉଛି। ବଙ୍ଗୋପସାଗରରୁ ଆରବ ସାଗର ପର୍ଯ୍ୟନ୍ତ ପାଣିପାଗ ସମ୍ବନ୍ଧୀୟ କାର୍ଯ୍ୟକଳାପ ଅଧିକ ସକ୍ରିୟ ହୋଇଉଠିଥିବା ବେଳେ, ସୋମାଲିଆ ଉପକୂଳ ନିକଟସ୍ଥ ଦକ୍ଷିଣ-ପଶ୍ଚିମ ଆରବ ସାଗର ଉପରେ ସୃଷ୍ଟି ହୋଇଥିବା ଏକ ଲଘୁଚାପ…
ପ୍ରକଳ୍ପ ସମ୍ପ୍ରସାରଣ କାର୍ଯ୍ୟ ବେଳେ ଦୁର୍ଘଟଣା, ଜେସିବି ଉପରେ ଖସି ପଡ଼ିଲା ବଡ଼ ପଥର, ଆଉ ତା’ପରେ…
କୋରାପୁଟ,୨୨।୧୦(ଅମିତାଭ ବେହେରା): କୋରାପୁଟ ଜିଲା ଦାମନଯୋଡ଼ିସ୍ଥିତ ନାଲକୋ ସମ୍ପ୍ରସାରଣ ପ୍ରକଳ୍ପ ଅଞ୍ଚଳରେ ଗୁରୁବାର ଏକ ଅଘଟଣ ଘଟିଛି। ଜିଜିଏଲ କମ୍ପାନୀର କାର୍ଯ୍ୟସ୍ଥଳରେ କାମ ଚାଲିଥିବା ସମୟରେ ଏକ ଜେସିବି ଉପରେ ଏକ ବଡ଼ ପଥର ଖସି ପଡ଼ିଥିବା ଜଣାପଡ଼ିଛି। ତେବେ ଉପସ୍ଥିତ…
SIR ହଙ୍ଗାମା ମଧ୍ୟରେ ବଡ଼ ଭବିଷ୍ୟବାଣୀ କଲେ ଶାହା
ନୂଆଦିଲ୍ଲୀ,୨୨।୧୦: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନିର୍ବାଚନ ଆୟୋଗଙ୍କୁ ନେଇ ସୃଷ୍ଟି ହୋଇଥିବା ହଟ୍ଟଗୋଳ ଏବଂ ଦିଲ୍ଲୀରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନକୁ ନେଇ ବିରୋଧୀ ଦଳଗୁଡ଼ିକ ଉପରେ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ବିକ୍ଷୋଭ ଓ ପ୍ରଦର୍ଶନ ଦ୍ୱାରା…
ଭୋଟର ପରିଚୟପତ୍ର-ଆଧାର କାର୍ଡରେ ବୟସ ଦ୍ୱନ୍ଦ୍ୱ, ସରକାରୀ ସହାୟତାରୁ ବଞ୍ଚିତ ହିତାଧିକାରୀ
ରସୁଲପୁର, ୨୨ା୧୦(ରଞ୍ଜିତ ରାଉତ): ଭୋଟର ପରିଚୟପତ୍ର ଓ ଆଧାର କାର୍ଡରେ ଉଲ୍ଲେଖ ଥିବା ବୟସକୁ ନେଇ ଦ୍ୱନ୍ଦ୍ୱ ଉପୁଜୁଥିବାରୁ ଯାଜପୁର ଜିଲା ରସୁଲପୁର ବ୍ଲକ ଅଞ୍ଚଳର ଶତାଧିକ ହିତାଧିକାରୀ ସାମାଜିକ ନିରାପତ୍ତା ଓ ସୁଭଦ୍ରା ଯୋଜନାରୁ ବଞ୍ଚିତ ଥିବା ନେଇ ଅଭିଯୋଗ…
କଳାହାଣ୍ଡିରେ ଚାଞ୍ଚଲ୍ୟ! ୫ ଦିନ ଧରି ନିଖୋଜ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର, ବନ୍ଧା ହୋଇଛି….
ଭବାନୀପାଟଣା,୨୨।୧୦(ଉତ୍ତମ କୁମାର ଦାଶ): ପାଞ୍ଚ ଦିନ ଧରି ନିଖୋଜ ଥିଲେ ପ୍ରେମୀ ଯୁଗଳ । ଆଜି ଜଙ୍ଗଲରୁ ମିଳିଲା ଉଭୟଙ୍କ ଝୁଲନ୍ତା ମୃତଦେହ। ତେବେ ମୃତକଙ୍କ ଦୁଇହାତ ବନ୍ଧା ହୋଇଥିବା ବେଳେ ଶରୀରରେ ରକ୍ତଛିଟା ଦେଖିବାକୁ ମିଳିଛି । ତେବେ ଏହା…
ଇତିହାସ ରଚିଲା ଟିମ ଇଣ୍ଡିଆ
ନୂଆଦିଲ୍ଲୀ,୨୨।୧୦: ଭାରତୀୟ କ୍ରିକେଟ ଦଳ ନ୍ୟୁଜିଲ୍ୟାଣ୍ଡରେ ନିଜର ଟି-୨୦ ଇତିହାସରେ ସର୍ବାଧିକ ରନ ପିଛା କରି ବିଜୟୀ ହେବା ସହ ଏକ ନୂତନ ରେକର୍ଡ ସୃଷ୍ଟି କରି ଇତିହାସ ରଚିଛି। ଅକ୍ଟୋବର ୨୨ ରେ ହାଗଲି ଓଭାଲ (Hagley Oval) ପଡ଼ିଆରେ,…
ସାତ ଥର ଭଉଁରୀ ଖେଳି ମେଲାଣି ନେଲେ ମା’ ଦୁର୍ଗା, ୨୦ ହଜାର ଭକ୍ତଙ୍କ ଆଖିରେ ଲୁହ
ରାଜନଗର,୨୨।୧୦(ଭାସ୍କର ରାଉତରାୟ ): ଶେଷ ହେଲା ରାଜନଗର ଅଞ୍ଚଳର ସର୍ବ ପ୍ରାଚୀନ ଦୁର୍ଗାପୂଜା । ଗୁରୁବାର ପୂର୍ବାହ୍ନରେ ସୁସଜ୍ଜିତ ନୌକାରେ ମା’ ଦୁର୍ଗାଙ୍କୁ ଭକ୍ତମାନେ ଦେବୀ ମଣ୍ଡପରୁ ପରମ୍ପରା ଅନୁସାରେ ଘଣ୍ଟ କାହାଳି ଢୋଲ ମୃଦଙ୍ଗ ବାଦ୍ୟ ସହ ବିଦାୟ ଦେଇଥିଲେ…
ନିଆରା ପରମ୍ପରା ; ପାଟପୁର ପୋଲିସର ପଥର ଉଠା କାର୍ଯ୍ୟକ୍ରମ, ଥାନା ଅଧିକାରୀ….
ଦିଗପହଣ୍ଡି,୨୨।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପରିସରରେ ପବିତ୍ର ଦଶହରା ପୂଜା ପୂର୍ବରୁ ଗଙ୍ଗାମାତା ଆବାହନ ସମୟରେ ପ୍ରତିବର୍ଷ ଏକ ନିଆରା ପରମ୍ପରା ପାଳନ କରାଯାଉଛି । ଚଳିତବର୍ଷ ଥାନା ଅଧିକାରୀ ଏବଂ ଅନ୍ୟ ପୋଲିସ…
ଜନବସତି ଆଡ଼କୁ ମାଡ଼ି ଆସୁଛନ୍ତି ହାତୀପଲ, ଦଳିଚକଟି ନଷ୍ଟ କରୁଛନ୍ତି ଧାନଫସଲ
ଦିଗପହଣ୍ଡି,୨୨ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଳାଶପୁର, ସୁମନ୍ତପୁର, ଢେପାଗୁଡ଼ା ଖଇର ପଦର, ସିଙ୍ଗପୁର, ହରିଣ, ଗୁଣ୍ଡୁରିଗୁଡ଼ା, ଆଦିକନ୍ଦପୁର, ସୁନାଖଣ୍ଡି ପ୍ରଭୃତି ଗ୍ରାମରେ ଗତ ପ୍ରାୟ ୧ ସପ୍ତାହ ହେଲା ହାତୀ ଉପଦ୍ରବ ଯୋଗୁ ସନ୍ଧ୍ୟା ହେଲେ ରାସ୍ତାରେ…
ଛାତିଥରା…ରାତିରେ କାନ୍ଦୁଥିଲା ୮ ମାସର ଶିଶୁ, ତଣ୍ଟି ଚିପି ମାରିଦେଲେ ମା’
ନୂଆଦିଲ୍ଲୀ,୨୨।୧୦: ମାନବିକତାକୁ ଦୋହଲାଇ ଦେବା ଭଳି ଏକ ହୃଦୟବିଦାରକ ଘଟଣା କେରଳର ପଥନମଥିଟ୍ଟା ଅଞ୍ଚଳରୁ ସାମ୍ନାକୁ ଆସିଛି । ରାତିରେ ଶୋଇଥିବା ସମୟରେ କାନ୍ଦୁଥିବାରୁ ମାତ୍ର ୮ ମାସର ଶିଶୁକନ୍ୟାକୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାର…
ସଡ଼କ ଦୁର୍ଘଟଣାରେ ଆଥଲେଟ୍ଙ୍କ ଜୀବନ ଗଲା, ସୁନାପୁଅ ମଳୟଙ୍କୁ ଝୁରୁଛି ଜନ୍ମମାଟି
ଅତାବିରା,୨୨ା୧୦(ଯୁଧିଷ୍ଠିର ମହାପାତ୍ର): ସଡ଼କ ଦୁର୍ଘଟଣାରେ ଦୁଇ ଯୁବ ଆଥଲେଟ୍ଙ୍କ ଜୀବନ ଚାଲିଯାଇଛି। କଟକ-ଭୁବନେଶ୍ୱର ଜାତୀୟ ରାଜପଥ ଫୁଲନଖରା ଛକରେ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମେ ଗୁରୁତର ଅବସ୍ଥାରେ ବୁଧବାର ସେମାନଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା।…

